ପୁଲିସ ବିଭାଗରେ ଆଉ ରହିବେନି ଇନଚାର୍ଜ ଡିଏସପି । ସ୍ଥାୟୀ ଡିଏସପି ହେବେ ୧୫୧; ପୂରଣ ହେବ ୧୦୬ ଡିଏସପି ପଦବି । ଜଳକା ନଦୀରେ ବନ୍ୟା ପରିସ୍ଥିତି, ବିପଦ ସଂକେତ ଉର୍ଦ୍ଧ୍ବରେ ଜଳସ୍ତର । ଗୃହରକ୍ଷୀଙ୍କ ଦୈନିକ ଭତ୍ତା ଏଣିକି ୫୩୩ ଟଙ୍କା, ୨୦୨୦ ଜାନୁଆରିରୁ ପିଛିଲା ଭାବେ ଲାଗୁ ହେବ । ଆଜି ବି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ । ରାଜ୍ୟରେ […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ନିଯୁକ୍ତି ଏଜେନ୍ସି (ଏନଆରଏ) ଗଠନ କରିବାକୁ ଅନୁମୋଦନ କରିଛନ୍ତି ଯାହା ବିଭିନ୍ନ କେନ୍ଦ୍ର ସରକାରୀ ପଦବୀ ପାଇଁ କମ୍ପ୍ୟୁଟର ଆଧାରିତ କମନ୍ ଯୋଗ୍ୟତା ପରୀକ୍ଷା (CET) ପରିଚାଳନା କରିବାର ଅଧିକାର ଉପରେ ନ୍ୟସ୍ତ ହେବ । ଚାକିରି ପାଇଁ ପ୍ରାର୍ଥୀଙ୍କୁ ବହୁ ବାର ପରୀକ୍ଷା ଦେବାକୁ ପଡିଥାଏ। ଦେଶରେ ପ୍ରାୟ ୨୦ ରିକ୍ର୍ୟୁମେଣ୍ଟ ଏଜେନ୍ସି […]
ବାସ୍ତବ ବ୍ୟୁରୋ-ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଏବେ ଯାଏଁ ସଂଗ୍ରହ ହୋଇଥିବା ସମସ୍ତ ପ୍ରମାଣକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପ୍ରିମ୍ କୋର୍ଟ ମୁମ୍ବାଇ ପୁଲିସକୁ କହିଛନ୍ତି । ଏଥିସହ ତଦନ୍ତରେ ସହଯୋଗ କରିବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତ ସିଂଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପାଟନାରେ […]
ସେପ୍ଟେମ୍ବର ୩୦ ପୂର୍ବରୁ ମୌସୁମୀ ଅଧିବେଶନ, ଟ୍ବିଟ୍ କରି ସୂଚନା ଦେଲେ ବାଚସ୍ପତି । ଏଣିକି ଅନ୍ଲାଇନ୍ରେ ସମସ୍ତ ବିଦ୍ୟୁତ୍ ସେବା, ସବୁ ବିତରକ କମ୍ପାନିଙ୍କ ପାଇଁ ଗୋଟିଏ ପୋର୍ଟାଲ୍ । ୭ ଦିନରେ ପଜିଟିଭ୍ ହାର କମାଅ, ୪ ଜିଲ୍ଲା ପାଇଁ ସ୍ବତନ୍ତ୍ର ରଣନୀତି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ । ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ାକୁ ଗୁରୁତ୍ବ, ଲକ୍ଷଣବିହୀନ ରୋଗୀ ଗୃହ ସଂଗରୋଧରେ ରହିବେ । ବୁଡ଼ିବାକୁ […]
ଆଜି ରାଜ୍ୟରେ ୨୨୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୫୩୩ରେ ପହଞ୍ଚିଛି । ଏଥିମଧ୍ୟରୁ ୨୦୩୩୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୩୭୭୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ , ଆଜି ସାତପୁରୀ ତାଡ଼ ବିଜେ । SBI ରିପୋର୍ଟ : କରୋନା ପ୍ରହାରରେ ରାଜ୍ୟ ଅର୍ଥନୀତି ଅବସ୍ଥା ସାଂଘାତିକ, […]
ବାସ୍ତବ ବ୍ୟୁରୋ-ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଜସରାଜ ଆଉ ନାହାଁନ୍ତି । ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଜସରାଜ ଆଉ ନାହାଁନ୍ତି। ସୋମବାର ଦିନ ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ଆମେରିକାର ନିଉ ଜର୍ସିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପଣ୍ଡିତ ଜସରାଜଙ୍କ ମୃତ୍ୟୁରେ ସଙ୍ଗୀତ ଜଗତ ଶୋକର ଛାୟା ଖେଳି ଯାଇଛି । ଜସରାଜଙ୍କ ପରିବାର ଦେଇଥିବା ସୂଚନା […]
ଆସୁଛି ଆଉ ଏକ ଲଘୁଚାପ;୧୮ରୁ ରାଜ୍ୟରେ ପ୍ରବଳ ବର୍ଷା , କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ପୁଣି ବଦଳିଲା ଶିକ୍ଷାବର୍ଷ । ହୀରାକୁଦର ୧୨ ଗେଟ୍ ଖୋଲା, ଜଳସ୍ତର ୬୧୫ ଫୁଟ୍ । ମାଲକାନଗିରିରେ ବନ୍ୟା: କାଲିମେଳା-ପଡ଼ିଆ ଯୋଗାଯୋଗ ବିଚ୍ଛିନ୍ନ, ଚାଷ ଜମି ବ୍ୟାପକ କ୍ଷତି । ଫେମ୍-ଫିପଟି’: ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟରେ ଓଡ଼ିଶାରୁ ତାରା-ବବି। ଡିସେମ୍ବରରେ ହେବ ମେକ୍ […]
ବାସ୍ତବ ବ୍ୟୁରୋ-ନ୍ୟାସନାଲ କ୍ୟାଡେଟ୍ କର୍ପସ (ଏନସିସି) ବର୍ତ୍ତମାନ ସୀମା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ମଧ୍ୟ ସେବା କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନସିସିର ସମ୍ପ୍ରସାରଣ ସହ ଜଡିତ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି, ଯେଉଁଥିରେ ସମସ୍ତ ୧୭୩ ସୀମା ଏବଂ ଉପକୂଳ ଜିଲ୍ଲାର ଯୁବକମାନେ ବହୁ ପରିମାଣରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଆପଣଙ୍କୁ କହିରଖୁଛୁ ଯେ ଅଗଷ୍ଟ ୧୫ ରେ ରେଡ ଫୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ […]
ଲଘୁଚାପ ପ୍ରଭାବ, ରାଜ୍ୟରେ ଆହୁରି ୨ ଦିନ ବର୍ଷା । ଜଳବନ୍ଦୀରେ ଜୟପୁର ଗାଁ : ବଢୁଛି ନଦୀର ଜଳସ୍ତର, ଚିନ୍ତାରେ ଗ୍ରାମବାସୀ । ବିଭିନ୍ନ ସ୍ଥାନରେ ବର୍ଷା: କାମାକ୍ଷାନଗରରେ ପୋଲ ଭାସିଲା, ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ । ପୁରୀରେ ଲଗାଣ ବର୍ଷାରେ ବୁଡ଼ିଲା ବାଇଶି ପାହାଚ, ଗୁମୁଟରେ ଆଣ୍ଠୁଏ ପାଣି । ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ୯ଟି ଗେଟ୍ । ପୁରୀରେ ନନ୍ଦିଘୋଷ ରଥ ଖୋଲା ଆରମ୍ଭ, ସରିଲା […]
ବିଶ୍ୱବିଦ୍ୟାଳୟ ଅଧୀନରେ ୩୦୦ରୁ ଅଧିକ କଲେଜ ରହିପାରିବନି । ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷିବ, ସମସ୍ତ ବନ୍ଦର ପାଇଁ ୩ ନମ୍ବର ସତର୍କ ସୂଚନା । ଆଇଟିଆଇ ପାଇଁ ଗୋଟିଏ ପର୍ଯ୍ୟାୟ ନାମଲେଖା । ୪୦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ର୍ୟାଙ୍କ ୨୦ । କୃଷି ଗବେଷଣା ପାଇଁ ହାତ ମିଳାଇଲେ ଓୟୁଏଟି-ଦିଲ୍ଲୀ ଆଇଆଇଟି । ଅନ୍ଲାଇନ୍ ଟ୍ରାକିଂ ହେବ ଲଘୁ ଖଣିଜ ପଦାର୍ଥ କାରବାର । […]


