ବାସ୍ତବ ବ୍ୟୁରୋ-ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର F-16, JF-17 ଏବଂ ମିରାଜ୍ -3 ବିମାନ ଭାରତୀୟ ସୀମା ରେଖା ନିକଟରେ ଗତିବିଧୀ ବୃଦ୍ଧି କରିଛି । ଗତ କିଛିଦିନ ତଳେ ଜମ୍ମୁ-କାଶ୍ମୀରର ହନ୍ଦଓ୍ୱାଡାରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଭାରତୀୟ ସେନାର ଜଣେ କର୍ଣ୍ଣେଲଙ୍କ ସମେତ ୪ଜଣ ଯବାନ ସହିଦ ହୋଇଥିଲେ । ପରେ ପାକିସ୍ତାନ ଭାରତର ପ୍ରତିଆକ୍ରମ ର ଆଶଙ୍କା କରି ସୀମାରେ ଯୁଦ୍ଧ ବିମାନର ଗତିବିଧି ବୃଦ୍ଧି କରିଛି । ଏଏନଆଇର ରିପୋର୍ଟ […]

୧- ଓଡ଼ିଶାରେ covid-19 ଆକ୍ରାନ୍ତ ଙ୍କ ସଂଖ୍ୟା ୩୫୦ ଟପିଲା । ଆଜି ଓଡିଶା ରେ ନୂଆ ୫୮ଜଣ covid-19 ରୋଗୀ ଚିହ୍ନଟ। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୦ ଟପିଲା । ଆଜି ମଧ୍ୟ ଗଞ୍ଜାମ ରେ ଜଣେ ରୋଗୀଙ୍କର ମୃତ୍ୟୁ। ମୋଟ ମୃତ୍ୟୁ ସଂଖ୍ୟା ୩ ରେ ପହଁଚିଲା। ଏହା ମଧ୍ୟରେ ଅନୁଗୁଳ ଛୁଇଁଲା କରୋନା । ଏହି ରୋଗୀ ମାନଙ୍କ ମଧ୍ୟରୁ ୧୩ ଜଣ […]

୧-ଆଜି ସକାଳୁ ନୂଆ ୧୭ କୋରୋନା ପଜିଟିଭ୍, ଗଞ୍ଜାମ ଜିଲ୍ଲାରୁ ୧୨, ଭଦ୍ରକ ଜିଲ୍ଲାରୁ ୧, ସୁନ୍ଦରଗଡ଼ ଜିଲ୍ଲାରୁ ୧ ଓ ମୟୂରଭଞ୍ଜ ଜିଲ୍ଲାରୁ ୩ ଚିହ୍ନଟ ହୋଇଛନ୍ତି। ୨-ରଥ ନିର୍ମାଣ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲା ଗ୍ରୀନ୍‌ ସିଗନାଲ୍‌। ଆଜି ସକାଳ ୮ଟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ। ୩-ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଇ-ପାସ୍‌ ସେବା ଆରମ୍ଭ, ଆବେଦନକାରୀଙ୍କୁ ଅନ୍‌ଲାଇନ୍‌ରେ ଇ-ପାସ୍‌ ପ୍ରଦାନ କରାଯିବ। ୪-ପାଣିପାଗ: […]

ବାସ୍ତବ ବ୍ୟୁରୋ- ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିଚାରାଧୀନ ସିବିଏସ୍ଇ ବୋର୍ଡ ପରୀକ୍ଷା ଜୁଲାଇ ୧ରୁ ଜୁଲାଇ ୧୫ମଧ୍ୟରେ ଅନୁଷ୍ଠିତ ହେବ । ଏ ନେଇ ଖୁବ୍ ଶୀଘ୍ର ମାନବ ସମ୍ବଳ ବିଭାଗ ମନ୍ତ୍ରାଳୟ ଦ୍ୱାରା ଏକ ବିସ୍ତୃତ କାର୍ଯ୍ୟସୂଚୀ ପ୍ରଦାନ କରାଯିବ ବୋଲି ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ […]

୧-ବିଶାଖାପାଟଣା:ପଲିମର୍ସ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍,୧୧ମୃତ, ହଜାରରୁ ଉର୍ଦ୍ଧ୍ଵ ଅସୁସ୍ଥ। ୨-ଚଉଦ ଦିନ ବଦଳରେ ୨୧ ଦିନ କରାଯାଉ କ୍ଵାରେଣ୍ଟାଇନ ସମୟ ସୀମା : ହୃଦରୋଗ ବିଶେଷଜ୍ଞ ଡଃ କେ.ଶ୍ରୀନାଥ ରେଡ୍ଡୀ। ୩-ପ୍ରବାସୀ ଓଡ଼ିଆଙ୍କ ପାଇଁ ହାଇକୋର୍ଟଙ୍କ ଗୁୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ରାଜ୍ୟରେ ପ୍ରବେଶ ପୂର୍ବରୁ ପ୍ରଥମେ ହେବ କରୋନା ଟେଷ୍ଟ। ୪-ରଥ ନିର୍ମାଣ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲା ଗ୍ରୀନ୍‌ ସିଗନାଲ୍‌। ଆଜି ସକାଳ ୮ଟାରୁ ରଥ ନିର୍ମାଣ […]

ବାସ୍ତବ ବ୍ୟୁରୋ- ଆଜି ଭାରତୀୟ ସେନାକୁ ଏକ ବଡ଼ ଧରଣର ସଫଳତା ମିଳିଛି । କାଶ୍ମୀର ଘାଟିରେ ସେନାର ଗୁଳିରେ ପ୍ରାଣ ହରାଇଛି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ତଥା ହିଜବୁଲ ମୁଜାହଦ୍ଦିନର କମାଣ୍ଡର ରିଆଜ ନାଇକୋ ଓରଫ ମହମ୍ମଦ ବିନ କାସିମ ଏବଂ ତା ସାଥି ଆତଙ୍କବାଦୀ ମଧ୍ୟ ପ୍ରାଣ ହରାଇଛି । ସେନା ପକ୍ଷରୁ ଏହି ଦୁଇ ଆତଙ୍କବାଦୀଙ୍କ ମୃତଦେହ ମଧ୍ୟ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର ନକରିବାର ସମ୍ଭାବନା ରହିଛି […]

ବାସ୍ତବ ବ୍ୟୁରୋ- କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଙ୍କ ସରକାର ଲକଡାଉନ ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ଗୋଷ୍ଠୀ ପାଇଁ ୧,୬୦୦ କୋଟିରୁ ଅଧିକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ଦ୍ୱାରା ଛୋଟ ଓ ମଧ୍ୟମ ଉଦ୍ୟୋଗ, ବୁଣାକାର, ଫୁଲ ଚାଷୀ, ଧୋବି, ବାରିକ, ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ସୁବିଧା ଯୋଗାଇଦେବ । ଏହି ଘୋଷିତ ପଦକ୍ଷେପ ରେ, ଫୁଲ ବିକ୍ରେତାମାନେ ହେକ୍ଟର ପିଛା ୨୫,୦୦୦ […]

୧-ରାଜ୍ୟରେ ଦ୍ଵିତୀୟ covid-19 ରୋଗୀ ଙ୍କ ମୃତ୍ୟୁ। ଏହି ବ୍ୟକ୍ତି ଜଣକ ଭୁବନେଶ୍ୱର ର ମଧୁସୂଦନ ନଗର ର ୭୭ ବୟସ୍କ ବୃଦ୍ଧ। ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ। ୨-ଆଜି ଓଡିଶା ରେ ନୂଆ ୧ ଜଣ covid-19 ରୋଗୀ ଚିହ୍ନଟ। ଏହି ରୋଗୀ ଜଣକ ଗଂଜାମ ଜିଲ୍ଲାର ବୋଲି କୁହାଯାଇଛି। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୭୭ ରେ ପହଁଚିଲା। ୩-ଭାରତରେ ଗତ ୨୪ […]

ବାସ୍ତବ ବ୍ୟୁରୋ-କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କରୋନା ସମ୍ପର୍କିତ ସୂଚନା ଦେଇ କହିଛନ୍ତି ଯେ ଭାରତରେ ଦିନକୁ ଦିନ ଅଧିକ ଗୁରୁତର ଆକାର ଧାରଣ କଲାଣି କରୋନା । ଗତ ୨୪ ଘଣ୍ଟାରେ ଭାରତରେ ୩୯୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ କରୋନା ସଂକ୍ରମିତ ସଂଖ୍ୟା ୪୬୪୩୩ ରେ ପହଞ୍ଚିଛି । ଚିନ୍ତାର ବିଷୟ ହେଉଛି ଯେ ଗୋଟିଏ […]

୧- ଦିଲ୍ଲୀ ସରକାର ଙ୍କର ନୂଆ covid-19 ଟିକସ। ବିଦେଶୀ ମଦ ଇପରେ ୭୦% ଟିକସ। ୫୦୦ ଟଙ୍କା ମଦ ର ଦାମ ୮୫୦ ହେଲା। ୨-ଜାମ୍ମୁ କାଶ୍ମୀର CRPF କ୍ୟାମ୍ପରେ ଆତଙ୍କି ହାମଲା। ୩ ଯବାନ ସହିଦ। ଭାରତୀୟ ସେନା ର ଜବାବି ଆକ୍ରମଣ ରେ ୨ ଆତଙ୍କୀ ନିପାତ। ୩-ଭାରତରେ ଗୋଟିଏ ଦିନରେ ସର୍ବାଧିକ covid-19 ରୋଗୀ ଚିହ୍ନଟ। ୨୪ ଘଣ୍ଟାରେ ୩୫୦୦ରୁ ଅଧିକ ରୋଗୀ ଚିହ୍ନଟ। […]

Pin It on Pinterest