୧-ଆଜି ଓଡିଶା ରେ ନୂଆ ୧ ଜଣ covid-19 ରୋଗୀ ଚିହ୍ନଟ। ଏହି ୧ ଜଣ ରୋଗୀ ସୁନ୍ଦରଗଡ ଜିଲ୍ଲା ର ବୋଲି କୁହାଯାଉଛି। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୩ ରେ ପହଁଚିଲା। ୨-ମେ’ ୧୭ ଯାଏଁ ସବୁ ପରୀକ୍ଷା ସ୍ଥଗିତ। ଆଜିଠୁ ହ୍ବାଟସପରେ ପାଠପଢ଼ା ଆରମ୍ଭ, ଉପକୃତ ହେବେ ୨୦ ରୁ ୨୫ଲକ୍ଷ ବିଦ୍ୟାଳୟ ଛାତ୍ରଛାତ୍ରୀ। ୩-ଭୁବନେଶ୍ୱର:ପ୍ରବାସୀ ଓଡ଼ିଆଙ୍କ ପାଇଁ ୧୦ ନୋଡାଲ ଅଧିକାରୀ […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ- ଶ୍ରମିକମାନେ ଓଡ଼ିଶା ନ ଫେରି ଏଠାରେ କାମ କରନ୍ତୁ ବୋଲି ବେଙ୍ଗାଲୁରୁ ପୁଲିସ କମିସନର ଭାସ୍କର ରାଓ ପରାମର୍ଶ ଦେଇଛନ୍ତି । ପୁଲିସ କମିସନର ଶ୍ରୀ ରାଓ କହିଛନ୍ତି, ବେଙ୍ଗାଲୁରୁ ପାଇଁ ଓଡ଼ିଆମାନଙ୍କ ଅବଦାନ ବହୁତ ରହିଛି । ଓଡ଼ିଶା ସରକାରଙ୍କ ସହ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଆଲୋଚନା କରିଛନ୍ତି । କରୋନା ଭୟରେ ନ ଡରି ତାର ମୁକାବିଲା କରିବା ପାଇଁ କର୍ଣ୍ଣାଟକରେ ଥିବା ଓଡ଼ିଆମାନେ […]
୧- ଆଜି ଓଡିଶା ରେ ନୂଆ ୫ ଜଣ covid-19 ରୋଗୀ ଚିହ୍ନଟ। ସମସ୍ତ ୫ ଜଣ ରୋଗୀ ଯାଜପୁର ଜିଲ୍ଲା ର ସମସ୍ତ ସଂକ୍ରମିତ କୋଲକାତା ଲିକ୍। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୫୪ରେ ପହଁଚିଲା। ୨-ପୁଣି ବଢ଼ିଲା ତାଲାବନ୍ଦ ଅବଧି, ମେ’ ୧୭ ତାରିଖ ଯାଏଁ ଲକଡାଉନ୍ କଟକଣା ଲାଗୁ, ଗୃହମନ୍ତ୍ରଣାଳୟ ଜାରି କଲେ ବିଜ୍ଞପ୍ତି । ୩-ଭୁବନେଶ୍ଵର : ସାମାଜିକ ସୁରକ୍ଷା ସହାୟତା […]
ବାସ୍ତବ ବ୍ୟୁରୋ– ଲକଡାଉନ୍ ବଳବତ୍ତର ଥିବାବେଳେ ଆଜି କିଛି ନିୟମରେ ପରିବର୍ତ୍ତନ ହୋଇଛି । ମେ ୧ ରୁ ନୂତନ ନିୟମ କାର୍ଯ୍ୟକାରୀ ହେଉଥିବାବେଳେ ଲକଡାଉନ୍ ପରେ ଏଗୁଡିକ କାର୍ଯ୍ୟକାରୀ ହୋଇଯିବ । ଆଜିଠାରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସୁଧ ହାରରେ ପରିବର୍ତ୍ତନ ଆସୁଛି । ମେ ୧ ତାରିଖରୁ ଏକ ଲକ୍ଷରୁ ଅଧିକ ସଞ୍ଚୟ ଜମା ଖାତା ଉପରେ ସୁଧ ହାର ହ୍ରାସ କରାଯିବ । ଏଥି […]
ବାସ୍ତବ ବ୍ୟୁରୋ-ଦେଶରେ ତୃତୀୟଥର ବଢ଼ିଲା ଲକଡାଉନ୍ ଅବଧି । ଲକଡାଉନ୍ ଅବଧି ଆସନ୍ତା ୩ ତାରିଖରେ ଶେଷ ହେବାକୁ ଥିବାବେଳେ କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ଆଉ ୨ ସପ୍ତାହ ପାଇଁ ବଢାଇଦେଇଛନ୍ତି । ଦେଶରେ ସଂକ୍ରମିତ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ଆସନ୍ତା ମେ ୧୭ ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ । ତେବେ ଏଥର ଗ୍ରୀନ ଜୋନ […]
ବାସ୍ତବ ବ୍ୟୁରୋ-ରେଡ ଜୋନ୍ ରୁ ଅଂରେଜ ଜୋନକୁ ଖସିଲା ଭୁବନେଶ୍ୱର । ଅଧିକ କରୋନା ରୋଗୀ ରାଜଧାନୀରେ ଚିହ୍ନଟ ହେବାରୁ ଏହା ହଟସ୍ପଟ୍ ଭାବେ ଘୋଷଣା କରାଯାଇଥିଲା । କିନ୍ତୁ ଏବେ ଦୀର୍ଘ ଦିନ ହେବ ଖୋର୍ଧାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଶି କିଛି ନଆସିବାରୁ ଜିଲ୍ଲାକୁ ବର୍ତ୍ତମାନ ରେଡରୁ ଅରେଂଜ ଜୋନରେ ସାମିଲ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ତାଲିକାରୁ ଏହି ତଥ୍ୟ […]
୧-ରାଜ୍ୟରେ ଆଉ ଏକ କୋରୋନା ସଂକ୍ରମଣ ଚିହ୍ନଟ ,ପଜିଟିଭ୍ ବ୍ୟକ୍ତି ଜଣକ ବାଲେଶ୍ଵରର ,ବାଲେଶ୍ୱର କୋରୋନା ସଂକ୍ରମଣ ସଂଖ୍ୟା: ଏବେ ୨୦ ରେ ପହଞ୍ଚିଲା । ୨-ଯାଜପୁର ପାଲଟିଲା ଦ୍ଵିତୀୟ କରୋନା ପ୍ରବଣ ଜିଲ୍ଲା ,ଗୋଟିଏ ଦିନରେ ୧୭ ଆକ୍ରାନ୍ତ ଚିହ୍ନଟ । ୩- ଦେଶରେ ଗୋଟିଏ ଦିନରେ ୧୭୧୮ ସଂକ୍ରମିତ ଚିହ୍ନଟ,୭୨ ମୃତ। ୪-UGC ଗାଇଡଲାଇନ ତର୍ଜମା ହେବ, ଜୁନ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ପାଇଁ […]
ବାସ୍ତବ ବ୍ୟୁରୋ-ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ଦେଶରେ କରୋନା ସମ୍ପର୍କିତ ସୂଚନା ଦେଇ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଦେଶରେ ୧୭୧୮ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହିତ ମୋଟ ସଂକ୍ରମିତ ସଂଖ୍ୟା ୩୩୦୫୦ ରେ ପହଞ୍ଚିଛି । ତେବେ ଦେଶର ଆରୋଗ୍ୟ ହାର ନିୟମିତ ଭାବେ ବଢିଚାଲିଛି । ଗତ ୨୪ ଘଣ୍ଟାରେ ୬୩୦ ଜଣ ସୁସ୍ଥ ହୋଇଛନ୍ତି […]
ବାସ୍ତବ ବ୍ୟୁରୋ : ପରସ୍ପରର ବହୁ ଚର୍ଚ୍ଚିତ ବଲିଉଡ୍ ଅଭିନେତା ଇର୍ଫାନ୍ ଖାନ୍ । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ୨୦୧୮ରୁ ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ । ମଙ୍ଗଳବାର ଦିନ ମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କର ପେଟରେ ଅନ୍ତଃନଳୀ ସଂକ୍ରମଣ ହୋଇ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯିବାରୁ ଗତକାଲି ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା […]
୧-ନୂଆ ଦିଲ୍ଲୀ:ପୂର୍ବତନ ଆନ୍ଧ୍ରବ୍ୟାଙ୍କ ମୁଖ୍ୟ ସୁରେଶ ପଟେଲ୍ଙ୍କୁ ନୂଆ ଭିଜିଲାନ୍ସ କମିଶନର ପଦରେ ନିଯୁକ୍ତି। ୨-ଏଥର ହେବନି ଖରାଛୁଟି, ହାଇକୋର୍ଟ ସମେତ ଜିଲ୍ଲା ଓ ଅନ୍ୟ କୋର୍ଟରେ ମଧ୍ୟ ହେବନି ଗ୍ରୀଷ୍ମକାଳୀନ ଅବକାଶ। ୩-ଭୁବନେଶ୍ୱରର: ୭୦ ପ୍ରତିଶତ ଦୋକାନ ଖୋଲିବା କଟକଣା କୋହଳ ହେଲା, ହେଲେ ଅନେକ ବ୍ୟବସାୟୀ ଦ୍ୱନ୍ଦ୍ୱରେ। ୪-ନୂତନ ଶିକ୍ଷାବର୍ଷ ନେଇ ୟୁଜିସି ପ୍ରକ୍ରିୟା ଆରମ୍ଭ: ଅଗଷ୍ଠ ୧ରୁ ଆସନ୍ତା ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ […]


