ବାସ୍ତବ ବ୍ୟୁରୋ- ଦିନକୁ ଦିନ ଦେଶ ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ଭୂତାଣୁ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ୫୦ ଛୁଇଁଛି। ଏହା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୫୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୭୬୪ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୩୩୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୩ଜଣଙ୍କର ମୃତ୍ୟୁ ହୋଇଛି ଓ ୪୨ ଜଣ ସୁସ୍ଥ […]
ଦେଶ ଓ ବିଦେଶ
୧-ଲକଡାଉନ୍: ରେଲଓ୍ୱେ ଓ ଏୟାରଲାଇନ୍ସ ଆରମ୍ଭ କଲେ ଟିକେଟ୍ ବୁକିଂ, ଏପ୍ରିଲ ୧୫ରୁ କରିପାରିବେ ଯାତ୍ରା। ୨-ଖୁସି ଖବର: ରାଜ୍ୟରେ ଦ୍ବିତୀୟ କରୋନା ଆକ୍ରାନ୍ତ ଏବେ ସମ୍ପୂର୍ଣ୍ଣ ସୁସ୍ଥ, ଏମ୍ସ ହସ୍ପିଟାଲରୁ ହେଲେ ଡିସ୍ଚାର୍ଜ। ୩-ନିଜାମୁଦ୍ଦିନ କରୋନା ହଟସ୍ପଟ:୧୮୩୦ ଚିହ୍ନଟ,୧୪୦୦ ଚାଲିଛି ଖୋଜା। ୪-ସତର୍କ କଲେ ସୁବ୍ରତ: ଆସନ୍ତା ୨ ସପ୍ତାହ ସମସ୍ତଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ଜଗିରଖି ଚଳନ୍ତୁ, ୧୫ ଦିନ ଘରେ ରହି କରୋନାକୁ […]
୧-ଖାଲି ରହିବନି ପଶୁଙ୍କ ପେଟ । ଖୋଲା ରହିବ ପଶୁ ଖାଦ୍ୟ ଦୋକାନ ସହ ପଶୁ ଚିକିତ୍ସାଳୟ । ବୁଲା କୁକୁର ଓ ଗୋରୁଙ୍କ ପାଇଁ ସରକାର ଦେଇଥିଲେ ୫୪ ଲକ୍ଷ। ୨-କରୋନା ଯୋଗୁ ମାନ୍ଦାବସ୍ଥାକୁ ଚାଲିଯିବ ବିଶ୍ୱ ଅର୍ଥନୀତି, ବର୍ତ୍ତିଯିବେ ଚୀନ ଓ ଭାରତ: UN ୩-ଓଡ଼ିଶାରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ। ସେ ଭଦ୍ରକ ଜିଲାର ବାସିନ୍ଦା, ନିକଟରେ ଦୁବାଇରୁ ଫେରିଥିଲେ। ୪-କରୋନା ପାଇଁ ଦରମା କଟକଣା […]
୧-ଏପ୍ରିଲ ୯ ସୁଦ୍ଧା ସରକାରୀ କର୍ମଚାରୀ ଙ୍କୁ ଦରମା ଏବଂ ପେନସନ ଦେବାକୁ ସବୁ ଟ୍ରେଜେରୀ କୁ ନିର୍ଦେଶ। ୨ -ସମ୍ପ୍ରତି ଜରୁରୀକାଳୀନ କାର୍ଯ୍ୟ ରେ ନିୟୋଜିତ ବ୍ୟକ୍ତି ଙ୍କ ବୀମା କରିବାକୁ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ସରକାର ଙ୍କୁ ଦେଲେ ପ୍ରସ୍ତାବ। ୩ -ଭୁବନେଶ୍ୱର ରେ ନକଲି ସାନିଟାଇଜର କାରଖାନା ଠାବ, ସାମଗ୍ରୀ ଜବତ। କଳାହାଣ୍ଡି ରେ ବିପୁଳ ବିଦେଶୀ ମଦ ଜବତ କରି ନାମୀ ହୋଟେଲ […]
୧-କରୋନା ମୁକାବିଲା ନିମନ୍ତେ 500 କୋଟି ଟଙ୍କା ଅର୍ଥ ଘୋଷଣା କଲେ ଟାଟା ଗ୍ରୁପ ମୁଖ୍ୟ ରତନ ଟାଟା। ୨-ଆଜିଠୁ ଗାଁରେ ନିରାଶ୍ରୟ, ଦରିଦ୍ର୍ୟ ଓ ଅସୁସ୍ଥଙ୍କୁ ମାଗଣା ରନ୍ଧା ଖାଦ୍ୟ, ମିଲ୍ ପିଛା ଖର୍ଚ୍ଚ ଅଟକଳ ୩୦ ଟଙ୍କା। ୩-ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବଡ଼ ଘୋଷଣା, ଉଠା ଦୋକାନୀଙ୍କୁ ୩ହଜାର,୧୦ ଲକ୍ଷ ଗରିବ ଓ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ। ୪-ଦେଶରେ ଆଉ ଏକ ସାମାଜିକ ସଂକଟ:ପେଟ ବିକଳରେ ଘରକୁ ଫେରୁଛନ୍ତି […]
୧-ଆଉ ନାହିଁ ବର୍ଷା, ଆଜିଠାରୁ ବଢିବ ଖରା। ୨-କଟକବାସୀଙ୍କ ପାଇଁ ଖୁସି ଖବର,ଜନଗହଳି ଏଡାଇବା ପାଇଁ ସିଏମସି ଆରମ୍ଭ କଲା ହୋମ୍ ଡେଲିଭରି ସୁବିଧା। ୩-କରୋନା: BSNL ଲଞ୍ଚ କଲା ଜିରୋ କଷ୍ଟର Work@Home ପ୍ଲାନ, ଘରେ ବସି ବ୍ୟବହାର କରିପାରିବେ ମାଗଣା ଇଣ୍ଟରନେଟ। ୪-ହାରିବ କରୋନା ଜିତିବ ମଣିଷ । କରୋନାକୁ ହରାଇବା ପାଇଁ ଭୁବନେଶ୍ୱର ଏମ୍ସର ପ୍ରୟାସ । ରାଜ୍ୟର ଦ୍ୱିତୀୟ କରୋନା ନମୁନା ପରୀକ୍ଷା କେନ୍ଦ୍ର […]
୧-ସାରା ଦେଶରେ ଲକଡାଉନ୍, ମଙ୍ଗଳବାର ରାତି ୧୨ଟାରୁ ୨୧ ଦିନିଆ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ୨-ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଆୟକର ରିଟର୍ଣ୍ଣ ଓ ଆଧାର-ପାନ୍ ଲିଙ୍କ୍ ସମୟସୀମା। ୩-‘ମୋ ଜୀବନ’ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ବାନ : ଆତ୍ମୀୟଙ୍କ ନାମରେ ନିଅ ଶପଥ, ସତର୍କ ରହି କରୋନାକୁ କର ପ୍ରତିହତ। ୪-୫୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀଙ୍କୁ ଏପ୍ରିଲ ୪ ପର୍ଯ୍ୟନ୍ତ […]
୧-କେରଳରେ ଗୋଟିଏ ଦିନରେ ୨୮ ନୂଆ ଆକ୍ରାନ୍ତ ଚିହ୍ନଟ, ମହାରାଷ୍ଟ୍ରରେ ୮୯ ଛୁଇଁଲା। ୨-ନୂଆଦିଲ୍ଲୀ: ଭାରତରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି,୪୭୧ ସଂକ୍ରମିତ। ପଞ୍ଜାବ, ମହାରାଷ୍ଟ୍ର ଓ ଚଣ୍ଡିଗଡରେ କର୍ଫ୍ୟୁ, ସମସ୍ତ ବିମାନ ସେବା ବନ୍ଦ। ୩-କରୋନା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା : ଆଜି ଦିନ ୧୧ଟାରୁ ସାରା ରାଜ୍ୟରେ ବସ୍ ସେବା ବନ୍ଦ, ପୂର୍ବ ରାତି ୧୨ଟାରୁ ସିଟି ବସ୍ ସେବା ବନ୍ଦ । ୪-ଲକଡାଉନ୍ […]
୧-କରୋନା ଡର, 10 ଲକ୍ଷ ଅର୍ଦ୍ଧସାମରିକ ଯବାନଙ୍କ ଛୁଟିକୁ ବାତିଲ କଲା ଗୃହ ମନ୍ତ୍ରାଳୟ। ୨-ଆଉ ଦୁଇ ବର୍ଷ ପାଇଁ ରାଜ୍ୟ ପୋଲିସ ଡିଜି ଭାବେ ଦାୟିତ୍ବରେ ରହିବେ ଅଭୟ, ୨୦୨୧ ଜୁନ୍ ୩୦ ତାରିଖରେ ନେଇ ଥାଆନ୍ତେ ଅବସର। ୩-କରୋନା ଡରରେ ସ୍ଥଗିତ ହେଲା ଓପିଏସସିର ସମସ୍ତ ପରୀକ୍ଷା। ୪-କୋରାପୁଟ୍:’କରୋନା’ ପାଇଁ ସବୁ ଡରିଲେ, ବିଦେଶୀଙ୍କୁ ନିଜ ବାଇକ୍ରେ ନେଲେ ରେଳ ସୁପରିଣ୍ଟେଣ୍ଡେଣ୍ଟ୍। ୫-କରୋନା ଡର, ପଞ୍ଜାବ ଜେଲରେ […]
୧-ବୁଧବାର ହଟିବ ୟେସ୍ ବ୍ୟାଙ୍କ କଟକଣା: ଆରବିଆଇ ୨-କରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ୨୨୫ କୋଟି ମଞ୍ଜୁର। କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, କଲ୍ୟାଣ ମଣ୍ଡପ ଓ ବାତ୍ୟା ଆଶ୍ରୟସ୍ଥଳରେ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର। ୩-କରୋନା ଡରରେ ବନ୍ଦ ହେଲା ରାଜ୍ୟର ସମସ୍ତ ବିଦ୍ୟାଳୟ, ସ୍ଥଗିତ ହେଲା ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା।ଶିକ୍ଷକମାନଙ୍କୁ ସ୍କୁଲ ନ ଆସିବାକୁ ନିର୍ଦ୍ଦେଶ। ୪-ଜନସମାଗମ ରୋକିବାକୁ […]


