ନୂଆଦିଲ୍ଲୀ(ବାସ୍ତବ ଟିଭି): ବହୁଜନ ସମାଜବାଦୀ ପାର୍ଟିର ସର୍ବେସବା ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏବଂ ସେ କହିଛନ୍ତିକି ସମାଜବାଦୀ ପାର୍ଟି ଏବଂ ବହୁ ଜନ ସମାଜବାଦୀ ପାର୍ଟିର ମେଣ୍ଟ ଏବେବି ମଜବୁତ ରହିଛି । ଏବଂ ଏବେ ତାଙ୍କର ଜିତିବାଠାରୁ ଜରୁରୀ ହେଉଛି ମେଣ୍ଟ ସଫଳତା । ଯଦି ନିର୍ବାଚନ ପରେ ଏପରି କୈଣସି ସ୍ଥିତି ସୃଷ୍ଟି ହୁଏ ତେବେ ସେ କୌଣସି […]
ଦେଶ ଓ ବିଦେଶ
ଭୁବନେଶ୍ୱର(ବାସ୍ତବ ଟିଭି): ରାଜନୀତିରେ ପ୍ରାର୍ଥୀଙ୍କୁ ଦେଖିବାକୁ ଗଲେ ବିଜେପି ଆଗରେ । କାରଣ ଏଇ ମତ୍ର କିଛି ଦିନ ହେବ ହାତ ଓ ଶଙ୍ଖ ଛାଡ଼ି ପ୍ରାଏ ଅଧିକାଂଶ ନେତା ପଦ୍ମ ପୋଖରୀ ମୁହାଁ । ସେ ବିଜେଡ଼ିରୁ ଟିକେଟ୍ ନମିଳିବାରୁ ହେଉ କି କଂଗ୍ରେସକୁ ଭରସା ନକରି । ତେବେ ନିକଟରେ ବିଜେଡି ଓ କଂଗ୍ରେସ ତାଙ୍କର ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଳେ ମଧ୍ୟ […]
ମଧ୍ୟପ୍ରଦେଶ(ବାସ୍ତବ ଟିଭି): ରାଜ୍ୟ ହେଉକି ଦେଶ ଥମିବାର ନାଁ ଧରୁନି ଦୁଷ୍କର୍ମ । ସତେ ଯେମିତି ନାରୀ ସାଜୁଛନ୍ତି ପୁରୁଷ ହାତର ଖେଳନା । ସାରା ଭାରତରେ ଦୁଷ୍କର୍ମ ଗୋଟେ ବ୍ୟାଧୀ ପାଲଟିଗଲାଣି । ସବୁଠୁ ବଡ଼ କଥା ହେଉଛି ଦୁଷ୍କର୍ମର ଶିକାର ହେଇଥିବା ମହିଳା ମାନଙ୍କ ଭିତରୁ ଅଧିକାଂଶ ମହିଳା ହେଉଛନ୍ତି ନାବାଳିକା । ପୁଣି ସେମିତି ଏକ ଲଜ୍ଜାକର ଘଟଣା ଘଟିଛି ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ । […]
ରାଜନୀତିରେ ମହିଳା ! ମହିଳାଙ୍କୁ ନେଇ ଚାଲିଛି ରାଜନୈତିକ ସମିକରଣ । ଏବେ ଏବେ ଓଡ଼ିଶାରେ ନବୀନ ମହିଳା କାର୍ଡ ଖେଳି ମହିଳା ପ୍ରାର୍ଥୀଙ୍କ ମନରେ ଉତ୍ସାହ ସୃଷ୍ଟି କରିବା ସହ ମହିଳା ପ୍ରାର୍ଥୀ ଖୋଜିବରେ ବ୍ୟସ୍ତ ଥବାବେଳେ, ପୁଣି ଏହି ମହିଳାମାନଙ୍କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଖେଳିଛନ୍ତି ମହିଳା କାର୍ଡ । ଯେଉଁଥିରେକି ୪୨ଟି ଲୋକସଭା ନିର୍ବାଚନ ପାଇଁ ତାଲିକା ପ୍ରକାଶ କରିଛି ତୃଣମୂଳ କଂଗ୍ରେସ ବା ପଶ୍ଚିମବଙ୍ଗ […]
ବାସ୍ତବ ବ୍ୟୁରୋ: ୨୦୧୯ ନିର୍ବାଚନ ପାଇଁ ଚାଲିଛି ନିର୍ବାଚନ କମିଶନଙ୍କର ମାନସମନ୍ଥନ । ଏନେଇ ଆଜି ମୋଟ୍ ୩୯ଟି ଦଳୀୟ ଚିହ୍ନକୁ ନିର୍ବାଚନ କମିଶନ ସ୍ୱୀକୃତି ଦେଇଛନ୍ତି । ତାହା ସହ ଇସିଆଇ ପ୍ରକାଶ କରିଛିକି ପଞ୍ଜିକୃତ ଓ ଅଣସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳକୁ ଅନୁମତି ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନର । ଅପରପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟା ୫ଟାରେ ହୋଇପାରେ ନିର୍ବାଚନର ତାରିଖ ଘୋଷଣା । […]
ପାକିସ୍ତାନକୁ ଆମେରିକାର ଶକ୍ତ ଝଟକା । ଏଣିକି ଆମେରିକା ଯିବା ପାଇଁ ପାକିସ୍ତାନ ନାଗରିକଙ୍କୁ ୩ମାସର ଭିସା ମିଳିବ । ତାହା ସହ ନୂଆ ଆଇନ୍ ଅନୂଯାୟୀ ଓ୍ବାର୍କି ଭିସା, ଜର୍ଣ୍ଣାଲିଷ୍ଟ ଭିସା, ଟ୍ରାନ୍ଫସର ଭିସା ଓ ଧାର୍ମିକ ଭିସା ପାଇଁ ଫି’ ମଧ୍ୟ ବୃଦ୍ଧି ପାଇଛି । ଦିନେ ଯେଉଁ ଭିସା ପାଇଁ ୩୨ ଡଲାର ଲଙ୍କଜ୍ଞରଥିଲା ଏବେ ତାକୁ ବୃଦ୍ଧିକରି ୩୮ ଡଲାର କରିଛି । ଭାରତ […]
ଜାମ୍ମୁକାଶ୍ମୀର ହନ୍ଦୱାଡ଼ାରେ ଲଗାତର ତୃତୀୟ ଦିନରେ ଜାରି ରହିଛି ଏନକାଉଣ୍ଟର । ଜମ୍ମୁ କଶ୍ମୀର ହନ୍ଦଓ୍ବାଡାରେ ୩ ଦିନ ହେଲା ଲଗାତାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏବଂ ଏନକାଉଣ୍ଟରରେ ୨ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୫ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ଆଜି ଏନ୍କାଉଣ୍ଟର ବେଳେ ଆତଙ୍କୀ ଗୁଳିରେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ […]
ପୁଣି ମୋଦିଙ୍କୁ ରାହୁଲଙ୍କ ବାଣ । ରାଜନୀତିରେ ପୁଣି ଜୋର ଧରିଲା ରାଫେଲ ପ୍ରସଙ୍ଗ । ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଏକ ବିଶାଳ ରାଲିରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ଏବଂ ରାହୁଲ ରାଫେଲ୍ ପ୍ରସଙ୍ଗ ଉଠାଇବା ସହ ଜନତାଙ୍କ ମୁହଁରୁ ‘ଚୌକିଦାର ଚୋର ହେ’ ର ନାରା ଲଗାଇଥିଲେ । ତାହା ସହ ରାହୁଲ ଖୁଲମ୍ ଖୁଲା କହିଛନ୍ତିକି ତାଙ୍କୁ ମୋଦିଙ୍କୁ ଏପରି […]
ସହିଦଙ୍କୁ ନେଇ ରାଜନୀତି ମଇଦାନ୍ରେ ସମସ୍ତ ହେବିୱେଟ୍ । ପୁଲୱାମା ହମଲାକୁ ମାତ୍ର ୧୨ଦିନ ପରେ ଭାରତ ର ବାୟୁସେନା ବୋମା ଫିଙ୍ଗିବାକୁ ନେଇ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିଲା ଛକାପଞ୍ଝାର ପରିସ୍ତିତି । ବର୍ତମାନ ଏହି ପରିସ୍ତିତିରେ ମାତ୍ର ଅଳ୍ପ କିଛି ସୁଧାର ଆସିଥିବା ବେଳେ ଦେଖା ଦେଲାଣି ଭାରତର ରାଜନୀତିରେ ରଣକୌଶଳ । ସାମରିକ ବାହିନୀରେ ଦେଶ ପାଇଁ କାର୍ୟ୍ୟକରୁଥିବା ଯବାନ ସହିଦ ହେଲେ ‘ସହିଦ’ର ମାନ୍ୟତା […]
ନୂଆଦିଲ୍ଲୀ : ୱାଘା ବର୍ଡ଼ରରେ ପହଁଚିଲେ ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ । ୱାଘାର ଅଟାରି ବର୍ଡର ଦେଇ ନିଜର ଦେଶକୁ ଫେରୁଛନ୍ତି ଅଭିନନ୍ଦନ । ଏନେଇ ସାରା ଦେଶ ଖୁସିର ଲହରୀ ଖେଳିଯାଇଥିବା ବେଳେ, ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇବା ନିମନ୍ତେ ବାୟୁସେନାର ପ୍ରତିନିଧି ଦଳ ସହ ଅଭିନନ୍ଦନଙ୍କ ବାପା ଓ ମା ଉପସ୍ଥିତ ଥିବା ଦେଖିବାକୁ ମିଳିଛନ୍ତି । ସୂଚନା ଅନୁଯାୟୀ ବାୟୁସେନାର ଅଧିକାରୀ ଅଭିନନ୍ଦନଙ୍କୁ […]


