ବାସ୍ତବ ବ୍ୟୁରୋ : ଗତକାଲି ମୁମ୍ବାଇରେ ଆୟୋଜିତ ହାଇ ପ୍ରୋଫାଇଲ ଆୱାର୍ଡ ଉତ୍ସବରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ଆଉ ଏକ ସମ୍ମାନ ମିଳିଛି | ଭୋଗୁଏ ପକ୍ଷରୁ ଦୂତିଙ୍କୁ ଚଳିତବର୍ଷର ସ୍ପୋର୍ଟ୍ସ ପର୍ସନ ଅଫ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଛି | ଲମ୍ବା ସମୟ ଧରି କ୍ରୀଡା କ୍ଷେତ୍ରରେ ତାଙ୍କ ସଫଳତା ଓ ସଂଘର୍ଷ ପାଇଁ ଏ ସମ୍ମାନ ପ୍ରଦାନ କରାଯାଇଛି | ସେହିପରି ଭୋଗ ମ୍ୟାନ […]

୧-ଭୁବନେଶ୍ୱରକୁ ମାଡ଼ି ଆସୁଛି ଜଳ ସଂକଟ। ଭୂତଳ ଜଳସ୍ତର ୪ ମିଟର ଖସିଲା। ୨-ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ; ୩ ଦିନ ଭିତରେ କ୍ୱାଟର୍ସ ଛାଡ଼। ୩-ଭୁବନେଶ୍ୱର:ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ଭିତରେ ଜୀବନ ରକ୍ଷା ପାଇଁ ମିଳିବ ମାଗଣା ଚିକିତ୍ସା। ୪-‘ମୋ ସରକାର’ ସତ୍ତ୍ୱେ ଏସ୍‌ସିବିର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିନି, ସବୁଠି ଅବ୍ୟବସ୍ଥା! ୫-ଥମିଲା ପ୍ରଚାର, ବିଜେପୁର ଛାଡ଼ିବାକୁ ବାହାର ନେତାଙ୍କୁ ସିଇଓଙ୍କ ନିର୍ଦ୍ଦେଶ, ୨୧ରେ ମତଦାନ। ୬-ଫେସ୍‌ବୁକ୍‌ରେ […]

ବାସ୍ତବ ବ୍ୟୁରୋ: ଓଲା ଓ ଉବେର ଭଳି ଟ୍ୟାକ୍ସି କମ୍ପାନୀ ଲୋକଙ୍କ ଚାହିଦା ହିସାବରେ ମୂଲ୍ୟ ବୃଦ୍ଧି କରୁଛନ୍ତି | ଯାହାକୁ ନେଇ ବିରୋଧ ପ୍ରକାଶ ପାଇବା ପରେ କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ବାବଦରେ ବିଚାର କରାଯାଉଛି | ସର୍ଜ ପ୍ରାଇସିଂ ନାମରେ ମନଇଚ୍ଛା ମୂଲ୍ୟ ବୃଦ୍ଧି କରାଯାଉଥିବା ନେଇ ଗତ ମାସ ସ୍ବଦେଶୀ ଜାଗରଣ ମଞ୍ଚ ଆପତ୍ତି ଉଠାଇଥିଲା | ମଞ୍ଚ ପକ୍ଷରୁ କୁହାଯାଇଥିଲା […]

ବାସ୍ତବ ବ୍ୟୁରୋ :ଏଣିକି ବାଳିକାମାନେ ସୈନିକ ସ୍କୁଲରେ ପଢିପାରିବେ । ଏଥିଲାଗି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁମତି ଦେଇଛନ୍ତି । ଆସନ୍ତା ୨୦୨୧-୨୨ ଶିକ୍ଷା ବର୍ଷରୁ ଦେଶର ବିଭିନ ସ୍ଥାନରେ ଥିବା ସୈନିକ ସ୍କୁଲରେ ବାଳିକାମାନଙ୍କୁ ଗ୍ରହଣ କରାଯିବ । କେନ୍ଦ୍ର ସରକାର ଲିଙ୍ଗଗତ ସମାନତା ଉପରେ ଗୁରୁତ୍ୱ ଦେଉଥିବାରୁ ସୈନିକ ସ୍କୁଲଗୁଡ଼ିକରେ ବାଳିକାମାନଙ୍କୁ ଅନୁମତି ଦେବାକୁ କେନ୍ଦ୍ର ସରକାର କିଛି ବର୍ଷ ତଳେ ନୀତିଗତ ନିଷ୍ପତ୍ତି […]

୧-କିଟ୍ ବିଶ୍ୱବିଦ୍ୟାଳୟ: ଆଜି ପୂର୍ବାହ୍ନରେ ଯାନ୍ତ୍ରିକ ବିଦ୍ୟାଳୟରେ ଉଦ୍ଘାଟିତ ହେବ ICAMPD -2019। ମେକାନିକାଲ ପ୍ରୋସେସିଂ ଓ ଡିଜାଇନ୍ ବିଷୟରେ ହେବ ଅନ୍ତର୍ଜାତୀୟ ସମ୍ମୀଳନୀ। ୨-ଆଜି ବିଜେପୁର ମଇଦାନରେ ନବୀନଙ୍କୁ ଟକ୍କର ଦେବେ – କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୩-ଦଶ ତାରିଖରେ ବଡ଼ଓଷା,ପ୍ରଭୁ ଧବଳେଶ୍ଵରଙ୍କ ପଞ୍ଚକ ଯାତ୍ରା ପାଇଁ ପ୍ରସ୍ତୁତି,୨୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ,ଡଙ୍ଗା ଭଡ଼ା ରହିବ ୨୦ ଟଙ୍କା। ୪-କେନ୍ଦ୍ରାପଡ଼ା: ଗ୍ରାମବାସୀଙ୍କୁ ପିଡିଙ୍କ ଦୁର୍ବ୍ୟବହାର, ଭିଡିଓ […]

୧-ବିଜେପିକୁ ବାଏ ବାଏ କରିଦେଲେ ବରିଷ୍ଠ ନେତା ଦାମ ରାଉତ, ରାଜନୀତିରୁ ଦୂରେଇ ଯିବାକୁ ଚାହୁଁଥିବା କହିଲେ। ୨-ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଫୁଲବାଣୀରେ ହେବ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ୍। ୩-ଦଶମ ଓ ଦ୍ଵାଦଶ ପରୀକ୍ଷାରେ ସ୍ବଚ୍ଛତା ଆଣିବା ପାଇଁ ଆଧାର ସଂଯୋଗ ହେବ ଆଡମିଟ କାର୍ଡରେ। ୪-‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମରେ ଜନ୍ମଦିନ ପାଳିଲେ ନବୀନ, ଗୋଟିଏ ଦିନରେ ୧୨,୩୨୫ ୟୁନିଟ୍ ରକ୍ତ ସଂଗ୍ରୁହୀତ। ୫-ଭୁବନେଶ୍ୱରରେ ରୋବ ରେଷ୍ଟୁରାଣ୍ଟ -ଗ୍ରାହକଙ୍କୁ […]

୧-ମୋ ସରକାର: ୧୨୦ ଜଣଙ୍କୁ କଲ୍ ପରେ ୪ ଜିଲ୍ଲା ହସ୍ପିଟାଲରେ ବେଡ୍ ବଢ଼ାଇଲେ ନବୀନ। ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ବ୍ୟୟ ହେବ ୪୦୦ କୋଟି। ୨-ଆଜି ଡଃ ଏ ପି ଜେ ଅବଦୁଲ କଲାମଙ୍କ ଜନ୍ମ ଦିନ। ୩-ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ, ସୁରକ୍ଷା ବୈଠକ ଡାକିଲେ DGP। ୪-KIIT ବିଶ୍ୱବିଦ୍ୟାଳୟ ପରିସରରେ ୨୦୨୦ ଜାନୁୟାରୀରେ ଆୟୋଜନ ହେବ ପ୍ରଥମ ବୃହତ ଆଇଟି କନ୍‌ଭେନ୍‌ସନ। ୫-ପୁଣି ଜଣେ ଭାରତୀୟ ଆମେରିକୀୟ […]

କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ ଆସନ୍ତାକାଲି ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ କୁ ଉଦ୍ଘାଟନ କରିବେ ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ସେବା ଏକ୍ସପ୍ରେସ ଟ୍ରେନର ପ୍ରଚଳନ କୁ ରେଳ ମନ୍ତ୍ରଣାଳୟ ସ୍ଥିର କରିଅଛି I ଭୁବନେଶ୍ୱର ଠାରୁ ଏହି ଟ୍ରେନ ଅପରାହ୍ନ ୧ଘ.୩୦ମି. ସମୟରେ ଏହାର ପ୍ରାରମ୍ଭିକ ଯାତ୍ରା ଆରମ୍ଭ କରିବ I କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ […]

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର) – ଏ ମାସ ୧୫ ତାରିଖରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ସମୟ ସାରଣୀରେ ପରିବର୍ତ୍ତନ ଚଳିତ ମାସ ୧୫ ତାରିଖ ଠାରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ସେବା ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି I ଏହି ଟ୍ରେନ ର […]

୧-ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ। ୨-କୁଆଁର ପୁନେଇରେ ଚମକିଲେ ଚାନ୍ଦ : ଦୂତୀ ପୁଣି ଜିତିଲେ ସ୍ୱର୍ଣ୍ଣ, ଏଥର ୨୦୦ ମିଟର ଦୌଡ଼ରେ। ଝାଡ଼ଖଣ୍ଡ ରାଞ୍ଚି ଠାରେ ଆୟୋଜିତ ୫୯ତମ ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଦୂତୀ ୨୩.୧୭ ସେକେଣ୍ଡେ ପ୍ରଥମ ହୋଇଛନ୍ତି । ୩-ନନ୍ଦନକାନନ ଏକ୍ସପ୍ରେସରେ ଯାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ୧୮ ଜଣ ପରୀକ୍ଷାର୍ଥୀ ଅଟକ, ଟ୍ରେନ୍‌ରେ ଯାତ୍ରୀଙ୍କୁ କରୁଥିଲେ ଦୁର୍ବ୍ୟବହାର। ୪-ଲାଇଫ୍ ବିଗିନ୍‌ସ ଏଟ୍ ଫର୍ଟି-ଓଡିଶାର […]

Pin It on Pinterest