୧-ଡିସେମ୍ବର ୨୨ରେ ବାରବାଟୀରେ ଭାରତ-ୱେଷ୍ଟ୍‌ଇଣ୍ଡିଜ୍ ଦିନିକିଆ ମ୍ୟାଚ୍‌। ୨-ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଅଟଳ ବିଜେପି, ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା। ୩-୨୦୦୦ କି.ମି: ରାତ୍ରିରେ ବି ଅଗ୍ନି- ୨ରେ ଭସ୍ମ ହେବ ଶତ୍ରୁ, ବାଲେଶ୍ଵରରେ ହେଲା ସଫଳ ପରୀକ୍ଷଣ। ୪-ଆଜିଠାରୁ ୬ ମାସ ପାଇଁ ବନ୍ଦ ହୋଇଯିବ ବଦ୍ରିନାଥ ଧାମର କବାଟ, ଦେବତାମାନେ କରିବେ ପୂଜା। ୫-୩୬ଟି ନିଗମରୁ କ୍ଷତିରେ ଚାଲିଛି ୧୧ ନିଗମ, ସର୍ବାଧିକ କ୍ଷତି […]

ବାସ୍ତବ ବ୍ୟୁରୋ (ଶିମଲା-ହିମାଚଳ ପ୍ରଦେଶ)-ଗତ ଦୁଇଦିନଧରି ଶିମଲା ରେ ଅନୁଷ୍ଠିତ ସର୍ବଭାରତୀୟ, ମହିଳା ଓ ପୁରୁଷ କବାଡି ପ୍ରତିଯୋଗିତାରେ, ପୁରୁଷଦଳ ଅପେକ୍ଷା ମହିଳା ଦଳର ଏକମନାବୃତି ,ଗୋଟିଏ ପରେ ଗୋଟିଏ ରାଜ୍ୟ କୁ ହରାଇମ୍ୟାଚ ଜିତି ଆଯି କ୍ୱାଟରଫାଇନାଲରେ ପହଞ୍ଚି ପାରିଚି ।ସୁଚନାନୁଯାଇ ହରିୟାଣା, ତେଲେଙ୍ଗାନା,ଛତିଶଗଡ଼ ଓ ଓଡିଶାକୁ ନେଇ ଗଠିତ ହୋଇଥିବା ପୁଲ୍ ‘ଏ’ଦଳରେ ,୧୫-୧୧-୦୧୯ରେ ଓଡିଶା ମହିଳା ଦଳ ତାର ପ୍ରଥମ ମ୍ୟାଚ ଗତଥର ର ବିଜେତା […]

୧-ଲୋକସେବା ଭବନରେ କେନ୍ଦ୍ରୀୟ ଟିମ୍‌ର ସମୀକ୍ଷା, ବାତ୍ୟା ପରେ ବିଦ୍ୟୁତ ପୁନରୁଦ୍ଧାର କାମକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା। ବୁଲବୁଲରେ ୩୭ ଲକ୍ଷ ପ୍ରଭାବିତ। ୨-ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ: ବିକ୍ରିହେଲା ଅମ୍ଳଜାନ, ଏୟାର ପ୍ୟୁରିଫାୟର ଟାୱାର ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ। ୩-କଟକ ବାଲିଯାତ୍ରାରେ ଖାଇବା ଦୋକାନରେ ଚଢାଉ, ପ୍ରାୟ ଅଢେଇ କ୍ବିଣ୍ଟାଲ ବାସି ଖାଦ୍ୟ କରାଗଲା ନଷ୍ଟ। ୪-ପୁରିବ ୩ ମାସର କଣ୍ଟ, ଡିସେମ୍ବର ପହିଲାରୁ ପୁଣି […]

୧-ଲୋକସେବା ଭବନରେ ‘ମୋ ସ୍କୁଲ’ ମୋବାଇଲ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨-ଶିଳ୍ପପତି ମହିମା ମିଶ୍ରଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ୩-ରାଜ୍ୟରେ ଖାଲି ପଡ଼ିଛି ୨୭ ହଜାର ଶିକ୍ଷକ ପଦ, ବନ୍ଦ ହେଲାଣି ୧୭୭୫ ବିଦ୍ୟାଳୟ, ପିଲା ଅଧାରୁ ଛାଡ଼ୁଛନ୍ତି ପାଠପଢ଼ା। ୪-ସଂଘର୍ଷପୁର୍ଣ୍ଣ ଜୀବନର ବାସ୍ତବତା: ଦେଖନ୍ତୁ ଓ ଉପଲବ୍ଧି କରନ୍ତୁ ଆଜି ସୋନି ଏଣ୍ଟରଟେନମେଣ୍ଟରେ ରାତି ୯ଟା ,KBCରେ। କିଟ୍ ଓ କିସ୍ ର ପ୍ରତିଷ୍ଠାତା […]

ବାସ୍ତବ ବ୍ୟୁରୋ: ପ୍ରଥମେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ସରକାର ଗଠନ ପାଇଁ ବିଜେପି କୁ ଆମନ୍ତ୍ରଣ ପରେ ଦ୍ବିତୀୟ ବୃହତ ଦଳ ଭାବେ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ମାତ୍ର ଏନେଇ ଶିବସେନା ୨୪ଘଣ୍ଟା ମଧ୍ୟରେ କୌଣସି ସ୍ପଷ୍ଟ ସୂଚନା ଦେଇପାରିଲାନାହିଁ। ଆଉ ୨ ଦିନ ସମୟ ଶିବସେନା ମାଗିଥିଲେ ମଧ୍ୟ ରାଜ୍ୟପାଳ ତାହା ପ୍ରଦାନ ତାଙ୍କୁ କରିନାହାନ୍ତି । କିଛି ସମୟ ପୂର୍ବରୁ ରାଜ୍ୟପାଳ […]

ବାସ୍ତବ ବ୍ୟୁରୋ: ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପ୍ରକ୍ରିୟାରୁ ବିଜେପି ଆଜି ନିଜକୁ ବିଧିବଦ୍ଧ ଭାବେ ଦୂରେଇ ନେଇଛି। ଶନିବାର ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପାଇଁ ରାଜ୍ୟପାଳ ଭାଗବତ ସିଂହ କୋଶିୟାରି ବିଜେପିର ବିଧାୟକ ଦଳ ନେତା ଦେବନ୍ଦ୍ର ଫର୍ଣ୍ଣାବିସଙ୍କୁ ନୂତନ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଥିଲେ। ମହାରାଷ୍ଟ୍ର ନିର୍ବାଚନରେ ବିଜେପି ହେଉଛି ଏକକ ସଂଖ୍ୟାଗରିଷ୍ଠ ଦଳ। ଆଜି ବିଜେପିର ଦୁଇଟି କୋର କମିଟି ବୈଠକ ଅନୁଷ୍ଠିତ […]

ବାସ୍ତବ ବ୍ୟୁରୋ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅଚଳାବସ୍ଥାର ଅବସାନ ହେବାର ଆଶା ଦେଖାଦେଇଛି । ସରକାର ଗଢିବାକୁ ବିଜେପିକୁ ନିମନ୍ତ୍ରଣ କଲେ ରାଜ୍ୟପାଳ । ରାଜ୍ୟପାଳ  ଭଗତ ସିଂ କୋସ୍ୟାରୀ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି ।  ବିଜେପି ବିଧାୟକ ଦଳର ନେତା ଦେବେନ୍ଦ୍ର ଫଡନବୀସଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଛି ଓ ଆସନ୍ତା ୧୧ ତାରିଖ ସୁଦ୍ଧା ସଂଖ୍ୟା […]

ବାସ୍ତବ ବ୍ୟୁରୋ: ଅଯୋଧ୍ୟା ମାମଲା ରେ ସୁପ୍ରିମ୍‌ କୋର୍ଟ ର ଐତିହାସିକ ରାୟ ପ୍ରକାଶ ପାଇଛି । ବିବାଦୀୟ ଜାଗା ଉପରେ ମନ୍ଦିର ନିର୍ମାଣ ହେବ ଏବଂ ମସ୍‌ଜିଦ୍‌ ନିର୍ମାଣ ପାଇଁ ମୁସଲମାନମାନଙ୍କୁ ବିକଳ୍ପ ଜମି ଯୋଗାଇ ଦିଆଯାଉ ବୋଲି ଶନିବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି କହିଛନ୍ତି। ବିବାଦୀୟ ଜାଗା ଉପରେ ମନ୍ଦିର ନିର୍ମାଣ ଲାଗି ତିନି ମାସ ମଧ୍ୟରେ ଏକ ଯୋଜନା କରି କେନ୍ଦ୍ର ସରକାର ବୋର୍ଡ […]

୧-2020ରେ ଘରୋଇ କର୍ମଚାରୀଙ୍କ ଦରମାରେ ହାରାହାରି 10 ପ୍ରତିଶତ ବୃଦ୍ଧି ହେବ। ୨-କଟକ ଏସ୍‌ସିବି ହେବ ଏମ୍ସ ପ୍ଲସ ହସ୍‌ପିଟାଲ୍‌, ଶଯ୍ୟା ସଂଖ୍ୟା ୩ହଜାରକୁ ବୃଦ୍ଧି, ଏକ ହଜାର କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର। ୩-ଦୁର୍ବଳ ହେବ ଭୀଷଣ ସାମୁଦ୍ରିକ ଝଡ ବୁଲ୍‌ବୁଲ୍‌ , ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମୁଦ୍ର ମଧ୍ୟରେ ନେବ ଅତି ଭୀଷଣ ଘୂର୍ଣ୍ଣିଝଡର ରୂପ। ୪-ଓଡ଼ିଶାରେ ‘ଠିକାରେ ଚାଷ’କୁ ମିଳିବ ଆଇନଗତ ମାନ୍ୟତା, […]

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର): ବାତ୍ୟା ବୁଲବୁଲ ପ୍ରକୋପରୁ ଓଡ଼ିଶା ବର୍ତ୍ତିଯିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି । ବିଭାଗ ପକ୍ଷରୁ ଜାରି ନୂଆ ବୁଲେଟିନ ଅନୁସାରେ ବୁଲବୁଲ ଧୀରେ ଧୀରେ ଉତ୍ତର ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଯାଉଛି । ତେବେ ଏହାର ପ୍ରଭାବରେ ଆସନ୍ତା ୯ ଓ ୧୦ ତାରିଖରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ […]

Pin It on Pinterest