୧-ରବିବାର ଭାରତ – ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି-୨୦ ୨-ପାଞ୍ଚ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ ରାଜଭବନ ଉଦ୍ୟାନ। ୩-ପୁରୀ:ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ-ଶଙ୍କରାଚାର୍ଯ୍ୟ। ୪-ସେସୁ ପରେ ନେସ୍କୋ, ୱେସ୍କୋ ଏବଂ ସାଉଥ୍‌କୋକୁ ମଧ୍ୟ ଟାଟା ହାତକୁ ଟେକିବେ ସରକାର। ୫-ଝିପିଝିପି ବର୍ଷାକୁ ଅସମ୍ଭାଳ ଶୀତରେ ଥରୁଛି ସାରା ଓଡ଼ିଶା। ୬-2020 ଗଣନା: ଚିଲିକାରେ ୧୧ଲକ୍ଷ ପକ୍ଷୀ, ନନ୍ଦନକାନନ କାଞ୍ଜିଆ ହ୍ରଦକୁ ଆସିଛନ୍ତି ୧୫୯୪ ପକ୍ଷୀ। ୭-କୌଣସି ଶିକ୍ଷାନୁଷ୍ଠାନରେ ନାମଲେଖା […]

■ ଟ୍ରେନ ଗୁଡିକର ସଠିକ ଚଳାଚଳ ସୂଚନା ପାଇବାପାଇଁ ଯାତ୍ରୀମାନେ ହେଲ୍ପଲାଇନ/ଅନୁସନ୍ଧାନ ନମ୍ବର – ୧୩୯ କୁ ବ୍ୟବହାର କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଅଛି I ■ ଘନ କୁହୁଡି ସମୟରେ ରେଳବାଇ ପକ୍ଷରୁ କେତେକ ଟ୍ରେନକୁ ବାତିଲ ଅଥବା ସମୟରେ ପରିବର୍ତ୍ତନ କରାଯାଇପରେ I ■ ମାତ୍ରାଧିକ କୁହୁଡିରେ ଟ୍ରେନ ଡ୍ରାଇଭର ମାନେ ପରିସ୍ଥିତିକୁ ଦେଖି ସଂରକ୍ଷା ନିୟମକୁ ପାଳନ କରି ଟ୍ରେନ ଚଳାଚଳ କରିବାକୁ ଏବଂ […]

୧-ନୂଆବର୍ଷରେ କୃଷକଙ୍କୁ ମୋଦୀଙ୍କ ଉପହାର, ଆସିଲା ପିଏମ୍ କିଷାନ ନିଧିର ୩ୟ କିସ୍ତି। ୨-ଭାରତୀୟ ଭଲିବଲ୍ ଫେଡେରେସନ୍‌ର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ ହେଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ୩-ଓସ୍କାର ରେସରେ ନୀନା ଗୁପ୍ତାଙ୍କ ଦ ଲାଷ୍ଟ କଲର। ୪-ମନ୍ତ୍ରୀଙ୍କ ପ୍ରତିଶ୍ରୁତି , Air india କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ମିଳିବ ବକେୟା ଦରମା ଓ ଭତ୍ତା। ୫-ଆଧାର କାର୍ଡ ନାହିଁ ତ ଭତ୍ତା […]

■         ନିୟମିତ ଟ୍ରେନ ଭଳି ସ୍ୱତନ୍ତ୍ର ଟ୍ରେନ ପ୍ରତି ଯାତ୍ରୀମାନଙ୍କର ଆଗ୍ରହ ବଢୁଛି I   ■         ନିୟମିତ ଟ୍ରେନ ମାନଙ୍କରେ ମାତ୍ରାଧିକ ଭିଡକୁ ଏଡ଼ାଇବା ସହ ଯାତ୍ରୀମାନଙ୍କୁ ସୁବିଧାରେ ଯାତ୍ରାପାଇଁ ରେଳବାଇର ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା I   ■         ସୀତା ଋତୁରେ ପୂର୍ବତଟ ରେଳପଥ ଦ୍ୱାରା ଏବଂ ଏହାର ପରିସୀମା […]

ବାସ୍ତବ ବ୍ୟୁରୋ(ଭୁବନେଶ୍ୱର)- ନୂଆବର୍ଷର ପହିଲି ଦିନରେ ଏକାମ୍ର କ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ଠାକୁରଙ୍କ ଦର୍ଶନ କରିଛନ୍ତି, କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ସେ ପ୍ରଶଂସା କରି କହିଛନ୍ତି ଯେ ସୌନ୍ଦର୍ଯ୍ୟକରଣରେ ବିଳମ୍ବ ହେଲେ ମଧ୍ୟ, ତଥାପି ଭଲ ହୋଇଛି ବୋଲି କହିଛନ୍ତି। ୩ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

ବାସ୍ତବ ବ୍ୟୁରୋ – ବର୍ଷ ଆରମ୍ଭରୁ ସରକାର ଅଣସବ୍‌ସିଡୀ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ୧୯ ଟଙ୍କା ବୃଦ୍ଧି କରିଛନ୍ତି । ଏହା ୪ର୍ଥ ମାସ ପାଇଁ ଗ୍ୟାସ ମୂଲ୍ୟରେ ବୃଦ୍ଧି ଘଟିଛି। ଆଜିଠାରୁ ଦିଲ୍ଲୀରେ ୧୪.୨ କି.ଗ୍ରା. ଓଜନର ଅଣସବ୍‌ସିଡୀ ଗ୍ୟାସ ସିଲିଣ୍ଡର ପାଇଁ ଖାଉଟିଙ୍କୁ ୭୧୪ ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଏହା ୬୯୫ ଟଙ୍କା ରହିଥିଲା। ସେହିପରି କଲକାତାରେ ନୂଆ ଦର ହିସାବରେ ଅଣସବ୍‌ସିଡୀ ରନ୍ଧନ […]

୧-ଫ୍ରାନ୍ସ ଓ ବ୍ରିଟେନ୍‌କୁ ପଛରେ ପକାଇ ଭାରତ ହେଲା ବିଶ୍ୱର ପଞ୍ଚମ ବୃହତ୍ତ ଅର୍ଥବ୍ୟବସ୍ଥା: ରିପୋର୍ଟ। ୨-ହାଡଭଙ୍ଗା ଜାଡରେ ଥରୁଛି ସାରା ଓଡିଶା , ୧୦ଡିଗ୍ରୀ ତଳକୁ ଖସିଲା ୧୫ସହରର ତାପମାତ୍ରା।ନୂଆବର୍ଷରୁ ବର୍ଷା; ବଢ଼ିବ ଶୀତ। ୩-ରାଷ୍ଟ୍ରପତିଙ୍କ ଠାରୁ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଲେ ଅମିତାଭ। ୪-ଆରଟିଆଇ କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା : ୨ ସୁପାରୀ କିଲରଙ୍କ ସମେତ ୫ ଗିରଫ। ୫-ଗୀତ ଗାଇଲେ […]

୧-ହାଡଭଙ୍ଗା ଶୀତରେ ଜୀବନ ଯାତ୍ରା ବେହାଲ : ଆଗକୁ ଆହୁରି ଖସିବ ପାରଦ ,୪ଦିନ ପର୍ଯ୍ୟନ୍ତ କୋହଲା ପାଗ ଲାଗି ରହିବ। ୨-ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ: ଆପୋଲୋ ହସ୍ପିଟାଲ ବନ୍ଦ କର। ୩-ଦାୟିତ୍ୱରେ ଅବହେଳା ଲାଗି ନିଲମ୍ବିତ ହେଲେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ୪ CISF ଯବାନ। ୪-ଚିଲିକାରେ ଜାନୁଆରୀ ୫ରେ ହେବ ପକ୍ଷୀ ଗଣନା, ପର୍ଯ୍ୟଟକଙ୍କ ପାଇଁ ବାରଣ ହେବ ପକ୍ଷୀ ଅଭୟାରଣ୍ୟ। ୫-୧୦ ଡିଗ୍ରୀ ତଳେ […]

୧-ଗଜପତି:ଏସ୍‌ପି ସାରା ଶର୍ମାଙ୍କ ନିଆରା ଉଦ୍ୟମ : ‘ସୁରଭି ମିଲକ୍ ପାର୍ଲର’ ଖୋଲି କିନ୍ନରଙ୍କୁ କରାଇଲେ ସ୍ୱାବଲମ୍ୱୀ। ୨-ଜରୁରୀକାଳୀନ ପାଣ୍ଠିରୁ ଶ୍ରୀମନ୍ଦିର ପାଇଁ ୩୦୦ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର। ୩-Good governance index ଶୀର୍ଷରେ ତାମିଲନାଡୁ, ଚତୁର୍ଦ୍ଦଶତମ ସ୍ଥାନରେ ଓଡିଶା।ତାମିଲନାଡୁ ସୁଶାସନ ସୂଚୀରେ ପ୍ରଥମ , ମହାରାଷ୍ଟ୍ର ଓ କର୍ଣ୍ଣାଟକ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ୪-ନୂଆ ବର୍ଷକୁ ଭିଜାଇବ ବର୍ଷା,୨୮ରୁ ୩୦ […]

୧-କାଳିଆ-ପିଏମ କିଷାନ ପରେ ମିଶିବ କି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ଆୟୁଷ୍ମାନ ଭାରତ ଯୋଜନା? ଚାଲିଛି ବିଚାରବିମର୍ଶ। ୨-ଆସନ୍ତା ବର୍ଷ ୮୨ ଦିନ ଛୁଟି ରହିବ ସରକାରୀ ସ୍କୁଲ, ରାଜ୍ୟ ସରକାର ପ୍ରକାଶ କଲେ ଛୁଟି ତାଲିକା। ୩-କୁହୁଡି ସମ୍ଭାବନା,୨୮ରୁ ଖସିବ ପାରଦ: ଆଞ୍ଚଳିକ ପାଣିପାଗ କେନ୍ଦ୍ର ୪-ସ୍କୁଲ ପିଲାଙ୍କୁ ଗାଡ଼ି ମନା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡ଼ଲାଇନ ଜାରି। ୫-ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟର ଇନଡୋର […]

Pin It on Pinterest