ବାସ୍ତବ ବ୍ୟୁରୋ:ବିଭିନ୍ନ ଦାବି ନେଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁଏଫବିୟୁ ) ମାର୍ଚ୍ଚ ୨୪ଏବଂ ୨୫ ତାରିଖ ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛି। ରାଜ୍ୟର ୬ ହଜାର ସରକାରୀ ବ୍ୟାଙ୍କ ଶାଖାର ୩୭ ହଜାରରୁ ଅଧିକ କର୍ମଚାରୀ ସାମିଲ ହେବେ ବୋଲି ସାମ୍ୱାଦିକ ସମ୍ମିଳନୀ କରି ୟୁଏଫବିୟୁ ଓଡ଼ିଶା ଶାଖା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି  ।  ଦେଶର ୯ଟି ବ୍ୟାଙ୍କ ସଂଘ ଏହି ଧର୍ମଘଟରେ […]

ବାସ୍ତବ ବ୍ୟୁରୋ: ପାକିସ୍ତାନରେ ଏକ ଯାତ୍ରୀବାହୀ ଏକ୍ସପ୍ରେସକୁ ଅପହରଣ କରି ନେଇଛନ୍ତି ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ)ର  ସଶସ୍ତ୍ର ବିଦ୍ରୋହୀମାନେ । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିଲା ଓ ଏଥିରେ ପ୍ରାୟ ୪୦୦ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ସେନା ଅଧିକାରୀ ଓ ଯବାନ ଥିବା କୁହାଯାଉଛି । ଟ୍ରେନକୁ ଅପହରଣ କରିନେବା ପରେ ଆତଙ୍କବାଦୀମାନେ ସେଥିରେ ଥିବା ୬ ସେନା ଅଧିକାରୀଙ୍କୁ ମାରିଦେଇଛନ୍ତି । ବିଏଲଏ […]

ବାସ୍ତବ ବ୍ୟୁରୋ: ଜଷ୍ଟିନ୍ ଟ୍ରୁଡୋଙ୍କ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବାପରେ ମାର୍କ କାର୍ନି କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ରବିବାର ଦିନ ଶାସକ ଲିବରାଲ ପାର୍ଟି ମାର୍କ କାର୍ନିଙ୍କୁ ଏହାର ନେତା ଭାବରେ ନିର୍ବାଚିତ କରିଛି । କାର୍ନି  ୮୬ ପ୍ରତିଶତ ସଦସ୍ୟଙ୍କ ଭୋଟ ଜିତିଥିଲେ ।  ସୂଚନା ଥାଉକି, ୫୯ ବର୍ଷୀୟ କାର୍ନି ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ସ୍ଥାନ ନେବେ । ଯିଏ ଜାନୁଆରୀରେ ଇସ୍ତଫା ଘୋଷଣା […]

୨୦୨୬ ମସିହା ଏପ୍ରିଲ ୧ ତାରିଖରୁ ଆୟକର ଅଧିକାରୀମାନେ ଯେକୌଣସି ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ, ବ୍ୟକ୍ତିଗତ ଇମେଲ୍, ବ୍ୟାଙ୍କ, ଅନଲାଇନ୍ ନିବେଶ, ବିଜନେସ୍ ଆକାଉଣ୍ଟକୁ ଯାଞ୍ଚ କରିବା ସହିତ ଏହାର ତଦନ୍ତ କରିପାରିବେ। ମିଳିଥିବା ରିପୋର୍ଟ ମୁତାବକ , ଯଦି କୌଣସି କର୍ତ୍ତୃପକ୍ଷ ସନ୍ଦେହ କରନ୍ତି ଯେ, କୌଣସି ବ୍ୟକ୍ତି ଆୟକର ଫାଙ୍କି ଦେଇଛନ୍ତି ଏବଂ ସେହି ବ୍ୟକ୍ତିଙ୍କ ପାଖରେ କୌଣସି ଅଘୋଷିତ ଆୟ, ଟଙ୍କା, ସୁନା, ଅଳଙ୍କାର […]

ବାସ୍ତବ ବ୍ୟୁରୋ: ଆରମ୍ଭ ହେଲା ମୁସଲିମ ଧର୍ମାବଲମ୍ବୀଙ୍କ ପବିତ୍ର ମାସ ରମଯାନ । ଶନିବାର ଚାନ୍ଦ କମିଟିର ନିଷ୍ପତ୍ତି କ୍ରମେ ପବିତ୍ର ମାସ ର ଆରମ୍ଭ ହୋଇଚି । ଶନିବାର ତରାବି ପରେ ଉପବାସ ଆରମ୍ଭ ହୋଇଚି । ମୁସଲମାନମାନେ ବିଶ୍ୱାସ କରନ୍ତି ଯେ ୧୪୦୦ ବର୍ଷ ପୂର୍ବେ ଏହି ପବିତ୍ର ମାସ ରେ ପ୍ରଫେଟ ମହମ୍ମଦଙ୍କ ଉପରେ କୋରାନର ପ୍ରଥମ ପଂକ୍ତି ଲେଖାଯାଇଥିଲା। ପବିତ୍ର ରମଯାନ ମାସ ମୁସଲମାନମାନଙ୍କୁ […]

ବାସ୍ତବ ବ୍ୟୁରୋ: ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରାମଲୀଳା ପଡ଼ିଆରେ ଶପଥ ଗ୍ରହଣ କରିଛନ୍ତି ରେଖା ଗୁପ୍ତା । ତାଙ୍କ ଶପଥ ପାଠ ସହ ଦିଲ୍ଲୀରେ ବିଜେପି ରାଜ ଆରମ୍ଭ ହୋଇଛି। ଉପ ରାଜ୍ୟପାଳ ଭିକେ ସକ୍ସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ୬ ଜଣ ବିଜେପି ବିଧାୟକ କ୍ୟାବିନେଟ ସଦସ୍ୟ ଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।  ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁସାରେ, […]

 ବାସ୍ତବ ବ୍ୟୁରୋ: ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢିଥିବା ବେଳେ ଜଣେ ମହିଳାଙ୍କୁ ତାର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିଛି । ବହୁ କଳ୍ପନା ଜଳ୍ପନା ପରେ ରେଖା ଗୁପ୍ତା ହେଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକ ପରେ ତାଙ୍କ ନାମ ଘୋଷଣା କରିଛନ୍ତି ପର୍ଯ୍ୟବେକ୍ଷକ । ଆସନ୍ତାକାଲି ହେବ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ । ରାମଲୀଳା ମୈଦାନରେ ଭବ୍ୟ […]

ବାସ୍ତବ ବ୍ୟୁରୋ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଯାଇଛି ବଡ ଅଘଟଣ । ଶନିବାର ରାତିରେ ମହାକୁମ୍ଭ ଯିବା ପାଇଁ ଶ୍ରଦ୍ଧାଳୁମାନେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଅପେକ୍ଷା କରିଥିଲେ । ପ୍ରୟାଗରାଜ ଯିବାକୁ ଥିବା ଦୁଇଟି ଟ୍ରେନ୍‌ ବିଳମ୍ବ ହେବାରୁ ଯାତ୍ରୀମାନଙ୍କ ସଂଖ୍ୟା ଅତ୍ୟଧିକ ବଢ଼ିଯାଇଥିଲା । ଫଳରେ ୧୩  ଓ ୧୪ ନମ୍ବର ପ୍ଲାଟଫର୍ମରେ ଅସମ୍ଭାଳ ଭିଡ଼ ହୋଇଥିଲା । ରାତି ପ୍ରାୟ ୧୦ ବେଳେ ଟ୍ରେନ୍ ପ୍ରୟାଗରାଜ ଯିବା […]

ବାସ୍ତବ ବ୍ୟୁରୋ : ଆଜି ପୁଣି ଥରେ କୁମ୍ଭମେଳାରେ ନିଆଁ ଲାଗିଛି। ସୌଭାଗ୍ୟବଶତଃ ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ପାଖାପାଖି ୨୪ଟି ଟେଣ୍ଟ ଜଳି ଯାଇଥିବାର ଆଶଙ୍କା କରାଯାଉଛି। ନିଆଁ ଲାଗିଥିବାର ସୂଚନା ମିଳିବାମାତ୍ରେ ଅଗ୍ନିସମ ବିଭାଗ  ଓ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଛନ୍ତି।  ଏହି ଅଗ୍ନିକାଣ୍ଡ ମହାକୁମ୍ଭର ସେକ୍ଟର ୧୯ରେ ହୋଇଛି। ନିଆଁ […]

ଗୌତମ ମିଶ୍ର(ଭୁବନେଶ୍ୱର):- ପଦ୍ମଶ୍ରୀ କାହାର ହାଇକୋର୍ଟରେ ପହଁଚିଲା ପଦ୍ମଶ୍ରୀ ବିବାଦ। ଅନ୍ତର୍ଯାମୀ ମିଶ୍ର ନାମ ଥିବା ଦୁଇ ଜଣ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ପାଇଁ ଦାବିଦାର। ସାହିତ୍ୟିକ ଅନ୍ତର୍ଜାମୀ ମିଶ୍ର ଅଭିଯୋଗ କରିଛନ୍ତି ସେ ଅସଲି ଅନ୍ତର୍ଯାମୀ ମିଶ୍ର କିନ୍ତୁ ଅନ୍ୟ ଜଣେ ତାଙ୍କ ପଦ୍ମଶ୍ରୀ ପୁରସ୍କାର ହାତେଇଛନ୍ତି।ସାହିତ୍ୟିକ ମିଶ୍ର ବାଷ୍ପ ରୁଦ୍ଧ କଣ୍ଠ ରେ କହିଲେ ଗୃହ ମନ୍ତ୍ରାଣାଳୟ ପକ୍ଷରୁ ତାଙ୍କୁ ଫୋନ୍ ଆସିଥିଲା। ୨୦୨୩ ପାଇଁ ତାଙ୍କୁ […]

Pin It on Pinterest