ସ୍ୱଚ୍ଛ ଓ ନିରପେକ୍ଷତା ଭାବେ ୯.୫୯ ଲକ୍ଷ ଘର ଯୋଗ୍ୟ ହିତାଧିକାରୀଙ୍କୁ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ : ବିଜେପି * ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ । ପ୍ରମୋଦ ନାୟକ(ଭୁବନେଶ୍ୱର)୧୭/୦୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ସ୍ୱଚ୍ଛ ଓ ନିରପେକ୍ଷତା ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ […]

ବାସ୍ତବ ବ୍ୟୁରୋ: କଂଗ୍ରେସ ଛାଡ଼ିଲେ ପୂର୍ବତନ ମିଡ଼ିଆ ସେଲ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ସତ୍ୟ ପ୍ରକାଶ ନାୟକ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ଇସ୍ତଫାପତ୍ରରେ ସେ ଲେଖିଛନ୍ତି ଯେ, ଓଡ଼ିଶା ପାଇଁ କଂଗ୍ରେସ ତରଫରୁ ଜନତାଙ୍କ ସେବା କରି ଖୁସି ଅନୁଭବ କରୁଛି। ଇସ୍ତଫା ପତ୍ରରେ ଦଳୀୟ ନେତୃବୃନ୍ଦଙ୍କୁ ଟାର୍ଗେଟ କରିବା ସହ ଦଳରେ କନ୍ଦଳ ଭରି ରହିଥିବା ସେ ଲେଖିଛନ୍ତି। […]

ଜୟନ୍ତ ଶତପଥୀ(ଡେରାବିଶ):କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଚାନ୍ଦୋଳ ଗ୍ରାମ ପଞ୍ଚଯାତ ରେ ଡିଜିଟାଲ ଘର ନମ୍ବର ଶୁଭାରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଗଣେଶପୁର ଗ୍ରାମରୁ ଆରମ୍ଭ କରାଯାଇଥିଲା ବେଳେ,ଏହାକୁ ଉଦଘାଟନ କରିଥିଲେ ଚାନ୍ଦୋଳ ପଞ୍ଚାୟତ ସରପଞ୍ଚ ସୁରେନ୍ଦ୍ର କୁମାର ମଳିକ ଓ ସମିତି ସଭ୍ୟା ମଞ୍ଜୁଲତା ମିଶ୍ର । ଏହା ଏକ ଘରର ପରିଚୟ ପତ୍ର ଅଟେ ଯାହାକି କୌଣସି ଘରର ଏକ ନିର୍ଦିଷ୍ଟ ଠିକଣା କୁ ଦର୍ଶାଇବ, ଏହା […]

ଦୀପକ ସାହୁ(କଳାହାଣ୍ଡି): ପ୍ରଶାସନିକ ଅଧିକାରୀ ଅଶ୍ଳୀଳ ଅଡିଓ ଭାଇରାଲ ହେଉଛି, ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ବିଡ଼ିଓ ବାବୁଙ୍କ ଅଡିଓ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ନିର୍ବାଚିତ ଜନ ପ୍ରତିନିଧି । ଜଣେ ଅଧିକାରୀଙ୍କ ଏଭଳି ଆଚରଣକୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସରପଞ୍ଚ ସଙ୍ଘ। ତେବେ ଏହି ଘଟଣା କୁ ଖଣ୍ଡନ କରୀଛନ୍ତି ବିଡ଼ିଓ […]

ବାସ୍ତବ ବ୍ୟୁରୋ: ଆସନ୍ତା ୧୯ରୁ କୋଭିଡ ଟିକାକରଣ ଅଭିଯାନରେ ଓଡ଼ିଶାରେ ପୁଣି କୋଭିଡ ଟିକା କୋଭିସୀଲଡ଼ ଉପଲବ୍ଧ ହେବ । ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଥିଲେ ଟିକା ନେଇପାରିବେ । ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟିକାକରଣ କେନ୍ଦ୍ରରେ ଟିକା ଉପଲବ୍ଧ ହେବ । ଟିକାକରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ସୁଦ୍ଧା ରାଜ୍ୟରେ ଏପର୍ଯ୍ୟନ୍ତ ୧୮ ବର୍ଷରୁ ଅଧିକ […]

ସଂଜୟ ଶତପଥୀ(କଟକ): ଆଜି ନେତାଜୀ ସେବା ସଂଘ ପକ୍ଷରୁ କଟକ ବକ୍ସିବଜାରସ୍ଥିତ ରାଷ୍ଟ୍ରୀୟତା ଭବନ ପରିସରରେ ଆଗାମୀ ଜାନୁଆରୀ ୨୩ ତାରିଖରେ କଟକରେ ପାଳିତ ହେବାକୁ ଥିବା କଟକର ବରପୁତ୍ର, ବୀରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପବିତ୍ର ପୂଣ୍ୟ ଜନ୍ମଜୟନ୍ତୀ ଉତ୍ସବ ଆୟୋଜନର ପ୍ରାକ୍-ପ୍ରସ୍ତୁତି ବୈଠକ ସଂଘର ସଭାପତି ଶ୍ରୀ ବୀରେନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଟକ ସହରର ବହୁ ସୁଭାଷ ପ୍ରେମୀ ଯୋଗଦେଇ […]

ବାସ୍ତବବ୍ୟୁରୋ: ଯୁକ୍ତରାଷ୍ଟ୍ର ଆମେରିକାର ଆର୍‌’ବନି ଗେବ୍ରିଏଲ୍ ‘ମିସ୍‌ ୟୁନିଭର୍ସ ୨୦୨୨’ ମୁକୁଟ ବିଜୟିନୀ ହୋଇଛନ୍ତି। ଆମେରିକାର ନିୟୁ ଅର୍ଲିନ୍‌ସ୍‌ସ୍ଥିତ ‘ଆର୍ଣ୍ଣେଷ୍ଟ୍‌ ଏନ୍‌. ମୋରିଆଲ୍‌ କନ୍‌ଭେନ୍‌ସନ୍‌ ହଲ୍‌’ରେ ଅନୁଷ୍ଠିତ ଏହି ସୁନ୍ଦରୀ ପ୍ରତିଯୋଗିତାର ୭୧ତମ ସଂସ୍କରଣରେ ଭେନିଜୁଏଲାର ଆମାଣ୍ଡା ଡୁଡାମେଲ୍‌ ପ୍ରଥମ ଓ ଡୋମିନିକା ରିପବ୍ଳିକ୍‌ର ଆଣ୍ଡେରିନା ମାର୍ଟିନେଜ୍‌ ଦ୍ବିତୀୟ ରନର୍‌ ଅପ୍‌ ହୋଇଛନ୍ତି। ଏହି ପ୍ରତିଯୋଗିତାର ୧୬ଶ ସ୍ଥାନରେ ଥିବା ଭାରତୀୟ ପ୍ରତିଦ୍ବନ୍ଦ୍ବୀ ଦ୍ବିବିତା ରାୟ ବାଦ ପଡ଼ିଛନ୍ତି। ୧୯୯୪ […]

 ସଂଜୟଶତପଥୀ(କଟକ): କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ର ପ୍ରସିଦ୍ଧ ସିଂହନାଥ ପୀଠରେ ଅଘଟଣ । ମହାନଦୀ ଉପରେ ନିର୍ମିତ ଟି-ବ୍ରିଜରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେତୁ ଦଳାଚକଟା ହୋଇ ୨୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁରୁତର ହୋଇଥିବାବେଳେ ୪ଜଣଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । ସୂଚନାନୁଯାୟୀ, ବଡ଼ମ୍ବା-ଗୋପୀନାଥପୁର ଟି-ସେତୁରେ ଆଜି(ଶୁକ୍ରବାର) ଅପରାହ୍ନରେ ଦଳାଚକଟା ଯୋଗୁଁ ବହୁ ଶ୍ରଦ୍ଧାଳୁ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୪/୦୧/୨୦୨୨।ଆଜି ପବିତ୍ର ମକରସଂକ୍ରାନ୍ତି। ଏହି ଅବସରରେ ଆରଡିପୀଠରେ ବାବା ଆଖଣ୍ଡଳମଣିଙ୍କୁ ଲାଗି ହୋଇଛି ନୂଆ ମକରଚାଉଳ ଓ ପୋଡପିଠା। ଏଥିପାଇଁ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ନବବସ୍ତ୍ର, ଫୁଲବେଲ୍ବପତ୍ର, ଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା ବାବାଙ୍କୁ। ପରେ ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ନୂଆ ମକରଚାଉଳ ଓ ପୋଡ଼ପିଠା ଲାଗି କରାଯାଇଥିଲା। […]

ସଂଜୟ ଶତପଥୀ(କଟକ):ଭାରତର ମୁକ୍ତି ସଂଗ୍ରାମର ମହାନ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ତଥା ଭାରତ ରତ୍ନ ପ୍ରଦାନ କରାଯାଉ । ଏଥି ସହିତ କଟକ ରେଲୱେ ଷ୍ଟେସନକୁ ନେତାଜୀଙ୍କ ନାମରେ ନାମକରଣ କରିବା ସହ ସହରରେ ନେତାଜୀଙ୍କର ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ଶ୍ରୀ ଅଶ୍ୱିନୀ ଉପାଧ୍ୟାୟ ଦାବି କରିଛନ୍ତି । ନେତାଜୀ ସୁଭାଷ ସ୍ମୃତି ସଂସଦ […]

Pin It on Pinterest