ବାସ୍ତବବ୍ୟୁରୋ:ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ ମୋଦୀ ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଏହାପୂର୍ବରୁ ଦିୱାଲୀରେ ରୋଜଗାର ମେଳାରେ ପ୍ରାୟ ୭୫ ହଜାର ଯୁବକଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ବାସ୍ତବରେ, ଚଳିତ ବର୍ଷ ଜୁନ୍ ମାସରେ, ୨୦୨୩ ଶେଷ ସୁଦ୍ଧା କେନ୍ଦ୍ରରେ ଥିବା ସମସ୍ତ ଖାଲି ପଦବୀ ପୂରଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟ
ବାସ୍ତବ ବ୍ୟୁରୋ: ଆଜି (ସୋମବାର) ଅପରାହ୍ନରେ ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଦେଶର ମୁଖ୍ୟ ସହର ଜାଭା ଦ୍ୱୀପରେ ଏହି କମ୍ପନ ହୋଇଛି। ଭୂକମ୍ପର ମାତ୍ରା ରିକ୍ଟର ସ୍କେଲରେ ୫.୬ ରେକର୍ଡ଼ କରାଯାଇଛି। ଏଥିରେ୪୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦୦ ଜଣ ଆହତ ହୋଛନ୍ତି। ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ରାସ୍ତାଘାଟ ବ୍ୟାପକ କ୍ଷିୟକ୍ଷତି ଘଟିଛି। ଅନେକ କୋଠା ଓ […]
ପ୍ରମୋଦନାୟକ(ଭୁବନେଶ୍ବର): ଆଉ ୧ ଘଣ୍ଟା ବୃଦ୍ଧି ପାଇଲା ବିଧାନସଭା ଅବଧି । ସନ୍ଧ୍ୟା ୬ ପରିବର୍ତ୍ତେ ସନ୍ଧ୍ୟା ୭ଟା ଯାଏ ଗୃହକାର୍ଯ୍ୟ ଚାଲିବ। ବିଧାନସଭା ଶୀତ ଅଧିବେଶନର ସୁପରିଚାଳନା ନେଇ ଵାଚସ୍ପତିଙ୍କ ଅଧକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି। ସର୍ବଦଳୀୟ ବୈଠକ ପରେ ବାଚସ୍ପତି ବିକ୍ରମ ଆରୁଖ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଥିବା କୋଭିଡ କଟକଣା ହଟିଥିବା ହେତୁ ପୂର୍ବ ଅପେକ୍ଷା ବିଧାନସଭା ଅବଧି ୧ ଘଣ୍ଟା ବୃଦ୍ଧି […]
ସଂଜୟ ଶତପଥୀ(କଟକ): ୨୦/୧୧-ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଆଜି (ରବିବାର) ଦିନ ନେହେରୁ ନୋଡାଲ ବିଦ୍ୟାଳୟ, ନୂଆ ବଜାର, କଟକ ଠାରେ କଟକ ସଦର ଓ କଟକ ମହାନଗରନିଗମ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଆସନ୍ତା ନଭେମ୍ବର ୨୭ ତାରିଖ ଠାରୁ ଭୁବନେଶ୍ଵରର PMG ଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ସଭାପତି […]
ବାସ୍ତବବ୍ୟୁରୋ:ରବିବାର ଦିନ କତାରରେ ଆରମ୍ଭ ହେବାକୁ ଯାଉଛି ଫିଫା ଫୁଟବଲ ବିଶ୍ୱକପ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହାର ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ସେ ସେଠାରେ ଭାରତର ପ୍ରତିନିଧିତ୍ୱ କରିବେ। କୁହାଯାଉଛି ଯେ ଉପରାଷ୍ଟ୍ରପତି ସେଠାରେ ଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କୁ ମଧ୍ୟ ଭେଟିବେ। ଫିଫା ବିଶ୍ୱକପରେ ବିଶ୍ଵ ର ୩୨ଟି ଦଳ ଅଂଶଗ୍ରହଣ କରିବେ | ନଭେମ୍ବର-ଡିସେମ୍ବରରେ ଫିଫା ବିଶ୍ୱକପ୍ ଅନୁଷ୍ଠିତ ହେବ ଏହା ପ୍ରଥମ ଥର ପାଇଁ ଘଟୁଛି […]
ବାସ୍ତବବ୍ୟୁରୋ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୧ ନଭେମ୍ବରରୁ ବଜେଟ୍ ପୂର୍ବ-ବୈଠକ ଆରମ୍ଭ କରିବେ | ପାରମ୍ପାରିକ ଭାବରେ ଅର୍ଥମନ୍ତ୍ରୀ ବଜେଟ୍ ପୂର୍ବରୁ ବିଭିନ୍ନ ହିତାଧିକାରୀଙ୍କ ସହ ବୈଠକ କରନ୍ତି। ଶିଳ୍ପାଞ୍ଚଳ, ଭିତ୍ତିଭୂମି କ୍ଷେତ୍ର ଏବଂ ପରିବେଶ ବିଶେଷଜ୍ଞଙ୍କ ସହ ସୀତାରମଣ ସୋମବାର ତିନୋଟି ଗୋଷ୍ଠୀ ଙ୍କ ସହ ବୈଠକ କରିବେ। ଏଥିରେ ସାଧାରଣ ବଜେଟ୍ ପାଇଁ ପରାମର୍ଶ ନିଆଯିବ। ଏହି ସମୟରେ ଜଳବାୟୁ ପରିବର୍ତ୍ତନ ଏବଂ ଭିତ୍ତିଭୂମି ସହ ଜଡିତ ପ୍ରସଙ୍ଗ […]
ସଂଜୟ ଶତପଥୀ(କଟକ): କଟକ ସଦର ଓ କଟକ ମହାନଗର ନିଗମ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କର ଶିକ୍ଷକ ମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରତିବାଦରେ ମହାସଂଘର ଜିଲ୍ଲା ସଭାପତି ଶ୍ରୀ ଶଙ୍କର୍ଷଣ ବେହେରାଙ୍କ ନେତୃତ୍ବରେ କଟକ ଜିଲ୍ଲାର ଶତାଧିକ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ସନସାଇନ ପଡିଆ ଠାରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ କଟକ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତୀ […]
ଜୟନ୍ତ ଶତପଥୀ(ଡେରାବିଶ): କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ବଡ଼ ମଙ୍ଗରାଜପୁର ଗ୍ରାମର ବନଭୋଜୀ ମହାପୁରୁଷ ପ୍ରାଙ୍ଗଣରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଦ୍ଵାଦଶlହ ଉପଲକ୍ଷେ ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସଭା ଶିକ୍ଷାବିତ ଗୋଲଖ ଚନ୍ଦ୍ର ସାହୁଙ୍କ ପୌରୋହିତରେ ଅନୁଷ୍ଠିତ ହୋଇଯାଇଛି। ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପ୍ରୟୋଜିତ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ସଭାକୁ ରାଜଶ୍ରୀର ସମ୍ପାଦକ ଆଶୁକବି […]
ବାସ୍ତବ ବ୍ୟୁରୋ : ଆଜି ଭାରତୀୟ ନିର୍ବାଚନ କମିଶନରେ ଅନ୍ୟତମ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ଅରୁଣ ଗୋଏଲ। ଶ୍ରୀ ଗୋଏଲ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ। ନିର୍ବାଚନ କମିଶନରରେ ମୁଖ୍ୟ କମିଶନରଙ୍କ ବ୍ୟତୀତ ଦୁଇ ଜଣ ସଦସ୍ୟ କମିଶନର ଭାବେ କାର୍ଯ୍ୟ କରନ୍ତି। ତେଣୁ ଅରୁଣ ଗୋଏଲ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ରାଜୀବ କୁମାର ପୂର୍ବଭଳି ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ ଜାରି ରଖିବେ। […]
ବାସ୍ତବ ବ୍ୟୁରୋ: ପତଳା ହେଉଛି ଗରୁଡ଼ ସ୍ତମ୍ଭ । ବର୍ଷ ବର୍ଷ ଧରି ଦୂରଦୂରାନ୍ତର ଭକ୍ତ ଶ୍ରୀମନ୍ଦିରକୁ ଆସି ପ୍ରଥମେ ଗରୁଡ ସ୍ତମ୍ବକୁ ସ୍ପର୍ଷ କରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରୁଛନ୍ତି। ଭକ୍ତ ମାନେ ଗରୁଡ ସ୍ତମ୍ବକୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟେଇ ପତଳା ହେବା ସହ ସ୍ତମ୍ବଟିର ସ୍ଥାୟିତ୍ବ ପ୍ରତି ବିପଦ ଦେଖାଦେଇଛି । ସୂଚନା ଅନୁଯାୟୀ, ଗରୁଡ଼ ସ୍ତମ୍ଭଟି ଚନ୍ଦନ କାଠର ଜୀବାଶ୍ମରେ ତିଆରି। ଏଣୁ […]


