ପୁରୀ : ଶ୍ରୀମନ୍ଦିର ଇ-ହୁଣ୍ଡିକୁ ନେଇ ବିବାଦ କାହିଁକି ?ଭକ୍ତଙ୍କ ଅନ୍‌ଲାଇନ୍‌ ଦାନ କାହା ସ୍ୱାର୍ଥରେ ବାଧା ସୃଷ୍ଟି କରିବ ? ଭକ୍ତଙ୍କ ଅନ୍‌ଲାଇନ୍‌ ଦାନ ଉଦ୍ଦେଶ୍ୟରେ ଆରମ୍ଭ ହେବାକୁ ଯାଉଥିବା ଶ୍ରୀମନ୍ଦିର ଇ-ହୁଣ୍ଡିକୁ ନେଇ ବିବାଦ ଦେଖାଦେଇଛି।ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଛି। ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ବିରୋଧ ଆଗରେ ମୁଣ୍ଡ ନୂଆଇଁଛି ପ୍ରଶାସନ । ସୂଚନାନୁଯାୟୀ, ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ […]

ପରମାନନ୍ଦ କହଁର (ଫୁଲବାଣୀ):ଫୁଲବାଣୀ ଜିଲ୍ଲା ସବୁ ଜିଲ୍ଲା ଠାରୁ ଟିକେ ନିଆରା । ଏହି କ୍ରମରେ ଫୁଲବାଣୀ ଜିଲ୍ଲାର ଶୀତ ବି ନିଆରା । ଏବର୍ଷ ମଧ୍ୟ ଫୁଲବାଣୀରେ ମଧ୍ୟ ହାଡଭଙ୍ଗା ଶୀତ ପଡିବା ଆରମ୍ଭ ହୋଇଛି । ଜିଲ୍ଲାର ସଦର ମହକୁମା ଫୁଲବାଣୀ ସହିତ ଦାରିଙ୍ଗବାଡି, ବାଲିଗୁଡା, ଖଜୁରିପଡା, ଜି ଉଦୟଗିରି ଓ ଅନ୍ୟାନ୍ୟ ସହରରେ ପ୍ରବଳ ଶୀତ ଅନୁଭୂତ ହେଉଛି । ପ୍ରତି ବର୍ଷ ତୁଳନାରେ ଚଳିତ […]

ବାସ୍ତବ ବ୍ୟୁରୋ : ରାଜଧାନୀ ରେ ଏଣିକି ଘରେ ପେଟ୍‌ ଆନିମଲ୍‌ ରଖିଲେ ନେବାକୁ ପଡିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅନୁମତି। ଏଥିପାଇଁ ବିଏମସିରେ କରିବାକୁ ପଡିବ ପଞ୍ଜିକରଣ। ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଗଣମାଧ୍ୟମକୁ ଦେଇ କହିଛନ୍ତି, ଆସନ୍ତା ସପ୍ତାହ ସୁଦ୍ଧା ଲାଗୁ ହେବ ପେଟ୍‌ ଆନିମଲ ଗାଇଡଲାଇନ୍ସ । ବିଏମସି କମିଶନରଙ୍କ କହିବା ଅନୁଯାୟୀ, ପେଟ୍‌ ରଖିବା ପାଇଁ ଘରେ ସୁସ୍ଥ ବାତାବରଣ ଅଛି […]

 ବାସ୍ତବ ବ୍ୟୁରୋ: ଜରୁରୀ ସେବା ପାଇଁ ଜାରୀ ହୋଇଥିବା ୧୦୮ନମ୍ବରକୁ ବାରମ୍ୱାର ଆସୁଛି ଫେକ୍ କଲ୍ । ଏନେଇ ଅଭିଯୋଗ କଲାପରେ ବି ସୁଧୁରୁ ନାହାଁନ୍ତି ଲୋକେ । ବାରମ୍ୱାର କଲ୍ କରି କର୍ମଚାରୀଙ୍କୁ ହଇରାଣ କରୁଛନ୍ତି । ପ୍ରତିଦିନ ଫେକ୍‌ କଲ୍‌ କରୁଥିବା ବ୍ୟକ୍ତି ମୁଖ୍ୟତଃ ଯୁବତୀ ଟେଲି କଲରଙ୍କ ସହ କଥା ହେବାକୁ କହୁଛନ୍ତି। ଏହାଦ୍ୱାରା ଯୁବତୀ ଟେଲି କଲର ମାନସିକ ଭାବେ ଭାଙ୍ଗି ପଡ଼ୁଛନ୍ତି । ଏପରିକି […]

ବାସ୍ତବ ବ୍ୟୁରୋ : ଆଜି ସକାଳେ (ଗୁରୁବାର) ଦକ୍ଷିଣପୂର୍ବ ବଙ୍ଗୋପସାଗର-ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନାନୁଯାୟୀ, ଆଜି(ଗୁରୁବାର) ସକାଳେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ୧୯ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ଓଡ଼ିଶା […]

ବାସ୍ତବବ୍ୟୁରୋ:ଭାରତୀୟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅଙ୍ଗରାଜ ଖିଲାନଙ୍କୁ ଅଷ୍ଟ୍ରେଲିଆର ସମ୍ମାନଜନକ ୨୦୨୩ ଭିକ୍ଟୋରିଆନ୍ ଅଷ୍ଟ୍ରେଲିୟ ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯିବ। ଭିକ୍ଟୋରିଆ ପ୍ରଦେଶରେ ସାଂସ୍କୃତିକ ବିବିଧତା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଶିକ୍ଷା ପ୍ରଦାନ କରିଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯାଉଛି | ନଭେମ୍ବର ୮ ରେ ଭିକ୍ଟୋରିଆ ଗଭର୍ଣ୍ଣର ଲିଣ୍ଡା ମାରିଅନ ଡେସାଉ ଏସି ଖିଲାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ତାଙ୍କୁ ୫୬ ବର୍ଷ ବୟସ […]

ପ୍ରମୋଦ ନାୟକ(ଭୁବନେଶ୍ବର): ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ଆଜି ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁରକୁ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ମିଳିବ ଜିଲ୍ଲା ମାନ୍ୟତା । ପଦ୍ମପୁର ଉପ ନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ବି ଏହା ସ୍ଥାନ ପାଇବ । ଆଜି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ […]

ବାସ୍ତବ ବ୍ୟୁରୋ: ଆସନ୍ତା ବର୍ଷ ଭାରତ ରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ଆଜି ଇଣ୍ଡୋନେସିଆର ବାଲି ଠାରେ ଭାରତକୁ ବିଧିବଦ୍ଧ ଭାବେ ଅଧ୍ୟକ୍ଷତା ହସ୍ତାନ୍ତର କରାଯାଇଛି । ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ମିଳନୀର ଉଦଯାପନୀ ମହୋତ୍ସବରେ ମୋଦି ଏହାକୁ ଗ୍ରହଣ କରିବା ସହ କହିଛନ୍ତି ଯେ ଭାରତ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ […]

ବାସ୍ତବବ୍ୟୁରୋ:ବାଲିରେ ଜି -20 ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ନିଜେ ତାଙ୍କୁ ଭେଟିବାକୁ ଆସିଥିଲେ ଏବଂ ପରେ ଏକାଠି ହସିଲେ, ଏହା ଭାରତର ମହତ୍ତ୍ୱ ଦର୍ଶାଏ | କେବଳ ଏତିକି ନୁହେଁ, ଯେତେବେଳେ ମୋଦୀ କହିଥିଲେ ସେତେବେଳେ ସେ ବିକାଶଶୀଳ ଲୋକଙ୍କ ଅହଂକାର ଦୂର କରିଥିଲେ। ସେ କହିଛନ୍ତି- ଯଦି ବିଶ୍ଵ ର ବିକାଶ […]

ବାସ୍ତବ ବ୍ୟୁରୋ : ଇଣ୍ଡୋନେସିଆର ବାଲି ଠାରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ଅବସରରେ ମୋଦୀ କହିଛନ୍ତି, “ ମୁଁ ଏଠାରେ ଆପଣମାନଙ୍କ ସହ କଥାବାର୍ତ୍ତା ହେଉଥିବାବେଳେ ଏଠାରୁ ୧୫୦୦ କିଲୋମିଟର ଦୂର କଟକଠାରେ ଐତିହାସିକ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି । ଏହି ମହୋତ୍ସବ ହଜାର ହଜାର ବର୍ଷର ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସଂପର୍କକୁ ପାଳନ କରିଥାଏ । ଇଣ୍ଡୋନେସିଆର ଲୋକମାନେ ଏହି ବାଲିଯାତ୍ରାର ଫଟୋ ଇଣ୍ଟରନେଟରେ ଦେଖି ନିଶ୍ଚିତ ଖୁସି […]

Pin It on Pinterest