କଟକ(ବାସ୍ତବବ୍ୟୁରୋ): ଓଡିଶାର ପ୍ରତିଷ୍ଠିତ ତଥା ରାଜ୍ୟର ସର୍ବ ପୁରାତନ ଦେଶର ଖ୍ୟାତନାମା ବିଶ୍ଵବିଦ୍ୟାଳୟ ରେଭେନ୍ସା ବିଶ୍ୱବିଦ୍ୟାଳୟର ୨୦୨୧ ପରୀକ୍ଷାରେ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ବିଭିନ୍ନ ବିଭାଗର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀଙ୍କୁ ପଦକ ବିତରଣ ଉତ୍ସବ ପାଳିତ ହୋଇଯାଇଛି । ଏହି ପରିପେକ୍ଷୀର ସ୍ନାତକ କଳା(ଦର୍ଶନ) -୨୦୨୧ପରୀକ୍ଷା ରେ ଦର୍ଶନଶାସ୍ତ୍ର ବିଭାଗରେ ସର୍ବୋଚ୍ଚ ନମ୍ବର ହାସଲ କରିଥିବା ସୁଶ୍ରୀ ବର୍ଷା ବୈଶାଳୀ ଙ୍କୁ ରେଭେନ୍ସା ବିଶ୍ବବିଦ୍ୟାଳୟର […]
ରାଜ୍ୟ
ଜୟନ୍ତ ଶତପଥୀ(ଡେରାବିଶ):ଗତ ଜୁଲାଇ ମାସ ୧୯ ତାରିଖ ଦିନ ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଗଣେଷ ପୁର ଗ୍ରାମର ଦିବାକର ମଳିକ ବିଲରେ ଚାଷ କାର୍ଯ୍ୟ କରୁଥିବା ସମୟରେ ବଜ୍ରାଘାତ ରେ ମୃତୁବରଣ କରିଥିଲେ । ବହୁତ କଷ୍ଟରେ ଗ୍ରାମର ଲୋକମାନେ ମାଗିଯାଚି ଶୁଦ୍ଧିକ୍ରିୟା କରିଥିଲେ, ଘରେ ଏକମାତ୍ର ରୋଜଗାରୀଆ ପୁଅ ଚାଲିଗଲା ପରେ ଅଶି ବର୍ଷୀୟା ବୃଦ୍ଧା ମା, ସ୍ତ୍ରୀ, ଓ ନାବାଳିକା ଝିଅ, କିଏ କରିବ ଘରର […]
ନବୀନ ଦାଶ(ବରଗଡ଼)୧୩/୦୯: ବିଜେପୁରର ଐତିହାସିକ ଅନନ୍ତବ୍ରତ ମହୋତ୍ସବ ଦେଖିବାକୁ ଆସୁଥିବା ସମୟରେ ମାଲବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି।ଆଜି ସକାଳ ୯ ଟା ସମୟରେ ପଦ୍ମପୁର ପଟରୁ ଓଡି ୧୭ଏନ -୫୦୧୫ ନମ୍ୱର ବିଶିିଷ୍ଟ ଏକ ୧୬ ଚକିଆ ମାଲବୋଝେଇ ଟ୍ରକ ଆସୁଥିବାବେଳେ,ସ୍ଥାନୀୟ ବିଜେପୁର ଗଞ୍ଜେଇଭାଟି ଛକଠାରେ ସ୍କୁଟି ସହ ଏହି ଟ୍ରକ୍ଟିର ମୁହାଁମୁହିଁ ଧକ୍କା ହୋଇଥିଲା ।ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା […]
ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ଫାଣ୍ଡି ସାମ୍ନା କମ୍ପ୍ଲେକ୍ସ ରେ ରହିଛି ଏକ ଭାରତ ଗେସ୍ ଶାଖା ଦୋକାନ।ଯାହା ଗତ ରାତି ୧୧ଟା ୨୫ ମିନିଟ ସମୟରେ ଗେସ୍ ଟାଙ୍କି ଫାଟି ବିସ୍ପୋରଣ ଘଟି ସମ୍ପୂର୍ଣ ଦୋକାନ ଚୂରମାର୍ ହୋଇ ଉକ୍ତ ଦୋକାନ କୁ ଲାଗି ରହିଥିବା ଦୁଇଟି ମୋବାଇଲ ଓ ସେଲୁନ ଦୋକାନ କ୍ଷତିଗ୍ରସ୍ତ ହେବା ସହ ଉକ୍ତ କମ୍ପ୍ଲେକ୍ସ ର ସିମେଣ୍ଟ କାନ୍ଥ […]
ସଂଜୟ ସତପଥୀ(କଟକ):ସଂପ୍ରତି ପାଶ୍ଚାତ୍ୟ ସଭ୍ଯତାର ମାନ ବର୍ତ୍ତମାନ ର ଯୁବପୀଢିଙ୍କୁ ଆକର୍ଷିତ କରୁଥିବା ବେଳେ ସେମାନଙ୍କୁ ସେହି ଅପସଂସ୍କୁୃତିରୁ ବିରତ କରାଇବା ଓ ବିଶ୍ବର ଶ୍ରେଷ୍ଠ ଧର୍ମ ସନାତନ ଧର୍ମ ଓ ଶ୍ରେଷ୍ଠ ସଂସ୍କୃତି ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ କରିବାର ଅଭିଳାଷ ନେଇ ଆଜି ପଶ୍ଚିମ କଟକ ଶ୍ରୀମଦ୍ ଭାଗବତ ପୁନଃଉଦ୍ଧାର କମିଟି ପକ୍ଷରୁ କଟକର ଚାନ୍ଦିନୀଚୌକଠାରେ ଶ୍ରୀମଦ୍ ଭାଗବତ ମେଲଣ ର ଆୟୋଜନ କରାଯାଇଥିଲା। ଏହି ମେଲଣ […]
ସଞ୍ଜୟ ଶତପଥୀ(କଟକ):ନକଲି ଔଷଧ କାରବାର ମାମଲାରେ କଟକ ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ ସଞ୍ଜୟ ଜଲାଲ ଓ ରାହୁଲ ଶ୍ୟାଲ । ନକଲି ମେଡିସିନ କାରବାର ମାମଲାରେ ସେମାନଙ୍କୁ ପଚରାଉଚରା କରାଯିବ । ଦୁଇ ଔଷଧ ବିତରକ ସଂସ୍ଥାର ଅନ୍ୟ କିଛି କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରୁଛି । କଟକ ଡିସିପି ସୂଚନା ଅନୁଯାଇ, ଆବଶ୍ୟକ ପଡିଲେ ଏହି ଦୁଇ ସଂସ୍ଥାର ଅଫିସ ସିଲ ବି କରାଯାଇପାରେ […]
ଏସ୍.ବାସ୍ତବ: ମଦ ଦୁର୍ନୀତିର ତଦନ୍ତର ସମ୍ମୁଖୀନ ହେଉଥିବା ଦିଲ୍ଲୀ ସରକାର ଏବେ ପୁଣି ଲୋୟର ଫ୍ଲୋର ବସ୍ କିଣିବାରେ ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି । ଏଲଜି ଭି.କେ ସକ୍ସେନା ରବିବାର ଦିନ ଏହି ମାମଲାର ସିବିଆଇ ଯାଞ୍ଚକୁ ଅନୁମୋଦନ କରିଛନ୍ତି। ଏହି ଅଭିଯୋଗ ଦିଲ୍ଲୀ ପରିବହନ ନିଗମ (ଡିଟିସି) ମୁଖ୍ୟ ସଚିବ ନରେଶ କୁମାରଙ୍କ ଦ୍ୱାରା ଜୁନ୍ ୯ ରେ କରାଯାଇଥିଲା। ଏହି ଅଭିଯୋଗରେ ଦିଲ୍ଲୀର ପରିବହନ ମନ୍ତ୍ରୀ […]
ପ୍ରମୋଦ ନାୟକ(ଭୁବନେଶ୍ବର): ବହୁଦିନ ପରେ ବିଜେପିର ମିଛ ଆସ୍ଫାଳନକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ । କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ୨୦୨୪ ଲୋକସଭା ନିର୍ବାଚନରେ,ବିଜେପି ଓଡ଼ିଶାରେ ୧୬ଟି ଲୋକସଭା ଆସନ ଜିତିବ ବୋଲି ଗତକାଲି କରିଥିବା ଆକଳନର ଦୃଢ ଜବାବ ରଖିଛନ୍ତି ଶ୍ରୀ ରାଉତ। ଶ୍ରୀ ରାୟଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ଦାମୋଦର ରାଉତ। ସେ କହିଛନ୍ତି, ବିଜେପି ନେତୃତ୍ବାଧୀନ […]
ରାଉରକେଲା: ଅନ୍ତଃରାଜ୍ୟ ଜାଲ ନୋଟ କାରବାର କରୁଥିବା ଅପରାଧୀ ଶେଖ ଅହମ୍ମଦ ରାଉରକେଲାରୁ ଗିରଫ ।ଗିରଫ ଶେଖ ଅହମ୍ମଦ ଠାରୁ ୧୬ ଲକ୍ଷ ୧୧ ହଜାର ଟଙ୍କା ଜାଲ ନୋଟ ଜବତ । ରାଜ୍ୟ ଏସ ଟି ଏଫ, ରାଉରକେଲା ୧୫ ନମ୍ବର ସେକ୍ଟର ପୁଲିସ ସହାୟତାରେ ଶେଖ ଅହମ୍ମଦକୁ ୧୭ ନମ୍ବର ସେକ୍ଟର ର ସି- ୨୩୧ ନମ୍ବର କ୍ୱାର୍ଟରରୁ ଗିରଫ କରିଛି। ଏହାଛଡା ଲାପଟପ, କଲର ପ୍ରିଣ୍ଟର […]
ଦୀପକ ସାହୁ(କଳାହାଣ୍ଡି):କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଠାରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସାମଗ୍ରିକ ବିକାଶରେ ସାମ୍ବାଦିକଙ୍କ ସହଭାଗିତା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇ.ଆଇ.ଏମ୍.ସି.ଢେଙ୍କାନାଳର ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର ବିକାଶରେ ସାମ୍ବାଦିକଙ୍କ ସହ-ଭାଗୀତା ସହ କିଭଳି ଜିଲ୍ଲାର ବିକାଶ ପାଇଁ ସାମ୍ବାଦିକ ମାନେ କାର୍ଯ୍ୟକରିବେ, ସେ ଦିଗରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପରାମର୍ଶ […]


