ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ସତର୍କ ସୂଚନା ଅନୁଯାଇ, ମିଆଁମାର ଉପକୂଳରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନ ଠାରୁ ୪.୫ କିଲୋମିଟରରୁ ୫.୮ କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଓଡିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ସୂଚନା ଅନୁଯାଇ, ଆସନ୍ତା ୨୩ ତାରିଖ, […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଗୋପୀନାଥପୁର ପଞ୍ଚାୟତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଜେଡି ଏବଂ ବିଜେପି ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ଜଣେ ବିଜେପି କର୍ମୀ ଗୁରୁତ୍ୱର ଆହତ ହୋଇଥିଲେ ।ଯାହାକୁ ନେଇ ଗତ ୧୬ ତାରିଖରେ ଚାନ୍ଦବାଲି ବାଂଶଡ଼ା ଥାନାରେ ୧୧ ଜଣଙ୍କ ନାମରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ଏକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରୁଥିବା […]

ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଭେଡେନ ପୋଲିସ ପକ୍ଷରୁ ଥାନା ଭାରପ୍ରାପ୍ତ ଅଧିକାରୀ ସଙ୍ଗୀତା ମହାପାତ୍ର ଙ୍କ ସଂଯୋଜନା କ୍ରମେ ସୂର୍ଯ୍ୟ ମଣି ଜନତା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି ପରମର୍ ସ୍ମିତ୍ ଉଦ୍ଘାଟନ କରି ଥିବାବେଳେ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ୬୧ ଓ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ୯୨,ସର୍ବ […]

କାର୍ତିକ କୁମାର ବେହେରା(ଆଳି):ଗତ ୧୯ ତାରିଖ (ଶୁକ୍ରବାର) ଅପରାହ୍ନ ପ୍ରାୟ ତିନିଟା ସମୟରେ ଏକ ଯୁବକ ଫାସୀ ଦେଇ ଆତ୍ମହତ୍ୟା କରିଥିବା ଘଟଣା ଏବେ ସଂଦେହ ଘେରରେ ।ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ଥାନା ଅଧୀନ କଣ୍ଟପଡା ଗ୍ରାମ ପଂଚାୟତର ଚନ୍ଦନ ପୋଖରୀ ଛକ ନିକଟର, ରାଉଳିଆରୁ ଉଠି ଆସି ଦୀର୍ଘ ଦିନ ହେବ ବସବାସ କରୁଥିବା ଆଦିଙ୍କନ୍ଦ ସ୍ବାଇଁଙ୍କ ପରିବାର ।ସ୍ବାଇଁଙ୍କର ୩ଟି ପୁଅ ଓ […]

ଏସ.ବାସ୍ତବ: ଶନିବାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହା ଗଠବନ୍ଧନର ବିଧାୟକଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଶାସକ ଦଳ ଏକଜୁଟ ହୋଇ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ। ହେମନ୍ତ ସରକାରକୁ ଅସ୍ଥିର କରିବା ପାଇଁ ବିଜେପିର ଷଡଯନ୍ତ୍ରର ଖୁଲାସା କରିବାକୁ ସମସ୍ତ ବିଧାୟକ ଓ କର୍ମୀ ଗାଁରୁ ଗାଁକୁ ଯିବେ। ଝାଡଖଣ୍ଡ ପ୍ରତି କେନ୍ଦ୍ରର ମନୋଭାବ ମଧ୍ୟ ଲୋକମାନଙ୍କୁ ଜଣାଇବେ । ତେବେ ୧୧ ଜଣ […]

ପ୍ରମୋଦ ନାୟକ(ଭୁବନେଶ୍ୱର) ୨୦।୦୮ : ପ୍ରଶ୍ନପତ୍ରରେ ତ୍ରୁଟି ଲାଗି ବାତିଲ୍ ହେଲା ଏସ୍‌ଆଇ ପରୀକ୍ଷା। ପରୀକ୍ଷା ବାତିଲ୍ ପରେ କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନର ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି। ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ସିବିଟି କେନ୍ଦ୍ର​‌ରେ ଉତ୍ତେଜନା ବଢ଼ିବା ପରେ ଘଟଣା ସ୍ଥଳରେ ସ୍ଥାନୀଯ ପୋଲିସ ପହଞ୍ଚି ଛାତ୍ରଛାତ୍ରୀ ବୁଝାସୁଝା କରିବାକୁ ପ୍ରୟାସ କରିଥିଲେ। ଅନେକ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବା ସହ ନିରାଶ […]

ମନୋଜ ମହାନ୍ତି(ବାସ୍ତବବ୍ୟୁରୋ):ଅଗଷ୍ଟ ୨୭ରେ ହେବ ASO ପରୀକ୍ଷା । ଆସନ୍ତା ଶନିବାର ASO ପରୀକ୍ଷା ହେବା ନେଇ ସ୍ପଷ୍ଟ କରିଛନ୍ତି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ । ୨୧ ଅଗଷ୍ଟରେ ASO ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବନ୍ୟା କାରଣରୁ ଏହି ପରୀକ୍ଷାକୁ ଅନିର୍ଦିଷ୍ଟ ଦିନ ନିମନ୍ତେ ସ୍ଥଗିତ କରିଥିଲେ ଓପିଏଏସି ଅଧ୍ୟକ୍ଷ । […]

ଭଦ୍ରକ ୨୦।୦୮: ବର୍ଷା ଜନିତ ସମ୍ଭାବ୍ୟ ବନ୍ୟାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ । ବର୍ଷା ପରେ ବନ୍ୟାକୁ ସାମ୍ନା କରିବା ପାଇଁ ଜିଲ୍ଲାରେ ୮ଟି ଅଗ୍ନିଶମ ବାହିନୀ ସହ ୨ଟି ଓଡ୍ରାଫ ଟିମ, ୨ ଟି ଏନଡିଆରଏଫ ଟିମ ସହ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ମୃତୟନ କରାଯାଇଛି । ସାଳନ୍ଦୀ ନଦୀର ବିଦ୍ୟାଧରପୁର କେନାଲ ଡିଭିଜନ ହଦଗଡ଼ ଡ୍ୟାମର ଗୋଟିଏ ଗେଟ ଖୋଲିଛି […]

ସଂଜୟ ଶତପଥୀ(କଟକ): କଟକ ରାଜା ବଗିଚାସ୍ଥିତ ସୁଭାଷ ସ୍ମାରକୀ ସିଟି ମହାବିଦ୍ୟାଳୟ ମହାଦୁର୍ନୀତି ର ଗନ୍ଧରେ ଫାଟିପଡୁଛି। ବିଶ୍ବସ୍ତ ସୂତ୍ରରୁ ଜଣାଯାଏ ଯେ, କଟକର କେନ୍ଦ୍ରସ୍ଥଳରେ ଏହି ଶିକ୍ଷାନୁଷ୍ଠାନ ଥୂବାବେଳେ ଏହି କଲେଜର ପରିଚାଳନା କମିଟିର ପୂର୍ବତନ ଅଧ୍ଯକ୍ଷ କଲେଜ ଠାରୁ ପ୍ରାୟ ୧୫ କି.ମି ଦୂରରେ ଥୂବା ଏକ ରାସ୍ତା ନଥିବା ଅଦରକାରୀ ଯାଗାକୁ ପ୍ରଥମେ ନିଜ ସ୍ତ୍ରୀ ଓ ନିଜର ଗୁମାସ୍ତାଙ୍କ ନାମରେ କମ୍ ଅର୍ଥରେ ଅର୍ଥାତ୍ […]

ଭୁବନେଶ୍ଵର(ବାସ୍ତବବ୍ୟୁରୋ): ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆଜି ଉତ୍ତର ଓଡ଼ିଶାର ବାଲେଶ୍ବର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ।ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାଇ,ବାତ୍ୟାର ସମ୍ଭାବନା ନାହିଁ ।ହେଲେ ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଏହି ୪ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ, ପ୍ରବଳ ବର୍ଷା ନେଇ […]

Pin It on Pinterest