ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଜଣେ ମଦୁଆ ଡ୍ରାଇଭର, ଚାନ୍ଦବାଲି ଭଦ୍ରକ ମୁଖ୍ୟ ରାସ୍ତାରେ ୪ଟି ଷଣ୍ଢକୁ ଧକ୍କା ଦେଇ ଜୀବନ ରୁ ମାରିଦେଇଥିବା ଜଣାପଡିଛି। ଟ୍ରକ ଚାଳକ ହେଉଛନ୍ତି ଚାନ୍ଦବାଲି ବ୍ଲକ ଅଧିନସ୍ଥ ଧାମରା କରଞ୍ଜ ମାଳ ପଞ୍ଚାୟତ ର ଅରୁଣ କୁମାର ମଣ୍ଡଳ, ଧାମରାରୁ ଗହମ ବୋଝେଇ କରି ଦଶଚକିଆ ଟ୍ରକଟି(ଓଆର-୦୯-ଏଲ-୬୬୭୪) କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ସମୟରେ ପିରହାଟ ଓ କମାରିଆ ନିକଟରେ ରାସ୍ତା ରେ ସୋଇଥିବା ଷଣ୍ଢ ଗୁଡିକୁ […]
ରାଜ୍ୟ
ସୁନ୍ଦଦରଗଡ(ବାସ୍ତବବ୍ୟୁରୋ)୧୯।୦୮:ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ଜିଲ୍ଲାରେ ରାଜ୍ୟର ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ଦାବି ନେଇ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳୁ ଜିଲ୍ଲାରେ ଯାତାୟତ ଠପ୍ ହୋଇଯାଇଥିବା ବେଳେ ବନ୍ଦ ରହିଛି ବିଭିନ୍ନ ଅନୁଷ୍ଠାନ ଓ ଦୋକାନ ବଜାର । ଖବର ଅନୁଯାଇ, ଜିଲ୍ଲାର ଏନଟିପିସି ମେଡିକାଲ କଲେଜକୁ ରାଜ୍ୟର ଦ୍ଵିତୀୟ ଏମ୍ସ କରିବା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ। ଏହା ପରେ […]
ସଞ୍ଜୟ ଶତପଥୀ(କଟକ): କଟକ ଜିଲ୍ଲାର ପରିବା ଝୁଡ଼ିରେ ଝଡ, ଆଗକୁ କଟକ-ଭୁବନେଶ୍ବରରେ ପରିବା ଅମୂଲମୂଲ ହେବ । କଟକ ଜିଲ୍ଲାର ବାଙ୍କୀ ଓ ଡମପଡା ବ୍ଲକ୍, ଆଠଗଡ଼ର କଖଡି, ମଂଚେଶ୍ବର, ତିଗିରିଆ, ବଡମ୍ବା ଓ ନରସିଂହପୁରର ଅନେକ ଗାଁରେ ହେକ୍ଟର ହେକ୍ଟର ଚାଷ ଜମି ବୁଡ଼ି ରହିଛି ପାଣି ଭିତରେ। ଏକ ସପ୍ତାହ ପର୍ଯ୍ୟନ୍ତ ପାଣି ଛାଡି ନ ପାରେ। ଚାଷ ହୋଇଥିବା ପନିପରିବା ପାଣି ଭିତରେ ପଚି,ସଢିଗଲାଣି।ଏହି ସବୁ […]
ଭୁବନେଶ୍ବର(ବାସ୍ତବବ୍ୟୁରୋ):ଅଗଷ୍ଟ ଶେଷ ସପ୍ତାହରୁ ସେପ୍ଟେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ଧାନବାଦ୍ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ସୁବିଧା । ଯାତ୍ରୀଙ୍କ ସୁବିଧା ଓ ଚାହିଦାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୨୭ ମଧ୍ୟରେ ଭୁବନେଶ୍ୱର-ଧାନବାଦ୍ ସ୍ପେସାଲ୍ ଏକ୍ସପ୍ରେସ(୦୨୮୩୨) ଭୁବନେଶ୍ୱରରୁ ପ୍ରତି ମଙ୍ଗଳବାର, ଶୁକ୍ରବାର ଓ ରବିବାର ସନ୍ଧ୍ୟା ୮ଟା ୨୫ରେ ଛାଡ଼ି ଧାନବାଦ୍ ଅଭିମୁଖେ ଯାତ୍ରା […]
ସଂଜୟ ଶତପଥୀ(କଟକ):ଆଜି କଟକନଗର ଭାଜପା ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ମନ କି ବାତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମର୍କତ ନଗର ରାଇସିନା ମଣ୍ଡପରେ ଅପରାହ୍ନ ରେ ହୋଇଯାଇଛି। କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ର ସଂଯୋଜନା କରିଥିଲେ ଜିଲ୍ଲା ମନ କି ବାତ ସଂଯୋଜିକା ଶ୍ରୀମତୀ କଳ୍ପନା ପଟ୍ଟନାୟକ।ମୁଖ୍ୟ ଅତିଥିଭାବେ ରାଜ୍ୟ ସଂଯୋଜକ ଶ୍ରୀ ଚନ୍ଦ୍ରଶେଖର ନନ୍ଦ ଯୋଗଦେଇ […]
କେନ୍ଦ୍ରାପଡ଼ା(ଜୟନ୍ତ ଶତପଥୀ) : ବନ୍ୟା ବିଭିଷୀକା କେନ୍ଦ୍ରାପଡ଼ା ଜିଲ୍ଲାରେ ସଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ପ୍ରକୋପ ଜିଲ୍ଲାର ୯ରୁ ୭ଟି ବ୍ଲକ୍ ପ୍ରଭାବିତ କରିଛି । ଅଧିକ ପ୍ରଭାବିତ ଗରଦପୁର, ମାର୍ଶାଘାଇ ବ୍ଲକ୍ ଅଧିକ ପ୍ରଭାବିତ ହୋଇଥିବା ବେଳେ ଡେରାବିଶ ଏବ˚ ମହାକାଳପଡ଼ାରେ ବନ୍ୟା ପ୍ରଭାବ ଆ˚ଶିକ ରହିଛି। ଜିଲ୍ଲା ପ୍ରଶାସନର ରିପୋର୍ଟ ପାଖାପାଖି ଅନୁଯାଇ ବୁଧବାର ସୁଧା,୯୦ହଜାର ଲୋକ […]
ଜୟନ୍ତ ଶତପଥୀ (ଡେରାବିଶ):ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ୭୬ ତ୍ତମ ସ୍ୱାଧୀନତା ଦିବଶରେ ରାଜ୍ୟ ଯୁବ ଜନତା ଦଳର ସମ୍ପାଦକ ସୁଦୀପ୍ତ କେଶରୀ ସାମଲଙ୍କ ନେତୃତ୍ୱରେ ଆଜି ଡେରାବିଶ ବ୍ଲକ ର ବିଭିନ୍ନ ଜାଗା ରେ ତ୍ରିରଙ୍ଗା ଶୋଭା ଯାତ୍ରା ବାଇକ ମାଧ୍ୟମରେ କରାଯାଇଥିଲା। ଏହି ତ୍ରିରଙ୍ଗା ଶୋଭାଯାତ୍ରା ରେ ଦେଶଭକ୍ତି ର ନାରା ଦେଇ ଲୋକଙ୍କୁ ଜାଗ୍ରତ କରିବା ସହିତ ଲୋକଙ୍କ ମନରେ ଦେଶ ପାଇଁ ସହିଦ […]
ଯାଜପୁର/ଜଗସିଂପୁର: ମହାନଦୀ ଓ ବୈତରଣୀରେ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଦୁର୍ଦ୍ଦଶା ବଢ଼ି ବଢି ଲାଗିଛି।ବୈତରଣୀ ନଦୀର ଶାଖା କାଣୀ ନଦୀରେ ୧୫୦ଫୁଟର ଘାଇ ହେବା ଦ୍ୱାରା,ଅନେକଗୁଡ଼ିଏ ଗାଁ ଜଳମଗ୍ନ ହୋଇଥିବାରୁ ଲୋକେ ନାହିଁ ନଥିବା ଦୁଃଖର ସାମ୍ନା କରୁଛନ୍ତି। ଲୋକଙ୍କର ଘର ଭିତରକୁ ପାଣି ପଶିଛି। ଚାଷଜମି ଜଳାର୍ଣ୍ଣବ ହୋଇଛି। ପ୍ରଶାସନ ପକ୍ଷରୁ ଜଳବନ୍ଦିରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବନ୍ୟା ଆଶ୍ରୟ ସ୍ଥଳୀ, […]
ଭୁବନେଶ୍ୱର(ବାସ୍ତବବ୍ୟୁରୋ): ମୁଣ୍ଡୁଳିରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି | ୪ ନଦୀର ବନ୍ୟା ପରିସ୍ଥିତି ସଙ୍କଟାପନ୍ନ | ମହାନଦୀ, ଦେବୀ, କୁଶଭଦ୍ରା ଓ ବ୍ରାହ୍ମଣୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି |ସୂଚନା ଅନୁଯାଇ,ଆଳିପିଙ୍ଗଳରେ ଦେବୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ନିମାପଡ଼ାରେ କୁଶଭଦ୍ରା ନଦୀରେ ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର | ଆଳିପିଙ୍ଗଳରେ ଦେବୀ ନଦୀର ବିପଦ ସଂକେତ ୧୨.୭୬ ମିଟର […]
କଟକ ଓ କେନ୍ଦ୍ରାପଡ଼ାରୁ-ସଞ୍ଜୟ ଶତପଥୀ ଓ ଜୟନ୍ତ ଶତପଥୀ: ଲୋକଙ୍କ ଆଖିରୁ ନିଦ ହଜାଇ ଦେଲାନି ମହାନଦୀ ।ବନ୍ୟାଜଳ ବୃଦ୍ଧିକୁ ନେଇ, ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଞ୍ଚଳ ଅଧିବାସୀ । ଅନେକ ସ୍ଥାନରେ ନଦୀ ବନ୍ଧରେ ଘଳିଆ ପଡିଛି। ପଛୁଆ ପାଣି ଅଧିକାଂଶ ଅଞ୍ଚଳକୁ ବୁଡାଇ ସାରିଲାଣି। ଏଭଳି ସ୍ଥିତିରେ ଲୋକ କ୍ଷୟକ୍ଷତିକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି। ମହାନଦୀ ଓ […]


