ନବୀନ ଦାଶ(ଅତାବିରା):ସ୍ଵାଧୀନତା ର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଅବସର ରେ ସାରା ଭାରତରେ ” ଆଜାଦି କି ଅମୃତ ମହୋତ୍ସବ ” ପାଳିତ ହେଉଛି ।ଦେଶ ରେ “ହର୍ ଘର୍ ତ୍ରିରଙ୍ଗା” ଲଗାଇ ଭାରତ ମାତାଙ୍କୁ ସମ୍ମାନକୁ ଦ୍ଵିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କୁ ସମ୍ମାନ ଯଣାଇବା ସହ ଅତାବିରା ରେ ୫୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ତ୍ରିରଙ୍ଗା ପତାକା କୁ ନେଇ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୭୬ତମ ସ୍ବାଧୀନତା ଦିବସରେ ସ୍ଥାୟୀ ନିଯୁକ୍ତି ପାଇଁ ଧାରଣାରେ ବସିଲେ ବନ କର୍ମଚାରୀ।୪୦ ବର୍ଷ ପରେବି ପଡୁନି ସରକାରଙ୍କ ନଜର । ଦେଶ ସ୍ବାଧିନତାର ୭୫ ତମ ଅମୃତ ମହୋତ୍ସବ ପାଳନକରି, ଦେଶବାସୀ ଖୁସି ମନାଉଥିବା ବେଳେ, ଚାନ୍ଦବାଲି ଅଞ୍ଚଳର ଜଣେ ବନ କର୍ମଚାରୀ ନିଜର ଜୀବନ ଓ ଜୀବିକା ପାଇଁ ଦିର୍ଘ ୪୦ ବର୍ଷ ସମୟ ଚାକିରୀ କରିବା ପରେ ସରକାରୀ କର୍ମଚାରୀ ମାନ୍ୟତା ନପାଇବାରୁ […]

ସଂଜୟ ଶତପଥୀ(କଟକ): କଟକର ଅଗ୍ରଣୀ ଅନୁଷ୍ଠାନ “ଭିଜନ୍ ସ୍ବରାଜ” ପକ୍ଷରୁ ୭୬ ତମ ସ୍ବାଧୀନତା ଦିବସ ମହାସମାରୋହରେ କଟକର ବେଲିଭ୍ଯୁ ପାର୍କଠାରେ ପାଳିତ ହୋଇଯାଇଛି। ଏହି ମହାସମାରୋହରେ କଟକ ମହାନଗର ନିଗମର ମାନ୍ଯବର ମେୟର ଶ୍ରୀ ସୁବାସ ସିଂ ମୂଖ୍ଯ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମସ୍ତ ଭାରତୀୟ ସ୍ନେହ, ଶ୍ରଦ୍ଧା ଓ ଭଲପାଇବାକୁ ପାଥେୟ କରନ୍ତୁ ଏବଂ ଭାଇଚାରା ସହରର କଟକର ଭାଇଚାରା […]

ସଂଜୟ ଶତପଥୀ: କଟକର ସୁନାମଧନ୍ୟ ଅଗ୍ରଣୀ ବିପ୍ଲବୀ ଅନୁଷ୍ଠାନ” ଓଡିଶା ଉତ୍କଳ ବାହିନୀ “ର ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ବହୁ ଆଡମ୍ବରରେ ଆବାହକ ଶ୍ରୀ ପୂଣ୍ୟଶ୍ଲୋକ ମହାନ୍ତି ଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ କଟକର ବେଲିଭ୍ଯୁସ୍ଥିତ ସାର୍ବଜନୀନ ପାର୍କଠାରେ ସମାପିତ ହୋଇଯାଇଛି। ଏହି ଅବସରରେ ଜାତୀୟ ସଂଗୀତ ଗାନପୂର୍ବକ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ସମାରୋହରେ ମୂଖ୍ଯ ଅତିଥି ଭାବେ ଯୁବନେତା ତଥା ସମାଜସେବୀ ଶ୍ରୀ ବୁଢା […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଦୀର୍ଘ ୫ଦିନରୁ ଉର୍ଦ୍ଧ ହେବ ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଏବେ ଭଦ୍ରକ ଜିଲାର ଚାନ୍ଦବାଲି, ଧାମନଗର, ତିହିଡି ବ୍ଲକ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ଯା ପରିସ୍ଥିତି ଦେଖା ଦେଇଛି।ଏବେ ବଢିପାଣିରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ । ଫଳରେ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳର ୨୦ଟି ଗାଁ ଏବେ ବନ୍ଯା ଘେରରେ ରହିଛି । ବିଶେଷକରି […]

ସଞ୍ଜୟ ଶତପଥୀ(କଟକ):ଓଡିଶାର ଅନ୍ଯତମ ପ୍ରସିଦ୍ଧ ଶକ୍ତିପୀଠ କଟକ ଜିଲ୍ଲା ବଡମ୍ବାର ଅଧୀଷ୍ଠାତ୍ରୀ ଦେବୀ ମା’ଭଟ୍ଟାରିକାଙ୍କ ମନ୍ଦିର ର ବେଢାରେ ଚଳିତ ବର୍ଷର ପ୍ରଥମ ବନ୍ଯାଜଳ ପ୍ରବେଶ କରିଛି। ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ଯାମ୍ ରୁ ଜଳ ନିଷ୍କାସିତ ହୋଇଥିବାରୁ ଏହି ପ୍ରକାରର ପରିସ୍ଥିତି ଉପୁଜିଛି। ମା’ଭଟ୍ଟାରିକାଙ୍କ ଗମ୍ଭୀରା ମଧ୍ଯରେ ବନ୍ଯାଜଳ ପ୍ରବେଶ କରିବା କାରଣରୁ ମାଆଙ୍କର ଚଳନ୍ତି ପ୍ରତିମାକୁ ମନ୍ଦିର ନିକଟରେ ଥୂବା ରତ୍ନଗିରି […]

ନନ୍ଦିନୀ ପ୍ରଧାନ(ସମ୍ବଲପୁର) ୧୪।୦୮: ଅନବରତ ଲାଗିରହିଛି ବର୍ଷା । ତଳିଆ ଅଞ୍ଚଳ ବାସୀଙ୍କୁ ବନ୍ୟା ଆଶଙ୍କା ଡରାଇଲାଣି ।ଉପରମୁଣ୍ଡ ହେଉ ବା ତଳ ମୁଣ୍ଡ ବର୍ଷା ଛାଡୁନି ।ମହାନଦୀ ଛାତି ଫୁଲାଇ ଚାଲିଛି । ଏଥି ପାଇଁ ମହାନଦୀ ତଳ ମୁଣ୍ଡର ୭ ଜିଲ୍ଲାରେ ଦେଖାଦେଇଛି ବନ୍ୟା ଆଶଙ୍କା ।ସେହି ଜିଲ୍ଲା ଗୁଡିକ ହେଲା କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ । ବନ୍ୟା ପରିସ୍ଥିତିକୁ ନାଜରେ […]

ମନୋଜ ମହାନ୍ତି: ଆଜି ଦିନ ୧୧ଟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଦେଶ ବିଭାଜନ ବିଭୀଷିକା ସ୍କୃତି ଦିବସ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନରେ ଆୟୋଜିତ ପ୍ରଦର୍ଶନୀକୁ ଉଦଘାଟନ କରିବେ । ଏହା ସହ ଅପରାହ୍ନ ୪ଟାରେ ମ୍ୟୁଜିୟମ ଛକରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାସହ,ମ୍ୟୁଜିୟମ ଛକରୁ ଏଜି ଛକସ୍ଥିତ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ନୀରବ ପଦଯାତ୍ରା ଅନୁଷ୍ଠିତ ହେବ । ଏହି […]

ବାସ୍ତବବ୍ୟୁରୋ:ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆଜି ଅବପାତର ରୂପ ନେଇପାରେ ଲଘୁଚାପ । ଏହାର ପ୍ରଭାବରେ ଆଜି ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାଇ, ପଶ୍ଚିମ ଓଡ଼ିଶାରେ ସବୁଠୁ ଅଧିକ ବର୍ଷା ହେବା ନେଇ ସତର୍କ କରାଯାଇଛି । ଏଥିପାଇଁ ୧୦ ଜିଲ୍ଲାକୁ ରେଡ ୱାର୍ନିଙ୍ଗ୍ ଜାରି କରାଯାଇଛି […]

ବାସ୍ତବବ୍ୟୁରୋ(କେନ୍ଦ୍ରାପଡା): ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ, ଦେଶବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଉଡାଇ ଅମୃତ ମହୋତ୍ସବ ପାଳନ କରୁଛନ୍ତି ଦେଶବାସୀ ।ଏହି ପରିପେକ୍ଷୀରେ ଅନୁରୂପ ଭାବେ କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀରେ ନିଆରା ଢଙ୍ଗରେ ପାଳନ ହେଉଛି ଏହି ହର ଘର ତ୍ରିରଙ୍ଗା ଉତ୍ସବ । ଏହି ଅବସରରେ ପଟ୍ଟାମୁଣ୍ଡାଇ ରାଜନଗର ବିଜେପି ତରଫରୁ ପ୍ରାକ୍ତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଡ଼.ଜେନାଙ୍କ […]

Pin It on Pinterest