ବାସ୍ତବବ୍ୟୁରୋ:ବଙ୍ଗୋପସାଗରରେ ସୃଷ୍ଟି ଘୁର୍ଣ୍ଣିବଳୟ ଲଘୁଚାପ ର ରୂପ ନେଇସାରିଛି। ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆଗମୀ ୨୪ ଘଣ୍ଟା ପାଇଁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ଏହା ପଶ୍ଚିମ-ଉତ୍ତର- ଦିଗକୁ ଗତି କରିବାର ସମ୍ଭାବନା ରହିଛି । ୨୪ ଘଣ୍ଟାରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସୂଚନା ଦେଇଛି ପାଣିପାଗ ବିଭାଗ । ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା […]

ଏସ.ବାସ୍ତବ: ଗତ ଜୁଲାଇ ୧୮ ରେ ଜିଏସ୍ଟି ସମ୍ବନ୍ଧରେ ଲାଗୁ ହୋଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଘର ଭଡା ଉପରେ ମଧ୍ୟ ଜିଏସ୍ଟି ଦେବାକୁ ପଡିବ। ଜିଏସ୍ଟି ନିୟମ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ବ୍ୟକ୍ତିଙ୍କୁ ଏହା କରିବାକୁ ହେବ। ଜୁଲାଇ ୧୮ ଠାରୁ, ଜିଏସ୍ଟି ନିୟମ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଏହିପରି ସମସ୍ତ ଭଡାଟିଆଙ୍କୁ ଘର ଭଡା ଉପରେ ୧୮ ପ୍ରତିଶତ ହାରରେ ଜିଏସ୍ଟି ଦେବାକୁ ପଡିବ। ଜିଏସଟି ପରିଷଦର […]

ରାକେଶ ମହାନ୍ତି: ପାରାଦୀପରେ ଥିବା ତୈଳ ବିଷଧାନଗାର ରେ କେତେ ବେଳେ ବି ଘଟିପାରେ ଦୃଘଟଣା ସେଥିଲାଗି ତତ୍ପରତା ଦେଖାଇଛନ୍ତି ତୈଳ ବିଶୋଧନାଗାର ର କର୍ମଚାରୀ ମାନେ । କିଛି ବି ଅପ୍ରୀତିକର ଘଟଣା ଘଟିଲେ କିଭଳି ଘଟଣା କୁ ଆୟତ କରିବେ ସେଥିଲାଗି ଏକ ମକ୍ ଡ୍ରିଲ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ର ଥିବା ଏଲିପିଜ୍ ମାର୍କେଟିଂ ଟର୍ମିନାଲ ରେ କାର୍ଯ୍ୟକ୍ରମ କରାଯାଇଥିଲା […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ବିଜୁଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ ଯଥା-ରକ୍ତ ଦାନ ଶିବିର, ବୃକ୍ଷ ରୋପଣ ଆଦି ସାରା ରାଜ୍ୟରେ ଚାଲୁ ରହିଛି । ଏହି କ୍ରମରେ ଚାନ୍ଦବାଲି ବ୍ଲକର ଖେରଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କଲେ ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟୋମକେଶ ରାୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ବୃକ୍ଷ କୋଟିଏ ଜୀବନ ନାରାକୁ ଚାନ୍ଦବାଲିର ପ୍ରତି ପଂଚାୟତରେ ପହଞ୍ଚାଇବା […]

ରାକେଶ ମହାନ୍ତି(କେନ୍ଦ୍ରାପଡା):ମିଶନ ଶକ୍ତି ଓ ଅନ୍ୟ ସଂସ୍ଥା ବା ପ୍ରତିଷ୍ଠାନ ପାଇଁ ଶତୁରୀ ହଜାର ତ୍ରିରଙ୍ଗା ତିଆରି କଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡ଼େରାବିଶ ବ୍ଲକ ଗୋଲରହାଟ ପଞ୍ଚାୟତର ‘ଉତ୍କଳ ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀ । ୬0 ଜଣ ସଦସ୍ୟାଙ୍କ ମଧ୍ୟରୁ ପ୍ରାୟ ୯0 ପ୍ରତିଶତ ସଂଖ୍ୟାଲଘୁ ସାମ୍ପ୍ରଦାୟ ର ମୁସଲମାନ ଭଉଣୀମାନେ ତ୍ରିରଙ୍ଗା ତିଆରି ପାଇଁ ସୁଯୋଗ ପାଇଥିବାରୁ ସମସ୍ତ ସଦସ୍ୟା ଅତ୍ୟନ୍ତ ଖୁସି […]

ନମୋଗୁରୁ ହୋତା(ସୁବର୍ଣ୍ଣପୁର): ଜିଲ୍ଲା ତଥା ସହରରେ ଦିନକୁ ଦିନ ଜନ ବସତି ବଢିବା ସାଙ୍ଗକୁ ମୋ ମନଟର ଯାନ ଚଳାଚଳରେ ମଧ୍ୟ ବୃଦ୍ଧି ଘଟୁଛି l ଜନ ସାଧାରଣ ଙ୍କ ବେପରୁଆ ଓ ଅବ୍ୟବସ୍ଥିତ ଗାଡିଚାଳନା ହେତୁ ଛୋଟ ବଡ ଦୁର୍ଘଟଣା ଘଟି ଅନେକ ଧନ ଜୀବନ କ୍ଷୟ କ୍ଷତି ହେଉଛି l ସାମ୍ପ୍ରତିକ ସ୍ଥିତିରେ ସେ ସବୁକୁ ହୃଦୟଙ୍ଗମ କରି ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ […]

ବାରିପଦା,୧୨/୦୮: ଶୁକ୍ରବାର(ଆଜି) ମୟୂରଭଂଜ ଜିଲ୍ଲା ଗସ୍ତରେ ଯିବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁଯାଇ ଆଜି ସକାଳ ୯ଟା ୫୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ବିଜୁପଟ୍ଟନାୟକ ବିମାନ ବନ୍ଦର ଯିବେ । ସେଠାରୁ ଦିନ ୧୦ଟା ସମୟରେ ହେଲିକପ୍ଟର ଯୋଗେ ମୟୂରଭଞ୍ଜର ରାସଗୋବିନ୍ଦପୁର ବ୍ଲକର ଟିକପଡା ଠାରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଦିନ ୧୧ଟା ୧୦ମିନିଟ ସମୟରେ ଅବତରଣ କରି ସୁବର୍ଣ୍ଣରେଖା ଜଳ ସେଚନ […]

ଏସ୍.ବାସ୍ତବ: ଆଫଗାନିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ତାଲିବାନ ନେତା ରହୀମୁଲ୍ଲା ହକ୍କାନୀଙ୍କ ମୃତ୍ୟୁ ଘଟିଛି। ଗୋଡ ନଥିବା ଜଣେ ବ୍ୟକ୍ତି ଏକ ପ୍ଲାଷ୍ଟିକ ଗୋଡ଼ରେ ଲୁଚାଇ ରଖିଥିବା ବିସ୍ଫୋରକ ସହିତ ଆସି ଏହାକୁ ବିସ୍ଫୋରଣ କରିଥିଲେ। ଏହି ମାନବ ବୋମା ଆକ୍ରମଣରେ ହକାନୀଙ୍କ ମୃତ୍ୟୁ ଘଟିଛି। ତାଲିବାନ ଏହି ଘଟଣାର ତଦନ୍ତ କରୁଛି। ବିସ୍ଫୋରଣ କାହିଁକି ଘଟିଲା,କାହାର ହାତ ଏହା ପଛରେ ଅଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗୁପ୍ତଚର ଅଧିକାରୀଙ୍କ […]

ବରଗଡ଼(ନବୀନ ଦାଶ) : ବରି‌ଷ୍ଠ ଚାଷୀ ନେତା ଲିଙ୍ଗରାଜଙ୍କୁ ହୃଦ୍‌ଘାତ,ସେ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ପରିବାରଲୋକ ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ,ଲିଙ୍ଗରାଜଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ଏବଂ ସେ କଥାବାର୍ତ୍ତା ମଧ୍ୟ କରୁଛନ୍ତି । ତେବେ ୨୪ ଘଣ୍ଟା ପାଇଁ ଡାକ୍ତରୀ ଅବଲୋକନରେ ରହିବା ପରେ ଡିସ୍‌ଚାର୍ଜ ହେବେ । ଲିଙ୍ଗରାଜ ବୁଧବାର ରାତ୍ରି ଭୋଜନ ପରେ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୨ଟା […]

ରାଉରକେଲା: ଆସନ୍ତା ୧୩ ତାରିଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ (ଏନ୍ଆଇଟି)ର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ରାଉରକେଲା ଗସ୍ତରେ ଆସୁଛନ୍ତି। ଏଥିସହ ଜିଲ୍ଲା ବିଜେପି ପାର୍ଟି ଅଫିସ୍‌ରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।ଦୁଇ ଦିନ ତଳେ ଶାହାଂକ ଗୁରୁମନ୍ତ୍ର ପାଇ,ଓଡିଶା ବିଜେବି ନିଦରୁ ଉଠିଥିବା ବେଳେ,ସେପଟେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଛି ସୁନ୍ଦରଗଡ଼ ବିଜେପି ଶିବିର। ପୁରା […]

Pin It on Pinterest