ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକରେ ବର୍ଷିଆନ ସ୍ବାଧନତା ସଂଗ୍ରାମୀ, ଚାନ୍ଦବାଲି ଓ କନିକା ଗୌରବ ବିଶିଷ୍ଟ ସମାଜସେବୀ ତଥା ଚାନ୍ଦବାଲି ବ୍ଲକରେ ୫ ଥର ବ୍ଲକର ଅଧ୍ୟକ୍ଷ ପଦରେ ଆସନ ଅଳକୃତ କରିଥିବା ଜନପ୍ରିୟ ରାଜନେତା ଦୁର୍ଯ୍ୟୋଧନ ମିଶ୍ରଙ୍କ ୬ଷ୍ଠ ବାର୍ଷିକ ଏକ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ବିଜୁସ୍ମୃତି ଭବନରେ ସରତ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଟିତ ହୋଇଯାଇଛି । ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବରେ ଚାନ୍ଦବାଲି […]

ଏସ୍.ବାସ୍ତବ: ଗତ ଦୁଇ ଦିନ ମଧ୍ୟରେ ରାଜ ନୈତିକ ଉଥଲା ପୁଥଲ ଦ୍ରୁତ ଗତି ଦେଖି ବିଜେପି ମଧ୍ୟ ଗ୍ରହଣ କରିଛି ଯେ ତାଙ୍କୁ ବିରୋଧୀ ଦଳରେ ବସିବାକୁ ପଡିବ। ବିହାର ବିଜେପିର ଏ ବିଷୟରେ କୌଣସି ଯାଏଆସେ ନାହିଁ। ବିହାର ବିଜେପିର କିଛି ନେତାଙ୍କ କହିବାନୁସାରେ, ସେମାନେ ନୀତୀଶଙ୍କ ‘ପଲଟିବାର ‘ଆଶଙ୍କା କରୁଥିଲେ, ହେଲେ ଏତେ ଶୀଘ୍ର ଘଟିବ ବୋଲି ଜାଣି ନଥିଲେ। ବିଜେପି ସୂତ୍ର ସ୍ୱୀକାର କରିଛି […]

ପ୍ରମୋଦ ନାୟକ(ଭୁବନେଶ୍ବର): ଯୁକ୍ତ୨ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୩ଟି ପରୀକ୍ଷା ଦେବା ବାଧ୍ୟତାମୂଳକ କରାଗଲା ।ଶିକ୍ଷା ବର୍ଷରେ ପ୍ରତି ତିନି ମାସରେ ଛାତ୍ରଛାତ୍ରୀମାନେ ଗୋଟିଏ ଲେଖାଏ ପରୀକ୍ଷା ଦେବେ । କୌଣସି ଗୋଟିଏ ପରୀକ୍ଷା ଛାତ୍ର ଛାତି ନଦିଅନ୍ତି ବା ଅଂଶଗ୍ରହଣ ନ କରନ୍ତି ‌ତେବେ ସେମାନେ ମୁଖ୍ୟ ପରୀକ୍ଷାରେ ଭାଗ ନେଇପାରିବେ ନାହିଁ। ଗତ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା ଏଭଳି ଢାଞ୍ଚାକୁ ୨୦୨୨-୨୩ ଶିକ୍ଷାବର୍ଷରେ ମଧ୍ୟ ଲାଗୁ କରିବାକୁ ଉଚ୍ଚ […]

ବରଗଡ଼(ସ୍ଵତନ୍ତ୍ର ପ୍ରତିନିଧି ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ ସମ୍ବଲପୁର – ବରଗଡ଼ ୱେ ରେ ସରଣ୍ଡା ଛକ ଠାରେ ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ମଧ୍ୟରେ ବେଶ୍ ପରିଚିତ ସରଣ୍ଡା ବାବା ବିଶ୍ୱେଶ୍ଵର ପୀଠ ରେ ଲାୟନ୍ସ କ୍ଲବ୍ ଅତାବିରା ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଛି। ଶ୍ରାବଣ ଶେଷ ସୋମବାର ଅବସରରେ, ମନ୍ଦିର ପୂଜା କମିଟି ତଥା ଲାୟନ୍ସ କ୍ଳବ୍ ର ସଦସ୍ୟ ମାନଙ୍କ […]

ସଞ୍ଜୟ ଶତପଥୀ(କଟକ):ରାଜ୍ଯ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ,ଓଡିଶା ପକ୍ଷରୁ କଟକର ବାଦାମବାଡିସ୍ଥିତ ସେସୁ କଲୋନୀ ଶ୍ରୀ ଶିବ ମନ୍ଦିର ପ୍ରାଙ୍ଗଣରେ ମହାସଂଘର ଅଧ୍ଯକ୍ଷ ଶ୍ରୀ ପ୍ରତାପ ଚନ୍ଦ୍ର ଦାସଙ୍କ ଅଧ୍ଯକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀ ରେ ବହୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଯୋଗଦେଇଥିଲେ। ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ସରକାରଙ୍କ ତରଫରୁ ଚିକିତ୍ସା ଭତ୍ତାର ସୁବିଧା ପ୍ରଦାନ କରିବାକୁ ବିଗତ ୧୬ ବର୍ଷ ଧରି ବିଭିନ୍ନ […]

ସଂଜୟ ଶତପଥୀ: ବ୍ରହ୍ମପୁର ଜିଲ୍ଲାରେ ହରିହର ନଗରସ୍ଥିତ ଶ୍ରୀ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ସୁପ୍ରତିଷ୍ଠିତ ସମାଜସେବୀ ଅନୁଷ୍ଠାନ ଆରୋଗ୍ୟ ଭାରତୀ ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ଯ ପରୀକ୍ଷା ଓ ସଚେତନତା ଶିବିରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଶ୍ରୀ ଜୟନ୍ତୀ ଲାଲ୍ ନରସି ଚୌହାନ ରହିଥିବା ବେଳେ ଅନୁଷ୍ଠାନର ଅଧ୍ଯକ୍ଷ ଡ.ନକୁଳ ସାହୁ ଓ ଡ.ଚି.ହାରାମଣୀ ରୋଗୀମାନଙ୍କର ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ […]

ଏସ.ବାସ୍ତବ: ମଙ୍କିପକ୍ସ,ଏହି ରୋଗର ନାମ ଶୁଣିବା ମାତ୍ରେ ଦେଖାଯାଏ ଯେ ଏହି ରୋଗ ନିଶ୍ଚିତ ଭାବରେ ମାଙ୍କଡ଼ମାନଙ୍କ ଦ୍ୱାରା ବିସ୍ତାର ହେବ | କିନ୍ତୁ ସେପରି ନୁହେଁ, ଚଳିତ ବର୍ଷ ଆସିଥିବା ଏହି ମହାମାରୀର ପ୍ରାୟ ସମସ୍ତ ମାମଲା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଛି। ଅଧ୍ୟୟନର ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ୯୫ -୯୯ % ପର୍ଯ୍ୟନ୍ତ ମଙ୍କିପକ୍ସ ମାମଲା ସମଲିଙ୍ଗୀ କିମ୍ବା ବାଇସେକ୍ସୁଆଲ୍ ଲୋକଙ୍କଠାରୁ ବ୍ୟାପୁଛି । […]

ଭୁବନେଶ୍ୱର ୦୭।୦୮:ଆଜି ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ୧୧ ତାରିଖ ଯାଏ ପ୍ରବଳ ବର୍ଷା । ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା । ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲେ ଆଞ୍ଚଳିକ ପାଣିପାଗ ବିଭାଗ ।ଏହି ଜିଲ୍ଲାଗୁଡ଼ିକ ହେଲା, ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, […]

ପ୍ରମୋଦ ନାୟକ(ଭୁବନେଶ୍ବର):ଆମ ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀମାନଙ୍କ ପାଇଁ ସରକାର ଆଣିଲେ ଖୁସି ଖବର। ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତାରେ ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।ଫଳରେ ଏହା ୯ ହଜାର ଟଙ୍କାରୁ ବୃଦ୍ଧି ପାଇ ୧୨ ହଜାର ୪୮୦ ଟଙ୍କାରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯିବାସହ,ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ […]

ବର୍ମିଂହାମ: ଅତୀତର ବିଫଳତାକୁ ଭୁଲି ବିନେସ ଫୋଗାଟ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣର ହ୍ୟାଟ୍ରିକ୍ ଲଗାଇଛନ୍ତି । ଏଥି ସହିତ ରବି ଡାହିଆ ଏବଂ ନବୀନ ମଧ୍ୟ କ୍ରମାଗତ ଦ୍ୱିତୀୟ ଦିନ ସର୍ଣ୍ଣ ପଦକ ଜିତି କୁସ୍ତିରେ ଭାରତ ପାଇଁ ସ୍ମରଣୀୟ ହୋଇପାରିଛନ୍ତି । ପୂଜା ଗେହଲୋଟ୍, ପୂଜା ସିହାଗ ଏବଂ ଦୀପକ ନେହେରା ମଧ୍ୟ ଭାରତର ବ୍ୟାଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ସହ କୁସ୍ତିରେ ଭାରତର ପଦକ ୧୨ […]

Pin It on Pinterest