ବରଗଡ଼( ନବୀନ ଦାଶ): ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟ ରେମଣ୍ଡା,ବିଦ୍ୟାଳୟର ପରିସରରେ ସପ୍ତଦଶତମ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ମୁଖ୍ୟଅତିଥି ଭାବରେ ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଯୋଗେ ଶ୍ବର ସାହୁ,ସମ୍ମାନୀତ ଅତିଥି ଭାବେ ପୂର୍ବତନ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ତଥା ପରିଚାଳନା ସମିତିର ସଦସ୍ୟ ଗଂଗାଧର ମେହେର ଯୋଗ ଦେଇଥିଲେ।ଏଥିରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ଏନ ଏସି କିସ୍ମତ ମଝୀଗାଁ ୱାର୍ଡ଼ରେ ବଧୂହତ୍ୟା ଅଭିଯୋଗ : ମୃତକଙ୍କ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ ଚାନ୍ଦବାଲି ଥାନା ଅଧିନ ଏନ ଏସି ମଝୀଗାଁ ୱାର୍ଡ଼ରେ ଏକ ବଧୂହତ୍ୟା ଅଭିଯୋଗ ହୋଇଛି । ବାଂଶଡ଼ା ଥାନା ଅଧିନ ଚରଦିଆ ଗାଁର ବିଦ୍ୟାଧର ମହାଳିକଙ୍କ ଝିଅ ପୁଷ୍ପାଞ୍ଜଳୀ ମହାଳିକ କିସ୍ମତ ମଝୀଗାଁ ୱାର୍ଡ଼ରେ ବିଜୟ ମହାଳିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଯୌତୁକ ଓ ପାରିବାରିକ […]

ବରଗଡ଼:-୬.୮(ସ୍ଵତନ୍ତ୍ର ପ୍ରତିନିଧି ନବୀନ ଦାଶ): ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡ଼ା ପଞ୍ଚାୟତ ଝରାପାଲି ମାର୍କେଟ ଠାରେ ସ୍ଥାୟୀ ବାସିନ୍ଦା ଭାବରେ ରୁହନ୍ତି ମନୋଜ।ବୟସ ମାତ୍ର ୨୬।ଦିନ ଥିଲା ବାପା ମାଁ, ଦୁଇ ଭଉଣୀ,ସ୍ତ୍ରୀ ଓ ଦୁଇ ପୁଅ ଝିଅଙ୍କୁ ନେଇ ଦୁଃଖେକଷ୍ଟେ ଚାଲିଥିଲା ତାଙ୍କ ତେଲ ଲୁଣ ସଂସାର,ହେଲେ ୬/୭ବର୍ଷ ହେବ ବାପା ଚାଲିଗଲା ପରେ ସତେ ଯେମିତି ଦଇବ ସାଜେ ତାଙ୍କ ପାଇଁ ବଇରୀ,ବୋଝ ଉପରେ ନଳିତା […]

ମାଲକାନଗିରି ୬।୮: ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିଛନ୍ତି । ହାତରେ ବନ୍ଧୁକ ଧରି ଶତାଧିକ ନକ୍ସଲ ବିରାଟ ଶୋଭାଯାତ୍ରା ନିଜର ପତିଆରା ଦେଖାଇଥିଲେ । ସୂଚନା ଯୋଗ୍ୟଯେ, ନିକଟରେ ବିଏସଏଫ କ୍ୟାମ୍ପ୍ ରହିଥିଲେ ମଧ୍ୟ ନକ୍ସଲମାନେ ଏହାକୁ ଖାତିର ନକରି ଗାଁରେ ଆସି ସହିଦ ସ୍ତମ୍ଭ ନିର୍ମାଣ କରି ମୃତ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ନକ୍ସଲପନ୍ଥୀଙ୍କ ଏହି ସହିଦ ଦିବସର ଶହ […]

ଏସ୍.ବାସ୍ତବ:ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମରେ ଇଡିଙ୍କ କାର୍ଯ୍ୟ ଜାରି ରହିଛି। ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ପଚରାଉଚରା ବେଳେ ସେମାନଙ୍କ ସମ୍ପତ୍ତି ମଧ୍ୟ ଖୋଜା ଚାଲିଛି। ‘ଟଙ୍କାର ପାହାଡ଼ ‘ ଏବଂ ସମସ୍ତ କାଗଜପତ୍ର ରସିଦ ମଧ୍ୟରେ ଫ୍ଲାଟ ନମ୍ବର ୫୦୩ ପାଖରେ ଇଡିର କାର୍ଯ୍ୟ ବନ୍ଦ ହୋଇଯାଇଛି | ଇଡି ଦଳ ଏହି ଫ୍ଲାଟର ରହସ୍ୟ କ’ଣ ଜାଣିବାକୁ ଚେଷ୍ଟା […]

ଏସ.ବାସ୍ତବ: ଉପରାଷ୍ଟ୍ରପତି ପଦ ପାଇଁ ଭୋଟ୍ ଗ୍ରହଣ ଆଜି ଅନୁଷ୍ଠିତ ହେବ। ଏନଡିଏରୁ ଜଗଦୀପ ଧନଖର ଏବଂ ବିରୋଧୀ ଦଳରୁ ମାର୍ଗାରେଟ ଆଲଭା । ଏହି ନିର୍ବାଚନରେ ​​ସଂସଦର ଉଭୟ ଗୃହର ସଦସ୍ୟମାନେ ଭୋଟ୍ ଦେବେ। ସକାଳ ୧୦ ଟାରୁ ୫ ଟା ପର୍ଯ୍ୟନ୍ତ ଭୋଟ୍ ଦିଆଯିବ | ଏହା ପରେ ଗଣନା ତୁରନ୍ତ କରାଯିବ | ଫଳାଫଳ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଆସିବ | ଉଭୟ ଗୃହରେ ମୋଟ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଧାମରା ନିକଟସ୍ଥ ଦୋସିଙ୍ଗା ବଜାରରୁ ୨ଜଣ ଯୁବକ ୨ ପେଟି ମଦ ନେଇ ଆସୁଥିବା ବେଳେଚାନ୍ଦବାଲି ପୁଲିସ କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଢାଉ କରିଥିଲା । ଘଟଣାସ୍ଥଳରେ ସ୍କୁଟି ସହ ୧୭ ଲିଟର ଵେଦେଶୀ ମଦ ଓ ଜଣଙ୍କୁ ଗିରଫ କରି ଚାନ୍ଦବାଲି ଥାନା ଅଧିନସ୍ଥ ଗୋବିନ୍ଦପୁରରୁ ଥାନାକୁ ଆଣୁଥିବା ବେଳେ ଆଉ ଜଣେ ଯୁବକ ପୁଲିସ ହାତରୁ ଖସିଯାଇଥିବା ଜଣାଯାଇଛି । ଏଠାରେ […]

ବରଗଡ଼:-୫/୮( ସ୍ଵତନ୍ତ୍ର ପ୍ରତିନିଧି ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ଶିକ୍ଷା କାର୍ଯ୍ୟାଳୟ ପାଖାପାଖି ଗୋଟିଏ ବର୍ଷ ହେବ ମୂରବୀ ଶ୍ରୀହୀନ ହୋଇ ନାହିଁ ନାହିଁ ରେ ଚାଲିଛି।ଶିକ୍ଷା କାର୍ଯ୍ୟାଳୟ ରେ କର୍ମଚାରି ଅଭାବ ସାଙ୍ଗକୁ ଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲ ଗୁଡ଼ିକରେ କେଉଁଠି ଶିକ୍ଷକ ଅଭାବତ କେଉଁଠି ଛାତ୍ର ଛାତ୍ରୀ ୩୦ କୁ ଶିକ୍ଷକ ମାଳମାଳ ।ଅତାବିରା ଶିକ୍ଷା କାର୍ଯ୍ୟାଳୟ ରେ ଦାୟିତ୍ବରେ ଏବିଇଓ କାର୍ତ୍ତିକ ବାଗ୍,ଏବିଇଓ ଦାଶ […]

କଟକର କର୍ମବୀର ଗୌରୀଶଙ୍କର ରାୟ ଟାଉନ୍ ହଲ୍ ଠାରେ “ଶ୍ରୀ ଗଣେଶ ମହାତ୍ସବ-୨୦୨୨” ର ପ୍ରସ୍ତୁତି ବୈଠକ ମହାସମାରୋହରେ ମହୋତ୍ସବ କମିଟିର ସଭାପତି ଶ୍ରୀ ସରୋଜ ସିଂ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟ ଅତିଥିମାନଙ୍କ ମଧ୍ଯରେ ମହୋତ୍ସବ କମିଟିର ମୂଖ୍ଯ ଉପଦେଷ୍ଟା ମାନ୍ଯବର ନ୍ଯାୟମୂର୍ତ୍ତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ନାଇଡୁ, ମୂଖ୍ଯ ପ୍ରୂଷ୍ଟପୋଷକ ବରିଷ୍ଠ ସାମ୍ବାଦିକ, ବରିଷ୍ଠ ରାଜନେତା, ଦୈନିକ ସମ୍ବାଦପତ୍ର “ସମ୍ବାଦ” ର […]

ଭୁବନେଶ୍ୱର(ବାସ୍ତବବ୍ୟୁରୋ)୦୫/୦୮: ମାଡି ଆସୁଛି ଦୁଇ ଦୁଇଟି ଲଘୁଚାପ,ରାଜ୍ୟରେ ବର୍ଷା ବଢ଼ିବ । ପ୍ରଥମ ଲଘୁଚାପ ଆସନ୍ତା ୭ ତାରିଖବେଳକୁ ଆସୁଥିବା ବେଳେ,ଦ୍ୱିତୀୟଟି ଆସିବ ଆସନ୍ତା ୧୩/୧୪ ତାରିଖବେଳକୁ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଏବେ ଏକ ଘୂର୍ଣ୍ଣିବଳୟ ସମୁଦ୍ରପତ୍ତନଠାରୁ ୪.୫ କିମି ଉଚ୍ଚତାରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୭ ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର […]

Pin It on Pinterest