ପ୍ରମୋଦ ନାୟକ(ଭୁବନେଶ୍ବର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଇଟାଲୀରେ ପହଞ୍ଚିବା ପରେ ଆଜି ନିଜ ଗସ୍ତର ପ୍ରଥମ ଦିନରେ ରୋମ ସହର ବୁଲି ଦେଖିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜଣାପଡିଛି । ରୋମ ଗସ୍ତ ଆରମ୍ଭ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ରୋମର ପିଆଜା ଗାନ୍ଧୀଠାରେ ଥିବା ମହାତ୍ମା ଗାନ୍ଧୀ ମେମୋରିଆଲ ଷ୍ଟାଚ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମ ଜାତିର ପିତା ମହାତ୍ମା […]

ନୂଆପଡା, ୨୧/୦୬: ମାଓବାଦୀଙ୍କ ବର୍ବରତା ଚରମ ସୀମାରେ ପହଂଚିଛି । ବୋଡେନ ଥାନା ପାଟଦର୍ହା ଜଙ୍ଗଲରେ ଯବାନ-ମାଓବାଦୀ ଗୁଳି ବିନିମୟ ଘଟିଛି ।ଏଥିରେ ୩ ଜଣ ଯବାନ ସହିଦ୍ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ପାଟଦର୍ହା ଜଙ୍ଗଲ ଭିତରେ ହେଉଥିବା CRPF କ୍ୟାମ୍ପକୁ ବିରୋଧ କରିଆସୁଥିଲେ ମାଓବାଦୀ । ଯାହାକୁ ନେଇ ହିଂସା ପରାୟଣ ହୋଇ ଆଜି ଏପରି କାଣ୍ଡ ଘଟାଇଛନ୍ତି ।ସହିଦ ଯବାନମାନେ ହେଲେ ଶିଶୁପାଳ ସିଂହ, […]

ବାସ୍ତବବ୍ୟୁରୋ:ରାଷ୍ଟ୍ରପତି ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ଜୁନ୍ ୨୧ ରେ ତୃଣମୂଳ ମୁଖ୍ୟ ମମତା ବାନାର୍ଜୀ ବିରୋଧୀ ସଭାରେ ଯୋଗଦେବା ସମ୍ଭବ ନୁହେଁ। ଏହା ବଦଳରେ ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏହି ସଭାରେ ଯୋଗ ଦେଇ ପାରିବେ। ଉପନିର୍ବାଚନ ପୂର୍ବରୁ ଅଭିଷେକ ବାନାର୍ଜୀ ସୋମବାର ତ୍ରିପୁରାରେ ଏକ ଦିନିଆ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସନ୍ଧ୍ୟାରେ ଏକ ସାଧାରଣ ସଭା ମଧ୍ୟ ହେବ। ରିପୋର୍ଟ ଅନୁଯାୟୀ, ସେ […]

ଶ୍ରୀମନ୍ତ ବାସ୍ତବ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ୪୪ ତମ ଚେସ ଅଲିମ୍ପିଆଡ ପାଇଁ ଐତିହାସିକ ମଶାଲ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିଥିଲେ। ଦୁନିଆର ସବୁଠୁ ବଡ ଶତରଂଜ ଅଲିମ୍ପିଆଡର ୪୪ ତମ ସଂସ୍କରଣ ଚେନ୍ନାଇ ନିକଟ ମହାବାଲିପୁରମରେ ଜୁଲାଇ ୨୮ ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ଆନ୍ତର୍ଜାତୀୟ ଚେସ ସଂସ୍ଥା […]

ଭୁବନେଶ୍ୱର, ୧୯/୦୬: ମୌସୁମୀ ଅଗ୍ରସର ପାଇଁ ବାର୍ତା ଦେଉଛି ପ୍ରାକ-ମୌସୁମୀ ବର୍ଷା ।ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାଇ ଆଜିଠାରୁ ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ୭ ରୁ ୧୧ ସେମି ଓ ଆଉ କିଛି ସ୍ଥାନରେ ୧୧ ରୁ ୨୦ ସେମି ବର୍ଷା ସମ୍ଭାବନା ରହିଛି । ତେବେ ଆଗାମୀ ୨୪ […]

ନବୀନ ଦାଶ(ବରଗଡ଼):ବରଗଡ଼ ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ,ହେଲେ ବରଗଡ଼ ଜିଲ୍ଲାରେ ଏବେ ପାଣି ସଙ୍କଟ।ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଧୋକା ଦେଉଛି ବର୍ଷା, ବରଗଡ଼ ଜିଲ୍ଲାର ପଂଜିକୃତ ଚାଷୀ ସଂଖ୍ୟା ୧,୩୪,୫୯୧। ଅର୍ଥାତ ରାଜ୍ୟର ୧୦ ପ୍ରତିଶତ ଚାଷୀ କେବଳ ବରଗଡ଼ ଜିଲ୍ଲାର। ଜିଲ୍ଲାର ୧୨ଟି ବ୍ଲକ ମଧ୍ୟରୁ ୯ଟି ବ୍ଲକ୍‌ ଅଣ‌ଜଳସେଚିତ। ଅଣଜଳସେଚିତ ବ୍ଲକ୍‌ ର ଚାଷୀମାନେ କେବଳ ବର୍ଷା ଉପରେ ନିର୍ଭର କରି କୃଷି […]

ପ୍ରମୋଦ ନାୟକ(ଭୁବନେଶ୍ୱର): ଗଞ୍ଜାମର ଜିଳ୍ଲାପାଳମାନେ ହିଁ ଭୁବନେଶ୍ୱର ମହାନଗର ନିଗମର କମିଶନର ହେଉଛନ୍ତି । ସତେକି ବିଏମସି କମିଶନର ପାଇଁ ଯୋଗ୍ୟତା ହେଉଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏଭଳି ଚର୍ଚ୍ଚା ଏବେ ଜୋର୍ ଧରିଛି । ଆସନ୍ତୁ ଦେଖିବା ବିଏମସି କମିଶନର ପଦବୀରେ ବସିଥିବା ଅଧିକାରୀମାନେ ପୂର୍ବରୁ କେଉଁଠି ଥିଲେ ଏବଂ ଏବେ କେଉଁଠି ଅଛନ୍ତି । କ୍ରୀଷନ କୁମାର ଗଞ୍ଜାମର ଜିଳ୍ଲାପାଳ ଥିଲେ, ପରେ ତାଙ୍କୁ ଆଣି ବିଏମସି […]

କାନପୁର: ୧୯।୦୬ – ଆମ୍ବୁଲାନ୍ସ ଚାଳକଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ। କଟକ ଜିଲ୍ଲା କାନପୁର ଥାନା ରାସ୍ତାରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତକ କାବୁଲି ସେନାପତି,ତିଗିରିଆ ଥାନା ବିନ୍ଧାଣିମା ଗାଁର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସୂଚନା ଅନୁଯାଇ,କାବୁଲି ସେନାପତି କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନନୀ ରୋଗୀ ବାହକର ଚାଳକ ଥିଲେ। କିନ୍ତୁ ହଠାତ୍‌ ସେ ଏବେ ଆତ୍ମହତ୍ୟା କରିଛନ୍ତି । କଟକ […]

ପ୍ରମୋଦ ନାୟକ(ଭୁବନେଶ୍ୱର) ୧୮।୦୬ : ଆଜି ଦିନ ୧-୩୦ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ୨ ଦିନର ରହଣୀ ପରେ ବିଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ମିଳିଥିବା ସୂଚନା ଅନୁଯାୟୀ, ୨୦ ତାରିଖ ଦିନ ଭୋର ୪ଟାରେ ଦିଲ୍ଲୀରୁ ରୋମ୍ ଅଭିମୁଖେ ଉଡାଣ ଭରିବେ। ରୋମରେ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ଖାଦ୍ୟ ନିରାପତ୍ତାର ସଫଳତା କାହାଣୀ ଉପସ୍ଥାପନ କରିବେ […]

ବରଗଡ଼(ନବୀନ ଦାଶ)-ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ମଧ୍ୟ ଦେଇ ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ୫୩ନଂ ଚାରି ଥାକିଆ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ସର୍ଭିସ୍ ରାସ୍ତା କଡ଼ରେ ଥିବା ଡ୍ରେନ ଗୁଡ଼ିକ ଅଧା ପନ୍ତରିଆ ଭାବେ ଦୀର୍ଘ ବର୍ଷ ହେବ ମୁକୁଳା ରେ ପଡ଼ି ରହି ଦୁର୍ଘଟଣା କୁ ନିମନ୍ତ୍ରଣ କରୁଛି। ଯଦ୍ୱାରା ଗାଈ ଗୋରୁ,ଯିବା ଆସିବା ଲୋକେ ତଥା ସ୍କୁଲ ପିଲା ନୀଇତି […]

Pin It on Pinterest