ଏସ.ବାସ୍ତବ:ନିର୍ବାଚିତ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଆଜି(ସୋମବାର) ଦିଲ୍ଲୀରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ କାର୍ଯ୍ୟାଳୟର ଶପଥ ଗ୍ରହଣ କରିବେ, ଓଡିଶାର ତାଙ୍କ ବନ୍ଧୁ ଏବଂ ପଡ଼ୋଶୀମାନେ ବର୍ତ୍ତମାନଠାରୁ କିପରି ତାଙ୍କ ବନ୍ଧୁଙ୍କୁ ସମ୍ବୋଧିତ କରିବେ ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଉପରବେଡା ଗାଁର ବାସିନ୍ଦା ରାମଚନ୍ଦ୍ର ମୁର୍ମୁ କହିଛନ୍ତି ଯେ ରାଷ୍ଟ୍ରପତି ମୁର୍ମୁଙ୍କ ସହରର ସମସ୍ତେ ଅତ୍ୟନ୍ତ ଆନନ୍ଦିତ। ଯଦିଓ ସେ ନିଜେ ବୁଝିପାରୁ ନାହାଁନ୍ତି ଯେ ପରବର୍ତ୍ତୀ […]
ରାଜ୍ୟ
ଭୁବନେଶ୍ୱର(ବାସ୍ତବବ୍ୟୁରୋ): ୨୪।୦୭ ଓଡ଼ିଶାରେ ରିୟା ଚକ୍ରବର୍ତୀ ସୁଶାନ୍ତ ସିଂ ରାଜପୁତର କାହାଣୀ ଦୋହରା ଜୀବନୀତ ? ନିଶା କବଳରୁ ମୁକୁଳି ପାରିବେତ ଚକଲେଟ ହିରୋ ? ଗଂଜା ,ଚାରାସ ,ଡ୍ରଗ୍ସର ଜାଲରେ ,ଓଡ଼ିଶାର ଯୁବପିଡ଼ି ଶିକାର ହେବାକୁ ଲାଗିଛନ୍ତି ।ଆଜିର କଳାକାର କିପରି ସୁଟିଂ ସେଟକୁ ନିଶା ନେଇ ଆସୁଛନ୍ତି କାଲି ସୋସିଆଲ ମିଡିଆରେ,ଜଣେ ସିନେ ନିର୍ଦେଶକ ଙ୍କ ବାଇଟ ସମସ୍ତେ ଶୁଣିଥିବେ ।ବାବୁଶାନଙ୍କ ପ୍ରସଙ୍ଗରେ ମାଆ ଅପରାଜିତ ମହାନ୍ତି […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଧାମରା ନିକଟସ୍ଥ କରଂଜମାଳ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକି ଆରୋହିଙ୍କର ମୃତ୍ୟୁ ହୋଇଛି।ଶନିବାର ଅପରାହ୍ନ ୫ଟା ସମୟରେ ଜଣେ ଅଜଣା ବାଇକି ଚାଳକ ଧାମରା ଅଭିମୁଖେ ଆସୁଥିବା ବେଳେ ଧାମରାରୁ ଯାଉଥିବା ହାଇବା ଦ୍ରୁତଗତିରେ ଯାଇ ସଂପୃକ୍ତ ବାଇକ ଆରୋହିକୁ ସାମନାରୁ ଧକା ଦେଇଥିଲା,ଘଟଣା ସ୍ଥଳରେ ବାଇକ ଆରୋହି ମୃତ୍ୟ ବରଣ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ହାଇବା ଚାଳକ ଫେରାର ହୋଇଯାଇଥିବା ପ୍ରତକ୍ଷ ଦର୍ଶୀଙ୍କ […]
ଏସ.ବାସ୍ତବ : ମେଘାଳୟର ପଶ୍ଚିମ ଗାରୋ ହିଲ ଜିଲ୍ଲାରେ ଜଣେ ବିଜେପି ନେତାଙ୍କ ରିସର୍ଟ ଉପରେ ପୋଲିସର ଚଢ଼ାଉ ବେଳେ ଏକ ବେଶ୍ୟାଳୟ ଖୋଲି ଏହି ରିସୋର୍ଟରେ କାର୍ଯ୍ୟ କରାଯାଉଛି ବୋଲି ପୋଲିସ ଅଧିକାରୀ ଦାବି କରିଛନ୍ତି। ଏହି ଆକ୍ରମଣରେ ପୋଲିସ ଟିମ୍ ୬ ଜଣ ଶିଶୁଙ୍କୁ ଉଦ୍ଧାର କରିବା ସହ ୭୩ ଜଣଙ୍କୁ ଗିରଫ କରିଛି। ଏଥି ସହ ଅଭିଯୁକ୍ତଙ୍କୁ ବିଜେପିର ରାଜ୍ୟ ଉପାଧ୍ୟକ୍ଷ ଆତ୍ମା ଗୋପନ କରିଥିବା […]
ସଞ୍ଜୟ ଶତପଥୀ(କଟକ):କଟକନଗର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କର ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି।କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରାଜ୍ୟ ସଂଗଠନ ମନ୍ତ୍ରୀ ମାନନୀୟ ମାନସ କୁମାର ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକର୍ତା ମାନଙ୍କୁ ଉପଯୁକ୍ତ ସାଂଗଠନିକ ମାର୍ଗଦର୍ଶନ କରାଇଥିଲେ।ବୈଠକ ଆରମ୍ଭରେ ସାଧାରଣ ସମ୍ପାଦକ ବିବେକାନନ୍ଦ ନାଏକ ଦ୍ବୀପ ପ୍ରଜ୍ବଳନ ସହ ବନ୍ଦେ ମାତରଂ କରାଇଥିଲେ।ଶୋକ ପ୍ରସ୍ତାବ ଆଗତ କରିଥିଲେ ଶ୍ରୀ […]
ଭୁବନେଶ୍ବର(ବାସ୍ତବବ୍ୟୁରୋ): “ପ୍ରକୃତି ମିଶ୍ର ମୋ ଘରଭାଙ୍ଗିଦେଇଛି “,ଏ କୌଣସି ସିନେମା ବା ନାଟକର ଡାଇଲଗ ନୁହେଁ, ଏ ହେଉଛି ଚକଲେଟ ହିରୋ ବାବୁଶାନଙ୍କ ଧର୍ମ ପତ୍ନୀ ତୃପ୍ତି ଶତପଥୀଙ୍କ ଅଭିଯୋଗ। ସୋସିଆଲ ମିଡିଆରେ ଭାଇରଲ ହେଉଛି ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ପତ୍ନୀ ମାଡ଼ ମାରୁଥିବାର ଏକ ଭିଡିଓ । ପ୍ରକୃତି ଙ୍କୁ ଗୋଡେଇ ଗୋଡେଇ ଧକା ମାରୁଛନ୍ତି ତୃପ୍ତି । ଏହାର କିଛି ସମୟ ଘଟଣାର ରୂପରେଖ […]
ସଞ୍ଜୟ ଶତପଥୀ(କଟକ): ସନାତନ ଧର୍ମ ର ରକ୍ଷାକର୍ତ୍ତା ସାଜିଥିବା ଓଡିଶା ରାଜ୍ଯ ର “ହିନ୍ଦୁ ସେନା” ତରଫରୁ ରାଜ୍ଯ ସଭାପତି ଦେବାଶିଷ ରାଉତ ଙ୍କ ନେତୃତ୍ବ ରେ ଶତାଧିକ ହିନ୍ଦୁ ସେନା କର୍ମୀ କଟକ ମହାନଗର ନିଗମ କାର୍ଯ୍ଯାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିଗମ ଆୟକ୍ତଙ୍କ ଅନୁପସ୍ଥିତି ରେଉପ-ଆୟୁକ୍ତ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି କଟକ ମହାନଗର ନିଗମ ଅଧୀନରେ କାର୍ଯ୍ୟ […]
ଭୁବନେଶ୍ୱର ୨୩/୦୭: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାଇ,ଶନିବାର ଓ ରବିବାର ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ଏହି ଦୁଇ ଦିନ ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଜି ସୁନ୍ଦରଗଡ, ବରଗଡ଼ ଓ ଝାରସୁଗୁଡାରେ ପ୍ରବଳ ବର୍ଷାର ଆଶଙ୍କା ଅଛି । ୨୪ରେ ଗଜପତି, ଗଞ୍ଜାମ ଓ କନ୍ଧମାଳରେ ବି ଅତି ପ୍ରବଳ ବର୍ଷା ହେବ ପୂର୍ବାନୁମାନ କରାଯାଇଛି । […]
ନୂଆଦିଲ୍ଲୀ: ଭାରତର ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଜୁଲାଇ ୨୫ ରେ ସଂସଦ ଭବନର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଷୋମବାର ଦିନ ଶପଥ ଗ୍ରହଣ ସମାରୋହ ଯୋଗୁଁ କେତେକ ସରକାରୀ କାର୍ଯ୍ୟାଳୟକୁ ଆଂଶିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମାରୋହରେ ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟକୁ ମଧ୍ୟ ବନ୍ଦ କରିବାକୁ ପଡ଼ିବ। ସମସ୍ତ ସରକାରୀ ବିଭାଗ / […]
ଏସ.ବାସ୍ତବ:ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଦୌପ୍ରଦୀ ମୁର୍ମୁ ଜିତିଛନ୍ତି। ଏହି ବିଜୟ ପାଇଁ ତାଙ୍କୁ ଅନେକ ଲୋକ ଅଭିନନ୍ଦନ ଜଣାଇଥିଲେ, କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିନନ୍ଦନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବିଶେଷ କଥା ହେଉଛି ଏହା ଉପରେ ମୁର୍ମୁ ଦେଇଥିବା ପ୍ରତିକ୍ରିୟା ମଧ୍ୟ ବିଶେଷ ଥିଲା। ଗୋଟିଏ ପଟେ ସିଏମ ବାନାର୍ଜୀ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଦେଶର ପରିସ୍ଥିତି ବିଷୟରେ ମନେ […]


