ଭୁବନେଶ୍ୱର, ୧୯/୦୬: ମୌସୁମୀ ଅଗ୍ରସର ପାଇଁ ବାର୍ତା ଦେଉଛି ପ୍ରାକ-ମୌସୁମୀ ବର୍ଷା ।ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାଇ ଆଜିଠାରୁ ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ୭ ରୁ ୧୧ ସେମି ଓ ଆଉ କିଛି ସ୍ଥାନରେ ୧୧ ରୁ ୨୦ ସେମି ବର୍ଷା ସମ୍ଭାବନା ରହିଛି । ତେବେ ଆଗାମୀ ୨୪ […]
ରାଜ୍ୟ
ନବୀନ ଦାଶ(ବରଗଡ଼):ବରଗଡ଼ ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ,ହେଲେ ବରଗଡ଼ ଜିଲ୍ଲାରେ ଏବେ ପାଣି ସଙ୍କଟ।ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଧୋକା ଦେଉଛି ବର୍ଷା, ବରଗଡ଼ ଜିଲ୍ଲାର ପଂଜିକୃତ ଚାଷୀ ସଂଖ୍ୟା ୧,୩୪,୫୯୧। ଅର୍ଥାତ ରାଜ୍ୟର ୧୦ ପ୍ରତିଶତ ଚାଷୀ କେବଳ ବରଗଡ଼ ଜିଲ୍ଲାର। ଜିଲ୍ଲାର ୧୨ଟି ବ୍ଲକ ମଧ୍ୟରୁ ୯ଟି ବ୍ଲକ୍ ଅଣଜଳସେଚିତ। ଅଣଜଳସେଚିତ ବ୍ଲକ୍ ର ଚାଷୀମାନେ କେବଳ ବର୍ଷା ଉପରେ ନିର୍ଭର କରି କୃଷି […]
ପ୍ରମୋଦ ନାୟକ(ଭୁବନେଶ୍ୱର): ଗଞ୍ଜାମର ଜିଳ୍ଲାପାଳମାନେ ହିଁ ଭୁବନେଶ୍ୱର ମହାନଗର ନିଗମର କମିଶନର ହେଉଛନ୍ତି । ସତେକି ବିଏମସି କମିଶନର ପାଇଁ ଯୋଗ୍ୟତା ହେଉଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏଭଳି ଚର୍ଚ୍ଚା ଏବେ ଜୋର୍ ଧରିଛି । ଆସନ୍ତୁ ଦେଖିବା ବିଏମସି କମିଶନର ପଦବୀରେ ବସିଥିବା ଅଧିକାରୀମାନେ ପୂର୍ବରୁ କେଉଁଠି ଥିଲେ ଏବଂ ଏବେ କେଉଁଠି ଅଛନ୍ତି । କ୍ରୀଷନ କୁମାର ଗଞ୍ଜାମର ଜିଳ୍ଲାପାଳ ଥିଲେ, ପରେ ତାଙ୍କୁ ଆଣି ବିଏମସି […]
କାନପୁର: ୧୯।୦୬ – ଆମ୍ବୁଲାନ୍ସ ଚାଳକଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ। କଟକ ଜିଲ୍ଲା କାନପୁର ଥାନା ରାସ୍ତାରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତକ କାବୁଲି ସେନାପତି,ତିଗିରିଆ ଥାନା ବିନ୍ଧାଣିମା ଗାଁର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସୂଚନା ଅନୁଯାଇ,କାବୁଲି ସେନାପତି କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନନୀ ରୋଗୀ ବାହକର ଚାଳକ ଥିଲେ। କିନ୍ତୁ ହଠାତ୍ ସେ ଏବେ ଆତ୍ମହତ୍ୟା କରିଛନ୍ତି । କଟକ […]
ପ୍ରମୋଦ ନାୟକ(ଭୁବନେଶ୍ୱର) ୧୮।୦୬ : ଆଜି ଦିନ ୧-୩୦ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ୨ ଦିନର ରହଣୀ ପରେ ବିଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ମିଳିଥିବା ସୂଚନା ଅନୁଯାୟୀ, ୨୦ ତାରିଖ ଦିନ ଭୋର ୪ଟାରେ ଦିଲ୍ଲୀରୁ ରୋମ୍ ଅଭିମୁଖେ ଉଡାଣ ଭରିବେ। ରୋମରେ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ଖାଦ୍ୟ ନିରାପତ୍ତାର ସଫଳତା କାହାଣୀ ଉପସ୍ଥାପନ କରିବେ […]
ବରଗଡ଼(ନବୀନ ଦାଶ)-ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ମଧ୍ୟ ଦେଇ ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ୫୩ନଂ ଚାରି ଥାକିଆ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ସର୍ଭିସ୍ ରାସ୍ତା କଡ଼ରେ ଥିବା ଡ୍ରେନ ଗୁଡ଼ିକ ଅଧା ପନ୍ତରିଆ ଭାବେ ଦୀର୍ଘ ବର୍ଷ ହେବ ମୁକୁଳା ରେ ପଡ଼ି ରହି ଦୁର୍ଘଟଣା କୁ ନିମନ୍ତ୍ରଣ କରୁଛି। ଯଦ୍ୱାରା ଗାଈ ଗୋରୁ,ଯିବା ଆସିବା ଲୋକେ ତଥା ସ୍କୁଲ ପିଲା ନୀଇତି […]
ଭୁବନେଶ୍ବର :ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ, ସରକାରୀ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକଙ୍କ ବଦଳି ନେଇ କ୍ୟାଲେଣ୍ଡର୍ ପ୍ରକାଶ କରାଯାଇଛି। ଜୁନ୍ ୩୦ ପର୍ଯ୍ୟନ୍ତ ହାଇସ୍କୁଲର ଶିକ୍ଷକ ଓ ପ୍ରଧାନ ଶିକ୍ଷକମାନେ ବଦଳି ପାଇଁ ଅନ୍ଲାଇନ୍ରେ ଆବେଦନ କରିପାରିବେ। ୨୭ ତାରିଖ ପର୍ଯ୍ୟନ୍ତ ଶିକ୍ଷକମାନଙ୍କ ପ୍ରୋଫାଇଲ୍ ଖୋଲା ରହିବ ଏବଂ ତା’ ପରେ ବନ୍ଦ କରାଯିବ। ଜୁଲାଇ ୧ରୁ ୭ ମଧ୍ୟରେ ଜିଲ୍ଲା ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ସ୍ତରରେ ଡକ୍ୟୁମେଣ୍ଟ […]
ଶ୍ରୀମନ୍ତ ବାସ୍ତବ: ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସମ୍ପର୍କରେ ବିରୋଧୀଙ୍କ ପକ୍ଷରୁ ଅନେକ ନାମ ଆଲୋଚନା କରାଯାଉଛି, କିନ୍ତୁ ଶାସକ ଦଳ ଏପର୍ଯ୍ୟନ୍ତ କାର୍ଡ ଖୋଲି ନାହାଁନ୍ତି। ଏପରିକି ୨୦୧୭ ମସିହାରେ ବିହାରର ତତ୍କାଳୀନ ରାଜ୍ୟପାଳ ରାମ ନାଥ କୋବିନ୍ଦଙ୍କ ନାମ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଭାବରେ ଘୋଷଣା କରାଯିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତା ମମତା ବାନାର୍ଜୀ ବିରୋଧୀଦଳର ନେତାଙ୍କ ଏକ […]
ବାସ୍ତବବ୍ୟୁରୋ: ଅଗ୍ନିପଥ ଯୋଜନାର ନିଆଁ ସାରା ଦେଶରେ ବ୍ୟାପିଛି। ୟୁପି-ବିହାର ଏବଂ ହରିୟାଣା ଠାରୁ ତେଲେଙ୍ଗାନା ପର୍ଯ୍ୟନ୍ତ ହିଂସାତ୍ମକ ପ୍ରଦର୍ଶନ ଜାରି ରହିଛି। ପରିସ୍ଥିତି ଚିନ୍ତାଜନକ ହୋଇପଡିଛି। ସମଗ୍ର ଦେଶରେ ପ୍ରାୟ ୨୦୦ ଟ୍ରେନ୍ ଉପରେ ପ୍ରଭାବ ପକାଇଛି | ଅନେକ ସ୍ଥାନରେ ଟ୍ରେନ୍ ନିଆଁ ଲାଗିଯାଇଛି | ଏଥି ସହ ତେଲେଙ୍ଗାନା ଏବଂ ବିହାରରେ ହୋଇଥିବା ହିଂସାତ୍ମକ ପ୍ରଦର୍ଶନରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେପଟେ ସେନା ଏବଂ […]
ପ୍ରମୋଦ ନାୟକ(ଭୁବନେଶ୍ୱର): ଭୁବନେଶ୍ୱରର ସର୍ବପୁରାତନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ମିଳନୀ ‘ ତାର 50ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଅଛି l ଏହି ସମାରୋହକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସଵକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସର୍ବପ୍ରଥମେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବସବାସ […]


