ଏସ.ବାସ୍ତବ: କେରଳର ଜାତୀୟ ଯୋଗ୍ୟତା-କମ-ପ୍ରବେଶିକା ପରୀକ୍ଷା (NEET) ରେ ଏନଟିଆର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଚାରି ସପ୍ତାହ ମଧ୍ୟରେ କେରଳ ପରୀକ୍ଷା ପ୍ରସଙ୍ଗରେ ଏକ ରିପୋର୍ଟ ଦାଖଲ କରିବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ଗଠିତ ଏକ ତିନି ଜଣିଆ କମିଟି ଛାତ୍ରୀଙ୍କୁ ପରୀକ୍ଷା ଦେବା ପୂର୍ବରୁ ତାଙ୍କ ବ୍ରା ଖୋଲିବାକୁ କହିଥିବା ଅଭିଯୋଗର ଚାରି ସପ୍ତାହ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ। ଅଧିକାରୀମାନେ ଏହି ସୂଚନା […]
ରାଜ୍ୟ
ଏସ.ବାସ୍ତବ: ରିଜୱାନ୍ ଆଶ୍ରାଫ୍ ନୁପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ୧୧ ଇଞ୍ଚ ଛୁରୀ ଧରି ଭାରତରେ ପ୍ରବେଶ କରିଥିଲା । କିନ୍ତୁ ସେ ତାର ଉଦ୍ଦେଶ୍ୟରେ ସଫଳ ହେବା ପୂର୍ବରୁ ସୀମା ସୁରକ୍ଷା ବଳର କର୍ମଚାରୀମାନେ ତାଙ୍କୁ ଗିରଫ କରିଥିଲେ। ରିଜୱାନର ବ୍ୟାଗରୁ ଦୁଇଟି ଛୁରୀ ମିଳିଥିଲା। ଏହା ମଧ୍ୟ ଜାଣିବାକୁ ପାଇଛି ଯେ ରିଜୱାନ୍ ନୁପୁର କେଉଁଠାରେ ରହୁଥିଲେ ଜାଣି ନଥିଲେ? ସେ କୌଣସି ପ୍ରକାରେ ନୁପୁରଙ୍କୁ […]
ଏସ.ବାସ୍ତବ :ପ୍ରାୟ ସାତ ଦଶନ୍ଧି ପରେ ଦେଶରେ ଚିତାକୁ ପୁଣି ଆଣିବା ପାଇଁ ଭାରତ ବୁଧବାର ନାମିବିଆ ସହିତ ଏକ ଏମଓୟୁ ସ୍ୱାକ୍ଷର କରିଛି। ସୂଚନାନୁସାରେ, ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଅଗଷ୍ଟ ୧୫ ସୁଦ୍ଧା ବିଶ୍ୱର ଦ୍ରୁତତମ ଦୌଡୁଥିବା ପଶୁର ପ୍ରଥମ କିସ୍ତି ପାଇବାର ସମ୍ଭାବନା ରହିଛି। ଅଧିକାରୀମାନେ କହିଛନ୍ତି ଯେ ଭାରତ ଦକ୍ଷିଣ ଆଫ୍ରିକାରୁ ୧୨ ଟି ଚିତା ପାଇବ ବୋଲି ଆଶା କରାଯାଉଛି ଯେଉଁଥିପାଇଁ ଏକ […]
ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାବିରା ଥାନା ଅଧୀନସ୍ଥ ଦେବାହାଲ-ସୁକୁଟାପାଲି ମଧ୍ୟରେ ଚାରି ଥାକିଆ ରାଜପଥ ଉପରେ ଝାରସୁଗୁଡ଼ା ରୁ ପାଟଣାଗଡ ଅଭିମୁଖେ ଯାଉଥିବା ଏକ ୧୨ହଜାର ଲିଟର ତେଲ ବୋଝେଇ ଓ ଡି ୧୫ ଡି ୨୩୮୮ ଟ୍ୟାଙ୍କର୍ ଗାଡ଼ି ର ଡାହାଣ ପଟ ଆଗ ଚକ୍ ଫାଟି ଯିବାରୁ ବରଗଡ଼- ସମ୍ବଲପୁର ୱେ ରୁ ଡିଭାଇଡର ଡେଇଁ ସମ୍ବଳପୁର-ବରଗଡ଼ ୱେ ରାସ୍ତା କଡ଼ରେ ଥିବା ବିଲ ମଧ୍ୟକୁ ଧସେଇ […]
ମନୋଜମହାନ୍ତି(ଭୁବନେଶ୍ବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଇତିହାସର ଅତଳ ଗର୍ଭରୁ ଓଡ଼ିଶାର ବୀରତ୍ୱ ଗାଥା ପାଇକ ବିଦ୍ରୋହକୁ ଦେଶ ସାମ୍ନାରେ ଉପସ୍ଥାପିତ କରିବା ପାଇଁ ନିଷ୍ଠାପର ଉଦ୍ୟମ କରୁଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ବରୁଣେଇଠାରେ ଓଡ଼ିଶାର ବୀରତ୍ୱ, ସ୍ୱାଭିମାନ ଓ ସଂଗ୍ରାମର ପ୍ରତୀକ ପାଇକ ବିଦ୍ରୋହର ସ୍ମାରକୀ […]
ଭୁବନେଶ୍ୱର ୨୦।୦୭ : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ଦିଆଯାଇଥିବା ସୂଚନା ଅନୁଯାଇ,ରାଜ୍ୟରେ ପୁଣି ଉପର ମୁହାଁ ହେଲା କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୦ ଉପରେ ସଂକ୍ରମିତ ସଂଖ୍ୟା, ୧୧୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ । ଏହି ସଂକ୍ରମିତଙ୍କ ମଧ୍ୟରୁ ୬୫୮ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୬୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି […]
ପ୍ରମୋଦ ନାୟକ(ଭୁବନେଶ୍ବର): ରାଜ୍ୟ ସରକାରଙ୍କ ପକ୍ଷରୁ ଅଲ ଟାଇମ ଗ୍ରେନ୍ (ଏଟିଜି) ବ୍ୟବସ୍ଥା ,ଏଣିକି ଏଟିଏମରୁ ଟଙ୍କା ବାହାରିବ। ଭଳି ଶସ୍ୟ ମିଳିବ। ୨୪ ଘଣ୍ଟା ମିଳିବ ରାସନ। ବିଧାନସଭାରେ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି ଗୃହୀତ ହୋଇଛି ।ଖାଦ୍ୟ ଯୋଗାଣ ବିଭାଗର ୧୨୦୫ କୋଟି ୨୯ ଲକ୍ଷ ୪୯ ହଜାର ଟଙ୍କା ହୋଇଥିବା ବେଳେ ସମବାୟ ବିଭାଗର ୧୯୪୧ […]
ଏସ.ବାସ୍ତବ: କେରଳରେ NEET-୨୦୨୨ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଯାଇଥିବା ଛାତ୍ରୀଙ୍କୁ ବ୍ରା ଖୋଲିବାକୁ ବାଧ୍ୟ କରାଯିବା ଏକ ଲଜ୍ୟା ଜନକ ପରିସ୍ଥିତିର ଅଭିଯୋଗ ଆସିଛି ।ଝିଅଙ୍କର ଅଭିଯୋଗ ପରୀକ୍ଷା ପାଇଁ ହାଜର ହେବା ପୂର୍ବରୁ ତାଙ୍କ ବ୍ରା ହଟାଇବାକୁ ବାଧ୍ୟ ହୋଇଥିଲେ। ଏହି ପ୍ରସଙ୍ଗରେ ଅତି କମରେ ୧୦୦ ରୁ ଅଧିକ ଝିଅ ଅଭିଯୋଗ କରିଛନ୍ତି। କୁହାଯାଉଛି ଯେ ସୁରକ୍ଷା ଯାଞ୍ଚ ସମୟରେ ବ୍ରା ରେ ଥିବା ଧାତୁ […]
ଭୁବନେଶ୍ୱର ୧୯।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ ରେ ଲାଗିଛି ଟିକେ ବ୍ରେକ । କିଛି ଦିନ ହେଲା କରୋନା ଗ୍ରାଫ୍ଏକ ହଜାର ଉପରେ ରହୁଥିବା ବେଳେ ଗତ ୨୪ ଘଂଟାରେ ତଳ ମୁହଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ […]
ସଂଜୟ ସତପଥୀ(କଟକ)୧୮-୦୭-୨୨:ଆଜି କଟକ ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଉଦଘାଟକଭାବେ ସିଡିଏ ଅଧ୍ୟକ୍ଷଶ୍ରୀଯୁକ୍ତ ଅନୀଲ କୁମାର ସାମଲ, ମୁଖ୍ୟ ଅତିଥିଭାବେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ,ଡକ୍ଟର ଭବାନୀ ଶଙ୍କର ଚୟନି, ମୁଖ୍ୟ ବକ୍ତା ଭାବେ କଟକ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ, ବିଶିଷ୍ଟ ଅତିଥି ଭାବେ ବିଦ୍ୟାଳୟର ଆଲମୁନି ତଥା କାଦମ୍ବିନୀର ସଂପାଦିକା ସୁସାହିତ୍ୟିକା ଡ଼ଃ ଇତିରାଣୀ ସାମନ୍ତ, […]


