ବରଗଡ଼୮/୭(ବାସ୍ତବ ଟିଭି,ନବୀନ ଦାଶ):ଗତ ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ଅତାବିରା ପୋଲିସ ପାଟ୍ରୋଲିଙ୍ଗ ସମୟ ରେ କୌଣସି ସୂତ୍ର ରୁ ଖବର ପାଇ ତିନି ଜଣ ଡକାୟତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂତ୍ରରୁ ଜଣା ପଡ଼ିଛି ଯେ ଏହି ଡକାୟତ ମାନେ ସରଣ୍ଡା ଓ ଚକୁଳି ମଝିରେ ୫୩ ନମ୍ୱର୍ ଜାତୀୟ ରାଜପଥ କଡ଼ରେ ଏକ ଖାଲି ସ୍କୁଟି ଛିଡ଼ା ହୋଇ ଥିବା ଦେଖି […]
ରାଜ୍ୟ
ନମୋଗୁରୁ ହୋତା(ସୁବର୍ଣପୁର):ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହ ଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପରିପ୍ରେକ୍ଷୀରେ ଜିଲ୍ଲାପ୍ରଶାସନ ତରଫରୁ ବହୁ ବିଧ ପଦକ୍ଷେପ ନିଆଯାଉଛି l ଏହି ପରିପ୍ରେକ୍ଷୀରେ ଆଜି ବିନିକା ବ୍ଲକ ଅନ୍ତର୍ଗତ ଜାମପାଲି ଓ ସର୍ଗୁଣl ଗ୍ରାମର ୧୮ ବର୍ଷରୁ କମ ବୟସ ର ୨ ଜଣ ଝିଅ ଏବଂ ଜଣେ ୨୧ ବର୍ଷରୁ କମ ବୟସର ପୁଅ […]
ହାଇଲାଇଟ୍ସ | ମହାରାଷ୍ଟ୍ରରେ ଶକ୍ତି ପରିବର୍ତ୍ତନ ପରେ ଏକନାଥ ସିନ୍ଦେ ଦଳ ଉଦ୍ଧବ ଠାକରେଙ୍କ ଉପରେ ନରମ ହେବା ଆରମ୍ଭ କରି ଦେଇଛନ୍ତି। ସଞ୍ଜୟ ରାଠୋଡ କହିଛନ୍ତି ଯେ ଯେତେବେଳେ ବି ମାତେଶ୍ରୀ ର କବାଟ ଖୋଲିବ, ସେମାନେ ନିଶ୍ଚିତ ଭାବରେ ଉଦ୍ଧବ ଠାକରେଙ୍କ ପାଖକୁ ଯିବେ | ଏହା ପରେ ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେ ପୁଣି ଏକାଠି ହେବେ କି ବୋଲି କଳ୍ପନାଜଳ୍ପନା ଚାଲିଛି? ଏସ.ବାସ୍ତବ: […]
ଏସ୍.ବାସ୍ତବ: ଉତ୍ତରପ୍ରଦେଶର ରାଜ୍ୟ କର୍ମଚାରୀଙ୍କ ମଧ୍ୟରେ ହାହାକାର ଦେଖାଦେଇଛି। ୟୁପିର ଯୋଗୀ ସରକାର ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଜବରଦସ୍ତ ଅବସର ନେବାକୁ ଯାଉଛନ୍ତି। ଜୁଲାଇ ୩୧ ସୁଦ୍ଧା ଦୁର୍ନୀତି, ଗୁରୁତର ଅସୁସ୍ଥତା,କାର୍ଯ୍ୟ ନକରିବା ଏବଂ ଅନୁସନ୍ଧାନରେ ଜଡିତ ଏପରି କର୍ମଚାରୀଙ୍କ ବାଧ୍ୟତାମୂଳକ ଅବସର ନେବାକୁ ନେଇ ନିଷ୍ପତ୍ତି ବାଧ୍ୟତାମୂଳକ କରାଯାଇଛି। ଏହି ସୂଚନା ଅଗଷ୍ଟ ୧୫ ସୁଦ୍ଧା ପର୍ସନାଲ ବିଭାଗକୁ ଦେବାକୁ […]
ଏସ.ବାସ୍ତବ: କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ୍ ଇଣ୍ଡିଆ (CAG) ରିପୋର୍ଟରେ ଯେଉଁଥିରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଙ୍କ ପିଠି ଥାପୁଡେ଼ଇ,ଆମ୍ ଆଦମୀ ପାର୍ଟି (ଏଏପି) ସରକାରଙ୍କ ‘ସଚ୍ଚୋଟତା’ କୁ ସବୁଠୁ ବଡ ପ୍ରମାଣ ବୋଲି ବର୍ଣ୍ଣନା କରିଛନ୍ତି । ସେହି ରିପୋର୍ଟରେ ମଧ୍ୟ ସରକାରଙ୍କ ଅନେକ ତ୍ରୁଟି ବିଷୟରେ ଉଲ୍ଲେଖ କରିଛନ୍ତି । ୨୦୧୮-୧୯ ରୁ ୨୦୧୯ -୨୦ ମଧ୍ୟରେ ଦିଲ୍ଲୀର ସାମାଜିକ, ସାଧାରଣ ଏବଂ ଅର୍ଥନୈତିକ ବିଭାଗର ଅଡ଼ିଟ୍ […]
ଡ଼.ନବକିଶୋର ମିଶ୍ର ଜ୍ୟୋତିଷ ଶାସ୍ତ୍ରରେ ଲକ୍ଷ୍ମୀ ନାରାୟଣ ଯୋଗ ଟଙ୍କା ପଇସା ଓ ସମାନ ଦୃଷ୍ଟିରୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ | ଏଥର ଏହି ଯୋଗ ମିଥୁନରେ ୪ ଦିନ ଗଠନ ହେବାକୁ ଯାଉଛି। ଜୁଲାଇ ୧୩ ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଅନେକ ରାଶିଫଳ ଉପକୃତ ହେବ | ଆସନ୍ତୁ ଜାଣିବା କେଉଁ ୫ ଟି ରାଶି ଏହି ଯୋଗର ଶୁଭ ପ୍ରଭାବ ପାଇବ | […]
ଅଭୟ ସାହୁ (ମାହାଙ୍ଗା) ୭।୭:ସାଲେପୁର କୁଅଁପାଳ ରାସ୍ତାରେ ମର୍ମାନ୍ତୁତ ସଡକ ଦୁର୍ଘଟଣା ।ବାଲି ବୋଝେଇ ହାଇୱା ଟ୍ରକ ଧକ୍କାରେ ୬ ବର୍ଷର ଶିଶୁ ପୁତ୍ର ମୃତ ।ସାଲେପୁର କୋର୍ଟ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ମୃତକ ହେଲେ ପଟ୍ଟାମୁଣ୍ଡାଇ ଅଂଚଳର ବସନ୍ତ ନାୟକଙ୍କ ୬ବର୍ଷର ଶିଶୁ ପୁତ୍ର ଅମନ ନାୟକ । ଶିଶୁ ପୁତ୍ର ଅମନ, ବାପା-ମା’ଙ୍କ ସାଙ୍ଗରେ ନିଜ ମାମୁଁ ଘର ସାଲେପୁର ଲୁଣାହାର ଗାଁକୁ ଆସିଥିଲା […]
ସଞ୍ଜୟ ଶତପଥୀ(କଟକ): ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ | ୫ ଲକ୍ଷ ୨୬ ହଜାର ୮୧୮ ପରୀକ୍ଷାର୍ଥୀ ଏଥର ପରୀକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୯୦.୫୫ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି | ଏ-୧ ଗ୍ରେଡରେ ୮୧୧୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ, ଏ-୨ରେ ୫୪ ହଜାର ୮୮୯ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି | ତେବେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧୫୦୩ ଜଣ ଏ-୧ […]
ପ୍ରମୋଦ ନାୟକ(ଭୁବନେଶ୍ବର): ମଙ୍ଗଳବାର ଏସ୍ଏଫ୍ଆଇ ଓ ଡିୱାଇଏଫ୍ଆଇ ପକ୍ଷରୁ,ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦେବା ଦାବୀରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୃତ୍ୟୁ ପାଇଁ ଦାୟୀ ଅଭିଯୁକ୍ତ ୩ ଛାତ୍ରୀଙ୍କୁ ଅବିଳମ୍ବେ ଗିରଫ, ଶିକ୍ଷାନୁଷ୍ଠାନଗୁଡିକୁ ରାଗିଂମୁକ୍ତ କରିବା ପାଇଁ ବିଧାନସଭାରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି କାର୍ଯ୍ୟକାରୀ କରିବା। ବିଜେବି ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଜଷ୍ଟିସ […]
ପ୍ରମୋଦ ନାୟକ(ଭୁବନେଶ୍ୱର):ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ମଙ୍ଗଳବାର ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ। ଓଡ଼ିଶାର ସ୍ୱାଭିମାନ.ତାଙ୍କ ପାଇଁ ପ୍ରତ୍ୟେକ ଓଡିଆ ଗର୍ବିତ। ଓଡିଶାର ସବୁ ଭୋଟ ତାଙ୍କ ପାଖକୁ ଯିବା […]


