ପ୍ରମୋଦ ନାୟକ(ଭୁବନେଶ୍ୱର): ଟ୍ରାଫିକ ନିୟମ ଉଲ୍ଲଂଘନ କରି, ଗାଡ଼ିଚାଳକମାନେ ବେପରୁଆ ଓ ଦ୍ରୁତଗତିରେ ଗାଡ଼ ଚଳାଉଥିଲେ ଆଉ ନିସ୍ତାର ନାହିଁ । ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ସଫ୍ଟୱେର ଆଧାରିତ ରାଡାର ଇଣ୍ଟରସେପ୍ଟର ବ୍ୟବସ୍ଥା । ଏହି ସଫ୍ଟୱେର ପ୍ରସ୍ତୁତ କରିବା ପାଇଁ ଆଇଆଇଟି ଭୁବନେଶ୍ୱର ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ ସାଇନ୍ସକୁ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆସନ୍ତା ସପ୍ତାହରୁ ଏହାର ପରୀକ୍ଷଣ ଆରମ୍ଭ ହେବ […]
ରାଜ୍ୟ
ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ସମୟରେ ଚାଲିଛି ସମସ୍ତ ନୀତିକାନ୍ତି। ଶ୍ରୀଜିଉଙ୍କ ସ୍ନାନଯାତ୍ରା,ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର।ରାତି ସାଢ଼େ ୩ଟାରେ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଭୋରରୁ ରତ୍ନବେଦୀ ଛାଡି ଧାଡି ପହଣ୍ଡିରେ ଆସି ସ୍ନାନବେଦିରେ ବିଜେ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସକାଳ […]
ଦେବକାନ୍ତ ମହାନ୍ତ(ଚାନ୍ଦବାଲି):୧୩/୦୬/୦୨୨ ଚାନ୍ଦବାଲିରେ ବିଜେପି ଯୁବ ମୋର୍ଚ୍ଚା ଓ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ଅଗରେ ନାରାବାଜି କରିବା ସହ ପ୍ରତିବାଦ ସଭା କରାଯାଇଛି । ବିଜେପି ଦଳ ପକ୍ଷରୁ ଶତାଧିକ କର୍ମୀ ଓ ନେତା ଏକ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରିବା ସହ ତହସିଲଦାରଙ୍କୁ ଗିରଫ ଦାବୀ କରିଥିଲେ । ଚାନ୍ଦବାଲି ବ୍ଲକ ଜଳେଶ୍ଵରପୁର ପଂଚାୟତର ଜଣେ ଦଳିତ […]
ଶ୍ରୀମନ୍ତ ପଣ୍ଡା: ରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା କରାଯାଇଛି ଏବଂ ବର୍ତ୍ତମାନ ଶାସକ ଦଳର ପ୍ରାର୍ଥୀ ତଥା ବିରୋଧୀ ଦଳର ଆଲୋଚନା ପାଇଁ ବଜାର ଗରମ ହେଉଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିଷୟରେ ମଧ୍ୟ କଳ୍ପନାଜଳ୍ପନା କରାଯାଉଛି। ଯଦି ବିରୋଧୀ ଦଳ ଶରଦ ପାୱାରଙ୍କ ନାମରେ ସହମତ ହୋଇପାରିବେ, ତେବେ ସେ ପ୍ରାର୍ଥୀ ହେବେ। ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ […]
ନବୀନ ଦାଶ(ବରଗଡ଼)୧୨/୦୬:-ବରଗଡ଼ ଜିଲ୍ଲା ଅତାବିରା ଅଧିନସ୍ଥ ଦେବାହାଲ୍ ନିକଟ ତାଜ ଟିକ୍ରା ଠାରେ ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର- ବରଗଡ଼ ୱେ ରେ ଅପରାହ୍ନ ଦୁଇ ଘଣ୍ଟା ତିରିଶ ମିନିଟ ସମୟରେ ୧୦୮ ଆମ୍ବୁଲାନ୍ସ ଗାଡ଼ି ନଂ ଓଡ଼ି ୦୨ବି ଜେ ୬୭୯୫ ର ସାମ୍ନା ପଟ ବାମ ଚକ ଫାଟି ଯିବାରୁ ଗାଡ଼ି ଟି ଭାର ସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଘାସ ବୁଦା […]
୧୨/୦୬:- ନବୀନ ଦାଶ (ବାସ୍ତବ ଟିଭି):ଛତିଶଗଡ ର ଏକ ଗରିବ ପରିବାର ବରଗଡ଼ ରେ ମୂଲ ଲାଗି ତାଙ୍କ ପରିବାର ପ୍ରତି ପୋଷଣ କରନ୍ତି। ଗତକାଲି ଏକ ଦୁର୍ଘଟଣା ରେ ୨୬ବର୍ଷୀୟ ଜଣେ ଯୁବକ ଙ୍କ ମୃତ୍ୟୁ ହୁଏ। ଖର୍ଚ୍ଚାନ୍ତ ହୋଇ ମୃତ ଶରୀର ଘର କୁ ନେବା ପରିବର୍ତ୍ତେ ବରଗଡ଼ ରେ ଶବ ସତ୍କାର କରିବାକୁ ସ୍ଥିର କଲେ ପରିବାର ଲୋକେ। ପୋଲିସ ପ୍ରଶାସନ ପକ୍ଷରୁ ନିଷ୍ଠା ପରିବାର […]
ସଞ୍ଜୟ ଶତପଥୀ(କଟକ): ତିନି ବର୍ଷ ପରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସୁପର ରବିବାର ଦିନ ହେବାକୁ ଥିବା ମ୍ୟାଚ୍ ପାଇଁ ସମସ୍ତ ଟିକେଟ୍ ବିକ୍ରି ଠିକ୍ ଥିଲା, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଲା ଟିମ୍ ଇଣ୍ଡିଆର ଅଭ୍ୟାସ ମ୍ୟାଚ ଦେଖିବାକୁ ଷ୍ଟାଡିୟମ୍ ପ୍ୟାକ୍ ହୋଇଥିଲା। କଟକ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କ୍ରିକେଟ୍ ପାଇଁ ଏପରି କ୍ରେଜ୍ ନାହିଁ, […]
ପ୍ରମୋଦ ନାୟକ(ଭୁବନେଶ୍ୱର) : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମହାପ୍ରସାଦ ବିକ୍ରି କରିବାକୁ ବିମାନ ବନ୍ଦର କର୍ତ୍ତୁପକ୍ଷ ଯୋଜନା କରୁଛନ୍ତି । ରାଜ୍ୟ ବାହାରୁ ଏବଂ ବିଭିନ୍ନ ଦେଶରୁ ଆସୁଥିବା ଯାତ୍ରୀ ଏବଂ ଏଠାରୁ ଯାଉଥିବା ଯାତ୍ରୀ ଯେପରି ସୁବିଧାରେ ଜଗନ୍ନାଥ ଙ୍କ ମହାପ୍ରସାଦ ପାଇବେ ସେ ନେଇ ବ୍ୟବସ୍ଥା କରିବାକୁ ବିମାନ ବନ୍ଦର କର୍ତ୍ତୁପକ୍ଷ କହିଥିଲେ । ନିକଟରେ ବସିଥିବା ବିମାନ ବନ୍ଦରର […]
ବାସ୍ତବବ୍ୟୁରୋ:ମହାରାଷ୍ଟ୍ରର ଶାସକ ମିଳିତ ମଞ୍ଚ ରାଜ୍ୟସଭା ନିର୍ବାଚନରେ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଶିବସେନା ବିରୋଧରେ ସିଧାସଳଖ ପ୍ରତିଯୋଗିତାରେ ବିଜେପି ରାଜ୍ୟରେ ତିନୋଟି ଆସନ ଜିତିଛି। ଏହିପରି ଭାବରେ ରାଜ୍ୟର୬ ଟି ରାଜ୍ୟସଭା ଆସନରେ ବିଜେପି ଏବଂ ସହଯୋଗୀ ତିନିଟି ସିଟ୍ ଜିତିଛି। ଏହି ଫଳାଫଳଗୁଡିକ ଆଗାମୀ MLC ଏବଂ ରାଜ୍ୟରେ ମହାନଗର ନିର୍ବାଚନ ଉପରେ ପ୍ରଭାବ ପକାଇପାରେ | ବିଜେପିର ଧନଞ୍ଜୟ ମହାଦିକ ଷଷ୍ଠ ସିଟରେ […]
ନବୀନ ଦାଶ(ବାଶଗଡ଼):ବରଗଡ଼ ଜିଲ୍ଲା କୃଷି ବିଭାଗ ଅଧିନସ୍ଥ ଅତାବିରା ବ୍ଲକ ଅନ୍ତର୍ଗତ କୁଳୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଜୁନ ୭ତାରିଖ ମଙ୍ଗଳ ବାର ଦିନ ୧୦ଘଣ୍ଟା ସମୟରେ ପରିବେଶ ଦିବସ ଅବସରରେ ଦୁଇ/ଚାରିଟା ଆମ୍ବ ଓ ପିଜୁଳି ଗଛ ଲଗାଇ ଦେଇ ଚାଷୀ ତଥା ଅଙ୍ଗନ୍ ବାଡି ପିଲାଙ୍କୁ ନେଇ ଏଫ୍.ଏମ୍.ସି ନାମକ ଏକ ଘରୋଇ କୀଟନାଶକ କମ୍ପାନୀ ର କର୍ମଚାରୀ ନିଜ କମ୍ପାନୀ ଦ୍ଵାରା ପ୍ରସ୍ତୁତ କୀଟ ନାଶକ […]


