ଏସ୍.ବାସ୍ତବ: ଉତ୍ତରପ୍ରଦେଶର ରାଜ୍ୟ କର୍ମଚାରୀଙ୍କ ମଧ୍ୟରେ ହାହାକାର ଦେଖାଦେଇଛି। ୟୁପିର ଯୋଗୀ ସରକାର ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଜବରଦସ୍ତ ଅବସର ନେବାକୁ ଯାଉଛନ୍ତି। ଜୁଲାଇ ୩୧ ସୁଦ୍ଧା ଦୁର୍ନୀତି, ଗୁରୁତର ଅସୁସ୍ଥତା,କାର୍ଯ୍ୟ ନକରିବା ଏବଂ ଅନୁସନ୍ଧାନରେ ଜଡିତ ଏପରି କର୍ମଚାରୀଙ୍କ ବାଧ୍ୟତାମୂଳକ ଅବସର ନେବାକୁ ନେଇ ନିଷ୍ପତ୍ତି ବାଧ୍ୟତାମୂଳକ କରାଯାଇଛି। ଏହି ସୂଚନା ଅଗଷ୍ଟ ୧୫ ସୁଦ୍ଧା ପର୍ସନାଲ ବିଭାଗକୁ ଦେବାକୁ […]

ଏସ.ବାସ୍ତବ: କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ୍ ଇଣ୍ଡିଆ (CAG) ରିପୋର୍ଟରେ ଯେଉଁଥିରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଙ୍କ ପିଠି ଥାପୁଡେ଼ଇ,ଆମ୍ ଆଦମୀ ପାର୍ଟି (ଏଏପି) ସରକାରଙ୍କ ‘ସଚ୍ଚୋଟତା’ କୁ ସବୁଠୁ ବଡ ପ୍ରମାଣ ବୋଲି ବର୍ଣ୍ଣନା କରିଛନ୍ତି । ସେହି ରିପୋର୍ଟରେ ମଧ୍ୟ ସରକାରଙ୍କ ଅନେକ ତ୍ରୁଟି ବିଷୟରେ ଉଲ୍ଲେଖ କରିଛନ୍ତି । ୨୦୧୮-୧୯ ରୁ ୨୦୧୯ -୨୦ ମଧ୍ୟରେ ଦିଲ୍ଲୀର ସାମାଜିକ, ସାଧାରଣ ଏବଂ ଅର୍ଥନୈତିକ ବିଭାଗର ଅଡ଼ିଟ୍ […]

ଡ଼.ନବକିଶୋର ମିଶ୍ର ଜ୍ୟୋତିଷ ଶାସ୍ତ୍ରରେ ଲକ୍ଷ୍ମୀ ନାରାୟଣ ଯୋଗ ଟଙ୍କା ପଇସା ଓ ସମାନ ଦୃଷ୍ଟିରୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ | ଏଥର ଏହି ଯୋଗ ମିଥୁନରେ ୪ ଦିନ ଗଠନ ହେବାକୁ ଯାଉଛି। ଜୁଲାଇ ୧୩ ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଅନେକ ରାଶିଫଳ ଉପକୃତ ହେବ | ଆସନ୍ତୁ ଜାଣିବା କେଉଁ ୫ ଟି ରାଶି ଏହି ଯୋଗର ଶୁଭ ପ୍ରଭାବ ପାଇବ | […]

ଅଭୟ ସାହୁ (ମାହାଙ୍ଗା) ୭।୭:ସାଲେପୁର କୁଅଁପାଳ ରାସ୍ତାରେ ମର୍ମାନ୍ତୁତ ସଡକ ଦୁର୍ଘଟଣା ।ବାଲି ବୋଝେଇ ହାଇୱା ଟ୍ରକ ଧକ୍କାରେ ୬ ବର୍ଷର ଶିଶୁ ପୁତ୍ର ମୃତ ।ସାଲେପୁର କୋର୍ଟ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ମୃତକ ହେଲେ ପଟ୍ଟାମୁଣ୍ଡାଇ ଅଂଚଳର ବସନ୍ତ ନାୟକଙ୍କ ୬ବର୍ଷର ଶିଶୁ ପୁତ୍ର ଅମନ ନାୟକ । ଶିଶୁ ପୁତ୍ର ଅମନ, ବାପା-ମା’ଙ୍କ ସାଙ୍ଗରେ ନିଜ ମାମୁଁ ଘର ସାଲେପୁର ଲୁଣାହାର ଗାଁକୁ ଆସିଥିଲା […]

ସଞ୍ଜୟ ଶତପଥୀ(କଟକ): ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ | ୫ ଲକ୍ଷ ୨୬ ହଜାର ୮୧୮ ପରୀକ୍ଷାର୍ଥୀ ଏଥର ପରୀକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୯୦.୫୫ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି | ଏ-୧ ଗ୍ରେଡରେ ୮୧୧୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ, ଏ-୨ରେ ୫୪ ହଜାର ୮୮୯ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି | ତେବେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧୫୦୩ ଜଣ ଏ-୧ […]

ପ୍ରମୋଦ ନାୟକ(ଭୁବନେଶ୍ବର): ମଙ୍ଗଳବାର ଏସ୍ଏଫ୍ଆଇ ଓ ଡିୱାଇଏଫ୍ଆଇ ପକ୍ଷରୁ,ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦେବା ଦାବୀରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୃତ୍ୟୁ ପାଇଁ ଦାୟୀ ଅଭିଯୁକ୍ତ ୩ ଛାତ୍ରୀଙ୍କୁ ଅବିଳମ୍ବେ ଗିରଫ, ଶିକ୍ଷାନୁଷ୍ଠାନଗୁଡିକୁ ରାଗିଂମୁକ୍ତ କରିବା ପାଇଁ ବିଧାନସଭାରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି କାର୍ଯ୍ୟକାରୀ କରିବା। ବିଜେବି ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଜଷ୍ଟିସ […]

ପ୍ରମୋଦ ନାୟକ(ଭୁବନେଶ୍ୱର):ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ମଙ୍ଗଳବାର ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ। ଓଡ଼ିଶାର ସ୍ୱାଭିମାନ.ତାଙ୍କ ପାଇଁ ପ୍ରତ୍ୟେକ ଓଡିଆ ଗର୍ବିତ। ଓଡିଶାର ସବୁ ଭୋଟ ତାଙ୍କ ପାଖକୁ ଯିବା […]

ଏସ.ବାସ୍ତବ: ଅନେକ ଦେଶରେ ସରକାର ବିନା ମୂଲ୍ୟରେ କଣ୍ଡୋମ ଯୋଗାଇଥାନ୍ତି, କିନ୍ତୁ ଏପରି ଏକ ଦେଶ ଅଛି ଯେଉଁଠାରେ କଣ୍ଡୋମର ଏକ ପ୍ୟାକ୍ ମୂଲ୍ୟ ପ୍ରାୟ ୬୦ ,୦୦୦ ଟଙ୍କା । ଏହି ଦେଶ ହେଉଛି ଭେନେଜୁଏଲା | ଯଦିଓ ଲୋକଙ୍କୁ ମହଙ୍ଗା ବ୍ରାଣ୍ଡେଡ୍ କଣ୍ଡୋମ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡେ, କିନ୍ତୁ ଭେନେଜୁଏଲାରେ ଏକ ପ୍ୟାକ୍ କଣ୍ଡୋମ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି | ଏହା […]

ଭୁବନେଶ୍ବର: ଓଡ଼ିଆ ଝିଅ,ଓଡ଼ିଶାର ଗର୍ବ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଯେଭଳି ଦଳ ଗତ ନିର୍ବିଶେଷରେ ସମସ୍ତେ ଭୋଟ ଦିଅନ୍ତି ସେ ନେଇ ବିଜୁ ଜନତା ଦଳର ଅଭିଯାନ ଆରମ୍ଭ ହୋଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ଅଭିଯାନର ମଙ୍ଗ ଧରିଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ କଥା ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ,ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକରେ ଆଜି ସର୍ବ ଭାରତୀୟ ଡ଼ିଲରର୍ସ ଫେଡ଼େରେସନ ନିର୍ଦେଶରେ ଓଡ଼ିଶା ରିଟେଲର ମହାସଂଘ ଚାନ୍ଦବାଲି ସାଖା ପକ୍ଷରୁ ସଂଘ ପକ୍ଷରୁ ୮ ଗୋଟି ଦାବି ନେଇ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ର ସହ ରାଜ୍ୟ ଖାଉଟି ଯୋଗାଣ ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । କରୋନା ମହାମାରୀ ସମୟରେ ପିଡ଼ିଏସ ସାମଗ୍ରୀ ସଠିକ ପରିଚାଳନ କରିବା ପରେ ମଧ୍ୟ ସରକାର ରିଟେଲର ମାନଙ୍କୁ ଅଣଦେଖା କରିବା ସହ […]

Pin It on Pinterest