ପ୍ରମୋଦ ନାଏକ(ଭୁବନେଶ୍ବର): ୧୯।୦୫ -କମିଶନରେଟ ପୋଲିସ ଜାଲରେ ଦୁଇ କୁଖ୍ୟାତ ଲୁଟେରା ।ଲକ୍ଷାଧିକ ଟଙ୍କାର ସୁନା ଗହଣା ସେମାନଙ୍କ ନିକଟରୁ ଜବତ କଲେ କମିଶନରେଟ ପୋଲିସ । ଏମାନଙ୍କ ସହ ଆଉ କେତେଜଣ ସାମିଲ ଅଛନ୍ତି ସେନେଇ ପଚରାଉଚରା ଚାଲିଛି । ସୂଚନା ଅନୁଯାଇ,ବିଭିନ୍ନ ସ୍ଥାନରୁ ଲୋକଙ୍କଠାରୁ ଟଙ୍କା ଓ ସୁନା ଗହଣା ଲୁଟ୍ କରୁଥିଲେ ଏହି ଲୁଟେରା । ବାରମ୍ବାର ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା ।ଗତ […]

ବାସ୍ତବବ୍ୟୁରୋ:ଦେଶରେ 6G ଇଣ୍ଟରନେଟ୍ ସେବା ଏହି ଦଶନ୍ଧି ଶେଷ ସୁଦ୍ଧା ଆରମ୍ଭ ହେବାକୁ ଯାଉଛି। 6G ଇଣ୍ଟରନେଟର ଗତି 4G ଠାରୁ ହଜାରେ ଗୁଣ ଅଧିକ ହେବ ବୋଲି ଦାବି କରାଯାଉଛି। ଏହି ସମୟରେ, ଏହାର ଗତି 5G ଇଣ୍ଟରନେଟ୍ ସେବା ଠାରୁ 100 ଗୁଣ ଅଧିକ ହୋଇପାରେ | ଆନ୍ତର୍ଜାତୀୟ କମ୍ପାନୀ ଟେକ୍ ଟାର୍ଗେଟର ରିପୋର୍ଟ ଅନୁଯାୟୀ, 2028 ରୁ 2030 ମଧ୍ୟରେ ବିଶ୍ଵ ରେ 6G ହାଇ […]

ପ୍ରମୋଦ ନାଏକ(ଭୁବନେଶ୍ୱର) : ମଙ୍ଗଳବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରୁ ଜଗବନ୍ଧୁ ନାୟକ ନାମକ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ବେଳେ ବଡ଼ଗଡ଼ ପୁଲିସ୍ ଆଜି ତାଙ୍କୁ ଉଦ୍ଧାର କରିବା ସହିତ ୩ ଅପହର୍ତ୍ତାଙ୍କୁ ଗିରଫ କରିଛି। ଅପହର୍ତ୍ତାମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ବାଲିଅନ୍ତା ଥାନା ଅନ୍ତର୍ଗତ ପ୍ରଦୀପ କୁମାର ଦାସ , ପାହାଳ ର ବିଶ୍ୱନାଥ ଦାସ ଓ କେନ୍ଦ୍ରାପଡ଼ାର ରାକେଶ କୁମାର ସାହୁ । ସେମାନଙ୍କ […]

ପ୍ରମୋଦ ନାଏକ(ଭୁବନେଶ୍ୱର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩୨ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ ।ଅନୁଗୁଳ ଠାରେ ଥିବା ମେଗା ଆଲୁମିନିୟମ ପାର୍କ ପାଇଁ ରାଜ୍ୟ ସରକାର ଅର୍ଥ ବ୍ୟୟ ବରାଦ କରିଛନ୍ତି । ଏହି ପାର୍କ ବିକାଶ କାମ ଇଡକୋ ମାଧ୍ୟମରେ କରାଯିବ ବୋଲି କୁହାଯାଇଛି । ରାଜ୍ୟରେ ଏବେ ଶିଳ୍ପର […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଭୂଇଁବୃତ୍ତି ପଂଚାୟତ ରାମେଶ୍ୱରପୁରରେ ଗାଁରେ ଭୟାଭୟ ଅଗ୍ନିକାଣ୍ଡ ଘଟି ୪ବଖରା ଘର ପୋଡି’ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇ ଯାଇଛି l ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ଥିବା ବେଳେ ବ୍ୟାପକ କ୍ଷୟ କ୍ଷତି ହୋଇଥିବାର ସୂଚନା ମିଳିଛି l ଅଗ୍ନିକାଣ୍ଡ ର ଖବର ପାଇ ଚାନ୍ଦବାଲି ଅଗ୍ନିଶମ ବିଭାଗ ସଠିକ ସମୟରେ ପହଁଚିଥିଲେ ମଧ୍ୟ ଅଗ୍ନି ପ୍ରକୋପିରେ ସବୁ କିଛି ପୋଡି ପାଉଁଶ ହୋଇ […]

ବାସ୍ତବବ୍ୟୁରୋ:ନିକଟରେ ଭାରତୀୟ ଜନତା ପାର୍ଟି (ବିଜେପି) ତ୍ରିପୁରାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେଇଛି। ବିପ୍ଲାବ କୁମାର ଦେବଙ୍କ ସ୍ଥାନରେ ମାଣିକ ସାହାଙ୍କୁ ରାଜ୍ୟର ଦାଇତ୍ୱ ଦିଆଯାଇଛି। ଏହି ପରିବର୍ତ୍ତନ କାହିଁକି ହେଲା ସେନେଇ ଏବେ ଅନେକ କଳ୍ପନାଜଳ୍ପନା ଚାଲିଛି, କିନ୍ତୁ ଗତ ୬ବର୍ଷର ରାଜନୈତିକ ପରିସ୍ଥିତି ଏକ ଭିନ୍ନ ସୂତ୍ର ଦର୍ଶାଉଛି। ପରିସଂଖ୍ୟାନ ଦର୍ଶାଏ ଯେ ଏହି ବର୍ଷଗୁଡ଼ିକରେ ଦଳ ଯେଉଁଠାରେ ନିଜର ସିଏମ୍ ବଦଳାଇଛି, ସେ ନିର୍ବାଚନରେ ​​ବଡ଼ […]

ଦେଵକାନ୍ତ ମହାନ୍ତି(ଚାନ୍ଦବାଲି) ୧୭।୦୫ :ପବିତ୍ର ଚନ୍ଦନପୂର୍ଣ୍ଣିମା ଅବସରରେ ଉତ୍ସବ ମୁଖର ଆରଡ଼ି ମାଟି ।୨ବର୍ଷର ବ୍ୟବଧାନ ପରେ ଭକ୍ତଙ୍କ ଗହଣରେ ଏବର୍ଷ ଆଖଣ୍ଡଳମଣିଙ୍କ ବିବାହ ପାଇଁ ଉଠିଲା ଲଗ୍ନ ଥାଳ। ଚଳିତ ବର୍ଷ ଆସନ୍ତା ଜୁନ ୪ ତାରିଖରେ ମହା ଆଡମ୍ବରବାବା ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ପାଳିତ ହେବ। ଏଥିପାଇଁ ପରମ୍ପରା ଅନୁଯାୟୀ ଲଗ୍ନ ଚିଟାଉ ଥାଳ ଉଠା ନୀତି ଅନୁଷ୍ଠିତ ହୋଇଛି। ଚଳିତବର୍ଷ ଶିବପାର୍ବତୀଙ୍କ ବିବାହ ନିମନ୍ତେ ଦୁଷ୍ମନ୍ତ […]

ମାଆ ବାପା ସନ୍ତାନ ପାଇଁ କେତେ କଷ୍ଟ ସହନ୍ତି,କୌଣସି ପୁଅ ଝିଅ କେବେ ବୁଝାନ୍ତୁ କି ନ’ବୁଝାନ୍ତୁ ସେଥିରେ କେବେ ଅବସୋସ କରିବାର କେହି ଦେଖିନି ବାପା ମାଆ ମାନଙ୍କୁ ।ପୁଅ ଝିଅଙ୍କୁ ମଣିଷ କରିବାକୁ ବାପା, ମା’ କେତେ କଷ୍ଟ ସହନ୍ତି ତାକୁ କଳିବାକୁ ବୋଧହୁଏ କାହାରି ପାଖରେ ଭାଷା ନାହିଁ । ତାହା କେବଳ ସେହିମାନେ ନିଜେ ହିଁ ଜାଣନ୍ତି । ଏମିତି ଜଣେ ମହିଳା ନିଜ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଯଶିପୁର ପଂଚାୟତରେ ବାରାକୁଲାରେ ଜଣେ ତାନ୍ତ୍ରିକ ମହିଳାଙ୍କୁ ରୋଗମୁକ୍ତ ପାଇଁ ପୂଜାପାଠ କରିବା ଆଳରେ ତାଙ୍କୁ ଅସଦାଚରଣ କରିଛନ୍ତି । ମହିଳା ଜଣକଙ୍କର ଦେହ ଖରାପ ଥିବାରୁ ତାଙ୍କ ସ୍ବାମୀ ଜଣେ ତାନ୍ତ୍ରିକଙ୍କୁ ଡ଼କାଇଥିଲେ । ତାନ୍ତ୍ରିକ ଜଣକ ସଂପୃକ୍ତ ମହିଳାଙ୍କ ଘରେ ପହଁଚି ଗୋଟିଏ ନିରଳା ଘରେ କବାଟ ବନ୍ଦ କରି ପୂଜା କାଠ କରିବାକୁ କହିଥିଲେ , ତାନ୍ତ୍ରିକ ଜଣକ ଏହି ସୁଯୋଗରେ […]

୫ ପ୍ରକାରର ଧୋକାବାଜ : ଯଦି ଆପଣ ଭାବୁଥିବେ ଯେ ଆପଣ ନିଜ ସମ୍ପର୍କରେ ବର୍ଷ ବର୍ଷ ଧରି ନିଜ ସାଥୀଙ୍କୁ ଠକି ପାରିବେ, ତେବେ ଆପଣ ନିଶ୍ଚିତ ଭାବରେ କିଛି ଭୁଲ ବୁଝାମଣାରେ ଅଛନ୍ତି | ହଁ, କୌଣସି ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଅନ୍ୟ ଜଣକୁ ପ୍ରତାରଣା କରିପାରିବେ ନାହିଁ | ପ୍ରତାରଣାକାରୀର ସତ୍ୟ ସର୍ବଦା ଅନ୍ୟ ଜଣଙ୍କ ସାମ୍ନାରେ କୌଣସି ପ୍ରକାରେ ବାହାରକୁ ଆସେ | […]

Pin It on Pinterest