ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୩୪ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୭୭୯ ଜଣ ସୁସ୍ଥ ହୋଇଛନ୍ତି । ଆଜିଠୁ ସାଧାରଣ ଭକ୍ତଙ୍କ ନିମନ୍ତେ […]
ରାଜ୍ୟ
ରାକେଶ ମହାନ୍ତି(କେନ୍ଦ୍ରାପଡା): କଥାରେ ଅଛି ମାଛ ଖାଇବ ଇଲିସି ଚାକିରୀ କରିବ ପୁଲିସି,ଛୋଟ ବେଳେ ହୁଏତ ବୁଝି ହୋଇନଥିଲା ଏବେ କିନ୍ତୁ ଠିକ ବୁଝି ହେଉଛି । ଇଲିସିରେ ଅଧିକ କଣ୍ଟା ହେଲେ ସୁଆଦିଆ ଆଉ ପୁଲିସି ଚାକିରୀ ସୁଆଦ ହିଁ ସୁଆଦ ହେଲେ ଏମିତି ଚେଲା ଜରିଆରେ ଲାଞ୍ଚନେଇ ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ସଦର ଏ ଏସ ଆଇ ପୃଥ୍ୱୀରାଜ ମିଶ୍ର । ୭ ହଜାର ଟଙ୍କା ଲାଞ୍ଚ […]
ପ୍ରମୋଦ ନାଏକ(ଭୁବନେଶ୍ୱର): ରାଜଧାନୀ ଭୁବନେଶ୍ୱରରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱରସ୍ଥିତ ଏକ ଭଡ଼ା ଘର ଭିତରୁ ମିଳିଛି ବାପାମା’ଙ୍କ ସମତେ ୧୫ ମାସ ଶିଶୁ କନ୍ୟାର ଝୁଲନ୍ତା ମୃତଦେହ। ମୃତକ ୩ ଜଣ ହେଲେ ତୁଷାର ରାଜେନ୍ଦ୍ର ଜଗତବ, ତାଙ୍କ ସ୍ତ୍ରୀ ନୀଲା ତୁଷାର ଜଗତବ ଓ ଝିଅ ସିବିନ୍ୟା ।ସେମାନଙ୍କ ଘର ମହାରାଷ୍ଟ୍ରରେ ବୋଲି ସୂଚନା ମିଳିଛି। ପାରିବାରିକ କଳହର ଚରମ ପରିଣତି ସ୍ୱରୂପ ଏକାଥରେ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୪//୦୪//୨୦୨୨।ଭଦ୍ରକ ଜିଲ୍ଲାର ଗୋଟିଏ ପରେ ଗୋଟିଏ ବ୍ଲକରେ ଅନୁଷ୍ଠିତ ହେଉଛି ସ୍ୱାସ୍ଥ୍ୟ ମେଳା । ଉକ୍ତ ସ୍ୱାସ୍ଥ୍ୟମେଳାରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ରୋଗୀ ମାନଙ୍କୁ ମାଗଣାରେ ଚିକିତ୍ସା ସହ ଔଷଧ ଯୋଗାଇ ଦିଆଯାଉଛି । ଏହି ଉତ୍ସବରେ ଯକ୍ଷ୍ମା ରୋଗ ର ନିରାକରଣ ବିଷୟରେ ଏକ ଆଶା ସାଥି ମାନଙ୍କ ଦ୍ୱାରା ଏକ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା, ଏହି ନାଟକ ଟିକୁ ତ୍ରିଲୋଚନ […]
ଦୁଃଶାସନ ପୃଷ୍ଟି(ଭୁବନ) ୨୮।୦୪ – ଶାଳ ବଣରେ ଝୁଲୁଛି ଯୁବକଙ୍କ ମୃତଦେହ । ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ଓଡିଶ ପଞ୍ଚାୟତ ରଗଡ଼ିପଡ଼ା ଗାଁରେ ନିକଟରେ ଘଟିଛି ଘଟଣା । ମୃତକ ଅଁଳାଝରୀ ଗାଁର ତିର୍ଥବାସୀ ପାତ୍ରଙ୍କ ପୁଅ ଦଣ୍ଡୁଆ ପାତ୍ର ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ,ମୃତକ ଅଁଳାଝରୀ ଗାଁର ଦଣ୍ଡୁଆ ପାତ୍ରଏକ ମାସ ପୂର୍ବରୁ ଓଡିଶ ପଞ୍ଚାୟତର ରଗଡିପଡାସ୍ଥିତ ପିଉସା ଘରକୁ […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୨୪ ଜଣକୁ ବୃଦ୍ଧି ପାଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୭୬୭ ଜଣ ସୁସ୍ଥ ହୋଇଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା […]
ଡ଼. ନବକିଶୋର ମିଶ୍ର ଶୁକ୍ର ଗ୍ରହ, ଧନ ଏବଂ ଗୌରବର କାରକ,ଗଜକେଶରୀ ଯୋଗରେ ଶୁକ୍ର ରାଶି ପରିବର୍ତ୍ତନ କରୁଛି | କୁହାଯାଉଛି ଯେ ଏହି ଯୋଗରେ ଶୁକ୍ରର ପରିବର୍ତ୍ତନ ଅନେକ ରାଶିର ଭାଗ୍ୟକୁ ଜାଗ୍ରତ କରିବ | ବାସ୍ତବରେ, ଶୁକ୍ର ଗ୍ରହକୁ ଭାଗ୍ୟର ଗ୍ରହ ମଧ୍ୟ କୁହାଯାଏ | ଆଜି ଏହି ଗ୍ରହ ୨୮ ଏପ୍ରିଲରେ ମୀନ ରେ ପ୍ରବେଶ କରିବାକୁ ଯାଉଛି | ଆମେ ଆପଣଙ୍କୁ କହିବୁ ଯେ […]
ଭୁବନେଶ୍ୱର: ୨୮/୦୪-ଆଜିଠାରୁ ଯୁକ୍ତ ଦୁଇ ପରୀକ୍ଷା । ଏଥର ଅନଲାଇନ ନୁହେଁ ଅଫଲାଇନ ମୋଡରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ର ଛାତ୍ରୀ ପରିୀକ୍ଷା ଦେବା ପାଇଁ ଏ ବର୍ଷ ବ୍ୟବସ୍ଥା କରାଯାଇଛି । କଳାରେ ୨ ଲକ୍ଷ ୧୩ ହଜାର ୪୩୨, ବିଜ୍ଞାନରେ ୭୮ […]
ନବୀନ ଦାଶ( ଅତାବିରା):ବରଗଡ଼ଜିଲ୍ଲା ଅତାବିରାବ୍ଲକ ଲରମ୍ଭା ମହାବିଦ୍ୟାଳୟ ଠାରେ ଆଠ ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ଭୋଇ ଙ୍କ ଅଧ୍ୟକ୍ଷତା ରେ ଜୀବ ବିଜ୍ଞାନ ପ୍ରାଧ୍ୟାପିକା ଡଃ ଅମୃତା ସାମନ୍ତ,ପରିଚାଳକ ହରିଶ୍ ପାତ୍ର,ଟ୍ରେନର ସୁଜାତା ଭୋଇ, ଅଧ୍ୟାପକ ସରୋଜ କୁମାର ନାୟକ, ଅଧ୍ୟାପକ ପବିତ୍ର ମହାଣା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ […]
ନବୀନ ଦାଶ: ବରଗଡ଼ ତୋରା ପଞ୍ଚାୟତ ବାନ୍ଦେନ୍ ଟିକ୍ରା ଗ୍ରାମରେ ଝୁଲନ୍ତା ଶବ କୁ ନେଇ ଏବେ ଆତଙ୍କ ରେ ଗ୍ରାମବାସୀ।ଶବ ଟି ଵିଲ ମଝିରେ ପାଖାପାଖି ୨୦ ରୁ ୨୫ଫୁଟ ଉଚ୍ଚରେ ଏକ ଗଛରେ ଝୁଲି ରହିଥିବା ବେଳେ ଶବ ଟି କାହାର ଓ କେବେ ଠାରୁ ଝୁଲୁଛି କାହାରିକୁ ଜଣାନାହିଁ।ଝୁଲନ୍ତା ଶବ କୁ ନେଇ ଲୋକେ ଘରୁ ବାହାରିବା ଓ ବିଲ କୁ ଯିବା ପାଇଁ ଭୟ […]