ଦେବକାନ୍ତ ମହାନ୍ତି, ଚାନ୍ଦବାଲି , ୨୧/୩/୨୦୨୨- ରାଜ୍ୟରେ ଚର୍ଚ୍ଚିତଥିବା ନୟାଗଡର ଜୁବ କ୍ୟାମେରା ମ୍ଯାନ ମାନସ ସ୍ବାଇଁ ଚାନ୍ଦବାଲି ରୁ ଅପହରଣ ଓ ଭୁବନେଶ୍ୱର ଦୟାଲ ଆଶ୍ରମ ରେ ହତ୍ୟା ଘଟଣାରେ ପୁଣି ୨ ଜଣଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ l ଚାନ୍ଦବାଲି ପୋଲିସ ଚଳିତ ମାସ ଫେବ୍ରୁୟାରୀ ୭ତାରିଖରୁ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନ ନୂଆପଲ୍ଲୀ ଗୋଡ଼ିପୋଖରୀ ଗାଁର ଜଣେ ଯୁବକ ମାନସ ସ୍ଵାଇଁ ଭଦ୍ରକ […]
ରାଜ୍ୟ
ବବିତା ସାମଲ(ଭଦ୍ରକ): ନଳଗୋହିରା ଶିକ୍ଷା ବିକାଶ ମଞ୍ଚ ପକ୍ଷରୁ ମତୋ ନଳଗୋହିରା ଠାରେ ୨ ଦିନିଆ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ଉତ୍ତମ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଇଂ ରାକେଶ ପଣ୍ଡା,ଉଦଘାଟକ ଉପେନ୍ଦ୍ର ରାଉଳ,ସରପଞ୍ଚ ସଚଳା ଦାସ, ସମିତି ସଭ୍ୟ ତରଣୀ ସେନ ମହାନ୍ତି, ପୂର୍ବତନ ସରପଞ୍ଚ ଲମ୍ବୋଦର ଦାସ,ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲାବେଳେ ମନୋରଞ୍ଜନ ରାଉତ […]
ଡ଼.ନବକିଶୋର ମିଶ୍ର ଜ୍ୟୋତିଷ ଶାସ୍ତ୍ରରେ ଯେ କୌଣସି ଗ୍ରହ ଚଳନ କିମ୍ବା ସଂଯୋଗ ମାନବ ଜୀବନ ଉପରେ ପ୍ରଭାବ ପକାଇଥାଏ | ୧୨ ଟି ରାଶି ପାଇଁ ଗ୍ରହମାନଙ୍କର ମିଶ୍ରଣ ଲାଭଦାୟକ ବୋଲି ପ୍ରମାଣିତ ହୋଇଥିବାବେଳେ କେତେକଙ୍କ ପାଇଁ ଏହା ଯନ୍ତ୍ରଣାଦାୟକ ଅଟେ | ଏଥର ବୁଦ୍ଧାଦିତ୍ୟ ଯୋଗ ୨୪ ମାର୍ଚ୍ଚରେ ସୃଷ୍ଟି ହେଉଛି |ଏହି ଯୋଗର ପ୍ରଭାବ ସମସ୍ତ ୧୨ ଟି ରାଶି ଉପରେ ରହିବ, କିନ୍ତୁ ଏହି […]
ଦୀପକ ରାଉତ(ପିପିଲି): ପିପିଲି ରାଜନୀତିରେ ହିଂସା,ଏମିତି କୌଣସି ନିର୍ବାଚନ ନାହିଁ ଯେଉଁଥିରେ ପିପିଲିରେ ହିଂସାକାଣ୍ଡ ଘଟିନଥିବ । ପଞ୍ଚାୟତ ନିର୍ବାଚନକୁ ନେଇ ପିପିଲିରେ ରାଜନୈତିକ ହିଂସାକାଣ୍ତ ଘଟିଥିଲା। ଏବେ ପୁଣି ପୌର ନିର୍ବାଚନକୁ ନେଇ ପିପିଲିରେ ନିର୍ବାଚନୀ ହିଂସା ଘଟିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାଇ,ଗତକାଲି ବିଳମ୍ବିତ ରାତିରେ ୭ ନମ୍ବର ୱାର୍ଡରେ ଥିବା କଂଗ୍ରେସର କ୍ୟାମ୍ପ ଅଫିସକୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ଜାଳି ଦେଇଛନ୍ତି। କଂଗ୍ରେସର ପିପିଲି […]
ନନ୍ଦିନୀ ପ୍ରଧାନ(ସମ୍ୱଲପୁର): ୨୧/୦୩ – ଆଜି ସମ୍ବଲପୁର ଗସ୍ତରେ ଆସିବେ ୫-ଟି ସଚିବ ଭିକେ ପାଣ୍ଡିଆନ । ସମଲେଇ ପ୍ରୋଜେକ୍ଟର ସମୀକ୍ଷା କରିବା ପାଇଁ ଭିକେ ପାଣ୍ଡିଆନଙ୍କ ଆଜିର ଏ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ । ଏହି ଗସ୍ତରେ ତାଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ସଚିବ ଭିଭି ଯାଦବ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସେକ୍ରେଟାରୀ ଆର ଭିନିଲକ୍ରିଷ୍ଣା ସାମିଲ ଅଛନ୍ତି । ସମଲେଇ ମନ୍ଦିର […]
ଡ଼.ନବକିଶୋର ମିଶ୍ର ବୁଧ ଗ୍ରହ, ବାଣୀ ଏବଂ ବୁଦ୍ଧିର କାରକ,ମାର୍ଚ୍ଚ ୧୮ରେ ବୁଦ୍ଧ ଅସ୍ତ ହେବା ପରେ ୨୪ ମାର୍ଚ୍ଚ ୨୦୨୨ରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ମାର୍ଚ୍ଚ ୨୪ ରେ ବୁଧ ମୀନ ରାଶିରେ ପ୍ରବେଶ କରିବେ, ଯେଉଁଠାରେ ମାର୍ଚ୍ଚ ୧୫ ରେ ରାଶି ପରିବର୍ତ୍ତନ ପରେ ରବି ଭଗବାନ ଉପସ୍ଥିତ ଅଛନ୍ତି | ଉଭୟଙ୍କର ଏହି ଯୋଗକୁ ବୁଦ୍ଧାଦିତ୍ୟ ଯୋଗ କୁହାଯାଏ, ତେବେ ଏହା ଅନେକ […]
ଭାଇରାଲନ୍ୟୁଜ: ଏକ ଗ୍ଲାସ୍ ଖଣ୍ଡରେ ଶରୀରକୁ ଆଘାତ କଲେ ପ୍ରବଳ ଆଘାତ ଏବଂ ପ୍ରବଳ ଯନ୍ତ୍ରଣା ଦେଇପାରେ | କିନ୍ତୁ ଏକ ଗ୍ଲାସ୍ ଖଣ୍ଡ ମହିଳାଙ୍କ ଶରୀର ଭିତରେ ଥିଲା, ତାହା ମଧ୍ୟ ଚାରି ବର୍ଷ ଧରି | ଏହି ମାମଲା ଡାକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତ ବର୍ଷ ଯେତେବେଳେ ଜଣେ ୪୫ ବର୍ଷ ବୟସ୍କା ମହିଳା ତାଙ୍କ ଗୁପ୍ତାଙ୍ଗରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ ସେତେବେଳେ ସମଗ୍ର ଘଟଣା […]
ତ୍ରିନାଥ ବାରିକ(ବ୍ରହ୍ମଗିରି):୧୯/୦୩- ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ା ଗାଁ ପୁଣି ଅଶାନ୍ତ ।ପୂର୍ବ ବିବାଦକୁ ନେଇ ଚାଲିଛି ବୋମା ମାଡ଼ । ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହେଉଛି ଘନଘନ ବୋମାମାଡ । ଚଳିତ ପଂଚାୟତ ନିର୍ବାଚନ ପୂର୍ବରୁ ଏବଂ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଦୁଇ ଦୁଇ ଥର ସଂଘର୍ଷ ଘଟି ଏକାଧିକ ବୋମାମାଡ଼ ହୋଇଥିବାବେଳେ,ଆଜି ପୁଣି ସେହି ପୂର୍ବ ବିବାଦକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ । […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୧୦୮ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୬୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୭୨୭୧ଜଣ ସୁସ୍ଥ ହୋଇଛନ୍ତି । ଆଜି ରଙ୍ଗର ପର୍ବ ହୋଲି । ଗାଁଠୁ ସହର […]
ଦେବକାନ୍ତ ମହାନ୍ତି, ଚାନ୍ଦବାଲି, ୧୮//୦୪//୨୦୨୨।ଭଦ୍ରକ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସାରା ଆକାଶ କ୍ଲବରେ ଜିଲ୍ଲା ସ୍ତରୀୟ କଳା ଓ ସଂସ୍କୃତି ପ୍ରୋତ୍ସାହନ କାର୍ଯ୍ୟକ୍ରମ ଘଣ୍ଟେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । କ୍ଲବ ସଭାପତି ସୁଧାକର ଧନୀଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମଲ୍ଲିକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ […]


