ବାସ୍ତବବିଶେଷ :ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଘଟଣାର ଦ୍ରୁତ ଗତିରେ ରାଷ୍ଟ୍ରପତିଙ୍କୁ ଜାତୀୟ ସଭାକୁ ଭଙ୍ଗ କରିବାକୁ କହିଛନ୍ତି ଏବଂ ନୋ-ଟ୍ରଷ୍ଟ ମୋସନକୁ ଶେଷ ମୁହୂର୍ତ୍ତରେ ବରଖାସ୍ତ କରିବା ପରେ ନୂତନ ମତଦାନ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ଦେଶକୁ ଏକ ସଂକ୍ଷିପ୍ତ ସମ୍ବୋଧନରେ ଇମ୍ରାନ ଖାନ ପାକିସ୍ତାନର ଲୋକଙ୍କୁ “ନିର୍ବାଚନ ପାଇଁ ପ୍ରସ୍ତୁତ ରୁହନ୍ତୁ” ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି […]
ରାଜ୍ୟ
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୦୩/୦୪- କ୍ରାଇମବ୍ରାଞ୍ଚର ଯୁକ୍ତିରେ(ତଦନ୍ତ ସରି ନାହିଁ, ପୁଣି ରିମାଣ୍ଡରେ ଦିଅ) ଦୁଇ ଜଣଙ୍କୁ ୩ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତିଦେଲେ ଚାନ୍ଦବାଲି ଯେ ଏମ ଏଫସି । କ୍ରାଇମବ୍ରାଞ୍ଚର ଦୁଇ ଜଣଙ୍କୁ ୩ ଦିନ ରିମାଣ୍ଡରେ ନେଇଥିବା ବେଳେ ଅନ୍ୟ ଦୁଇଜଣଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।ରିମାଣ୍ଡରେ ଯାଇଥିବା ଦୁଇ ଜଣ ହେଲେ ଶର୍ମିଷ୍ଠା ଓ ଝୁନା । ସୂଚନାଯୋଗ୍ୟ […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୭୩୭ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୭୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୨୩୩ ଜଣ ସୁସ୍ଥ ହୋଇଛନ୍ତି । ପୁଣି ବଢିଲା ତୈଳ ଦର । ମାଲକାନଗିରି […]
ସୂର୍ଯ୍ୟନାରାୟଣ ପାଢ଼ୀ(ସୁବର୍ଣ୍ଣପୁର:ସୋନପୁର ବ୍ଲକ ସାଗରପାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପୁରସ୍କାର ବୀତରଣୀ ଉତ୍ସବର ସାଗରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କତ୍ୟାୟନୀ ମିଶ୍ର ମୁଖ୍ୟ ଅତିଥି ରୂପେ ଛାତ୍ର ଛାତ୍ରୀ […]
ତ୍ରିନାଥ ବାରିକ(ସତ୍ୟବାଦୀ):ସତ୍ୟବାଦୀ ସରକାରୀ ଉଚ୍ଚ ବାଳିକା ପ୍ରାଥମିକ ବିଦ୍ୟାଳୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ପବିତ୍ର ଉତ୍କଳ ଦିବସ ଅବସରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ,ସ୍କୁଲ ପରିସରରେ ଥିବା ଉତ୍କଳ ମଣି ଗୋପ ବନ୍ଧୁ ଦାସ ପ୍ରତିମୃତ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ପରେ ଜଗନ୍ନାଥ ମୃତ୍ତି ନିକଟରେ ଧୂପ ଦୀପ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ | ଉତ୍କଳ ପ୍ରଦେଶ ଗଠନ କରିବାପାଇଁ […]
ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ରାଜ୍ୟ ପାଇଁ ଗୌରବ ପୁଣି ଆଣିଛନ୍ତି ମମତା ବେହେରା , ଜାତୀୟ ସ୍ତରରେ ଟେନିସ କ୍ରିକେଟ ଚମ୍ପିଆନସିପ ୨୦୨୨ରେ ମନୋନିତ ହୋଇ ଜାତିୟ ସ୍ତରରେ ୩ ମ୍ୟାଚ ଖେଳି ୩ ଟିର ବିଜୟୀ ହୋଇ ସେ ପାଇଛନ୍ତି ସ୍ୱର୍ଣ୍ଣ ପଦକ ।ତାଙ୍କର ପ୍ରଥମ ମ୍ୟାଚ ୨୫ ତାରିଖରେ ଓଡ଼ିଶା ପକ୍ଷରୁ ପ୍ରଥମ ମ୍ୟାଚ ଆସାମ ,ଦିତିୟ ମ୍ୟାଚ ୱେଷ୍ଟବେଙ୍ଗଲ ସହ ଖେଳି ଫାଇନାଲରେ ବିଜୟୀ ହୋଇ […]
ସନ୍ତୋଷ ପାତ୍ର(ନର୍ଲା):କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ନର୍ଲା ରୋଡ ଠାରେ ସେବାକାରୀ କିନ୍ନର ମାନଙ୍କ ଅଧିଷ୍ଠାତ୍ରୀ ଦେବୀ ବହୁଚରା ମାତା ଙ୍କ ପୂଜା ମହା ଆଡମ୍ବର ସହିତ ପାଳନ କରାଯାଇଛି ।ନର୍ଲା ରୋଡ ଠାରେ କଳାହାଣ୍ଡି ଜିଲ୍ଲା ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ତିନିଦିନ ଧରିଚାଲିଥିଲା, କଳସ ଯାତ୍ରା ସହିତ ମା ବହୁଚାର ମାତା ଙ୍କ ପୂଜା କରିବା […]
ନବୀନ ଦାଶ(ବରଗଡ଼): ବରଗଡ଼ ଜିଲ୍ଲା ଅତାବିରା ଜନ କଲ୍ୟାଣ କୁଲୁତା ସମାଜ ପକ୍ଷରୁ ସଭାପତି ଦିବାକର ପ୍ରଧାନ ଙ୍କ ସଭାପତିତ୍ବ ରେ ଏକ ବିଶାଳ ବାଇକ୍ ରେଲି ଅନୁଷ୍ଠିତ।ରେଳି ଲାଦେର ପାଲି ରଣେଶ୍ୱର ରାମଚଣ୍ଡୀ ମନ୍ଦିର ରୁ ବାହାରି ରେଙ୍ଗାଲି କେମ୍ପ,ଦେବାହାଲ, ସୁକୁଟା ପାଲି ରୁ ଜାତୀୟ ରାଜପଥ ରେ ଶତାଧିକ ସଂଖ୍ୟାରେ ବାଇକ୍ ଯୋଗେ ସମାଜ ଉନ୍ନତି କାମନା କରି ରାମଚଣ୍ଡୀ ଙ୍କ ରଥ ଗୋଡଭଗା ପର୍ଯ୍ୟନ୍ତ ଅତାବିରା […]
କାମିନୀ ରଞ୍ଜନ(ଚନ୍ଦାହାଣ୍ଡି):ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଧୋଡିପାଣି ପଞ୍ଚାୟତ ର ଫଳସାପଡ଼ା ଗ୍ରାମର ଗିରିଧାରୀ ପଟେଲ ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରୀରେ ସେ ବାଥ ରୁମକୁ ଯାଇଥିଲେ ଓ ସେହି ବାଥ ରୁମ ଭିତରେ ହିଁ ପଡ଼ିଯାଇଥିଲେ ଓ ଅକସ୍ମିତ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଓ ପରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା । ସେ ପାନାବେଡ଼ା ସାମ୍ବାଦିକ ସଂଘର […]
ଆଜି ଉତ୍କଳ ଦିବସ। ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ଆଜି ଦିନରେ ମିଳିଥିଲା ମାନ୍ୟତା। ୮୭ତମ ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଟୁଇଟରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଲେଖିଛନ୍ତି, ‘ଓଡ଼ିଶା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ […]


