ମୟୁରଭଞ୍ଜର ୨୬/୦୩: ପୌର ନିର୍ବାଚନରେ ସାରା ଓଡ଼ିଶାରେ ଫଳାଫଳ ବିଜେପିର ସପକ୍ଷରେ ନାହିଁ କହିଲେ ଆତୁକ୍ତି ହେବନି। ଏହି ପରିପେକ୍ଷୀରେ ମୟୁରଭଞ୍ଜର ୨ ପୌର ପରିଷଦ ଓ ୨ ଏନ.ଏ.ସି ମଧ୍ୟରୁ ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ୩ଟି ବିଜେଡି କବଜା କରିଥିଵା ବେଳେ ଉଦଳା ଏନଏସି ବିଜେପି ସପକ୍ଷରେ ଯାଇଛି । ବାରିପଦାର ବିଜେଡି ପ୍ରାର୍ଥୀ କୃଷ୍ଣାନନ୍ଦ ମହାନ୍ତି ୨୧,୩୦୬ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର […]
ରାଜ୍ୟ
ଶାନ୍ତନୁ ପଣ୍ଡା(ବିନିକା) ୨୬।୦୩ :ବିନିକା ଏନଏସି ନିର୍ବାଚନରେ ବିଜେଡ଼ିର ବଡ ଜିତ ।ଏନଏସିର ୧୨ ୱାର୍ଡରୁ ୧୧ଟିରେ ବିଜେଡିର ବାଜିମାତ l ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସୁବାସ ଚନ୍ଦ୍ର ଭୋଇ ୨୮୧୨ ଖଣ୍ଡ ଭୋଟରେ ବିଜୟୀ ହେଇଛନ୍ତି l ସେହିପରି ବିଜେପି ଗୋଟିଏ ୱାର୍ଡରେ ବିଜୟୀ ହୋଇଛି l ବିନିକା ଏନଏସି ଅଧ୍ୟକ୍ଷ ଭାବରେ ବିଜେଡିର ସୁବାଷ ଚନ୍ଦ୍ର ଭୋଇ ବିଜୟୀ ହେବା ପରେ ୧୨ ଗୋଟି ୱାର୍ଡର ସମସ୍ତ […]
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲି ବିଧାୟକଙ୍କ ଗୋଟି ଚାଳନାରେ ନୂଆ ଏନଏ ସି ରେ ନୂଆ ରେକଡ଼ ସୃଷ୍ଟି କଲା ବିଜେଡି |ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସମୟରେ ଆମ ପ୍ରତିନିଧିଙ୍କୁ ଦେଇଥିବା ସାକ୍ଷାତକାରରେ,ବିଧାୟକ ଡ଼. ଵ୍ୟମୋକେଶ ରାୟ କହିଥିଲେକି ୧୫ ରୁ ୧୫ ସିଟ ବିଜେଡି ନେବାସହ ଅଧ୍ୟକ୍ଷ ପଦ ମଧ୍ୟ ବିଜେଡିର |ଏହି ପରିପେକ୍ଷୀରେ ଆଜି ଚାନ୍ଦବାଲି ଏନଏ ସି ବିଜେଡି ୧୫ ନ ହେଲେବି ୧୧ କାଉନ୍ସିଲ୍ର ସହ […]
ରାକେଶ ମହାନ୍ତି(କେନ୍ଦ୍ରାପଡ଼ା): ୨୬।୦୩ -ସର୍ବପୁରାତନ କେନ୍ଦ୍ରାପଡ଼ା ପୌର ପରିଷଦରେ ବିଜେଡିର ବାଜିମାତ । ୨୧ଟି ଆସନ ମଧ୍ୟରୁ ବିଜେଡିର ୧୧ ଟିରେ ବିଜୟୀ ହୋଇଛି ।କଂଗ୍ରେସ ପ୍ରା୍ଥୀ ୫ଟି ଆସନରେ, ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଥିବାବେଳେ,ସ୍ୱାଧୀନ ୪ଟି ସିଟ୍ରେ ବିଜୟୀ ହୋଇଛନ୍ତି ।ସେହିପରି ରେକର୍ଡ ସଂଖ୍ୟକ ଭୋଟ ୯୫୫୧ ବ୍ୟବଧାନରେ ପୌର ପରିଷଦ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିଜେଡି ପ୍ରାଥୀନି ସରିତା ସାହୁ । ଏହି ବିଜୟୀ ପ୍ରାର୍ଥୀଙ୍କ […]
ବୌଦ୍ଧ ୨୬।୦୩ : ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦ ବିଜେଡି ହାତରେ ।ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଭୋଟ ଗଣତି ଶେଷ ହୋଇଥିବାବେଳେ,୧୭ଟି ଆସନ ମଧ୍ୟରୁ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି ।ବାକି ୧୬ଟି ଆସନରେ ବିଜେଡି ବିଜୟୀ ହୋଇଛି । ସୂଚନା ଅନୁସାରେ,ବିଜେଡି ଖାତାକୁ ଯାଇଛି ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦ । ବିଜେଡି ମୃତ୍ୟୁଞ୍ଜୟ ମିଶ୍ର ୧୩୪୦ ଖଣ୍ଡ ଭୋଟରେ […]
ଭୁବନେଶ୍ଵର: ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖିଛନି। ଏହି ଅବସରରେ ରାଜ୍ୟପାଳ ସିଡିଏସ୍ ବିପିନ ରାୱାତଙ୍କ ସମେତ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହ କରୋନା କାଳରେ ଲଢିଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଅର୍ପଣ ମଧ୍ୟ କରିଛନ୍ତି। ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି ଯେ,ରାଜ୍ୟରେ ପ୍ରତି ଲୋକକୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ଉନ୍ନତ ମାନର […]
ଆଶିଷ ନାୟକ(ରାଜକନିକା): ଓଡ଼ିଶା ରାଜନୀତି ର ବିଶିଷ୍ଟ ଜନ ନାୟକ ତଥା, ପୂର୍ବତନ ମନ୍ତ୍ରୀ, ସାଂସଦ, ସ୍ବର୍ଗତ ଶରତ ଦେବ ଙ୍କ ଆଜି ୩୪ତମ ଶ୍ରାଦ୍ଧ ଉତ୍ସବ ଆଳି ଓ ରାଜକନିକା ରେ ପାଳିତ ହୋଇଯାଇଛି । ରାଜକନିକା ବ୍ଲକ ର ବରୁଣା ଗ୍ରାମପଞ୍ଚାୟତ ରେ ଅବସ୍ଥିତ ଶରତ ଦେବ ଶିଶୁ ଉଦ୍ୟାନ ରେ ରାଜା ସ୍ବର୍ଗତ ଶରତ ଦେବ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଭଦ୍ରକ ଜିଲା ପିରାହାଟ ଥାନା ଅଧିନସ୍ଥ ଶ୍ଯାମସୁନ୍ଦରପୁର ଗାଁ ଛେଳିଆ ନଈରେ କିଛି ଲୋକ ମାଛ ମାରୁଥିବା ବେଳେ ହଠାତ କୁମ୍ଭୀର ଝାମ୍ଫ ମାରିଥିଲା। ଏପରି ଝାମ୍ଫ ମାରି ଜଣକୁ(ଗଗନ ଦାସ) କୁମ୍ଭୀର ଆକ୍ରମଣ କରିଥିଲା। ପାଖରେ ଥିବା କିଛି ଲୋକ ପାଟି କରିବା ସହ ଗଗନକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ ମଧ୍ଯ ଗୁରୁତ୍ବର ଥିବାରୁ ତାଙ୍କୁ ପ୍ରଥମେ ତିହିଡି ମେଡିକାଲ ଓ ପରେ ଭଦ୍ରକ […]
ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ୨୫/୦୩ -ଯୁବ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଚାନ୍ଦବାଲି ଥାନାରେ, ଦ୍ବିତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଜାରି । ଆଜି ଦୁଇ ଜଣ ସାକ୍ଷୀ,ଦେବାଶିଷ ଜେନା ଓ ଶରତ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ଟିମ ପଚରାଉଚରା କରୁଛି । ପୋଲିସ୍ ଡିଜି ବୁଧବାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ଜଡ଼ିତ ସମସ୍ତ କାଗଜପତ୍ର […]
ଡ଼.ନବକିଶୋର ମିଶ୍ର ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନି ରାଶି ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ | ଶନି ଦେବଙ୍କ ଚଳନ ର ପ୍ରଭାବ ଏକାସାଙ୍ଗରେ ପାଞ୍ଚଟି ରାଶି କୁ ପ୍ରଭାବିତ କରିବ | ଶନିଙ୍କର ରାଶି ପରିବର୍ତ୍ତନ ସହିତ ଶନିଙ୍କ ସାଢେ ସାତି ଆରମ୍ଭ ହେଉଥିବାବେଳେ ଶନିଙ୍କ ବକ୍ର ନଜରର ପ୍ରଭାବ କିଛି ରାଶିର ଉପରେ ରହିବ | ଶନି ଗ୍ରହ ୨୯ ଏପ୍ରିଲରେ ନିଜସ୍ୱ ରାଶି […]


