ନବୀନ ଦାଶ(ବରଗଡ଼): ବରଗଡ଼ ଜିଲ୍ଲା ଅତାବିରା ଜନ କଲ୍ୟାଣ କୁଲୁତା ସମାଜ ପକ୍ଷରୁ ସଭାପତି ଦିବାକର ପ୍ରଧାନ ଙ୍କ ସଭାପତିତ୍ବ ରେ ଏକ ବିଶାଳ ବାଇକ୍ ରେଲି ଅନୁଷ୍ଠିତ।ରେଳି ଲାଦେର ପାଲି ରଣେଶ୍ୱର ରାମଚଣ୍ଡୀ ମନ୍ଦିର ରୁ ବାହାରି ରେଙ୍ଗାଲି କେମ୍ପ,ଦେବାହାଲ, ସୁକୁଟା ପାଲି ରୁ ଜାତୀୟ ରାଜପଥ ରେ ଶତାଧିକ ସଂଖ୍ୟାରେ ବାଇକ୍ ଯୋଗେ ସମାଜ ଉନ୍ନତି କାମନା କରି ରାମଚଣ୍ଡୀ ଙ୍କ ରଥ ଗୋଡଭଗା ପର୍ଯ୍ୟନ୍ତ ଅତାବିରା […]

କାମିନୀ ରଞ୍ଜନ(ଚନ୍ଦାହାଣ୍ଡି):ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଧୋଡିପାଣି ପଞ୍ଚାୟତ ର ଫଳସାପଡ଼ା ଗ୍ରାମର ଗିରିଧାରୀ ପଟେଲ ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରୀରେ ସେ ବାଥ ରୁମକୁ ଯାଇଥିଲେ ଓ ସେହି ବାଥ ରୁମ ଭିତରେ ହିଁ ପଡ଼ିଯାଇଥିଲେ ଓ ଅକସ୍ମିତ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଓ ପରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା । ସେ ପାନାବେଡ଼ା ସାମ୍ବାଦିକ ସଂଘର […]

 ଆଜି ଉତ୍କଳ ଦିବସ। ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ଆଜି ଦିନରେ ମିଳିଥିଲା ମାନ୍ୟତା। ୮୭ତମ ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଟୁଇଟରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଲେଖିଛନ୍ତି, ‘ଓଡ଼ିଶା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ […]

ବାସ୍ତବବ୍ୟୁରୋ: ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରୁ (୨୦୨୨ -୨୩ ) ଅର୍ଥାତ୍ ଏପ୍ରିଲ୍ ୧ , ୨୦୨୨ ରେ ଅନେକ ପରିବର୍ତ୍ତନ ଘଟିବାକୁ ଯାଉଛି, ଯାହା ପ୍ରତ୍ୟେକ ସାଧାରଣ ଏବଂ ସ୍ୱତନ୍ତ୍ର ପକେଟକୁ ପ୍ରଭାବିତ କରିବାକୁ ଯାଉଛି | ଗୋଟିଏ ପଟେ ଟ୍ୟାକ୍ସକୁ PF ଆକାଉଣ୍ଟ ଏବଂ କ୍ରିପ୍ଟୋକରେନ୍ସିରେ ଦେବାକୁ ପଡିବ | ସେହି ସମୟରେ, ଆପଣଙ୍କୁ ଘର ଋଣ ରେ ଉପଲବ୍ଧ ଅତିରିକ୍ତ ରିହାତି ହରାଇବାକୁ ପଡିବ […]

ନୂଆଦିଲ୍ଲୀ:ରାଜ୍ୟସଭାର ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ ଆଜି ୧୯ ଟି ରାଜ୍ୟରୁ ୭୨ ଜଣ ସଦସ୍ୟଙ୍କୁ ବିଦାୟ ଦିଆଯାଉଛି। ସେ କହିଛନ୍ତି ଯେ ଏହି ୭୨ ସଦସ୍ୟ, ଯେଉଁମାନେ ଗୃହର ସମ୍ମାନ ବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି, ସେମାନେ ଉଭୟ ଶାସକ ଦଳ ଏବଂ ବିରୋଧୀ ଦଳର ଅଟନ୍ତି। କଂଗ୍ରେସର ୧୩ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏହି ସଦସ୍ୟମାନଙ୍କ ମଧ୍ୟରୁ କେତେକ […]

ମାନସ ମହାନ୍ତି(ଭୁବନେଶ୍ୱର):୩୧/୦୩- ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧିକୁ ନଜରରେ ରଖି ବଦଳିଲା ସ୍କୁଲ ସମୟ । ସ୍କୁଲଗୁଡ଼ିକୁ ସକାଳୁଆ କରିବା ପାଇଁ ସରକାର ଗତକାଲି ନିଷ୍ପତ୍ତି ନେଇଥିଲେ ।ଅର୍ଥାତ ସକାଳ ୬.୩୦ରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯିବା ନେଇ ଗଣଶିକ୍ଷା ବିଭାଗ ଗତକାଲି ନିଷ୍ପତ୍ତି ନେଇଥିଲେ । ହେଲେ ଆଜି ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି । ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ aଏହାକୁ […]

ଭୁବନେଶ୍ବର : ଆଜି ବିଧାନସଭାରେ ୨୦୨୨-୨୩ ଆର୍ଥକ ବର୍ଷର ପ୍ରଥମ ୪ ମାସ (ଏପ୍ରିଲ-ଜୁଲାଇ) ପାଇଁ, ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଲେଖାନୁଦାନ ବା କାମଚଳା ବଜେଟ୍ ଆଗତ କରିଛନ୍ତି । ଏହି ଆର୍ଥିକ ବର୍ଷରେ ରାଜସ୍ବ ବଳକା ରାଜ୍ୟ ଜିଡିପିର ୨.୭ ପ୍ରତିଶତ ରହିବା ଅନୁମାନ କରାଯାଉଛି । ଆର୍ଥିକ ନିଅଣ୍ଟ ରାଜ୍ୟ ଜିଡିପିର ୩ ପ୍ରତିଶତ ରହିବା ଅଟକଳ କରାଯାଇଛି । କେଉଁ ଯୋଜନାରେ ସରକାର କେତେ […]

ସନ୍ତୋଷ ପାତ୍ର( ନର୍ଲା): କଳାହାଣ୍ଡି ଜିଲ୍ଲା ନର୍ଲା ଜବାହର ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଏଲ୍ ମିନାକୁମାରି ଙ୍କ ଅଧ୍ୟକ୍ଷତାରେ, ସାମ୍ବାଦିକ ସମ୍ବିଳନି ଅୟୋଜନ କରାଯାଇଥିଲା| ଆଗାମୀ ଏପ୍ରିଲ୍ 1 ତାରିଖ ଦିନ 11 ଘଣ୍ଟା ସମୟରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଙ୍କ (ପରୀକ୍ଷା ପେ ଚର୍ଚ୍ଚ ) କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ | ଏହି କାର୍ଯ୍ୟକ୍ରମ ଦ୍ଵାରା ସମ୍ପ୍ରତି ଛାତ୍ର ଛାତ୍ରୀ ମାନେ ପରୀକ୍ଷା ପାଇଁ […]

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ ଦେଶପ୍ରେମ ,ସଚ୍ଚୋଟତା ଏବଂ ମାନବିକତା ଆମ୍ ଆଦମୀ ପାର୍ଟିର ଆଦର୍ଶର ତିନୋଟି ସ୍ତମ୍ଭ ଏବଂ ଏହା ୨୦୨୨ -୨୩ ପାଇଁ ଦିଲ୍ଲୀ ବଜେଟରେ ପ୍ରତିଫଳିତ ହୋଇଛି। କେଜ୍ରିୱାଲ ମଙ୍ଗଳବାର ବିଧାନସଭାରେ ଭାଷଣ ଦେଇଥିଲେ। ତାଙ୍କ ସରକାର ଲୋକଙ୍କ ପାଇଁ କାମ ନକରିବାକୁ ସେ ସବୁ ପ୍ରକାର ଉଦ୍ୟମ କରୁଥିବା ସେ ଦୃଢହାକ୍ତି କରିଛନ୍ତି। କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି […]

ସନ୍ତୋଷ ପାତ୍ର(ନର୍ଲା): କୋଭିଡ ମହାମାରୀ ପାଇଁ ସାରାଦେଶର ଛୋଟ ଛୋଟ ରେଳ ଷ୍ଟେସନ ମାନଙ୍କରେ ଯାତ୍ରୀ ବାହି ଟ୍ରେନ ରହଣି ଉପରେ କଟକଣା ଥିବାବେଳେ କଳାହାଣ୍ଡି ଜିଲ୍ଲା ନର୍ଲାରୋଡ ରେଳ ଷ୍ଟେସନ ରେ ମଧ୍ୟ ଏହି ନିୟମ କୁ କାର୍ଯ୍ୟକାରୀ କରାଯାଇଥିଲା |ଏହି ରେଳ ଷ୍ଟେସନ ଉପରେ ନର୍ଲା ବ୍ୟତୀତ ମ, ରାମପୁର, କର୍ଲାମୁଣ୍ଡା ପରି ନର୍ଲା ନିର୍ବାଚନ ମଣ୍ଡଳୀ ର ତିନୋଟି ବ୍ଲକ ର ଲୋକେ ନିର୍ଭର କରିଥାନ୍ତି […]

Pin It on Pinterest