ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୩୨୩ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୩୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୭୬ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୭୬୭୭ ଜଣ ସୁସ୍ଥ ହୋଇଛନ୍ତି । ଆଜି ପୌର ଭୋଟ୍ । […]
ରାଜ୍ୟ
ନବୀନ ଦାସ (ବରଗଡ଼):ବୋଲେରୋ ପିକକପ ସହ ୯ ମଟରସାଇକଲ ଜବତ, ୩ ଗିରଫ ।ଚୋରି ହୋଇଥିବା ବୋଲୋରୋ ପିକକପ ସହ ୯ ମଟରସାଇକଲକୁ ଅତାବିରା ପୁଲିସ ଜବତ କରିଛି।ଏହି ଚୋରିରେ ସଂପୃକ୍ତ ଦଳର ୩ ଜଣଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି।ସମ୍ବଲପୁର ଓ ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରୁ ଏହି ଚୋର ଦଳ ମଟରସାଇକଲ ଚୋରି କରୁଥିବା ତଦନ୍ତବେଳେ ପୁଲିସ ଜାଣିବାକୁ ପାଇଛି।ମଙ୍ଗଳବାର ଏ ସଂକ୍ରାନ୍ତରେ ଅତାବିରା ପୁଲିସ ପକ୍ଷରୁ […]
ବାସ୍ତବବ୍ୟୁରୋ:ଟୁଥ୍ ପେଷ୍ଟ ବ୍ରାଣ୍ଡ ସେନ୍ସୋଡାଇନ୍ର ବିଜ୍ଞାପନରେ ଦାନ୍ତର ଟାଙ୍ଗିଆ ହଟାଇବାକୁ ଦାବି କରାଯାଇଛି। ସେଣ୍ଟ୍ରାଲ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ସେନ୍ସୋଡାଇନ୍ର ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛି। ଏକ ବିଭ୍ରାନ୍ତିକର ବିଜ୍ଞାପନ ଉପରେ ସେନ୍ସୋଡାଇନ୍ ଉପରେ ଏହି ପ୍ରତିବନ୍ଧକ ଲଗାଯାଇଛି ଯାହା ବିଶ୍ଵର ଶୀର୍ଷ ଦନ୍ତ ଚିକିତ୍ସକଙ୍କ ଦ୍ୱାରା ସୁପାରିଶ କରାଯାଇଛି ଏବଂ ଏହା ହେଉଛି ବିଶ୍ଵ ର ଏକ ନମ୍ବର ସମ୍ବେଦନଶୀଳ ଟୁଥପେଷ୍ଟ | CCPA […]
ବାସ୍ତବବ୍ୟୁରୋ: ଆଜି ଠାରୁ ପୁଣି ବଢ଼ିବା ଆରମ୍ଭ ହେଲା ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ।୧୩୭ ଦିନ ପରେ ପେଟ୍ରୋଲ, ଡିଜେଲ୍ ଓ ଗ୍ୟାସ ଦର ବୃଦ୍ଧି ପାଇଛି। ଲିଟର ପିଛା ୭୫ରୁ ୮୫ ପଇସା ପର୍ଯ୍ୟନ୍ତ ବଢ଼ିଛି ଦର। ରାଜଧାନୀ ଦିଲ୍ଲୀରେ ଦିଲ୍ଲୀରେ ୮୦ ଓ ମୁମ୍ବାଇରେ ୮୫ ପଇସା ତୈଳ ଦର ବୃଦ୍ଧି ପାଇଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ୭୫ ଓ ଡିଜେଲ୍ ୭୬ ପଇସା ବଢ଼ିଛି। […]
ସନ୍ତୋଷ ପାତ୍ର(ନର୍ଲା): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ନର୍ଲା ଥାନା ଅନ୍ତର୍ଗତ ଦୁରଭଟା ଠାରେ ପୋଲିସ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇ ଯାଇଛି ।ନର୍ଲା ଥାନା ଅଧିକାରୀ ରେଣୁକା ସୁନା ତାଙ୍କ ସହଯୋଗୀ ଏ ,ଏସ୍, ଆଇ ବଂଶୀଧର ସାମଲ ଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବ୍ଲକ ର ଜନସାଧାରଣ, ରାଜନେତା, ଙ୍କ ସହିତ ସ୍କୁଲ ଓ କଲେଜ ର ଛାତ୍ରଛାତ୍ରି ବୁଦ୍ଧିଜୀବୀ, […]
ସ୍ୱାମୀ ସିବାନନ୍ଦ: ବାରାଣାସୀର ୧୨୬ ବର୍ଷିୟ ସ୍ୱାମୀ ସିବାନନ୍ଦଙ୍କୁ ଭାରତୀୟ ଜୀବନ ଶୈଳୀ ଏବଂ ଯୋଗର ପ୍ରଚାର ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ସମ୍ମାନ ପାଇବା ପାଇଁ ସୋମବାର ଯେତେବେଳେ ସେ ରାଷ୍ଟ୍ରିୟ ଭବନରେ ପହଞ୍ଚିଥିଲେ, ସେତେବେଳେ ସମସ୍ତଙ୍କ ସରଳତା ଉପରେ ସମସ୍ତଙ୍କ ନଜର ଥିଲା। ସମସ୍ତେ ସ୍ୱାମୀ ସିବାନନ୍ଦଙ୍କ ବିଷୟରେ ଜାଣିବାକୁ ଚାହାଁନ୍ତି, ଯିଏ ରାଷ୍ଟ୍ରିୟ ଭବନରେ ମୁଣ୍ଡ ନୁଆଁଇ ଆଲୋଚନା ପରେ ଆସିଥିଲେ। ବିଶେଷକରି ଲୋକମାନେ ତାଙ୍କର […]
ମନୋଜ ମହାନ୍ତି(ଭୁବନେଶ୍ୱର): ୨୨।୦୩ -ରାଜ୍ୟର ୧୦୬ଟି ଏନ୍ ଏସି/ମ୍ୟୁନିସପାଲଟି ଏବଂ ୩ଟି ମହାନଗର ନିଗମରେ ୨୪ତାରିଖରେ ନିର୍ବାଚନ ।ନିର୍ବାଚନ ପାଇଁ ଆଜି ସଂଧ୍ୟା ୫ଟାରେ ସରିବ ପ୍ରଚାର । ତେଣୁ ପ୍ରାର୍ଥୀମାନେ ଆଜି ଜିଜାନ୍ ଲଗାଇ ପ୍ରଚାର ମଇଦାନକୁ ବାହାରି ପଡ଼ି଼ଡେନି। କେଉଁଠି ରାଲି ତ କେଉଁଠି ବୁଲିଲାଣି ପ୍ରଚାର ଗାଡି, କେମିତି ଲୋକଙ୍କ ପାଖରେ ପହଞ୍ଚିବେ ସେନେଇ ପ୍ରାର୍ଥୀମାନଙ୍କ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ ।ସେ ଦଳୀୟ ପ୍ରାର୍ଥୀ […]
କଟକ ୨୨।୦୩ : ବହୁ ଚର୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ,ନିଜକୁ ବଂଚାଇବାପାଇଁ, ଶର୍ମିଷ୍ଠା ରାଉତଙ୍କୁ ବଡ ଷ୍ଟ୍ରୋକ । ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ । ଶର୍ମିଷ୍ଠା ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ।ଗତକାଲି ମାନସ ସ୍ୱାଇଁ ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡ ନିରଞ୍ଜନ ସେଠୀ ଗିରଫ,ଆଉ ହାଇକୋର୍ଟ ଙ୍କ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତର ଆଗୁଆ ଜାମିନ ଆବେଦନ ଖାରଜ,ମାନସ ସ୍ୱାଇଁଙ୍କ ପରିବାରରେ […]
ଦେବକାନ୍ତ ମହାନ୍ତି, ଚାନ୍ଦବାଲି , ୨୧/୩/୨୦୨୨- ରାଜ୍ୟରେ ଚର୍ଚ୍ଚିତଥିବା ନୟାଗଡର ଜୁବ କ୍ୟାମେରା ମ୍ଯାନ ମାନସ ସ୍ବାଇଁ ଚାନ୍ଦବାଲି ରୁ ଅପହରଣ ଓ ଭୁବନେଶ୍ୱର ଦୟାଲ ଆଶ୍ରମ ରେ ହତ୍ୟା ଘଟଣାରେ ପୁଣି ୨ ଜଣଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ l ଚାନ୍ଦବାଲି ପୋଲିସ ଚଳିତ ମାସ ଫେବ୍ରୁୟାରୀ ୭ତାରିଖରୁ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନ ନୂଆପଲ୍ଲୀ ଗୋଡ଼ିପୋଖରୀ ଗାଁର ଜଣେ ଯୁବକ ମାନସ ସ୍ଵାଇଁ ଭଦ୍ରକ […]
ବବିତା ସାମଲ(ଭଦ୍ରକ): ନଳଗୋହିରା ଶିକ୍ଷା ବିକାଶ ମଞ୍ଚ ପକ୍ଷରୁ ମତୋ ନଳଗୋହିରା ଠାରେ ୨ ଦିନିଆ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ଉତ୍ତମ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଇଂ ରାକେଶ ପଣ୍ଡା,ଉଦଘାଟକ ଉପେନ୍ଦ୍ର ରାଉଳ,ସରପଞ୍ଚ ସଚଳା ଦାସ, ସମିତି ସଭ୍ୟ ତରଣୀ ସେନ ମହାନ୍ତି, ପୂର୍ବତନ ସରପଞ୍ଚ ଲମ୍ବୋଦର ଦାସ,ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲାବେଳେ ମନୋରଞ୍ଜନ ରାଉତ […]


