ମନୋଜ ମହାନ୍ତି(ଭୁବନେଶ୍ୱର):୦୮।୦୨- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ମାହାଲର ଉସ୍ମତା ବଢ଼ୁଥିବା ବେଳେ,ଖୁବ ଶୀଘ୍ର ବାଜିବ ପୌର ନିର୍ବାଚନର ବେଗୁଲ ।ତେବେ ପୌରାଞ୍ଚଳ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନୀ ଖର୍ଚ୍ଚ ସୀମା ଘୋଷଣା କରିଛନ୍ତି । ଏଥର ପୌରାଞ୍ଚଳ ନିର୍ବାଚନ ପାଇଁ ବଢିଲା ନିର୍ବାଚନୀ ଖର୍ଚ୍ଚ । NAC, ମ୍ୟୁନିସିପାଲିଟି ଏବଂ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ କେତେ କରିପାରିବେ ନିର୍ବାଚନୀ ଖର୍ଚ୍ଚ ତାହା ସ୍ପଷ୍ଠ ହୋଇଛି । […]
ରାଜ୍ୟ
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ସାରା ରାଜ୍ୟରେ ଏବେ ନିର୍ବାଚନୀ ଉଷ୍ଣତା । କିଏ ଜିତିବ କିଏ ହରିବ ଏ ନେଇ ସବୁଠି ଚାଲିଛି ଅଙ୍କ କଷା । କୋଭିଡ଼ କଟକଣା କୋହଳ ହେବା ପରେ ପାର୍ଥି ମାନେ ନିଜ ସମର୍ଥକଙ୍କୁ ଧରି ଘର ଘର ବୁଲି କରୁଛନ୍ତି ଭୋଟ ଭିକ୍ଷା । ସେହିପରି ଚାନ୍ଦବାଲି ବ୍ଳକର ଭାଟପଡ଼ା ପଂଚାୟତରେ ପ୍ରଚାର ଆରମ୍ଭ କରିଛନ୍ତି ଭାଟପଡ଼ା ବିକାଶ ମଞ୍ଚ ସମର୍ଥିତ ସରପଞ୍ଚ ପାର୍ଥିନି ଗୀତିକା […]
ବିନିକା(ନମୋଗୁରୁ):୮/୦୨-ସୁବର୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ପଂଚାୟତର ସମିତି ସଭ୍ୟ ପ୍ରାର୍ଥିନୀ ମୀନା ଦେହେରୀଙ୍କ ସ୍ବାମୀ ରାଜେସ ଦେହେରୀଙ୍କୁ ବନ୍ଧୁକ, ଛୁରୀ ଦେଖାଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ସାଂଘାତିକ ଅଭିଯୋଗ ଆଣି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମୀନା ଦେହେରୀ । ଖବର ଅନୁଯାଇ, ବିନିକା ବ୍ଲକ ସକମାଗାଁକୁ ପ୍ରଚାରରେ ଯାଇଥିଲେ ଉଭୟ ସ୍ବାମୀ ସ୍ତ୍ରୀ ।ଏହି ସମୟରେ ସୁରେଶ ପୂଜାରୀ ନାମକ ବ୍ୟକ୍ତି ଜୀବନରେ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୦୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୧ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୬୯୮୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୩୮୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୪୧୫୯୭ଜଣ ସୁସ୍ଥ ହୋଇଛନ୍ତି । […]
ପ୍ରମୋଦ ନାୟକ(ଭୁବନେଶ୍ୱର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କୋହଳ ହେଲା କରୋନା କଟକଣା ।ପଞ୍ଚାୟତ ନିର୍ବାଚନ ମାତ୍ର ଅଳ୍ପ ଦିନର ବ୍ୟବଧାନ ଥିବାବେଳେ । ଏଣିକି ପ୍ରାର୍ଥୀ ୨୦ ଜଣ ସହଯୋଗୀଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ । ୩ଶହ ଲୋକଙ୍କୁ ନେଇ ଆୟୋଜିତ ହୋଇପାରିବ ରାଜନୈତିକ ସଭା ।ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ କଥା ସ୍ପଷ୍ଠ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୯୭ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୫୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୬୮୩୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୫୨୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୩୭୯୭୬ଜଣ ସୁସ୍ଥ ହୋଇଛନ୍ତି […]
ନମୋଗୁରୁ(ସୋନପୁର):୭।୨-ସୋନପୁର ଜିଲ୍ଲା ଉଲୁଣ୍ଡା ଶିକ୍ଷକ ଭବନ ପଛପଟୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରିଛି ପୋଲିସ । ଶିକ୍ଷକ ଭବନ ପଛପଟେ କିଏ ଏହି ମୃତ ଶିଶୁକୁ ପକାଇଛି ତଦନ୍ତ ଜାରି ରଖିଛି ପୋଲିସ । ଖବର ଅନୁସାରେ,ସ୍ଥାନୀୟ ଲୋକେ ଉଲୁଣ୍ଡା ଶିକ୍ଷକ ଭବନ ପଛପରେ ଶିଶୁର ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ମୃତଦେହ ଜବତ କରିଛି । ତେବେ କିଏ […]
ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟକ ଲତା ମଙ୍ଗେଶକର । ତାଙ୍କ ଭାଇ ହରିଦନାଥ ମଙ୍ଗେଶକର ତାଙ୍କୁ ମୁଖାଗ୍ନି ଦେଇଥିଲେ। ମୁମ୍ବାଇର ଶିବାଜୀ ପାର୍କରେ ଲତା ମଙ୍ଗେଶକରଙ୍କୁ ପୂର୍ଣ୍ଣ ରାଷ୍ଟୀୟ ସମ୍ମାନ ସହ ଅନ୍ତିମ ବିଦାୟ ଦିଆଯାଇଥିଲା। ତାଙ୍କ ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଶରଦ ପାୱାର, ରାଜ ଠାକରେ ଏବଂ ଅନ୍ୟ ନେତାମାନେ ଶିବାଜୀ ପାର୍କରେ ପହଞ୍ଚି ତାଙ୍କୁ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୦୫\୦୨-ଭଦ୍ରକ ଜିଲା ଆରଡିପୀଠ ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀ କୂଳ ଲଂଘିବା ଫଳରେ ଗତକାଲି ସନ୍ଧ୍ଯାରେ ଓ ବିଳମ୍ବିତ ରାତିରେ ଦୁଇଦୁଇ ଥର ସୁରକ୍ଷାବନ୍ଧ ନଦୀ ମଧ୍ଯକୁ ଧସିଯିବାରୁ ନଦୀକୂଳରେ ଥିବା ୬ଟି ପରିବାରରଙ୍କର ୫ବଖରା ଘରର ଭୂସ୍ଖଳନ ଘଟି ୩\୪ଫୁଟ ଦବିଯିବା ସହ ବଡ ଫାଟ ସୃଷ୍ଟି ହେବା ଦ୍ବାରା ପରିବାର ଲୋକ ନିଜର ଆସବାବପତ୍ର ଛାଡି ଛୁଆ ପିଲାଙ୍କୁ […]
ପ୍ରମୋଦ ନାୟକ(ଭୁବନେଶ୍ବର): ୫।୨- ଆସନ୍ତା ମାର୍ଚ୍ଚ ମାସରେ କଂଗ୍ରେସର ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଉପସଭାପତି ଯଜ୍ଞଶ୍ବର ବାବୁ । ସେ କହିଛନ୍ତି, ଆସନ୍ତା ମାର୍ଚ୍ଚ ମାସରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ।ପ୍ରତି ଜିଲ୍ଲା ଓ ବ୍ଲକ୍ରେ ରିଟର୍ଣ୍ଣିଂ ଅଫିସର ନିୟୋଜିତ ହେବେ । ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକ୍ରେ ଡିଜିଟାଲ୍ ଓ ବାଲାଟ୍ ମାଧ୍ୟମରେ ନିର୍ବାଚନ […]


