ମନୋଜ ମହାନ୍ତି(ଭୁବନେଶ୍ୱର): ୦୫।୦୨ -ବେଙ୍ଗାଲୁରୁ ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରେ । ଚନ୍ଦ୍ରଶେଖରପୁର ଥାନା ପୋଲିସ ସହଯୋଗ ରେ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୩ଜଣ ଠକଙ୍କୁ ଗିରଫ କରିବାରେ ସଫଳ ହୋଇଛି ବେଙ୍ଗାଲୁରୁ ପୋଲିସ । ସୂଚନା ଅନୁସାରେ ,୨୦୧୮ ମସିହାରୁ ଏହି ୩ ଠକ ବେଙ୍ଗାଲୁରୁ ପୋଲିସ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ଼ ଥିଲେ ।ସେବେଠାରୁ ଏହି ଠକଙ୍କୁ ଧରିବା ପାଇଁ ଯୋଜନା କରୁଥିଲା ବେଙ୍ଗାଲୁରୁ ପୋଲିସ […]

ଦେଵକାନ୍ତ ମହାନ୍ତି(ଚାନ୍ଦବାଲି):୫।୨- ଚାନ୍ଦବାଲି-ଭଦ୍ରକ ମୁଖ୍ୟରାସ୍ତା ଚନ୍ଦନପୁର ନିକଟରେ ମର୍ମାନ୍ତକ ସଡକ ଦୁର୍ଘଟଣା । କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା ଫଳରେ ବାଇକ୍ ଅରୋହୀ ଜଣକ କାରରେ ପିଟିହୋଇ ୮ଫୁଟ ଉଚକୁ ଉଠି ତଳକୁ ଖସି ପଡ଼ିଥିଲେ । ଘଟଣାସ୍ଥଳରେ ସ୍ଥାନୀୟଲୋକେ ତୁରନ୍ତ ବାଇକ୍ ଅରୋହୀଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ବାଇକ୍ ଅରୋହୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର […]

ଡ଼.ନବକିଶୋର ମିଶ୍ର ଫେବୃଆରୀ ମାସରେ, ଅନେକ ବଡ ଗ୍ରହର ରାଶି ପରିବର୍ତ୍ତନ ହେବ | ଗ୍ରହମାନଙ୍କର ରାଶିର ପରିବର୍ତ୍ତନ ସମସ୍ତ ୧୨ ରାଶିକୁ ପ୍ରଭାବିତ କରିବ | ଗ୍ରହମାନଙ୍କର ଗତିବିଧିରେ ପରିବର୍ତ୍ତନ କିଛି ରାଶିଫଳ ଉପକାର କରିବ ଏବଂ କିଛି ରାଶିର ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ | ୨୦୨୨ ବର୍ଷ ପାଇଁ ଫେବୃଆରୀର ରାଶିଫଳ ଜାଣନ୍ତୁ | ଫେବୃଆରୀ ମାସ ଅନେକ ରାଶି ପାଇଁ ଏକ ଉତ୍ସାହ ବୋଲି […]

ତ୍ରିନାଥ ବାରିକ(ସତ୍ୟବାଦୀ):ଗାଁ ଗାଁରେ ପଞାୟତ ନର୍ଵାଚନ ଊଷ୍ମତା ଲାଗି ରହିଥିବା ବେଳେ ପୁରୀଜିଲ୍ଲା ସତ୍ୟଵାଦୀ ବ୍ଲକର ଵିଲିପଡି ସାମିଲ ବଡେଇକେରା ଗ୍ରାମରେ ଶୁକ୍ରବାର ଭୋର ସମୟରେ ବୋମମାଡ ଘଟିଛି। ଵସ ମାଲିକ ଙ୍କୁ ପୂର୍ବରୁ ଧମକ ଦେଇଥିବା ତାଙ୍କ ଡ୍ରାଇଭର ସଞ୍ଜୟ ସୁକାରୀ ଓରଫ ମୁନା ବୋମମାଡ କରିଥିଲେ। ପାସେଞ୍ଜରକୁ ର୍ଦୁବ୍ୟଵହାର ଓ ବସଭଢା ଆୟ ହେରଫେର ଯୋଗୁ ତାଙ୍କୁ କାମରୁ ବିଦାକରି ଦେଇଥିଲେ। ପ୍ରତିଶୋଧ ପରାୟଣ ହୋଇ ଗାଡି […]

ନାମୋଗୁରୁ(ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲାରେ ଧାନ ର ଚୋରା ଚାଲାଣ ରୋକିବା ପାଇଁ ଯୋଗାଣ ବିଭାଗ ତରଫରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି I ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଯୋଗାଣ ବିଭାଗ ଏକଜୁକୁଟିକ ମାଜିଷ୍ଟ୍ରେଟ ମାନଙ୍କ ସହାୟତାରେ ସନ୍ଦେହାଷ୍ପଦ ଭାବରେ ଜିଲ୍ଲା ରେ ପ୍ରବେଶ କରୁଥିବା ଧାନ ଗାଡ଼ି ମାନଙ୍କ ଉପରେ ତିକ୍ଷ୍ଣ ନଜରର ରଖି ଚଢାଉ କରୁଛି I ଏହି କ୍ରମରେ ସୁବର୍ଣ୍ଣପୁର ସହର ଉପକଣ୍ଠରେ ଥିବା କଳାପଥର ଗ୍ରାମ ନିକଟରେ […]

ମନୋଜ ମହାନ୍ତି(ଭୁବନେଶ୍ବର):୩।୨-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅଭିଯୋଗ ପତ୍ର ଜାରି କରିଛି କଂଗ୍ରେସ ।ଏହି ଅଭିଯୋଗ ପତ୍ରରେ ବିଜେଡ଼ି ଶାସନର ୨୨ ବର୍ଷରେ ୨୨ଟି ଅଭିଯୋଗକୁ ଲୋକଙ୍କ ପାଖକୁ ନେବାର ଯୋଜନା କରିଛି କଂଗ୍ରେସ । ଏହାସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ କଂଗ୍ରେସ ବର୍ଷିଛି । ଆସନ୍ତା ଫେବୃଆରୀ ୫ ତାରିଖ ଦିନ ନିର୍ବାଚନୀ ଇସ୍ତାହାର ଜାରି କରିବ ଦଳ । […]

ମା’ ନିଜ ପିଲାଙ୍କ ପାଇଁ ସବୁକିଛି କରିପାରେ,ପି ପାରେ ହଳାହଳ ବିଷ ,ଲଙ୍ଘଇ ପାରେ ସାତ ସମୁଦ୍ର |ହେଲେ ଆମ୍ୱେଆଜି ଏକ ରାକ୍ଷସୀ ମାତ୍ର କାହାଣୀ କହୁଛୁ,ପଢିଲେ ଆପଣଂକରବି ନାରୀମାନଙ୍କ ଉପରୁ ଆସ୍ଥା ତୁଟିଯିବ | ଜଣେ ୩୮ ବର୍ଷ ବୟସ୍କା ମହିଳା ନିଜ ପ୍ରେମକୁ ପ୍ରମାଣ କରିବା ପାଇଁ ନିଜ ଝିଅକୁ ଜାଳି ଦେଇଛି | ମହିଳା ଜଣକ ତୃତୀୟ ଥର ବିବାହ କରିଥିଲେ ଏବଂ ଦ୍ୱିତୀୟ ବିବାହରୁ […]

.ପ୍ରମୋଦ ନାୟକ(ଭୁବନେଶ୍ବର):୦୩/୦୨-ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଙ୍କ ସୂଚନାନୁଯାଇ,ଆସନ୍ତା ୭ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜ ଖୋଲିବ। କୋଭିଡ୍‌ କଟକଣାକୁ କଠୋର ଭାବେ ପାଳନ କରାଯାଇ ସ୍କୁଲ ଏବଂ କଲେଜ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ୭ ତାରିଖରୁ ୮ମ ଶ୍ରେଣୀରୁ ଉପରକୁ ସବୁ ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ମଧ୍ୟ ଖୋଲାଯିବ । ଏହା ସହିତ ଖୋଲିବ ରାଜ୍ୟର ସମସ୍ତ ପ୍ରଶିକ୍ଷଣ ଅନୁଷ୍ଠାନ । […]

ମନୋଜ ମହାନ୍ତି(ଭୁବନେଶ୍ବର):୦୨/୦୨- ସଂସଦରେ ବିଭିନ୍ନ ସେକ୍ଟର ପାଇଁ ମଙ୍ଗଳବାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବାପରେ,ଓଡିଶାବାସୀଙ୍କ ନଜରଥିଲା, ରେଳ ବଜେଟ୍‌ ଉପରେ । ଏହି କ୍ରମରେ ରେଳ ବିଭାଗ ପାଇଁ ୧ ଲକ୍ଷ ୪୦ ହଜାର ୩୬୭ କୋଟି ୧୩ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ,ଓଡିଶା ପାଇଁ ମୋଟ ୯ ହଜାର ୨୫୪ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା ହୋଇଛି […]

ଏକ ସୁସ୍ଥ ଜୀବନଯାପନ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଶରୀରରେ ଅନେକ ପୁଷ୍ଟିକର ଖାଦ୍ୟ ଆବଶ୍ୟକ | ଯେଉଁଥିରୁ ଫାଇବର ଗୋଟିଏ | ଏକ ସୁସ୍ଥ ଖାଦ୍ୟର ଫାଇବର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ | ଆମର ହଜମ ପ୍ରକ୍ରିୟାର କାର୍ଯ୍ୟରେ ଫାଇବର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ଫଳ, ପନିପରିବା, ପୁରା ଶସ୍ୟ ଏବଂ ବିନ୍ସ ଇତ୍ୟାଦିରୁ ଫାଇବର ସହଜରେ ଯୋଗାଇ ଦିଆଯାଇପାରେ | ଶରୀରକୁ ସୁସ୍ଥ […]

Pin It on Pinterest