ବିନିକା(ଶାନ୍ତନୁ ପଣ୍ଡା): ସିଦ୍ଧାର୍ଥ ମହାବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ଓ ଏନ ଏସ ଏସ ତରଫରୁ ବିଶ୍ୱ ଏଡ୍ସ ଦିବସ ପାଳନ କରାଯାଇଛି।ଏହି ଅଵସର ରେ ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଡ଼ ଅଂଶୁମାଳିନୀ ପଣ୍ଡା ମେଡିକାଲ ଅଫିସର ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଂମାନିୟ ଅତିଥି ଭାବରେ ଶ୍ରୀମତୀ ରେଖା ପଧାନ ଅଧ୍ୟକ୍ଷା ସିଦ୍ଧାର୍ଥ ଜୁନିୟର କଲେଜ ବିନିକା। […]

ତ୍ରିନାଥ ବାରିକ(ସାକ୍ଷୀଗୋପାଳ): ଏଡ୍ସ ଦିବସ ଅବସରରେ ପେଣ୍ଠପଡା ପଞ୍ଚାୟତ ଅହମଦପୁର ନିକଟସ୍ଥ ରେଳଫାଟକ ପାଖରେ ଥିବା ଭାରତ ଗ୍ୟାସ ଏଜେନ୍ସି ନିକଟରେ ଦବାଇ ଇଣ୍ଡିଆ ମେଡିସିନ ଷ୍ଟୋର ଆଜି ଉଦଘାଟିତ ହୋଇଯାଇଛି । ଏହା ଓଡ଼ିଶାର ୪୦ ତମ ଦବାଇ ଇଣ୍ଡିଆର ଶାଖା । ଏହି ମେଡିସିନ ଷ୍ଟୋର ଦବାଇ ଇଣ୍ଡିଆର ଓଡିଶା ଶାଖାର ସେଲ୍ସ ମ୍ୟାନେଜର ପିୟ ରଞ୍ଜନ ମହାନ୍ତି , ଲୁବସନ ହେଲର୍ଥ କେୟାରର ଡାଇରେକ୍ଟର ଶେଖ […]

ଭୁବନେଶ୍ଵର(ବାସ୍ତବବ୍ୟୁରୋ): ୧।୧୨:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୯୮ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରେ ୩୯ ଜଣ, ୧୮ ବର୍ଷରୁ କମ୍‌ ବୟସର ସଂକ୍ରମିତ ଅଛନ୍ତି । ରାଜ୍ୟର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଲାରୁ ୫ଜଣ, ଭଦ୍ରକ ରୁ ୨ଜଣ, ବଲାଙ୍ଗୀର […]

ଡ଼.ନବକିଶୋର ମିଶ୍ର ଦେବତା ମାନଙ୍କର ସେନାପତି ମଙ୍ଗଳ,ତାଙ୍କର ଶତ୍ରୁ ରାଶି ତୁଳା ଛାଡି ୫ ଡିସେମ୍ବର ୨୦୨୧ ରେ ବିଛା ରାଶିରେ ପ୍ରବେଶ କରିବେ, ଏବଂ ଜାନୁୟାରୀ ୧୬,୨୦୨୨ ରେ ତାଙ୍କର ସର୍ବୋତ୍ତମ ବନ୍ଧୁ ଦେବଗୁରୁ ବୃହସ୍ପତିଙ୍କ ରାଶି ଧନୁ ରେ ପ୍ରବେଶ କରିବେ |ରବି,ମଙ୍ଗଳ,ବୁଧ ଏବଂ କେତୁ ର ମିଶ୍ରଣ ଅନେକ ପ୍ରକାରର ଅସୁବିଧା ସୃଷ୍ଟି କରିବ | କିନ୍ତୁ ମଙ୍ଗଳ ଶନିର ମାରାତ୍ମକ ଦିଗରୁ ମୁକ୍ତ ହେବ,ଯେଉଁଥିପାଇଁ […]

ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ସାକ୍ଷୀଗୋପାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ସ୍ୱାଧୀନତାର 76 ବର୍ଷ ପରେ ଓ ଦେଶରେ ପ୍ରଥମ କରି ଖବରକାଗଜ ବିତରକ ମାନଙ୍କ ନିମନ୍ତେ ସୁରକ୍ଷା ଓ ସହାୟତା ବ୍ୟବସ୍ଥା କରିଥିବାରୁ ସତ୍ୟବାଦୀ ଖବର କାଗଜ ବିତରକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ, ସୁସ୍ଥ […]

ଭୁବନେଶ୍ଵର(ବାସ୍ତବବ୍ୟୁରୋ):୩୦।୧୧-ଆସୁଛି ବାତ୍ୟା ‘ଜଓ୍ବାଦ୍’ ଆସନ୍ତା ୪ ତାରିଖ ସକାଳେ ଉପକୂଳ ଛୁଇଁବ।IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏ ନେଇ ଆଜି ସ୍ପଷ୍ଟ କରିଛନ୍ତି ।ଶନିବାର ସକାଳେ ବାତ୍ୟା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ସ୍ଥଳ ଭାଗ ଛୁଇଁବ ।୩ ସଂଧ୍ୟାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା । ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ । ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି […]

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି): ୩୦/୧୧/୨୧ ପଞ୍ଚାୟତକୁ ଆସିଥିବା ଗୋଖାଦ୍ୟକୁ ଦିନ ଦୀପହରେ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚଞ୍ଚକତାର ସହ ଗୋଖାଦ୍ୟ ବିକ୍ରି କରୁଥିଲେ ସରପଞ୍ଚ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତରୁ । ସୂଚନାଯୋଗ୍ୟ ବାତ୍ୟା ୟସ ରେ ପଞ୍ଚାୟତକୁ ଆସିଥିବା ଗୋ ଖାଦ୍ୟକୁ ନଳଗୋହିରା ପଞ୍ଚାୟତର ସରପଞ୍ଚ ଆଶୁତୋଷ ଭୋଇ ଅନ୍ୟତ୍ର ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଆଜି ସକାଳେ ସରପଞ୍ଚ […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ଡିସେମ୍ବର ୧ ରେ ହେବାକୁ ଥିବା LPG ର ସମୀକ୍ଷାରେ ସିଲିଣ୍ଡରର ମୂଲ୍ୟ ହ୍ରାସ ହେବାର ସମସ୍ତ ସମ୍ଭାବନା ଅଛି | ଏହାର କାରଣ ହେଉଛି ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ପାଇଛି। ଏହା ବ୍ୟତୀତ ଆସନ୍ତା ବର୍ଷ ପଞ୍ଜାବ ସମେତ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦୀ ସରକାର ପେଟ୍ରୋଲ ଏବଂ ଡିଜେଲ ଭଳି ଗ୍ୟାସକୁ ଶସ୍ତା କରିବେ ବୋଲି […]

ତ୍ରିନାଥ ବାରିକ(କଣାସ):କଣାସ ବ୍ଲକ କୃଷି କାର୍ଯ୍ୟାଳୟ ପରିସରରେ ଆତ୍ମା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଚାଷୀ ମାନଙ୍କୁ ପୁରସ୍କାର ପ୍ରଦାନ ସମାରୋହ ସହ କୃଷି ରଥର ଶୁଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଆନୁଷ୍ଠାନିକ ଭାବେ ସମାରୋହକୁ ଉଦଘାଟନ କରିଥିଲେ । କୃଷି ବିଭାଗର ଏକ ସଚେତନତା ରଥ କୃଷି କାର୍ଯ୍ୟାଳୟ […]

ଦେଵକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତରେ ୭୨ତମ ସ୍ୱମ୍ବିଧାନ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରିପୋର୍ଟ -ଦେବକାନ୍ତ ମହାନ୍ତି,ଚାନ୍ଦବାଲି -ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତରେ ଅଲ ଇଣ୍ଡିଆ ସମତା ସୈନିକ ଦଳ ପକ୍ଷରୁ ୭୨ତମ ସମ୍ବିଧାନ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ସାଧାରଣ ସଭା ଅନୁଷ୍ଠିତ ହୋଇଛି l ଏହି ସାଧାରଣ ସଭାରେ ଅଲ ଇଣ୍ଡିଆ ସମତା ଦଳ ବ୍ଲକ ସଭାପତି ଗୟାଧର ଦାସଙ୍କ ସଭାପତିରେ ମୁଖ୍ୟ […]

Pin It on Pinterest