୧୦ଦିନ ହେଲା ନିଖୋଜ ମମିତା ମେହେର ଜୀବିତ ନା ମୃତ, ଏ ନେଇ ବିଜେପି କେଗାଁ ଥାନା ସମ୍ମୁଖରେ ଗଣ ଧାରଣା… ଦିପକ ସାହୁ (କଳାହାଣ୍ଡି)-କଳାହାଣ୍ଡି ଜିଲ୍ଲା ମହାଳିଙ୍ଗ ସନସାଇନ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜହୋଇ ଆଜକୁ ୧୦ଦିନ ହେବ ତାଙ୍କର ଖୋଜ ଖବର ନାହିଁ । ସେ ଜୀବିତ ନା ମୃତ ସନ୍ଧେହ ଘେରରେ କଳାହାଣ୍ଡି ଓ ବଲାଙ୍ଗୀର ପୋଲିସ । ଏ ଘଟଣାକୁ କେନ୍ଦ୍ର […]
ରାଜ୍ୟ
ବିମଲ ଯୋଷୀ(ପାଟଣାଗଡ)-୧୭/୧୦:ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଭରତବାହାଲ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ ଘଟିଛି। ମିଳିଥିବା ଖବର ଅନୁସାରେ,ଗତ ସନ୍ଧ୍ୟା(ଶନିବାର) ସମୟରେ ପୁରନ୍ଦର ପ୍ରଚୁର ମଦ୍ୟପାନ କରି ଘରକୁ ଫେରି,ଘରେ ପତ୍ନୀ ଅମ୍ବିକା ପୋଷି ଥିବା ଏକ ଠେକୁଆକୁ ମାରି ମାଂସ ଖାଇବାକୁ ଜିଦ୍ ଧରିଥିଲା ।ଏହାକୁ ବିରୋଧ କରିଥିଲେ ପତ୍ନୀ ଅମ୍ବିକା ।ଏଥିରେ ମଦ୍ୟପ ପୁରନ୍ଦର ଉତକ୍ଷିପ୍ତ ହୋଇ ଏକ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ମେରୁଦଣ୍ଡ ବା ମେରୁଦଣ୍ଡ ଆପଣଙ୍କ ସମଗ୍ର ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ | କିନ୍ତୁ କର୍ପୋରେଟ୍ ସଂସ୍କୃତି ଏବଂ ନିତ୍ୟ ବ୍ୟବହାର୍ଯ୍ୟର କିଛି ଅଭ୍ୟାସ ଏହାକୁ କ୍ଷତି ପହଞ୍ଚାଇପାରେ | ଏହାର କାରଣ ଏବଂ ଏହାକୁ ଏଡାଇବା ପାଇଁ ଉପାୟ ଜାଣନ୍ତୁ… ଆପଣଙ୍କ ଶରୀରର ପ୍ରତ୍ୟେକ ଅଙ୍ଗର ବିଶେଷ ଗୁଣ ଅଛି | ଏଥି ମଧ୍ୟରୁ ଗୋଟିଏ ହେଉଛି ତୁମର ମେରୁଦଣ୍ଡ ବା ମେରୁଦଣ୍ଡ | ଏହାର ସମର୍ଥନ ବିନା […]
ପଞ୍ଚାୟତ ରାଜ୍ ନିର୍ବାଚନରେ ୨୭ଭାଗ ସରଂକ୍ଷଣ ନମିଳିଲେ ଆନ୍ଦୋଳନ ଜୋରଦାର । ଦୀପକ ସାହୁ(କଳାହାଣ୍ଡି) କଳାହାଣ୍ଡି ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ସରପଞ୍ଚ,ସମିତି ସଭ୍ୟ, ଜିଲାପରିଷଦ ସଦସ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଜାତିଭିତ୍ତିକ ସରଂକ୍ଷଣ ତାଲିକା ପ୍ରକାଶ ପାଇଛି । ଏହାକୁ ନେଇ କଳାହାଣ୍ଡି ଜିଲ୍ଲା-ଯାଦବ ମହାସଭା ସମ୍ପାଦକ ସଞ୍ଜୟ ଧଙ୍ଗଡ଼ା ମାଝୀ ଙ୍କ ଆହ୍ୱାନ କ୍ରମେ , ତୈଲିକ ବୈଶ୍ୟ ସମାଜ ସଭାପତି ନୀଳମଣି […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୬/୧୦- ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ପୀରହାଟରେ ବିଜେପି ଲଙ୍କେଶ୍ବରୀ ମଣ୍ଡଳୀ ପକ୍ଷରୁ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ କର୍ମୀ, ନେତା ଓ ସାଧାରଣ ଲୋକଙ୍କ ମଧ୍ଯରେ ଏକ ସମ୍ପର୍କ ସ୍ଥାପନ କରିବା ଲକ୍ଷ୍ୟନେଇ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରୁଥିବା ଜଣା ଯାଇଛି। ଆଗାମୀ ତ୍ରୀସ୍ତରୀୟ ନିର୍ବାଚନ […]
ବାସ୍ତବବ୍ୟୁରୋ(ଭୁବନେଶ୍ୱର):୩୦ ଜିଲ୍ଲା ପାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ଚିଠା ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ୩୦ ଜିଲ୍ଲା ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୪ ଜିଲ୍ଲା ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଥିବା ବେଳେ, ୧୨ ଜିଲ୍ଲା ପାଇଁ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ,୪ ଜିଲା ଏସ୍ସି ଓ ୧୦ଟି ଜିଲା ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ,ଜିଲ୍ଲା ଗୁଡ଼ିକ ହେଲା ଅନୁଗୋଳ, କେନ୍ଦୁଝର, ଖୋର୍ଦ୍ଧା […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୨୧ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୮୨ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୪୬୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୧୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୨୧୧୮୦ଜଣ ସୁସ୍ଥ ହୋଇଛନ୍ତି । ଆଜି ହେଉଛି […]
ବାସ୍ତବବ୍ୟୁରୋ(ଭୁବନେଶ୍ୱର) : ଆଜି ୭୬ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ଆଜି ନବୀନଙ୍କ ଜନ୍ମଦିନ,୧୯୪୬ ମସିହା ଅକ୍ଟୋବର ୧୬ ତାରିଖ ରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି ଅବସରରେ ସାରା ବିଶ୍ୱରୁ ଅଭିନନ୍ଦନର ସୁଅ ଛୁଟିଛି ।ଏହି ପରିପେକ୍ଷିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଭୁଲି ନାହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ |ଜଣାଇଛନ୍ତି ଅଭିନନ୍ଦନ । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଶ୍ରୀ ନବୀନ ପଟ୍ଟନାୟକ ଜୀଙ୍କୁ […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): ରାହୁଲ ଦ୍ରାବିଡ୍ ହୋଇପାରନ୍ତି ପରବର୍ତ୍ତୀ ଭାରତୀୟ କ୍ରିକେଟ ଦଳର କୋଚ୍। ସେ ନେଇ ପାରନ୍ତି ରବି ଶାସ୍ତ୍ରୀଙ୍କ ସ୍ଥାନ।ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ରାହୁଲ କୋଚ୍ ଭାବରେ ଦାୟିତ୍ୱ ନେଇ ପାରନ୍ତି ।ଏନେଇ ଖରବ ସରବରାହ ସଂସ୍ଥା ଏଏନ୍ଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ,ରାହୁଲ ଦ୍ରାବିଡ୍ ମଧ୍ୟ କୋଚ୍ ହେବା ନେଇ ସହମତି ପ୍ରକାଶ କରିଛନ୍ତି। ଗତକାଲି ସୌରଭ ଗାଙ୍ଗୁଲି ଓ ଜୟ ଶାହାଙ୍କ ସହ ଦ୍ରାବିଡଙ୍କ ବୈଠକ ହୋଇଥିଲା। […]
ମଧୁସ୍ମିତା ପ୍ରଧାନ(ସମ୍ବଲପୁର) ବିଜୟଓ୍ବାଡା- ରାଞ୍ଚି ଜାତୀୟ ରାଜପଥ ରେ ସାଇକେଲରେ ଯାଉଥିବା ବେଳେ, ଦନ୍ତାହାତୀ କୁ ଦେଖି ଜଙ୍ଗଲ ଭିତରକୁ ପଳାଉଥିବା ସମୟରେ , ହାତୀ ଆକ୍ରମଣରେ କକା ଓ ପୁତୁରା କୁ ଦଳିଚଟକି ମାରିଦେଲା ଦନ୍ତାହାତୀ | ଏଭଳି ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ ରେଞ୍ଜ, ଡିମିରିକୁଦା ଗାଁ ପାଖ ଖୋଲଗୋଡ ସଂରକ୍ଷିତ ଜଙ୍ଗଲ ରେ, ଗତକାଲି ସନ୍ଧ୍ୟାରେ ଡିମିରିକୁଦା ଗାଁ ର କକା ଦୁଶାଶନ ଭୋଇ ନିଜ […]


