ଦେବାଶିଷ ମିଶ୍ର(କଟକ)ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଓଡ଼ିଶା ଉତ୍କଳ ବାହିନୀ , କଟକ ପକ୍ଷରୁ କଟକ ସହରର ସମସ୍ତ ବଜାର ପୁଜା କମିଟିର ସଭାପତି ଓ ସମ୍ପାଦକ ମହୋଦୟଙ୍କୁ ସରକାରୀ କୋଭିଡ୍ ନିୟମକୁ ମାନି ଶାନ୍ତିଶୃଙ୍ଖଳାର ସହ ମା’ଦୁର୍ଗାକଂର ପୁଜା କରିଥୂବାରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡିଶା ଉତ୍କଳ ବାହିନୀର ଆବାହକ ଶ୍ରୀ ପୂଣ୍ଯଶ୍ଲୋକ ମହାନ୍ତିଙ୍କ ନେତୃତ୍ବ ରେ କଟକର ସମସ୍ତ ସାହିର ପୁଜାମଣ୍ଡପଠାରେ ବାହିନୀ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର […]
ରାଜ୍ୟ
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬ଟି କରୋନର ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରୁ ୨୭୧ ଜଣ କ୍ୱାରେଣ୍ଟାଇନ୍ର ଥିବା ବେଳେ ୧୯୬ଟି ଲୋକାଲ କେସ୍ ରହିଛି। ସେହିପରି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୬ ଜଣ ଅଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ଆକ୍ରାନ୍ତ ହୋଇ ୫ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା […]
ଦୀପକ ସାହୁ (ଭବାନୀପାଟଣା)କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥ ରେଞ୍ଜ ଅଞ୍ଚଳରେ ଆଜିକୁ ୧ ମାସ ହେବ ହାତୀଶାଳ ପିଆରଏଫ ରେ ୨୫ରୁ ଉର୍ଦ୍ଧ୍ବ ଜଙ୍ଗଲି ହାତୀ ରହିଥିବା ବେଳେ କୁମଖାଲ,ବନ୍ଧପାରି,ବିଶ୍ୱନାଥପୁର ଓ ଚମ୍ପାଦେଇପୁର ପଞ୍ଚାୟତର ନିୟମିତ ଭାବେ ବିଭିନ୍ନ ଗ୍ରାମର ଲୋକଙ୍କ ଘର, ନଳକୂପ, ଧାନ, ମକା, ପନିପରିବା ଚାଷକୁ ନଷ୍ଟ କରି ଚାଲିଥିବା ବେଳେ ଗତ ରାତିରେ ଲାଞ୍ଜିଗଡ଼ ବନ ବିଭାଗ ଅଧୀନରେ ଥିବା […]
ବାସ୍ତବବ୍ୟୁରୋ(ଡ଼.ନବକିଶୋର ମିଶ୍ର) ଆଜି ନବରାତ୍ରୀର ପବିତ୍ର ପର୍ବର ଶେଷ ଦିନ | ନବରାତ୍ରିର ୯ ଦିନରେ, ନଅ ରୂପରେ ମାତାଙ୍କୁ ପୂଜା କରାଯାଏ | ନବରାତ୍ରିର ଶେଷ ଦିନରେ ମା ସିଦ୍ଧିଦାତ୍ରୀ ରୂପେ ପୂଜା କରାଯାଏ | ମା ସିଦ୍ଧିଦାତ୍ରୀ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି ଏବଂ ସେମାନଙ୍କୁ ଖ୍ୟାତି, ଶକ୍ତି ଏବଂ ଧନ ମଧ୍ୟ ପ୍ରଦାନ କରନ୍ତି | ଶାସ୍ତ୍ରରେ,ମା ସିଦ୍ଧିଦାତ୍ରୀ ଙ୍କୁ ସଫଳତା ଏବଂ ପରିତ୍ରାଣର ଦେବୀ […]
ଦୀପକ ସାହୁ( କଳାହାଣ୍ଡି) ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମlଣୀକେଶ୍ୱରୀଙ୍କ ଛତର ଯାତ୍ରା ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇ ଯାଇଛି l ଜେନାଖlଲରୁ ମାଙ୍କ ଛତରକୁ ଛତ୍ର ବାହକ , ଶ୍ରଦ୍ଧlଲୁ ମାନେ କାନ୍ଧରେ ବୋହି ମନ୍ଦିର ଅଭିମୁଖେ ପ୍ରାୟ ତିନି କିଲୋମିଟର ନେଇଥିଲେ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା । ବିଗତ ବର୍ଷ ମାନଙ୍କରେ ଛତର ଯାତ୍ରାରେ ହଜାର […]
ବାସ୍ତବବ୍ୟୁରୋ(ଭୁବନେଶ୍ବର): ୧୩/୧୦-କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି ଯେ, କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳିଛି । ୟୁଜିସି ଅଧିନିୟମ ୧୯୫୬, ଧାରା ୨(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ବିଶ୍ବବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରାଯାଇଛି । ୟୁଜିସି ଅଧିନିୟମ ୧୯୫୬, ଧାରା ୧୨(ବି) ଅନୁସାରେ ଏହି ବିଶ୍ବବିଦ୍ୟାଳୟ ଖୁବ୍ ଶୀଘ୍ର […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ)ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ ମାମଲାରେ ଆର୍ଥର ରୋଡ ଜେଲରେ ରଖାଯାଇଛି। ସେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ଅଛନ୍ତି। ଅକ୍ଟୋବର ୧୩ ବୁଧବାର ଦିନ ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣି ହେବ। ବରିଷ୍ଠ ଓକିଲ ଅମିତ ଦେଶାଇ ସୋମବାର ସେସନ କୋର୍ଟରେ ଆର୍ଯ୍ୟନ ଖାନଙ୍କ ପ୍ରତିନିଧିତ୍ୱ କରିଥିଲେ। ବର୍ତ୍ତମାନ ଓକିଲ ସତୀଶ ମନସିନ୍ଦେଙ୍କ ପରେ ଶାହରୁଖ ଖାନ,ପୁଅ ଆର୍ଯ୍ୟନଙ୍କ ମୁକ୍ତି ପାଇଁ ଭେଟେରାନ ଆଡଭୋକେଟ […]
ବାସ୍ତବବ୍ୟୁରୋ(ଡ଼.ନବକିଶୋର ମିଶ୍ର)ମା’ ଦୁର୍ଗାଙ୍କୁ ସମର୍ପିତ ନବରାତ୍ରୀ ବର୍ତ୍ତମାନ ଶେଷ ହେବାକୁ ଯାଉଛି। ନବରାତ୍ରିରେ, ମା ଦୁର୍ଗାଙ୍କର ନଅ ପ୍ରକାରର ରୂପରେ ରୀତିନୀତି ଅନୁଯାୟୀ ପୂଜା କରାଯାଏ | ଅକ୍ଟୋବର ୧୩ ହେଉଛି ନବରାତ୍ରୀଙ୍କର ଅଷ୍ଟମ ଦିନ |ନବରାତ୍ରୀଙ୍କ ଅଷ୍ଟମ ଦିନରେ ମା ମହାଗୌରୀଙ୍କୁ ପୂଜା କରାଯାଏ। ମାତାର ରଙ୍ଗ ଅତ୍ୟନ୍ତ ନ୍ୟାୟଯୁକ୍ତ ହୋଇଥିବାରୁ ,ତାଙ୍କୁ ମହାଗୌରୀ ନାମରେ ଅବିହିତ କରାଯାଇଛି |ଶାସ୍ତ୍ର ଅନୁଯାୟୀ, ମା ମହାଗୌରୀ କଠିନ ତପସ୍ୟା କରି […]
ଆଶିଷ ନାୟକ(ରାଜକନିକା)କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଯୁକ୍ତ ପ୍ରତାପ କେଶରୀ ଦେବ ଙ୍କର ପିତା ସ୍ୱର୍ଗତ ରାଜାସାହେବ ଶରତ କୁମାର ଦେବ କଂର ପୂର୍ବ ପୁରୁଷଙ୍କ ଦ୍ବାରା ଆଳି ରାଜ ପ୍ରାସାଦ ରେ ଚାଲିଆସିଥିବା ମା କନକେଇ ଦେବୀଙ୍କ ଦୁର୍ଗା ପୂଜା ପାଳନ ହୋଇଆସୁଛି | ଉକ୍ତ ଦୁର୍ଗା ପୂଜା କୁ ଆହୁରି ଶରସ ସୁନ୍ଦର ଭାବରେ କରିବା ପାଇଁ ଦେବୀ ଦୁର୍ଗା ମାଆ ଙ୍କର […]
ନନ୍ଦିନୀ ପ୍ରଧାନ(ସମ୍ବଲପୁର)୧୨।୧୦: ଖେଳ ହେଲା କାଳ କିଏ ଜାଣିଥିଲା ଗାଁ ଦାଣ୍ଡରେ ସାଙ୍ଗମାନଙ୍କ ସହ ଖେଳିବାକୁ ଯାଇଥିବା ଝିଅ ,ମା ବାପଙ୍କ କୋଳକୁ ଶବ ହୋଇ ଫେରିବ ? ସବୁଦିନ ପରି କାଲି(ସୋମବାର) ସନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁ ଖେଳୁ ଅସାବଧାନତା ଯୋଗୁଁ ୫ ବର୍ଷର କୁନି ଝିଅ କୁଅରେ ପଡ଼ିଗଲା । ବହୁ ଖୋଜାଖୋଜି ପରେ କୂଅରୁ ଉଦ୍ଧାର କରି ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ଡକାହେଲା,ହେଲେ ଗାଁକୁ […]


