ବବିତା ସାମଲ(ଭଦ୍ରକ) ଆଜି ରାଜ୍ୟ ବିଜେପି ସଂଖ୍ୟାଲଘୁ ଆଜି ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ର ରାଜ୍ୟ ସଭାପତି ଓ ଉପ ସଭାପତି ଏକ ପ୍ରେସମିଟ କରିବା ସହିତ ଭଦ୍ରକ ର ବହୁ ସଂଖ୍ୟାଲଘୁଙ୍କୁ ନେଇ ଏକ ବୈଠକ କରିଛନ୍ତି l ପ୍ରେସମିଟ ରେ ନବୀନ ସରକାର ଙ୍କ ଉପରେ ବର୍ଷିଲେଥିଲେ ରାଜ୍ୟ ସଭାପତି l ପ୍ରଧାନମନ୍ତ୍ରୀ ସଂଖ୍ୟାଲଘୁଙ୍କ ପାଇଁ ବହୁ ଯୋଜନା ଓଡ଼ିଶା […]

ବବିତା ସାମଲ(ଭଦ୍ରକ)ଭଦ୍ରକ କୁ ଆଜି ଉଚ୍ଚନ୍ୟାୟାଳୟ ମୁଖ୍ୟବିଚାର ପତି ଏସ ମୁରଲୀଧର ଙ୍କ ଗସ୍ତ କରିଛନ୍ତି ,ଗତକାଲି ବାଲେଶ୍ୱର କୋର୍ଟ ପରିଦର୍ଶନ ପରେ ଆଜି ଭଦ୍ରକ ଜିଲ୍ଲା ରେ କୋର୍ଟ ପରିଦର୍ଶନ ଓ ଅଭିଲେଖ କକ୍ଷ ଯାଞ୍ଚ କରିଥିଲେ ମୁଖ୍ୟ ବିଚାରପତି ଏସ ମୁରଲୀଧର,ଏବେ ସମସ୍ତ ଜୁଡିସିଆଲ କୋର୍ଟରେ ରେ ଇ ଫାଇଲିଙ୍ଗ ସୁବିଧା ଉପଲବ୍ଧ ହେବ, ସେଥି ନିମନ୍ତେ ଓଡିଶା ହାଇ କୋର୍ଟ ମୁଖ୍ୟ ବିଚାରପତି ଶ୍ରୀ ଏସ […]

ଦୀପକ ସାହୁ(କଳାହାଣ୍ଡି)ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆ ଠାରେ ଅନୁଷ୍ଠିତ ଉତ୍ସବରେ କୋଭିଡ ପାଇଁ ମୃତ୍ୟୁବରଣ କରିଥିବା ପୋଲିସ କର୍ମଚାରୀ ଓ ପୋଲିସ ବାହିନୀ ରେ ଉଲ୍ଲେଖନୀୟ ଅବଦାନ ପାଇଁ କର୍ମଚାରୀ ଙ୍କୁ ସମ୍ମାନିତ କରାଯାଇଛି । ଦକ୍ଷିଣପଶ୍ଚିମାଚଳ ରେଞ ର ମୋଟ ୨୭ ଜଣଙ୍କୁ ସାମ୍ମାନିତ କରାଯାଇଛି। ଡ୍ୟୂଟି ରେ ଥାଇ କରୋନା ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ୪ ଜଣ କର୍ମଚାରୀ ଙ୍କୁ ଆର୍ଥିକ ସହାୟତା ସହ ପୋଲିସ […]

ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ଟ୍ୟୁସନରୁ ଫେରୁଥିବାବେଳେ ରାସ୍ତା ମଝିରୁ ଯୁବତୀଙ୍କୁ ଏକ ଇଣ୍ଡିଗୋ କାରରେ ଜବରଦସ୍ତ ଯୁବକ ଜଣକ ଠେଲିପେଲି ଅପହରଣ କରି ନେଇଯାଉଥିବା ଦୃଶ୍ୟ ଏବେ ସମସ୍ତଙ୍କୁ ବିଚଳିତ କରିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲିଆ ଛକ ନିକଟରେ। ଯୁବତୀ ଜଣକ ଉଗ୍ରତରା ଗାଁର ଗୌରହରି ପଣ୍ଡାଙ୍କ ଝିଅ ମଧୁସ୍ମିତା ପଣ୍ଡା। ପରିବାର ଲୋକେ ଝିଅକୁ ଅପହରଣ କରିନେଇଥିବା ନେଇ ଗତ […]

ମାନସ ନାୟକ(କଟକ) କରୋନା ମହାମାରୀ ଜୀବନ ଜୀବିକା ବିପନ୍ନ କରିଦେଇଥିବା ବେଳେ,ଏବେବି ଜନମାନସ ଭୟର ବାତାବରଣ ଭିତରେ ଗତି କରୁଛନ୍ତି ।ପୁଣି କରୋନା ସାଙ୍ଗକୁ ଡେଙ୍ଗୁ ତା ରୂପ ଦେଖେଇବା ଆରମ୍ଭ କରିବାକୁ ବସିଲାଣି, ନା ସରକାରଙ୍କ ନିଦ ଭାଙ୍ଗୁଚି ନା କଟକ ମୁନିସିପାଲର । ଏହି ଡେଙ୍ଗୁ ମହାମାରୀରୁ ଜନସାଧାରଣଙ୍କୁ ସଚେତନ କରିବାପାଇଁ କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମାନସ ରଞ୍ଜନ ଚୌଧୁରୀ ଙ୍କ ପରାମର୍ଶ କ୍ରମେ […]

ଦିଲ୍ଲୀପ କୁମାର ପଣ୍ଡା(ଜଳେଶ୍ଵର) ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ଜଳେଶ୍ୱର ରେଳ ଷ୍ଟେସନ ରେ କାର୍ଯ୍ୟକାରୀ ରେଳ କର୍ମଚାରି ବାବୁଲାଲ ହେମରମଙ୍କର ଟ୍ରେନରେ କଟି ଆଜି ସକାଳେ ସମୟରେ ମୃତ୍ୟୁବରଣ ହୋଇଅଛି l ବାବୁଲାଲ ହେମ୍ରମ ସିନିଅର ସେକ୍ସନ ଇଞ୍ଜିନିୟର ସିଗନାଲ ବିଭାଗ, ଜଳେଶ୍ୱର ଷ୍ଟେସନରେ କାର୍ଯ୍ୟ କରୁଥିଲେ lମୃତ୍ୟୁ ର କାରଣ ଅସ୍ପଷ୍ଟ ।

ପ୍ରଭାତ ସାହା(ମାଲକାନଗିରି)ମାଲକାନଗିରି ଜିଲ୍ଲା ଖଇର ପୁଟ ବ୍ଲକ ବଣ୍ଡା ଘଟିର ମୁଦୁଲିପଡା ପଞ୍ଚାୟତ ରେ ଥିବା ବଣ୍ଡା,ଉନ୍ନୟନ ସଂସ୍ଥା,ଓ BDA ବଣ୍ଡା ଡେଭଲପମେଣ୍ଟ ଏଯେନ୍ସି କୁ ବଣ୍ଡା ଘାଟିର ଦୁଇଟି ପଂଚାୟତ ମୁଦୁଲିପଡା, ଅଣ୍ଡାହଲ ର ଶିକ୍ଷିତ ବେକାରୀ ଯୁବକ ମାନେ ଆଜି ତାଲା ପକାଇଦେଲେ। ସେମାନଙ୍କ କହିବା କଥା ବଣ୍ଡା ଉନ୍ନୟନ ସଂସ୍ଥା ମାଧ୍ୟମରେ ବଣ୍ଡା ଯୁବକ ମାନଙ୍କ ପାଇଁ ବିଭିନ୍ନ ଚାକିରୀ ର ପୋଷ୍ଟ ବହାରିଥଲେ ମଧ୍ୟ […]

ପ୍ରଭାତ ସାହା(ମାଲକାନଗିରି)ମାଲକାନଗିରି ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଜନ୍ମ ଠୁ ମୃତ୍ୟୁ ପର୍ଯ୍ୟନ୍ତ ରହିଥିବା ବେଳେ କାମରେ ଆସୁନଥିବା ପରିଲକ୍ଷିତ ହେଉଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ସହର ଉପକଣ୍ଠ ରେ ଜୟ ପୁରୀୟଗୁଡ଼ା ସାହିରେ ଏକ ବୃଦ୍ଧା ବୟସ ୭୫ ବର୍ଷ ରୁ ଉର୍ଦ୍ଧ ତାଙ୍କର ପୁଅ ଝିଅ କେହି ନ ଥିବାରୁ ବହୁ ବର୍ଷ ଧରି ମାଲକାନଗିରି ଏକ କୁଡ଼ିଆ ଘର ରେ […]

ଜଳେଶ୍ୱର(ନବୀନ ସାହୁ) ପଂଚାୟତ ନିର୍ବାଚନକୁ ଆଖିରେ ରଖି ଜଳେଶ୍ବର ବ୍ଲକ ମାକିଡ଼ିଆ ପଂଚାୟତର ଉତ୍ତର ଗୋପାଳ ପ୍ରସାଦ ଗାଁରେ ଆଜିବିଜେଡିର ସାଙ୍ଗଠନିକ ବୈଠକ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି।ପଂଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସଂଗଠନ ସେତିକି ଦୃଢ ହେଉଛି ବିଜେଡିର ମନ ବଳ ସହିତ ହାତ ମୁଠା ଟାଣ ହେଉଛି। ଏଥିରେ ଆଦର୍ଶ ଗାଁ ଭାବେ ପରିଚିତ ଲାଭ କରିଥିବା ଉତ୍ତର ଗୋପାଳପ୍ରସାଦ ଗାଁର ସମସ୍ତେ ଏକତ୍ରୀତ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୭୬୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୫୬୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୯୯୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୮୯୮୪୦ ଜଣ ସୁସ୍ଥ […]

Pin It on Pinterest