ଦେବକାନ୍ତ ମହାନ୍ତି,(ଚାନ୍ଦବାଲ}୨୭//୦୯ କେନ୍ଦ୍ର ସରକାରଙ୍କ ଦ୍ୱାରା ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଓଡ଼ିଶାରେ ଏହି ୧୦ ଘଣ୍ଟିଆ ଭାରତ ବନ୍ଦକୁ କୃଷକ ସଂଗଠନ ଓ ଏଆଇଏସଏଫ୍,କଂଗ୍ରେସ, ବାମ ଦଳ ସମେତ ବିଭିନ୍ନ ରାଜନୈତିକ ଦଳ,ସାମାଜିକ ସଂଗଠନ ସମର୍ଥନ ଦେଇଇଛନ୍ତି। ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିଲାଗି ଚାନ୍ଦବାଲିରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଅତ୍ୟାବଶ୍ୟକ […]

ଢେଙ୍କାନାଳ(ଦୁଃଶାସନ ପୃଷ୍ଟି)ଭୁବନ ଥାନା ଓଡିଶ ଓ ଆଖପାଖ ଅଂଚଳ ରେ ଥିବା ବୁଦିଦୁକିଆ ଜଙ୍ଗଲ ରେ, କାଜୁ ଜଙ୍ଗଲରେ ଲୁହା ଆଙ୍ଗଲ୍ ପଡିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା|. ରବିବାର ରାତି ରେ ଆଙ୍ଗଲ୍ ସହ ଓଡିଶ ମେଡିକାଲ ନିକଟସ୍ଥ କାଜୁ ଜଙ୍ଗଲରୁ ଟ୍ରକ ଜବତ କରିଥିଲେ | ସୋମବାର ସକାଳୁ ଛାନ ଭିନ କରି ଓଡିଶ ମଠ ପରିସରରେ ଅନଲୋଡ଼ ହୋଇଥିବା ପ୍ରାୟ ପନ୍ଦର ଟନ ଲୁହା […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର):ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି |ଆଜି ରାତି ୯ଟାରୁ ୯ଟା୩୦ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରିରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି | ବର୍ତ୍ତମାନ ବାତ୍ୟା ଆନ୍ଧ୍ରପ୍ରଦେଶ କଳିଙ୍ଗପାଟନମ୍ ଉତ୍ତରକୁ ୨୫ କିମି ଦୂର ଏବଂ ଗୋପାଳପୁରଠାରୁ ୯୦ କିଲୋମିଟର ଦୂର ମୁରିଗୁଡ଼ା ଟେକାଲି ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଜଣାପଡିଛି | ସେ କହିଛନ୍ତି ଯେ ଗଞ୍ଜାମ, ଗଜପତି, […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର):ବାତ୍ୟା ‘ଗୁଲାବ’ର ମୁକାବିଲା ପାଇଁ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସେ ଲୋକଙ୍କ ଜୀବନ ରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି । ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଓଡ୍ରାଫର ୪୨ଟିମ, ଏନଡ଼ିଆରଫ ୨୪ ଟିମ ଓ ଫାୟାର ସର୍ଭିସର ୧୦୩ ଟିମ ମୁତୟନ ହୋଇଛନ୍ତି।ଏଥିସହ ବନ୍ୟା ଜଳ ପରିଚାଳନା ପାଇଁ ଜଳସେଚନ ବିଭାଗ […]

ବିନିକା(ଶାନ୍ତନୁ ପଣ୍ଡା) ଶନିବାର ଅପରାହ୍ନ ପ୍ରାୟ ୩ଘଣ୍ଟା ସମୟରେ ଓଡିଶା ବିଧାନସଭା ଗୃହ କମିଟି (ବିଦ୍ୟୁତ ବିଭାଗ ) ଅଧ୍ୟକ୍ଷ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଙ୍କ ନେତୃତ୍ୱରେ କମିଟି ସଦସ୍ୟ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି,ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ପ୍ରମୁଖ ବିନିକା ବ୍ଲକ ଗସ୍ତରେ ଆସି ବ୍ଲକ କାର୍ଯ୍ୟାଳୟ ଠାରେ ବିଦ୍ୟୁତ ବିଭାଗ ପକ୍ଷରୁ କରାଯାଉ ଥିବା କାର୍ଯ୍ୟର ଅଗ୍ରଗତି ଓ ସମସ୍ୟା ସମ୍ପର୍କରେ ଅବଗତ […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ଚାନ୍ଦବାଲିରେ ସାମ୍ବାଦିକ ସଂଘ ଓ ଚାନ୍ଦବାଲି ବାସୀଙ୍କ ପକ୍ଷରୁ ଯୁବ ସମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଶୋକର ବାର୍ତ୍ତା ନେଇ ଆଜି ଚାନ୍ଦବାଲି ସହରରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି । ଶ୍ରୀ ଦାସ ଓଡ଼ିଶାରେ ଜଣେ ନିର୍ଭିକ ସାମ୍ବାଦିକ ଭାବେ ବେଶ ଜଣାସୁଣା ଥିଲେ , ବାତ୍ୟା ହେଉ କିମ୍ବା ବନ୍ୟା ସବୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ନିର୍ଭିକ ଖବର ପ୍ରସାରଣ କରି ଓଡ଼ିଶାର […]

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ଆଜିହେଉଛି ପଣ୍ଡିତ ଦିନଦୟାଲ ଙ୍କ ଜନ୍ମ ଦିବସ। ଏହି ପଣ୍ଡିତ ଙ୍କ ଜନ୍ମ ଦିବସ ଅବସରରେ ମତୋ ବିଜେପି ଦଳ ପକ୍ଷରୁ ମତୋ ବିଜେପି କାର୍ଯାଳୟ ଠାରେ ପଣ୍ଡିତ ଦିନଦୟାଲ ଙ୍କ ଜନ୍ମ ଦିନ ପାଳନ କରାଯାଇଛି। ଏହି ଅବସରରେ ବିଜେପିର ବରିଷ୍ଠ ନେତା କାହ୍ନୁ ଚରଣ ବେହେରା, ଜିଲ୍ଲା କୃଷକ ମୋର୍ଚ୍ଚା ର ଆବାହକ ଅଶୋକ ରାଉଳ,ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ରତିକାନ୍ତ ନାୟକ, ମନୋଜ ଭଳ, ଦୈତାରୀ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର):ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ,ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’ ।ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛିକି,ଆଜି ମଧ୍ୟରାତ୍ରରେ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍‌ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ। ଆଜି ଭୋର ସାଢ଼େ ୫ଟା ସୁଦ୍ଧା ବାତ୍ୟା ‘ଗୁଲାବ’ ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣପୂର୍ବରେ ୨୭୦ କିଲୋମିଟର ଦୂରରେ ରହିଛି। ଏହା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ଥିବା ବେଳେ ଗତ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନାନୁଯାଇ,ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ସନ୍ଧ୍ୟାରେ ବାତ୍ୟାର ରୂପନେବ।ଆସନ୍ତାକାଲି ସନ୍ଧ୍ୟାରେ ଏହା ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ।ଏହିଗଭୀର ଅବପାତଟି ବାତ୍ୟାରେ ପରିଣତ ହେଲେ ତା’ର ନାଁ ‘ଗୁଲାବ’ ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତିକି,ଗତକାଲି ସୃଷ୍ଟି ହୋଇଥିବା ଅବପାତଟି ଆଜି ସକାଳେ […]

ବାସ୍ତବବ୍ୟୁରୋ:ଆଜି ସକାଳ କେନ୍ଦୁଝର ବାସୀଙ୍କ ପାଇଁ ଲୁହଭିଜାର ସକାଳ ଥିଲା ।ପଞ୍ଚଭୂତରେ ବିଲୀନ ହୋଇଛି ଦୁଃସାହସୀ ତଥା ନିର୍ଭିକ ଯୁବ ସାମ୍ବାଦିକ ଅରିନ୍ଦମ ଦାସ। ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳା ନିକଟ ବୈତରଣୀ ନଦୀ କୂଳରେ ଅରିନ୍ଦମଙ୍କ ଶେଷକୃତ ସମ୍ପନ୍ନ ହୋଇଛି। ଏହି ସମୟରେ ଶୋକାକୂଳ ପରିବେଶ ନଦେଖିଲେ ବିଶ୍ୱାସ କରି ହେବନି,ସମସ୍ତଙ୍କ ଆଖିରେ ଲୁହର ବନ୍ୟା,ଯେପରିକି ନିଜ ଆତ୍ମୀୟଙ୍କୁ ହରାଇଛନ୍ତି ସମସ୍ତେ । ଆଜି […]

Pin It on Pinterest