ନୂଆଦିଲ୍ଲୀ:ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE-Main ର ଫଳାଫଳ ମଙ୍ଗଳବାର ରାତିରେ ଘୋଷଣା କରାଯାଇଥିଲା ଯେଉଁଥିରେ ମୋଟ ୪୪ ଜଣ ପ୍ରାର୍ଥୀ ୧୦୦ପ୍ରତିଶତ ସ୍କୋର କରିଥିଲେ। ୧୮ ଜଣ ପ୍ରାର୍ଥୀ ଶୀର୍ଷ ମାନ୍ୟତା ପାଇଛନ୍ତି | ମଙ୍ଗଳବାର ରାତିରେ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏହି ବର୍ଷଠାରୁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସ୍କୋରରେ ଉନ୍ନତି ଆଣିବାକୁ ସୁଯୋଗ ଦେବା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) – ବର୍ଷକୁ ଚାରିଥର […]
ରାଜ୍ୟ
ନୂଆଦିଲ୍ଲୀ(ବାସ୍ତବବ୍ୟୁରୋ):ବରଗଡ଼ ଜିଲ୍ଲା ଲାଉମୁଣ୍ଡାର ଡଃ ଛବିଳ କୁମାର ମେହେର ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ହିନ୍ଦୀ ଦିବସ ସମାରୋହ ୨୦୨୧ରେ ରାଜଭାଷା ଗୌରବ ପୁରସ୍କାର ୨୦୧୯-୨୦ ପାଇଁ ପାଇଛନ୍ତି । ଡଃ ମେହେରଙ୍କ ଦ୍ବାରା ରଚିତ ହିନ୍ଦୀ ପୁସ୍ତକ “ଭାଷା ପ୍ରଯୁକ୍ତି ଅର ଅନୁବାଦ” ପାଇଁ ସେ ଏହି ସମ୍ମାନ ପାଇଛନ୍ତି । ଆଜି ଗୃହ ମନ୍ତ୍ରାଳୟର ଅଫିସିଆଲ୍ ଲାଙ୍ଗୁଏଜ ବିଭାଗ ଦ୍ବାରା ଆୟୋଜିତ ହୋଇଥିବା ଏହି ଉତ୍ସବରେ,ଦିଲ୍ଲୀର ବିଜ୍ଞାନ […]
ଭୁବନେଶ୍ୱର(ବାସ୍ତବବ୍ୟୁରୋ): ୧୪/୦୯:ଭାରତୀୟ ଜନତା ପାର୍ଟି, ପିପିଲି ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ୨୦ ଜଣ ହେଭିୱେଟ୍ ନେତାଙ୍କୁ ନେଇ ପିପିଲି ରଣକ୍ଷେତ୍ରକୁ ଓଲ୍ହାଇବ ବିଜେପି। ବିଶେଷ କରି ଏହି ଷ୍ଟାର ପ୍ରଚାରକ ତାଲିକାରେ ରହିଛି ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାମ ।ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଜଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଏହି ପ୍ରଚାରକ ଲିଷ୍ଟରେ ସାମିଲ୍ ହୋଇଛନ୍ତି […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୦୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୭୨୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୨୯୦ଟି ଆକ୍ଟିଭ୍ କେସ୍ ରହିଛି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୩/୯- ଚାନ୍ଦବାଲି ଏନ ଏସିରେ ବିଧାୟକଙ୍କ ବାସଭାବନ ପରିସରରେ ବିଜେଡ଼ି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇ ଯାଇଛି । ଏହି ମିଶ୍ରଣ ପର୍ବରେ ତେନ୍ତୁଲିଡ଼ିହ ଫଚାୟତର କଣ୍ଡିଆସାହି , ଡିହବିଲ ଓ ତେନ୍ତୁଲିଡ଼ିହ ଗାଁରେ ୧୫ ପରିବାର ବିଧାୟକ ଡ଼ ବ୍ୟମୋକେଶ ରାଏଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବ ନେତା ତଥା ରାଜ୍ୟ ବିଜୁ ଯୁବଜନତା ଦଳର ସମ୍ପାଦକ ପ୍ରିନ୍ସ ରାକେଶ ନାୟକଙ୍କ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୩\୯-ଲଘୁଚାପ ଜନିତ ଲଗାଣବର୍ଷା ଓ ପବନ ଯୋଗୁ ଅଶାନ୍ତ ହୋଇଥିବା ସମୁଦ୍ରରୁ ଉଠି ଆସୁଛି ଉଚ୍ଚ ଜୁଆରପାଣି। ଯାହାର ପ୍ରଭାବରେ ତଳମୁଣ୍ଡରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଚାନ୍ଦବାଲି ଅଞ୍ଚଳର ବହୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଥିବା ବେଳେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚରୁ ପାଣି। ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯିବାରୁ ସକାଳ ପହିଲି […]
ଭୁବନେଶ୍ୱର(ବାସ୍ତବବ୍ୟୁରୋ):ବର୍ଷାରେ ବେହାଲ ଭୁବନେଶ୍ୱର,ଭାଙ୍ଗିଛି ୬୩ ବର୍ଷର ରେକର୍ଡ।ଏହି ବର୍ଷାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ତୁତୁ ମେ ମେ ।ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ,ଘେରିଛନ୍ତି ରାଜ୍ୟ ସରକାରଙ୍କୁ ।ରାଜ୍ୟ ସରକାର କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି? ପାଣି ନିଷ୍କାସନ ପାଇଁ କାହିଁକି ବ୍ୟବସ୍ଥା ହୋଇନାହିଁ? କାହିଁକି ୧୧୦ କୋଟି ଟଙ୍କା ଠିକ୍ ଭାବେ ଖର୍ଚ୍ଚ ହୋଇନାହିଁ?ରାଜନୈତିକ ଅଭିସନ୍ଧି ନୁହେଁ, ଜଣେ ନାଗରିକ ହିସାବରେ ମୋର ପଚାରିବାର ଅଧିକାର ରହିଛି।ମୋ’ ପରି […]
ଭୁବନେଶ୍ୱର(ବାସ୍ତବବ୍ୟୁରୋ):ଲଘୁଚାପ ଜନିତ ଲଗାଣ ବର୍ଷାରେ ଉବୁଟୁବୁ ଓଡିଶା ।ରାଜ୍ୟରେ ଗତକାଲି ଠାରୁ ଜାରି ରହିଛି ଲଗାଣ ବର୍ଷା ।ହେଲେ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନାନୁଯାଇ,ପୁଣି ଆସନ୍ତା ୧୭ ତାରିଖରୁ ହୋଇପାରେ ବର୍ଷା। ଶ୍ରୀ ମହାପାତ୍ର କହିଛନ୍ତି କି,ଉତ୍ତର ବଙ୍ଗୋପ ସାଗରରେ ୧୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଅଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୧୮ ତାରିଖ ସକାଳ ପାଖାପାଖି ଉତ୍ତର ଓଡ଼ିଶା […]
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)-ଭାରତୀୟ କ୍ରିକେଟରେ ହୋଇପାରେ ବଡ ପରିବର୍ତ୍ତନ।ଏମିତିବି ହୋଇପାରେ ବିରାଟ କୋହଲି ଟିମ୍ ଇଣ୍ଡିଆର ଏକମାତ୍ର ଅଧିନାୟକ ହୋଇ ନ’ ପାରନ୍ତି। ବିସିସିଆଇ ବର୍ତ୍ତମାନ ବିଭିନ୍ନ ଫର୍ମାଟ ପାଇଁ ବିଭିନ୍ନ କ୍ୟାପଟେନଙ୍କ ସିଦ୍ଧାନ୍ତ ଉପରେ କାମ କରୁଛି | ଯଦି ଏହା ଘଟେ, ତେବେ ରୋହିତ ଶର୍ମା ଏକଦିବସୀୟ ଏବଂ ଟି -୨୦ର ନୂତନ ଅଧିନାୟକ ହୋଇପାରନ୍ତି ଯେତେବେଳେ କି ବିରାଟ କୋହଲି କେବଳ ଟେଷ୍ଟ ଦଳର ପୁନଃଦାୟିତ୍। ଗ୍ରହଣ କରିବେ। […]
ବବିତା ସାମଲ(ଭଦ୍ରକ):୧୨/୦୯-ଆସିଯାଇଛି ପାର୍ବଣର ଋତୁ!ଏହି ଋତୁକୁ ସ୍ୱାଗତକରିବା ପାଁଇ ପ୍ରକୃତିରାଣୀ କାଶତଣ୍ଡି ଅବତରଣ କରିଛି ଧରାପୃଷ୍ଠରେ ।ଶରତ ଋତୁର ଆଗମନରେ ଏହି ଫୁଲ ପ୍ରଚୁରମାତ୍ରାରେ ଫୁଟିଥାଏ,ନଦୀ କୂଳରେ କାଶତଣ୍ଡି ପବନରେ ଦୋଳିଖେଳି ରାସ୍ତାରେ ଯାଉଥିବା ପଥିକକୁ ସ୍ୱାଗତ କରୁଥାଏ ।ଯେପରି ହସି ହସି ନଦୀପଠା, ବିଲହୁଡା ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରୁଥାନ୍ତି । ଯେପରି ମନେହୁଏ ପ୍ରକୃତିରାଣୀ କାଶତଣ୍ଡି ଫୁଲର ଗାଲିଚା ବିଛାଇ ଅନାଇରହିଛି ଦେବାଦେବୀଙ୍କ ଆଗମନକୁ ।”କଥାରେ […]


