ଦୀପକ ସାହୁ(କଳାହାଣ୍ଡି)କୋକସରା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଶୁକ୍ରବାର ବିଲମ୍ବିତ ରାତିରେ ୩ଜଣ ଗଞ୍ଜେଇ ବେପାରି କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ଏକ ବୋଲେରୋ ଗାଡି କୁ ଜବତ କରିଛି । ତେବେ ବୋଲେରୋ ଡ୍ରାଇଭର ଫେରାର ମାରିଥିବାବେଳେ ଆସନ୍ତା କାଲି ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଗିରଫ ୩ଜଣ ହେଲେ କୋରାପୁଟ ଜିଲ୍ଲା […]

ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଳକ୍ ଅନ୍ତର୍ଗତ ବଡ଼ବେତରା ପଞ୍ଚାୟତ ଭାରିଗୋଳ ଗ୍ରାମର ବୁଢ଼ା ମହାପୁରୁଷଙ୍କ ପୀଠ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗରଦପୁର ର ତହସିଲଦାର ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଗ୍ରାମବାସୀ ଙ୍କ ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ବେହେରା ପ୍ରଶଂସା କରିଥିଲେ। ଗ୍ରାମର ସମାଜସେବୀ ସୁଶାନ୍ତ କୁମାର ବାରିକ ଏହି କାର୍ଯ୍ୟକ୍ରମର ଦାୟିତ୍ଵ ନିର୍ବାହ କରିଥିଲେ। […]

ଭୁବନେଶ୍ବର: ସେପ୍ଟେମ୍ବର ୧ ଯାଏଁ ଆଂଶିକ ଲକଡାଉନ ।ପ୍ରାହତ୍ତମ ଥର ପାଇଁ ୧୪ ଦିନି ପରିବର୍ତେ ୧ ମାତ୍ସପାଇଁ ଜାରିହେଲା ଗାଇଡ଼ ଲାଇନ । ଏସ୍‌ଆରସି ପ୍ରଦୀପ ଜେନା ଅଗଷ୍ଟ ଗାଇଡଲାଇନ୍‌ ନେଇ ସୂଚନା ଜାରି କଲେ । ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ରହିଥିବାବେଳେ,କଟକ ଏବଂ ଭୁବନେଶ୍ବରରେ ସ୍ଥିତି ଏତେଟା ଉଦବେଗଜନକ ନୁହେଁ ବୋଲି କହିଲେ ଏସ୍‌ଆରସି । ସେପ୍ଟେମ୍ବର ୧ ତାରିଖ ଯାଏଁ ୩ ଜିଲ୍ଲାରେ […]

ଦୀପକ କୁମାର ସାହୁ (କଳାହାଣ୍ଡି)ଭାଙ୍ଗିଲା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ |ଚିନ୍ତା ରେ ଚାଷି ଚଳିତ ବର୍ଷ ଠାରୁ ଇନ୍ଦ୍ରାବତୀ ରୁ ପ୍ରଥମ ଥର ପାଇଁ ଉଠା ଜଳସେଚନ ରେ କୋକସରା ଓ ଧର୍ମଗଡ ବ୍ଲକ ର ଅଣଜଳସେଚିତ ଚାଷ ଜମି କୁ ପାଣି ଯୋଗାଇବା ପାଇଁ ପାଣି ଛଡା ଯାଇଥିଲା |ହେଲେ ପ୍ରଥମ ବନ୍ୟାଜଳ ନିଷ୍କାସନ ରେ ହିଁ […]

ବବିତା ସାମଲ(ଭଦ୍ରକ)ମହାଳୟା ସମୟରେ ପିତୃ ପୁରଷଙ୍କୁ ପିଣ୍ଡଦାନ ଦେବା ପାଇଁ ଇଣ୍ଡିଆନ ରେଲୱେ କେ୍ଟେରିଙ୍ଗ ଏବଂ ଟୁ୍ରିଜିମ କରୋପରେସନ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି. ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ୨୫ ସେପ୍ଟେମ୍ବର ରୁ ସିକେନ୍ଦ୍ରାବାଦ ଠାରୁ ବାହାରି ଓଡିଶାର ୫ ଗୋଟି ଷ୍ଟେସନ ସହିତ ଭଦ୍ରକ ରେଳ ଷ୍ଟେସନ ଦେଇ ଯିବ. ଏହି ଟ୍ରେନ ଟି ବାରଣାସୀ, ପ୍ରୟାଗରଜ ଓ ଗାୟରେ ରହିବ ବୋଲି ଭଦ୍ରକ ଠାରେ […]

ବବିତା ସାମଲ(ଭଦ୍ରକ)ଆଜି ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଭଦ୍ରକ ଜିଲ୍ଲା ତରଫରୁ ଜିଲ୍ଲା ସବ ରେଜିଷ୍ଟ୍ରାର ଅଫିସ ରେ ଥିବା ବିଭିନ୍ନ ସମସ୍ୟା କୁ ନେଇ ସବ ରେଜିଷ୍ଟ୍ରାର ଅଫିସ ସାମନା(ଭଦ୍ରକ କୋର୍ଟ)ରେ ଏକ ଜନ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି |ଦାବି ଅନୁସାରେ ଭଦ୍ରକ ଜିଲ୍ଲାରେ କେହି ସବ ରେଜିଷ୍ଟ୍ରାର ଅଫିସର ନାହାନ୍ତି ।ତାହା ଫଳରେ ପ୍ରତ୍ୟେକ ଦିନ ୧୫୦/୨୦୦ ଲୋକ ଦଲିଲ ପାଇଁ ଆସୁଛନ୍ତି । ସେମାନଙ୍କ ପାଇଁ […]

ଦେବାଶିଷ ମିଶ୍ର(କଟକ)ଅଜଣା ଗାଡ଼ିଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । କଟକ ଜିଲ୍ଲା ଟାଙ୍ଗିଥାନା ଅନ୍ତର୍ଗତ କହ୍ନେଇ ପୁର ପଞ୍ଚାୟତ ବଡ଼ପୋଖରୀ ଗାଁର ସୁକାନ୍ତ ହେମ୍ରମ ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଅଜଣା ଗାଡ଼ିଧକ୍କା ଦେବାରେ ଘଟଣାସ୍ଥଳରେ ତାଙ୍କର ମୃତୁ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାବାସୀମାନେ ଭଗତପୁର ଠାରୁ ଓସିଏଲ ସିମେଣ୍ଟ କମ୍ପାନୀକୁ ଯାଇଥିବା ରାସ୍ତା ଅବରୋଧ କରିବା ସହ ସେଠାରେ ଉତ୍ତେଜନା […]

ଦେବାଶିଷ ମିଶ୍ର(କଟକ) କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ ଟାଙ୍ଗୀ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଷ୍ଟାର କୃଷି ବିକାଶ କେନ୍ଦ୍ରର ସୁଭ ଉଦ୍ଘାଟନ ଜେନେରାଲ ମ୍ଯାନେଜର ଶ୍ରୀ ପ୍ରିୟବ୍ରତ ପଟନାୟକଙ୍କ ଦ୍ୱାରା ହୋଇଯାଇଛି।କୃଷି ଋଣ ର ପାଧାନ୍ୟତା କୁ ଦୃଷ୍ଟି ରେ ରଖି ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଏହି ଷ୍ଟାର କୃଷି ବିକାଶ କେନ୍ଦ୍ର ର ଶୁଭ ଆରମ୍ଭ କରା ଯାଉଛି। ଶ୍ରୀ ପଟନାୟକ କହିବା […]

ବାସ୍ତବବ୍ୟୁରୋ:(ମାଲକାନଗିରି)ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା lଏକ ଭିଡ଼ିଓ କନ୍ଫରେସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପାଇଲଟ ପ୍ରୋଜେକ୍ଟ ରୂପେ ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ମାଲକାନଗିରି ଜିଲ୍ଲାର ୧ ଲକ୍ଷ ୫୭ ହଜାର ୮୩ ଗୋଟି ପରିବାରର ୫ ଲକ୍ଷ ୪୬ ହଜାର ୫ ଶହ ୧ ଜଣ ହିତାଧିକାରୀ ଉପକୃତ ହେବେ ଓ […]

ଦୀପକ କୁମାର ଖଣ୍ଡେୱାଲ (ସୋର)ନାବାଳିକାକୁ ପ୍ରେମ ଜାଲରେ ଫସାଇ ବାବାହାର ପ୍ରତିଶ୍ରୁତି ଦେଇ ଗୋଟିଏ ଅଜଣା ଘରେ ନାବାଳିକା ଜଣକୁ ରଖିଲା ପ୍ରେମିକ ପ୍ରବର ଯୁବକ । ସେଠାରେ ୧୦ ଦିନ ଧରି ନାବାଳିକାକୁ ହେଲା ଗଣ ଦୁଷ୍କର୍ମ । ଜଣେ କି ଦୁଇ ଜଣ ନୁହଁ, ୬ ଜଣ ଯୁବକ ନାବାଳିକାକୁ ଗଣ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏହା ଚର୍ଚ୍ଚାର […]

Pin It on Pinterest