କାର୍ଗିଲ ସହିଦ ଦିବସ , ଦେଶ ପାଇଁ ପ୍ରାଣବଳୀ ନେଇଥିଲେ ଭଦ୍ରକ ଜିଲ୍ଲାର ଏକମାତ୍ର କାର୍ଗଲ ସହିଦ ନିରଞ୍ଜନ ବେହେରା , ୨୨ ବର୍ଷ ପରେ ଆରମ୍ଭ ହୋଇ ପାରିଲାନି ତାଙ୍କର ସ୍ମୃତି ପିଠର ନବୀ କରଣ କାର୍ଯ୍ୟ ଦେବକାନ୍ତ ମହାନ୍ତି, (ଚାନ୍ଦବାଲି), ବିଦେଶୀ ପାକିସ୍ତାନୀ ସେନାଙ୍କ କବଳରୁ ଭାରତର କାର୍ଗଲ ରଣକ୍ଷେତ୍ରରୁ ମୁକୁଳାଇବା ପାଇଁ ଶତ୍ରୁ ଗୁଳିରେ ଯେଉଁ ବୀର ଯବାନ ମାନେ ଶହୀଦ ହୋଇଗଲେ ସେମାନଙ୍କ ମଧ୍ୟରୁ […]

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି)ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ ବାଘନଟା ଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି, ବିଦ୍ୟୁତ ଆଘାତରେ ଲାଗିବାରୁ ଯୁବକ ଗୁରୁତର ହୋଇପଡିଥିଲେ ,ପରିବାର ଲୋକେ ଏକ ଅଟୋ ସାହାଯ୍ୟ ରେ ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ମୃତ ଘୋଷଣା କରିବା ପରେ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତ […]

ପ୍ରଭାତ କୁମାର ସାହୁ(ସାକ୍ଷୀଗୋପାଳ) ଦୀର୍ଘଦିନର ଅପେକ୍ଷା ପରେ ୨୬ ତାରିଖରୁ ଖୋଲିଲା ସ୍କୁଲ । ଏଥର କିନ୍ତୁ କୋଭିଡ କଟକଣାକୁ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ଏହିପରିପେକ୍ଷୀରେ ପୁରୀ ଜିଲ୍ଲାର ସତ୍ୟବାଦୀ ରେ ବିଭିନ୍ନ ବିଦ୍ୟାଳୟ ଏବେ ଖୋଲିଛି । ସ୍କୁଲରେ ମନିଟରିଙ୍ଗ  ଟିମ୍‌ ଗଠନ କରାଯାଇ ପିଲାଙ୍କ ଉପରେ ନଜର ରଖାଯାଉଛି ।ନବମ ଶ୍ରେଣୀ ରୁ ପାସ୍‌ ହୋଇ ଦଶମ ଶ୍ରେଣୀ ରେ ପାଦ ଥାପି […]

ପ୍ରଭାତ ସାହା (ମାଲକାନଗିରି) ୨୬/୦୭ ଦେଶ ତଥା ସାରାବିଶ୍ୱ କରୋନା କରାଳ ଛାୟାରେ ଭୟଭୀତ ରହିଥିବା ବେଳେ ଆଜି ସ୍ଥାନୀୟ ଡେଲି ମାର୍କେଟ ଛକ ଠାରେ ଏକ ପିସ୍ତା ବାଦାମ ଵୃକ୍ଷ ରୋପଣର ଏକ ବର୍ଷ ପୂର୍ତ୍ତି ଅବସରରେ ଵୃକ୍ଷଟିର ଜନ୍ମଦିବସ କୁ ପାଳି ସମାଜକୁ ପରିବେଶୀୟ ବାର୍ତା ଦେଇଛନ୍ତି ବୋଲବମ ଭକ୍ତ ଏବଂ ବ୍ୟବସାୟୀ ଗଣ । ସମଗ୍ର ବିଶ୍ୱରେ କରୋନା ମହାମରୀ ୨ରେ ସାରାଦେଶରେ ଅମ୍ଳଜାନର ଅଭାବ […]

ବାସ୍ତବବ୍ୟୁରୋ;(ଭୁବନେଶ୍ୱର)ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘ ପକ୍ଷରୁ ପୋଲିସ ଡିଜିପିଙ୍କୁ ସ୍ମାରକ ପତ୍ର ପ୍ରଦାନ। କେନ୍ଦ୍ରାପଡା ରେ କାର୍ଯ୍ୟରତ ସାମ୍ବାଦିକକୁ ମାଡ଼ ମାରିଥିବା ମହିଳା କନେଷ୍ଟବଳକୁ ତୁରନ୍ତ ଚାକିରୀରୁ ବହିଷ୍କାର କରିବା ,ସହିତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବିରେ, ସୋମବାର ଦିନ ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘ ,କଟକ ସହର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଏବଂ ରାଜ୍ୟ ଛାତ୍ର କଂଗ୍ରେସ […]

ଶ୍ରାବଣ ସୋମବାରରେ ଖାଁ ଖାଁ ବାବା ଆଖଣ୍ଡଳମଣିଙ୍କ ପୀଠ ।କୋଭିଡ କଟକଣା ପାଇଁ ଲାଗି ହେବନି ବୋଲବମ ଭକ୍ତଙ୍କ ଜଳ। ରୀତିନୀତି ଅନୁଯାୟୀ ସୀମିତ ସେବାୟତଙ୍କ ଦ୍ବାରା ଚାଲିଛି ଶ୍ରାବଣୀ ନୀତିକାନ୍ତି ଓ ଜଳାଭିଷେକ।ଜିଲା ପ୍ରଶାସନ ପକ୍ଷରୁ ପୀଠରେ କଡା ସୁରକ୍ଷା ଜାରୀ । ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଶ୍ରାବଣ ପ୍ରଥମ ସୋମବାର ନୀତି ସମାପନ ହୋଇଥିବା ବେଳେ ଆଜି […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୩୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୫୭୪କୁ ବୃଦ୍ଧି ପାଇଛି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୯୧୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୩୮୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୪୫୧୭୭ ଜଣ ସୁସ୍ଥ […]

ଭଦ୍ରକ:(ଶୁଭ୍ରକାନ୍ତ ଶୁଭ୍ରକାନ୍ତ )୨୫/୦୭:- ଦିନକୁ ଦିନ ସମାଜରେ ନିଶା ବ୍ୟାପାର ବଢ଼ିବାରେ ଲାଗିଛି ତାହାର ଫାଇଦା ଉଠାଇ ଏ ଯୁବ ସମାଜ ନିଶାସେବନ ଓ ନିଶାକାରବାରରେ ମସଗୁଲ ରହୁଥିବା ଦେଖିବାକୁ ମିଳୁଛି |ପ୍ରତ୍ବେକ ଦିନ ଗଣମାଧ୍ୟମ ଜରିଆରେ ବ୍ରାଉନ ସୁଗାର ହେଉ ବା ମଦ ବହୁଳ ମାତ୍ରାରେ ଜବତ କରାଯାଉଛି | ୨୦୨୧ମସିହାରେ ଭଦ୍ରକ ଜିଲ୍ଲାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ୱାବଧାନରେ ବହୁଳ ମାତ୍ରାରେ ଧଳା ଜହର ଜବତ ହୋଇଛି […]

ପ୍ରଭାତ କୁମାର ସାହୁ(ସାକ୍ଷୀଗୋପାଳ)ପୁଅ ଜନ୍ମରେ ହସିଉଠେ ମୁଖ୍ୟତ ଦୁଇଟି ପରିବାର,ପୁଅର ଅଲି ଅଝଟ ବାପ ମା’ଙ୍କ ଜୀବନର ପରିପୂର୍ଣ୍ଣତା ଆସେ |ହେଲେ ସେ ପୁଅ ବାପା ହେବାପରେ ବାପ ପରହୋଇଯାଏ | ବାପା କୁ କେବଳ ବାପା ମାନେ ବୁଝି ପାରନ୍ତି |ବର୍ତ୍ସମାନ ପିଢିଙ୍କ ପାଇଁ ବାପା ଡାଡି ହେଇଯିବାପରେ,ଜୀବନର ଅପରାହ୍ନରେ ବାପାମାନେ ନିରୋଳାରେ କେବଳ ଲୁହ ଗାଡ଼ାଇବା ସାର | କହିବାର ତାତ୍ପର୍ଯ୍ୟ ଏମିତି ଏକ ବାପାଙ୍କୁ ନେଇ […]

ପ୍ରଭାତ ସାହା(ମାଲକାନଗିରି)୨୫ା୭ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଭାବେ ପରିଗଣିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଜିଲ୍ଲା ରେ କାର୍ଯ୍ୟରତ ୩ ପ୍ରମୁଖ ସାମ୍ବାଦିକ ସଙ୍ଘର କର୍ମକର୍ତ୍ତା । ଗଣମାଧ୍ୟମ ପ୍ରତିନିଧିମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ ବିଫଳତା, ଲୋକଙ୍କ ସମସ୍ୟା ସମ୍ବନ୍ଧରେ ଦିନରାତି କଷ୍ଟ କରି କୋଟି କୋଟି ଲୋକଙ୍କୁ ଦେଶ […]

Pin It on Pinterest