ଦୀପକ କୁମାର ସାହୁ(କଳାହାଣ୍ଡି) ଭିଜିଲାନ୍ସ ଜାଲରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ କଲେଜ ର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରାୟ ଆଜି ତାଙ୍କ ବାସଭବନରେ ଭିଜିଲାନ୍ସ ବିଭାଗର ଚଢ଼ାଉ। ଭବାନୀପାଟଣା ସମେତ ଝାରସୁଗୁଡା ବାସଭବନ ସମେତ ୬ ଟି ସ୍ଥାନରେ ଏକା ସାଙ୍ଗରେ ଭିଜିଲାନ୍ସ ର ଚଢ଼ାଉ ଜାରି ରହିଛି। ଝାରସୁଗୁଡା ଏଲ.ଏନ୍. କଲେଜ ପାଖ ବାସଭବନ ସମେତ ଆଉ ଏକ […]
ରାଜ୍ୟ
ଦେବିକାନ୍ତ ମହାନ୍ତି,(ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ବିଜେପି ପକ୍ଷରୁ ଆଜି ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଅହେତୁକ ବିଦ୍ୟୁତ୍ ଶୁକ୍ଳ ବୃଦ୍ଧି ଓ ଅଘୋଷିତ ବିଜୁଳି କାଟ ଓଲୋ ଭୋଣ୍ଟେଜ ପ୍ରତିବାଦରେ ବିଜେପି ଦଳ ପ୍ରତିବାଦ କରିବାସହ ଦଳୀୟ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ଆସି ବିଦ୍ୟୁତବିଭାଗର ଅଧିକାରୀଙ୍କୁ ମହାମହିମ ରାଜ୍ୟପାଳଙ୍କ ଉଦଶ୍ୟରେଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିବାଦ ସଭାରେ ବିଜେପିର ଦଳର ଜିଲ୍ଲା ଉପସଭାପତି କମଳାକାନ୍ତ […]
ମାଲକାନଗିରି:(ନି.ପ୍ର)ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଅମଗୁଡା ଗ୍ରାମ ପଞ୍ଚାୟତ ମାରକାମଗୁଡା ଗ୍ରାମର ରାମ ବାରିକଙ୍କ ୧୪ ବର୍ଷର ଝିଅ ଲଳିତା ବାରିକର ,ନକଲି ଡାକ୍ତର ପାଇଁ ଚାଲିଗଲା ଜୀବନ | ଲଳିତାର ପେଟ କାଟିବାରୁ ସେ ମାଥିଲି ବସ ଷ୍ଟାଣ୍ଡ ନିକଟ ଶ୍ରୀରାମ ଔଷଧ ଦୋକାନ ନାମକ ଏକ ଦୋକାନକୁ ଔଷଧ ନେବାପାଇଁ ଆସିଥିଲେ। କିନ୍ତୁ ଷ୍ଟୋର ମାଲିକ ତାଙ୍କୁ ଏକ ଇଂଜେକସନ ଦେଇଥିଲେ। ତା ପରେ ଲଳିତାଙ୍କ […]
ଚାନ୍ଦବାଲି ବ୍ଲକ କାଣ୍ଡଗରଡ଼ି ପଂଚାୟତ ତେନ୍ତୁଲା ଗାଁରେ ଭୁଲ ଇଞ୍ଜେକସନ ସହ ଡ଼ାକ୍ତରଙ୍କ ଅବହେଳେ ପାଇଁ ବାଳକମୃତ୍ୟୁ ଅଭିଯୋଗ । ଡ଼ାକ୍ତରଖାନାରେ ଚାପ ଉତେଜନା ଜାରୀ । ଦେବକାନ୍ତ ମହାନ୍ତି(ଚାନ୍ଦବାଲି)ଚାନ୍ଦବାଲି ମେଡ଼ିକାଲରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି, କାଣ୍ଡଗରଡ଼ି ପଂଚାୟତ ତେନ୍ତୁଲା ଗାଁରେ ଜଣେ ୮ ବର୍ଷର ବାଳକକୁ ଜ୍ଵର ହୋଇ ଥିବାରୁ ପରିବାର ଲୋକେ ପ୍ରଥମେ ଓରାସାହି ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଏକ ମେଡ଼ିସନ ଷ୍ଟୋରରୁ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ରାଜ୍ୟ ସରକାରଙ୍କ ଯୋଜନା ପରେ ଯୋଜନା କେବଳ ପ୍ରଚାର ପ୍ରସାରରେ ରହିଯାଉଛି ପ୍ରକୃତ ଲୋକଙ୍କ ପାଖରେ ପହଂଚି ପାରୁନି |ଦେଶକୁ ଆହାର ଯୋଗାଉଥିବା କୃଷକ ସବୁବେଳେ ଅବହେଳିତ,କାଳିଆ ବଳିଆ ଯେତେ ଯୋଜନା ଆସିଲେବି ପହଂଚି ପାରୁନି ଚାଷୀ ଙ୍କ ନିକଟରେ |ମୁଣ୍ଡଝାଳ ତୁଣ୍ଡରେ ମାରି ଅମ୍ଳ କରୁଥିବା ଫସଲ ଗଣ୍ଡାକର ପାଉନି ଉଚିତ ମୂଲ୍ୟ |ଏହି ପରିପେକ୍ଷୀରେ ଆଜି,ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ବଜାରରେ ମୁଖ୍ୟ ରାସ୍ତା […]
ବାସ୍ତବ ବ୍ୟୁରୋ (ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧୧୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୫୯୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୦୩୮୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୩୦୪୧୮ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ରାଜ୍ୟ ପାଇଁ ଶୁଭ ସୂଚକ, ଜୁଲାଇ ୧୧ରେ ୧୯୯୩ ଜଣ ଓ ଜୁଲାଇ ୧୨ରେ ୧୯୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ,ଏବେ ଗତ ୨୪ ଘଣ୍ଟାରେ ଅର୍ଥାତ୍ ଜୁଲାଇ ୧୮ରେ ରାଜ୍ୟରେ ଏହି ସଂକ୍ରମିତଙ୍କ ସଂଖ୍ୟା ପୁଣି ୨ ହଜାର ତଳକୁ ଆସିଛି ।ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୬୯୩ […]
ବାସ୍ତବବ୍ୟୁରୋ:(ମାଲକାନଗିରି) ମାଲକାନଗିରି ଜିଲ୍ଲା ର ବାଲିମେଳା ଏନ ଏ ସି ଅଧିନସ୍ଥ ଏକ ନମ୍ବର ୱାର୍ଡ ରେ ଆଜି ସକାଳ ୧୧ଟା ସମୟରେ ଘଟି ଯାଇଛି ଏକ ଅଭାବନିୟ ଘଟଣା । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ପୋଡିଗଲା ସମ୍ପୂର୍ଣ ଘର ସହ ସମସ୍ତ ଅସବାବପତ୍ର । ମିଳିଥିବା ସୂଚନା ଅନୁଯାୟୀ ବାଲିମେଳା ଏନ ଏ ସି ସ୍ଥିତ ୧ ନ ୱାର୍ଡ ର ବାସିନ୍ଦା ମାଧବ ବାଜିଙ୍ଗ […]
ବବିତା ସାମଲ(ଭଦ୍ରକ) ଭଦ୍ରକ ପୌରପାଳିକା ଅଧୀନରେ ଥିବା ୧୩ ନମ୍ବର ୱାର୍ଡର ଜଗନ୍ନାଥ କଲୋନୀରେ ନୂତନ ରାସ୍ତା ନିର୍ମାଣକୁ ଜଣେ ମୁଷ୍ଟିମେୟ ଲୋକ ବିରୋଧ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି |ଜଗନ୍ନାଥ କଲୋନୀରେ ଡ୍ରେନ ଓ ପକ୍କା ରାସ୍ତା ନିର୍ମାଣ ପାଇଁ ପ୍ରତାପ ପଟନାୟକଙ୍କ ଘର ଠାରୁ ଚିତ୍ତରଞ୍ଜନ ନାୟକଙ୍କ ଘର ପର୍ଯ୍ୟନ୍ତ ସରକାରଙ୍କ ଅନୁଦାନରୁ ଏକ ପ୍ରକଳ୍ପ ମଂଜୁର ହୋଇଥିଲା ଯାହାକୁ ଭଦ୍ରକ ବିଧାୟକ ମୋହଦୟମଧ୍ୟ ଭିତ୍ତିପ୍ରସ୍ଥର […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୧୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦୫୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୪୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୨୮୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୨୭୯୭୬ ଜଣ ସୁସ୍ଥ […]