ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୩୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୫୧୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୭୫୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୯୧୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୪୩୦୬୯ ଜଣ ସୁସ୍ଥ […]

ବାସ୍ତବବ୍ୟୁରୋ:ବାଲେଶ୍ୱର ପ୍ରତି ମିନିଟରେ ୫୦ ଜଣ ନବଜାତ ଶିଶୁକୁ ଜନ୍ମ ଦେଉଥିବା ଭାରତ ବର୍ତ୍ତମାନ ଏକ ଭୟଙ୍କର ଜନ ବିସ୍ଫୋଟ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି।ଭାରତ ସ୍ୱାଧୀନତା ପାଇବା ପରେ ୩୬ ୧୪୦ ୫୦ କୋଟି ଜନ ସଂଖ୍ୟା ଥିବା ଦେଶ ବର୍ତ୍ତମାନ ୧୪୦ କୋଟିରୁ ଅଧିକ ଜନସଂଖ୍ୟାକୁ ବୃଦ୍ଧି ହୋଇଛି।ଭାରତ ବର୍ଷରେ ଯାବତୀୟ ସମସ୍ୟା, ପାନୀୟ ଜଳ ଠାରୁ ଆରମ୍ଭ କରି ବେକାରୀ ସମସ୍ୟା ପର୍ଯ୍ୟନ୍ତ, ପର୍ଯ୍ୟବରଣ […]

(ନିଶ୍ଚିନ୍ତକୋଇଲି)ଅନଲାଇନ କ୍ଲାସ କରିବାକୁ ଆସି ଗତ କାଲିଠାରୁ ନିଖୋଜ ଥିବା ସାଇ କୃଷ୍ଣ ଙ୍କ ମୃତ ଦେହ ମହାନଦୀ ରେ ଭାସୁଥିବା ଦେଖିବାକୁ ମିଳିଛି। ସାଇ କୃଷ୍ଣ ଙ୍କ ପିତାଙ୍କ ନାମ ବରଦା ମିଶ୍ର ଘର ଜଗତସିଂହପୁର ଜିଲ୍ଲା ପାଲି ପଞ୍ଚାୟତ। ସେ ଏବଂ ତାଙ୍କ ପରିବାର ଉତ୍ତରକୁଳ ରେ ଏକ ଭଡା ଘରେ ରହି ଉତରକୁଳ ହାଇ ସ୍କୁଲ ରେ ନବମ ଶ୍ରେଣୀ ପାଠ ପଢୁଥିବା ବେଳେ ତାଙ୍କ […]

ବାସ୍ତବବ୍ୟୁରୋ:(ଭଦ୍ରକ)ଧାରୁଆ ମାରଣାସ୍ତ୍ର ରେ ମହିଳା ଙ୍କୁ ପିଟି ପିଟି ହତ୍ୟା, କୁରାଢ଼ୀ ସାହାଯ୍ୟରେ ଅତି ନୃଶଂସ ଭାବେ ମହିଳା ଙ୍କ ମୁଣ୍ଡ କୁ ଛେଚି ହତ୍ୟା । ମୃତ ମହିଳା ଜଣଙ୍କ ହେଲେ ଛବିଲତା ସାହୁ। ପର କିୟା ପ୍ରୀତି ସନ୍ଦେହ ରେ ସ୍ୱାମୀ ଏଭଳି ଅମାନୁଷିକ ଭାବେ ସ୍ତ୍ରୀ କୁ ମାରିଥିବା ସନ୍ଦେହ କରାଯାଉଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା କାଉପୁର ପଞ୍ଚାୟତ ଏଡା ଦେଇ ଗ୍ରାମର ଗୋବିନ୍ଦ ସାହୁ […]

ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା,ଭୁବନେଶ୍ୱର) ଗତ ଏପ୍ରିଲ ୧୦ ତାରିଖରେ କମିଶନରେଟ୍ ପୁଲିସ ଆଖିରୁ ନିଦ ହଜାଇ ହଜାଇ ଦେଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ପୁଲିସକୁ ପୁଣି ଚକମା ଦେଇ ଖସି ପଳାଇବାକୁ ଉଦ୍ୟମ ବେଳେ ପୁଲିସ ଗୁଳିରେ ନିହତ ।କେନ୍ଦ୍ରାପଡାରେ ଜଣେ ରିକ୍ସା ଚାଳକରୁ ପରେ ଟପ୍ ଗ୍ୟାଙ୍ଗଷ୍ଟରର ପାଲଟିଥିବା ହାଇଦରର ଅପରାଧ ସାମ୍ରାଜ୍ୟର ଅନ୍ତ ଘଟିଛି । ଆଜି ଚୌଦ୍ୱାର ଜେଲରେ କଡ଼ା ସୁରକ୍ଷାରେ ଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ବାରିପଦା ଜେଲକୁ […]

ବବିତା ସାମଲ (ଭଦ୍ରକ):କୃଷି ଜାତ ସାମଗ୍ରୀ ର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଆଇନ ପ୍ରଣୟନ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ର ଦର ନିୟନ୍ତ୍ରଣ କରିବା,ଶ୍ରମିକ ବିରୋଧୀ ୪ ଟି ଶ୍ରମକୋଡ,କୃଷକ ବିରୋଧୀ ୩ ଟି କୃଷି ଆଇନ, ବିଦ୍ୟୁତ ଘରୋଇକରଣ ବିଲ- ୨୦୨୦ ବାତିଲ କରିବା, କୃଷି ଜାତ ସାମଗ୍ରୀ ର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଆଇନ ପ୍ରଣୟନ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ର ଦର ନିୟନ୍ତ୍ରଣ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୬୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୫୭୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୦୧୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୪୧୨୦୪ ଜଣ ସୁସ୍ଥ […]

ପ୍ରଭାତ ସାହା (ମାଲ୍କାନଗିର)ଭାରତୀୟ ମଜଦୂର ସଂଘ ର ୬୭ତମ ସ୍ଥାପନା ଦିବସ ଅବସରରେ ଭାରତୀୟ ମଜଦୂର ସଂଘ ମାଲକାନଗିରି ଜିଲ୍ଲା ପକ୍ଷରୁ କୋରୁକୋଣ୍ଡା ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ମଜଦୂର ସଂଘ ଏକ ରାଷ୍ଟ୍ରବାଦୀ ସଂଘ ହିସାବରେ ସମାଜର ଶୋଷିତ , ପିଡୀତ, ନିଷ୍ପେସିତ ଲୋକଙ୍କ ପାଇଁ ସବୁବେଳେ ଲଢେଇ ଜାରି ରଖିଛି।ଏହି କାର୍ଯ୍ୟକ୍ରମ ରେ ଭାରତୀୟ ମଜଦୂର ସଂଘ ର […]

ବବିତା ସାମଲ(ଭଦ୍ରକ) ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କଲ୍ୟାଣୀ ନଗରୀ ଗ୍ରାମର ବ୍ରାହ୍ମଣ ଶାସନ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | କଲ୍ୟାଣୀ ଶାସନ ରେ ଥିବା ପ୍ରସନ୍ନ ପଣ୍ଡା ଙ୍କ ଧର୍ମ ପତ୍ନୀ ଶାନ୍ତିଲତା ପଣ୍ଡା ଙ୍କ ମୃତ ଦେହ ଘରପାଖ ବାଡ଼ି ପୋଖରୀରୁ ମିଳିଛି ଯାହାକୁ ନେଇ କଲ୍ୟାଣୀ ଶାସନ ରେ ଶୋକର ଛାୟା ଖେଳିଯାଇଛି […]

ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଟାଙ୍ଗୀ ଥାନା ଅନ୍ତର୍ଗତ ଭଟିମୁଣ୍ଡା ରାସ୍ତାର ମେଣ୍ଢାଖାଇ ପୋଲ ନିକଟରୁ ହୋଇଛି ଏକ ବଡ଼ ଧରଣର ଲୁଟ୍ ।ସୂଚନା ଅନୁସାରେ ଚୌଦ୍ୱାର ମୁଣ୍ଡମାଳ ସ୍ଥିତ ଉଜ୍ଜୀବନ ଫାଇନାନ୍ସ କମ୍ପାନୀ ର ଜଣେ କର୍ମଚାରୀ ଟଙ୍କା ନେଇ ବାଇକ୍ ରେ ଆସିବା ବାଟରେ ଦୁଇ ଜଣ ଯୁବକ କଳା ପଲସର୍ ବାଇକ୍ ରେ ଆସି ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ କରି ଘଟଣା ସ୍ଥଳରୁ ଫେରାର […]

Pin It on Pinterest