ଶାନ୍ତନୁ ପଣ୍ଡା(ବିନିକା) ଗତ ଜୁଲାଇ ମାସ ୨୯ ତାରିଖ ରେ ଭାରତ ସରକାର ନୂତନ ଶିକ୍ଷାନୀତି ୨୦୨୦ ରେ ବ୍ୟାପକ ପରିବର୍ତ୍ତନ ଆଣିଥିଲେ। ଏହି ଶିକ୍ଷାନୀତି ରେ ସାଙ୍କେତିକ ଭାଷାକୁ ମାଧ୍ୟମିକ ଶିକ୍ଷା ରେ ଅନ୍ତର୍ଭୁକ୍ତ କରିବା ନିଷ୍ପତି ଲକ୍ଷ ଲକ୍ଷ ଶ୍ରବଣ ବାଧିତ ଛାତ୍ର ଛାତ୍ରୀ ମାନଙ୍କ ଠାରେ ନୂତନ ଉତ୍ସାହ ଏବଂ ଉନ୍ମାଦନା ଖେଳାଇ ଦେଇଛି।କିନ୍ତୁ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ନୂତନ ସାଙ୍କେତିକ […]

ଦେବକାନ୍ତ ମହାନ୍ତି,ଚାନ୍ଦବାଲି, ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତ ରେ ଓଡିଶା ସରକାରଙ୍କ ପାନୀୟ ଜଳ ଯୋଗାଣ ବିଭାଗ ର ସହାୟକ ସଂସ୍ଥା ଗ୍ରାମ ଉତ୍ ଥାନ (ଆଇ.ଏସ.ଏ)ତରଫରୁ ଗ୍ରାମ୍ଯ ପାନୀୟଜଳ ଯୋଗାଣ କାର୍ଯକାରିତା ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନା ର ପ୍ରଥମ ବୈଠକ ଆଜି ଚାନ୍ଦବାଲି ଭାଟପଡା ଶେରପୁର କମ୍ୟୁନିଟି ସେଣ୍ଟର ପରିସରରେ ଆୟୋଜିତ ହୋଇଥିଲା, ଏହି ବୈଠକରେ ଭାଟପଡା ପଞ୍ଚାୟତ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦିଗଛିଆ ମୁନିପଡିଆ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା, ଏହି ସଭାରେ ଡ୍ରାଇଭର ମହାସଂଘ ର ସଦସ୍ୟ ମାନେ ଉପସ୍ଥିତ ଥିଲେ, ପରେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଚାନ୍ଦବାଲି ଅଭିମୁଖେ ବାହାରି ଚାନ୍ଦବାଲି କଲେଜ ଛକ ନିକଟରୁ ପଦଯାତ୍ରା କରି ପ୍ରଥମେ ଚାନ୍ଦବାଲି ତହସିଲଦାର ଙ୍କୁ ଏକ ଉତ୍ତରୀୟ ଦେବାସହ ଦାବୀ ପତ୍ର ପ୍ରଦାନ କରିଥିଲେ […]

ରମେଶ ପାଗଳ(ଭଦ୍ରକ)ଗ୍ରାମାଞ୍ଚଳ ଥାନା ହରିପୁର ଛକ ରେ ଲୁଟେରା ଙ୍କ ଗୁଳିମାଡ଼। ଗୁଳିମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ। ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତି ଭଦ୍ରକ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଲୁଟେରା ଙ୍କ ସହ ଧସ୍ତାଧସ୍ତି ସମୟରେ ଆଉ ଜଣେ ଆହତ ହୋଇ ଚିକିତ୍ସା ହେଉଛନ୍ତି । ସୂଚନା ଅନୁଯାୟୀ, ହରି ପୁର ଗ୍ରାମର ଦାଦା ସୁରେଶ ମହାରଣା ଓ ତାଙ୍କ ପୁତୁରା ମାନସ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୦୮୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୪୩୨୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୬୦୩୮୬ ଜଣ ସୁସ୍ଥ […]

ପ୍ରତୀକ ମିଶ୍ର (ନିଶ୍ଚନ୍ତକୋଇଲି)ବୟସ ର ଅପରାହ୍ନବି ମିଳିପାରୁନାହିଁ ସରକାରୀ ସହାୟତା । ଏଠି ଦୋଷ ଦେବେ କାହାକୁ, ନିଜ ଭାଗ୍ୟକୁ ନା ଭଗବାନଙ୍କୁ ନା ଏ ପ୍ରଶାସନକୁ। ଆମେ କହୁଛୁ କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ଶିଶୁଆ ଗ୍ରାମ ର ରାଧା ବେହେରା ଙ୍କ କଥା l ରାଧା ଦେଇଁଙ୍କ ବୟସ ଏବେ ଅଶିରେ ପହଁଚିଲାଣି ସତ ,କିନ୍ତୁ ସେ କେମିତି ଜୀବନ ଜାପନ କରୁଛନ୍ତି ଆପଣ ଦେଖିଲେ […]

ନିଶ୍ଚିନ୍ତ କୋଇଲି: ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିତକୋଇଲି ଥାନା କଟିକଟା ବଜ଼ାର ରେ ଗତ ଶୁକ୍ରବାର ରାତିରେ ତଥାଗତିତ ଦବଙ୍ଗ ସାମ୍ବାଦିକ, ଫୋକଶ ପ୍ଲସ ର ନିଶ୍ଚିତକୋଇଲି ବ୍ଲକ ପ୍ରତିନଧି ସପ୍ତଜିତ ରାଉଳ | କଟିକଟା ବଜ଼ାର ର ଏକାଧିକ ଦୋକାନୀ ମାନଙ୍କୁ ଧମକ ଚମକ ଦେବା ସହ ଅଶାଳିନ ଭାଷାରେ ଗାଳି ଗୁଲଜ କରିବା ସହ ଦୋକାନୀ ମାନଙ୍କ ଠାରୁ ବିଭିନ୍ନ ଜିନିଷ ନେଇ ପଇସା ଦେଇନଥିଲେ […]

ମାଲକାନଗିରି: ପୃବ ଶତ୍ରୁତାକୁ କେନ୍ଦ୍ର କରି ଏମ ଭି ୧୯ ଗ୍ରାମରେ ୫ ବର୍ଷ ର ଶିଶୁ ପୁତ୍ର କୁ ହତ୍ୟା ଘଟଣାରେ ହତ୍ୟାକାରୀ ବିକାଶ ରାୟ କୁ ଫାଶୀଦଣ୍ଡ ଦେବାକୁ ଦାବି କରି ମାଲକାନଗିରି ସଦର ଥାନା ରେ ପହଞ୍ଚିଲେ ଏମ ଭି ୧୯ ଗ୍ରାମର ଶତାଧିକ ଗ୍ରାମବାସୀ । ପ୍ରକାଶ ଥାଉକି ଅଭିଯୁକ୍ତ ବିକାଶ ରାୟ ଯେକି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୫ ବର୍ଷ ର […]

ପ୍ରଭାତ ସାହା(ମାଲକାନଗିରି) :ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କର୍ତନପାଲ୍ଲୀ ଗ୍ରାମରେ ଏମଜିଏନଆରଜିଏସ ଯୋଜନାରେ ଓଟିଇଏଲପି ପ୍ଲସ ପ୍ରୋଜେକ୍ଟ ଦ୍ୱାରା ଲୋକଙ୍କ ଖାଲି ପଢି ଥିବା ୧୦ ଜଣ ଲୋକଙ୍କ ଜମିରେ ପ୍ରାୟ ୨୦ ଏକର ଲେମନ ଗ୍ରାସ ପ୍ରଥମ ଥର ପାଇଁ ଚାଷ କରାଯାଇଥିଲା। ଚାଷରେ ସଫଳ ହେବା ପରେ ତାଙ୍କ ମାନ ଦଣ୍ଡ ସୁଦୃଢ କରିବା ପାଇଁ ଲେମନ ଗ୍ରାସ ଅଏଲ ପ୍ରୋସେସିଂ ୟୁନିଟ ଆରମ୍ଭ କରାଯାଇଛି। […]

ଦେବକାନ୍ତ ମହାନ୍ତି,ଚାନ୍ଦବାଲି) ଆଜି ଶ୍ରାବଣ ୨ୟ ସୋମବାର ହୋଇଥିବା ବେଳେ ସେପଟେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପାଞି ଅନୁଯାୟୀ ୩ୟ ପାଳି ପାଳନ କରାଯାଉଛି। ମହାମାରୀ କରୋନାର ଭୟଭୟତାକୁ ନେଇ ସମସ୍ତ ଶିବାଳୟରେ କାଉଡିଆଙ୍କ ଜଳାଭିଷେକ ଉପରେ ରୋକ ଲଗାଇଛନ୍ତି ସରକାର। ତାହାସହ ସମସ୍ତ ଜଳ ଉତ୍ସ, ନଦୀ ଓ ପୁଷ୍କରିଣୀରେ ଯେପରି କୌଣସି କାଉଡିଆ ଜଳ ନଉଠାଇବେ ସେଥିପାଇଁ କଟକଣା ଜାରୀ କରାଯାଇଛି। ହେଲେ […]

Pin It on Pinterest