ବାସ୍ତବବ୍ୟୁରୋ:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୮୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୪୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୪୪୧୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୧୬୯୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୮୦୪୦୦ଜଣ ସୁସ୍ଥ ହୋଇ ଘରକୁ […]

ବାସ୍ତବବ୍ୟୁରୋ: ମହିଳା ଆୟୋଗ, ଗର୍ଭବତୀ ମହିଳାଙ୍କ ପାଇଁ ଜାରିକଲେ ହେଲ୍ପ ଲାଇନ ନମ୍ବର |ରାଷ୍ଟ୍ରୀୟ ମହିଳା ଆୟୋଗ ସାରା ଦେଶରେ ଗର୍ଭବତୀ ମହିଳାମାନଙ୍କୁ ଚିକିସ୍ଛା ସହଯୋଗ ଯୋଗାଇ ଦେବା ପାଇଁ ଏକ ହ୍ଵାଟ୍ସଆପ ହେଲ୍ପଲାଇନ ନମ୍ବର ଆରମ୍ଭ କରିଛନ୍ତି | ଆୟୋଗ ପକ୍ଷରୁ ଗୁରୁବାର ଦିନ ଜାରି ପ୍ରେସ ଇସ୍ତାହାର କୁହାଯାଇଛିକି,ଗର୍ଭବତୀ ମହିଳାଙ୍କ ଚିକିସ୍ଛାରେ ଅବହେଳା ପରିଲକ୍ଷିତ ହେଉଥିବାର ସୂଚନା ମିଳିବାପରେ,ହେଲ୍ପଲାଇନ ନମ୍ବର ଜାରି କରିବା ପାଇଁ ସିଧ୍ୟାନ୍ତ ନିଆଯାଇଛି […]

ବାସ୍ତବବ୍ୟୁରୋ:ଭୁବନେଶ୍ବର : କରୋନା ସଂକ୍ରମଣର କାୟା ବିସ୍ତାରକୁ ନଜରରେ ରଖି ରେଳବାଇ ପକ୍ଷରୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୩ଟି ସ୍ବତନ୍ତ୍ର ଟ୍ରେନ୍‌କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି । ବିଶାଖାପାଟଣା-ରାୟଗଡ଼ା-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌(୦୮୫୦୮/୦୮୫୦୭) ଏପ୍ରିଲ ୩୦ରୁ ବିଶାଖାପାଟଣା ଓ ରାୟଗଡାରୁ ମେ’ ୧ରୁ, ବିଶାଖାପାଟଣା-ଗୁଣୁପୁର-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌(୦୮୫୨୨/୦୮୫୨୧) ଏପ୍ରିଲ ୩୦ରୁ ଉଭୟ ଦିଗରୁ ବାତିଲ ରହିବ। ବିଶାଖାପାଟଣା-ପଲାସା-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌(୦୮୫୩୨/୦୮୫୩୧) ଏପ୍ରିଲ ୩୦ରୁ ବିଶାଖାପାଟଣାରୁ ଓ ପଲାସାରୁ […]

ବାସ୍ତବବ୍ୟୁରୋ:(ଭୁବନେଶ୍ବର)ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାଇ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଯୋଗୁ ରାଜ୍ୟରେ, ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି ।ହେଲେ ତାପମାତ୍ରା ଉପରେ ଏହାର ତତ୍‌କ୍ଷଣାତ୍‌ ପ୍ରଭାବ ପଡ଼ିବ ନାହିଁ। ୨ ତାରିଖରୁ ସାରା ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ। ୩ରୁ କାଳବୈଶାଖୀ ବଢ଼ିବ । ୮ ତାରିଖ ଯାଏଁ […]

ବାସ୍ତବବ୍ୟୁରୋ:ବିହାରରେ କରୋନା ଭାଇରସ୍ ଏପରି ଦୃଶ୍ୟ ଦେଖାଉଛି ଯାହା ବିଷୟରେ କେହି ଶୁଣିବାକୁ ଚାହାଁନ୍ତି ନାହିଁ | ପୁଅ ମାଆର ଆଖି ସାମ୍ନାରେ, ପୁଅ ସାମ୍ନାରେ ପିତାଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ, ଏବଂ ବର୍ତ୍ତମାନ ଏକ ଦୃଶ୍ୟ ଯାହା ସମସ୍ତଙ୍କ ଆଖିରୁ ଲୁହ ଭରି ଦେଇଛି | ବାପାଙ୍କ ମୃତ ଶରୀର ଉପରେ ଶୋଇ ୬ ବର୍ଷ ର ଝିଅ ଖେଳୁଥିଲା |୬ ବର୍ଷର ଝିଅ ବାପାଙ୍କ ମୃତଦେହ ସହିତ ରାତିସାରା […]

ବାସ୍ତବବ୍ୟୁରୋ:(ଓ୍ୱାଶିଂଟନ) କରୋନା ଆତଙ୍କରେ ବିଶ୍ୱ ଯେତେବେଳେ ତ୍ରାହି ତ୍ରାହି ଡାକୁଛି,ଏହି ସମୟରେ ଏମିତ ଏକ ଖବର ଆସିଛି ଯେ,ଯେଉଁ ମାନେ କରୋନାର ଦୁଇଟି ଡୋଜ ଟୀକା ନେଇସାରିଛନ୍ତି ମାସ୍କ ପିନ୍ଧିବାର ଆଵଶ୍ୟକତା ନାହିଁ |ଏ ଖାବର ଆମେରିକା ସରକାରଙ୍କର | ଆମେରିକାର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି, ଯେଉଁମାନେ ଟିକା ନେଇଛନ୍ତି ସେମାନେ ସର୍ବସାଧାରଣ ଜାଗାରେ ମାସ୍କ ଲଗାଇବାର ଆବଶ୍ୟକତା ନାହିଁ। ସ୍ୱାସ୍ଥ୍ୟ ବିଭାଗ ଏକ ପ୍ରେସ ରିଲିଜ୍ ଜାରି […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) କରୋନା ମହାମାରୀ ସଂକ୍ରମଙ୍କୁ ନଜରରେ ରଖି ,ଏବେ ଟ୍ରେନରେ ବି କ୍ୟାଟରିଂ ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଛି |ଇଷ୍ଟକୋଷ୍ଟ ରେଲୱେ ସୂଚନାନୁଯାଇ, ଆଜିଠାରୁ ପୁରୀ-ନୂଆଦିଲ୍ଲୀ ପୁରଷୋତ୍ତମ ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ। ପୁରୀରୁ ଛାଡ଼ିବାକୁ ଥିବା ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ। ହେଲେ ଦିଲ୍ଲୀରୁ ଛାଡ଼ିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ ୩୦ ତାରିଖରୁ କ୍ୟାଟରିଂ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଟ୍ରେନ ଯାତ୍ରୀମାନେ ନିଜ ଖାଦ୍ୟ ବ୍ୟବସ୍ଥା ନିଜେ କରିବାପାଇଁ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଆଜି ରାଜ୍ୟରେ ଗତକାଲି ତୁଳନାରେ ଦୈନିକ ସଂକ୍ରମଣ କମିଛି |ରାଜ୍ୟରେ ୬୯୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସତ ହେଲେ ଲୋକଙ୍କ ମନରେ ଡର ବଢି ବଢି ଚାଲିଛି । ଗତ କାଲିଠାରୁ ଆଜି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମିଥିଲେବି ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ତାଲିକାରେ ରହିଛି | ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ସଂକ୍ରମିତ ଚିହ୍ନଟହୋଇଥିବା ବେଳେ, କଟକରୁ ୫୧୭ ସୁନ୍ଦରଗଡ଼ରୁ ୪୭୪, ନୂଆପଡ଼ାରୁ ୪୨୦, ଝାରସୁଗୁଡ଼ାରୁ […]

ଆଜି ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ୩୦୨ଟି କେନ୍ଦ୍ରରେ ଟିକାକରଣ କରାଯିବାକୁ ଯୋଜନା ଥିବାବେଳେ ବାଲେଶ୍ବର , ଭଦ୍ରକ , ବୌଦ୍ଧ , କଟକ , ଯାଜପୁର , ଝାରସୁଗୁଡ଼ା , କେନ୍ଦ୍ରାପଡ଼ା , କେନ୍ଦୁଝର , ଖୋର୍ଦ୍ଧା , କୋରାପୁଟ , ମୟୂରଭଞ୍ଜ ଓ ପୁରୀ ଜିଲାରେ ଟିକାକରଣ ବନ୍ଦ ରହିବ ।ଖୋର୍ଦ୍ଧା ଜିଲ୍ଲାରେ ଟିକାକରଣ ବନ୍ଦ ହେବାକୁ ଥିବାବେଳେ ରାଜଧାନୀ ଭୁବନେଶ୍ବର ଅଞ୍ଚଳରେ କିନ୍ତୁ ଟିକାକରଣ ଚାଲିବ ବୋଲି ସୂଚନା ଦିଆଯାଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୨ ଜଣ କରୋନା […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୮୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୧୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୨୮୫୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୫୨୪୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୭୧୨୦୦ଜଣ ସୁସ୍ଥ ହୋଇ […]

Pin It on Pinterest