ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଆରଡି ନିକଟସ୍ଥ ଓଳଗ ପଞ୍ଚାୟତ ବୋଡକଗାଁର ମାଝିସାହିରେ ଗତକାଲି ବିଳମ୍ବିତ ରାତିରେ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି କିଶୋର ମାଝୀ, ସର୍ବେଶ୍ବର ମାଝୀ, ବିଶ୍ବମ୍ବର ମାଝୀ ୩ପରିବାରଙ୍କର ୪ ବଖରା ଘର ସମ୍ପୁର୍ଣ୍ଣ ଜଳିଯିବା ସହ ଘରେ ଥିବା ସମସ୍ତ ଆସବାପତ୍ର, ଧାନ,ଚାଉଳ, ଜମିଜମା କାଗଜ ପତ୍ର, ଲକ୍ଷାଧିକ ସଂପତ୍ତି ପୋଡି ଯାଇଥିବା ଅଗ୍ନିବିପନ୍ନ କହିଛନ୍ତି। ଏପରିକି ୪୦କିମି ଦୂର ଧାମନଗର ଅଗ୍ନିଶମକୁ ଫୋନ ଯୋଗେ ଜଣାଇଥିଲେ ମଧ୍ଯ ଦୀର୍ଘଘଣ୍ଟା […]

ବାସ୍ତବବ୍ୟୁରୋ:(ଭଦ୍ରକ) ପୁଣି ଥରେ ଖଟିଆରେ ବୁହା ହେଲେ ରୋଗୀ | ଆଉ ପଦରେ ପଡିଲା ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶର ନିଚ୍ଛକ ଚିତ୍ର। ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବା କାରଣରୁ ରୋଗୀକୁ ଖଟିଆରେ ନେବାକୁ ପଡୁଛି। ଏ ଚିତ୍ର କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ଉପକୂଳ ଅଞ୍ଚଳର। ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳର ପଂଚପଡାର, ନାରାୟଣ ସେଠୀଙ୍କ ମା ଗୋଦାବରୀ ସେଠି ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ।ରାସ୍ତା ଖରାପ […]

ବାସ୍ତବବ୍ୟୁରୋ:(ଭଦ୍ରକ)ଆଜି ଭଦ୍ରକ ପୌରପାଳିକା ୧୫ ନମ୍ବର ୱାର୍ଡରେ ଅର୍ଜୁନ ସେତୁ ପୁନଃ ନିର୍ମାଣ ପାଇଁ ଦାବିରଖୀ ଏକ ଆନ୍ଦୋଳନ ଆରମ୍ଭ କରିଛି ଭଦ୍ରକ ବିଜେପି ଯୁବମୋର୍ଚା। ଏଥିରେ କୁଆଁସ ଗ୍ରାମର ବରିଷ୍ଠ ଶିକ୍ଷକ ଭଗବାନ ମିଶ୍ର, ପୂର୍ବତନ କାଉନସିଲର ପ୍ରଭାତ ମହାନ୍ତି, ପ୍ରେମାନନ୍ଦ ବେହେରା,ଶଶିକାନ୍ତ ମହାନ୍ତି,ମଣ୍ଡଳ ସଭାପତି ପ୍ରଭାକର ସାମଲ ତଥା ଯୁବନେତା ବୃଷଭାନୁ ସାହୁ,ଅଭିନାଶ ପଟ୍ଟନାୟକ, ଶିଵଶଙ୍କର ଦାସ,ହିମାଂଶୁ ଗୁପ୍ତା, ପୁଷ୍ପକାନ୍ତ ସାହୁ,ସମ୍ବିତ ପଣ୍ଡା,ତପେସ ଦାସ,ସମ୍ବିତ ଜେନା,ପ୍ରିୟରଞ୍ଜନ ସାହୁ,ଗଙ୍ଗାଧର […]

ବାସ୍ତବବ୍ୟୁରୋ:(ଭୁବନେଶ୍ବର) ୬ ମାସ ଜେଲରେ ରହିବା ପରେ ସର୍ତ୍ତ ମୂଳକ ଜାମିନରେ ଝାରପଡା ଜେଲରୁ ଆଜି(ଶନିବାର) ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।୬ ଟି ମାମଲାରେ ଜଡିତ ହୋଇ, ଗତ ବର୍ଷ ଡିସେମ୍ବର ୩ ତାରିଖରୁ ସେ ଭୁବନେଶ୍ୱର ଝାରପଡା ଜେଲ୍‌ରେ ଥିଲେ।ସୂଚେନିନୁଯାଇ,।୬ ଟି ଯାକ ମାମଲାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ଜାମିନ ବାବଦରେ ପ୍ରଦୀପ ମୋଟ ୬୯ ଲକ୍ଷ ୪୫ ହଜାର ଟଙ୍କାର ବଣ୍ଡ ପ୍ରଦାନ […]

ବାସ୍ତବବ୍ୟୁରୋ:(ଭୁବନେଶ୍ବର) ଓଡ଼ିଶା ପୁଲିସରେ ଏଣିକି ନିଯୁକ୍ତି ପାଇପାରିବେ କିନ୍ନର।ଡିଜିପି ଅଭୟଙ୍କ ସୂଚନା ଅନୁସାରେ ୪୭୭ ସବ୍-ଇନିସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ରେ କିନ୍ନର ମାନେ ଆବେଦନ କରି ପାରିବେ ।ଏହି ପଦବୀ ପାଇଁ ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ସ୍ଥିର କରାଯାଇଛି ।ସେହିପରି ୨୪୪ କନେଷ୍ଟବଳ ପଦବୀପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଖୁଶିବ୍ୟକ୍ତ କରିଛନ୍ତି ବିଭିନ୍ନ କିନ୍ନର ସଂଘ | […]

ବାସ୍ତବବ୍ୟୁରୋ:(କୋଣାର୍କ)କୋଣାର୍କ- ଭୁବନେଶ୍ୱର ମୁଖ୍ୟ ରାସ୍ତା ପାର୍ଶ୍ଵର ସାରଡା ଛକ ନିକଟରେ ଥିବା ଏକ ଘରୋଇ କ୍ଷୀର ପ୍ଲାଣ୍ଟ ସାମ୍ନା ରେ ଆଜି ସକାଳୁ ଦେଖିବାକୁ ମିଳିଥିଲା ବିକ୍ଷୋଭ।ସାରଡା ଗ୍ରାମବାସୀ ଙ୍କୁ ଏହି ଘରୋଇ ଦୁଗ୍ଧ କମ୍ପାନୀ ଦୁଗ୍ଧ ଚାଷ କରିବାକୁ ଋଣ ଯୋଗାଇ ଦେଇଥିଲା।ଚାଷୀ ମାନଙ୍କ ଠାରୁ ପ୍ରତିଦିନ ୧୫୦ ଲିଟର ରୁ ଉର୍ଦ୍ଧ୍ବ ପରିମାଣ ର ଦୁଗ୍ଧ ଏହି ଘରୋଇ କମ୍ପାନୀ ଗ୍ରହଣ କରୁଥିବା ବେଳେ, ମହାମାରୀ କରୋନା […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ମେ ମାସ ଯେତିକି ସରିସରି ଆସୁଛି ସେତିକି କମିକମି ଆସୁଛି କରୋନା ସଂକ୍ରମଣ ହାର | ଲୋକଙ୍କ ମନରେ ଆସିଛି ଆଶ୍ବସ୍ତି | ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪,୮୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋ,ଇଛନ୍ତି । ୨୭୬୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୦୮୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନାନୁଯାୟୀ,ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ପାଇଁ ୨୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିଲା । ଏହି ସହାୟତା ରାଶିରେ କିଣା ଯାଇଥିବା ଜରୁରୀକାଳୀନ କୋଭିଡ ଉପକରଣକୁ ମୁଖ୍ୟମନ୍ତ୍ରୀ ଆଜି ଲୋକଙ୍କ ସେବାରେ ଉତ୍ସର୍ଗ […]

ବାସ୍ତବ ବ୍ୟୁରୋ:(ଚାନ୍ଦବାଲି) ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ ତରଫରୁ ଆଜି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଲଗୁଣ୍ଡା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବିଜେଡ଼ିର ଯୁବ ରାଜ୍ୟ ସମ୍ପାଦକ ପ୍ରିନ୍ସ ରାକେଶ ନାୟକ ଉଦଘାଟନ କରିଥିଲେ । କରୋନା ସମୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବ ଅନୁଭବ ହେଉଛି ତେଣୁ ରକ୍ତବିନା କାହା ଜୀବନ ନ […]

ବାସ୍ତବବ୍ୟୁରୋ:(କୋଲକତା)ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ​​ହାରିବା ପରେ ବିଜେପି ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି ।ତୃଣମୂଳରୁ ବିଜେପିରେ ସାମିଲ ହୋଇଥିବା ନେତା ମାନେ ପୁଣି ଘରକୁ ଫେରିବାକୁ ଛଟପଟ ହେଲେଣି | ମମତାଙ୍କ ସହ ମନାନ୍ତର ହେତୁ ଦଳରୁ ତାଡିଆଖାଇଥିବା ନେତା,ସର୍ବ ପ୍ରଥମେ ବିଜେପିକୁ ଦେଇଥିଲେ ମୁକୁଲ ରୟ |ହେଲେ ଏବେ ଘରକୁ ଫେରିଛନ୍ତି ଅର୍ଥାତ୍ ସେ ଟିଏମସି ଫେରିଛନ୍ତି। ବାସ୍ତବରେ ସେ ତାଙ୍କ ପୁଅ ସୁଭ୍ରାନ୍ସୁଙ୍କ ସହ ତୃଣମୂଳ […]

Pin It on Pinterest