ବାସ୍ତବବ୍ୟୁରୋ:(ଭୁବନେଶ୍ଵର) ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ, ଅତୀ ଭୀଷଣ ରୂପ ଧରି ସାମୁଦ୍ରିକ ଝଡ ‘ୟାସ୍‌’ ସ୍ଥଳଭାଗ ଆଡକୁ ମୁହାଁଇଛି। ଏହାର ଘଣ୍ଟା ପ୍ରତି ବେଗ ୧୭ କିଲୋମିଟର ରହିଛି।ବର୍ତ୍ତମାନ ପାରାଦୀପଠୁ ୨୨୦ କିମି ଦୂରରେ ରହିଛି ଥିବାବେଳେ,ବାଲେଶ୍ଵରଠୁ ୩୩୦ ଓ ଦୀଘାଠାରୁ ୩୨୦ କିମି ଦୂରରେ ରହିଛି ବାତ୍ୟା ‘ୟାସ୍‌’। ଆସନ୍ତାକାଲି ସକାଳେ ଏହା ଧାମରା ନିକଟରେ ଲ୍ୟାଣ୍ଡଫଲ କରିବ । ଏହି ବାତ୍ୟା […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି)୨୬ ତାରିଖ ସକାଳେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଧାମରା ବନ୍ଦର ନିକଟରେ, ବାତ୍ୟା ୟାସ୍ ଅତି ଭୀଷଣକାୟ ରୂପ ଧରି ପହଞ୍ଚିବ। ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୧୪ଟି ପଞ୍ଚାୟତର ପ୍ରାୟ ୧୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ଏହାଛଡ଼ା ଶତାଧିକ ଗର୍ଭବତୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଉପକୂଳବର୍ତ୍ତୀ ଚାନ୍ଦବାଲି ବ୍ଲକରେ ତୁହାକୁ ତୁହା ପ୍ରବଳ […]

ବାସ୍ତବବ୍ୟୁରୋ:(କୋଣାର୍କ) କରୋନା ର ଲଢେ଼ଇ ରେ ହାରି ଯାଇଛନ୍ତି ଆଉ ଜଣେ ଯୋଦ୍ଧା ତଥା ଯୁବ ସାମ୍ବାଦିକ ସଂଗ୍ରାମ ମହାପାତ୍ର। ସେ ଦୈନିକ ଖବରକାଗଜ ସମୟ ରେ କୋଣାର୍କ ପ୍ରତିନିଧି ଥିଲେ। ଗତ ୨୩ରେ ତାରିଖ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତ୍ରରେ ତାଙ୍କର ନିଧନ ହୋଇଛି । ମୃତୁ ବେଳକୁ ତାଙ୍କର ବୟସ ୪୩ ବର୍ଷ ହୋଇଥିଲା । ଏହି ଦୁଃଖଦ ଖବର ନେଇ ସାମ୍ବାଦିକ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୩୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୧୪୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୦୫୫୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୦୧୨୨୪ଜଣ ସୁସ୍ଥ ହୋଇ […]

ବାସ୍ତବବ୍ୟୁରୋ:(ମନୋଜ ମହାନ୍ତି)କରୋନା ଯୋଦ୍ଧା ଭାବେ, ଅଙ୍ଗନବାଡ଼ି କର୍ମୀଙ୍କ ପ୍ରାଣହାନୀ ଘଟିଲେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିବ।ଏହା କରୋନା ମହାମାରୀର ଦ୍ବିତୀୟ ଲହରୀ ପାଇଁ ନିୟୋଜିତ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ପ୍ରଯୁଜ୍ୟ | ସମସ୍ତ ଜିଲ୍ଲା ସ୍ତରୀୟ ଡିଏସ୍‌ଡବ୍ଲୁଓଙ୍କୁ, ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏ ସମ୍ଵଧ୍ୟରେ ଚିଠି ଲେଖି ଜଣାଇ ଦିଆଯାଇଛି। ଏଥିପାଇଁ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ପ୍ରଧାନମନ୍ତ୍ରୀ […]

ବାସ୍ତବବ୍ୟୁରୋ:(ସନ୍ତୋଷ କୁମାର ପାତ୍ର,ନର୍ଲା) ଆଶା କର୍ମୀ ସଂଘ ନର୍ଲା ସଭାପତି ପଙ୍କଜିନି ନାଏକ ଙ୍କ ତତ୍ତ୍ଵବଧାନରେ ଏକ ଅଭିଯୋଗ ପତ୍ର, ନର୍ଲା ବିଡିଓ ଏବଂ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି , ପ୍ରକାଶ ଥାଉ କି, ରାଜ୍ୟ ସରକାର ଙ୍କ ନିର୍ଦେଶ କ୍ରମେ ସାରା ଓଡ଼ିଶା ରେ କେ଼ାରୋନା ସଂକ୍ରମିତ ଙ୍କୁ ଚିହ୍ନଟ କରିବା ପାଇଁ ଘର ଘର ବୁଲି ଆଶାକର୍ମୀ ଏବଂ ଅଙ୍ଗନୱାଡ଼ି କର୍ମୀ […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ତେନ୍ତୁଲ୍ଲୀଡ଼ିହି ପଂଚାୟତରେ ଗ୍ୟାସଟାଙ୍କି ଫାଟି ଭୟାଭୟ ଅଗ୍ନିକାଣ୍ଡରେ, ୧୨ବଖରା ଘର ପୋଡି ପାଉଁଶ ହୋଇ ଯାଇଛି | ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେବାର ବହୁ ବିଳମ୍ବରେ ଅଗ୍ନିଶମ ବିଭାଗ ପହଂଚିବା ସହ ମାତ୍ର ଗୋଟିଏ ଗାଡି ଯାଇଥିବାରୁ ଅସନ୍ତୋଷ ଦେଖାଦେଇଥିଲା | ଗ୍ରାମବାସୀ ନିଆଁକୁ ଆୟତ କରିବାକୁ ଚେଷ୍ଟା ଓ ସହଯୋଗରେ ଅଗ୍ନିଶମ ବିଭାଗ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲେ | ପରେ ଅଗ୍ନିଶମ […]

ବାସ୍ତବବ୍ୟୁରୋ:(ଭୁବନେଶ୍ବର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବାତ୍ୟା ୟାସକୁ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି | ସେ କହିଛନ୍ତି ଆମକୁ ଏକ ସମୟରେ ଦୁଇଟି ବଡ଼ ବିପଦର ମୁକାବିଲା କରିବାକୁ ହେବ । କରୋନା ମହାମାରୀ ଓ ବାତ୍ୟା, ଗତବର୍ଷ କୋଭିଡ଼ ସହ ଅମ୍ପନ ବାତ୍ୟାକୁ ଆମେ ସାମ୍ନା କରିଥିଲେ । ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, ସାମାନ୍ୟ ଅବହେଳା ଆମ ପାଇଁ ବଡ଼ ବିପଦ ସୃଷ୍ଟି କରିବ, ତଥାପି ଆମକୁ […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଅବପାତର ରୂପ ନେଇ ବାତ୍ଯାରେ ପରିଣତ ହୋଇଛି। ଆଜି ସକାଳୁ ଧାମରା, ଚାନ୍ଦବାଲି ଓ ଆରଡିର ବିଭିନ୍ନ ଅଞ୍ଚଳରେ ପବନ ସାଙ୍ଗକୁ ବର୍ଷା ଲାଗି ରହିଛି।ପାଣିପାଗ ବିଭାଗ ପକ୍ଷରୁ ମଧ୍ୟାହ୍ନ ୧୨ ଟାରେ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ, ଏବେ ବାତ୍ୟା ସମୁଦ୍ର ଭିତରେ ନିଜ ବଳ ବଢ଼ାଉଛି ଓ ଧୀରେ ଧୀରେ ଆଗକୁ ବଢୁଛି । ପୂର୍ବାନୁମାନ ଅନୁଯାୟୀ […]

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ସୋମବାର) ଅପରାହ୍ନ ୪ଟା ସମୟରେ ରାଜ୍ୟବାସୀଙ୍କୁ ବାତ୍ୟା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବେ । ଦେବଗଡ଼ ସହର ମ୍ୟୁନିସିପାଲିଟି ସାହି ନୃସିଂହ ମଣ୍ଡପ ସମ୍ମୁଖରେ ଗଛ ପଡି ବୋଲେରୋ ଚୁର୍‌ମାର,ଅଳ୍ପକେ ବର୍ତ୍ତିଲେ ଲୋକେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।  ବାତ୍ୟା ‘ୟସ୍’ ପ୍ରଭାବରେ କଟକରେ ବୁଧବାର ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ […]

Pin It on Pinterest