ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୮୫୨ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୮୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୯୨୩୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୧୮୬୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୭୭୯୮୩ଜଣ ସୁସ୍ଥ ହୋଇ […]
ରାଜ୍ୟ
ବାସ୍ତବବ୍ୟୁରୋ:(ଭୁବନେଶ୍ବର)କରୋନା ସଂକ୍ରମଣର ହାର ରାଜ୍ୟରେ କମିବାର ନ’ଧରୁନଥିଲାବେଳେ, କରୋନାକୁ ନେଇ ରାଜନୀତି ଯୁଦ୍ଧ ତାଠାରୁ ଅଧିକ ହାରରେ ବଢି ଚାଲିଛି | ଲୋକଙ୍କ ଜୀବନ ଆଉ ଜୀବିକା ଠୁଁ ବେଶି ଦଳଗତ ପ୍ରଚାର ପ୍ରସାର ଛାଲିଛି | ଏହି ଘଡ଼ିସନ୍ଧି ମୁହୁର୍ତରେ ବିଜେପି ବିଜେଡି ମଧ୍ୟରେ ଭେଣ୍ଟିଲେଟର୍ କୁ ନେଇ ଆରମ୍ଭ ହୋଇଛି ଯୁଦ୍ଧ | ପିଏମ୍ କେୟାର ପାଣ୍ଠିରୁ କେନ୍ଦ୍ର ସରକାର ଓଡ଼ିଶାକୁ ୫୬୭ ଭେଣ୍ଟିଲେଟର୍ ଦେଇଛନ୍ତି। ଏହି […]
ବାସ୍ତବବ୍ୟୁରୋ:(ଚାନ୍ଦବାଲି) ଗତ ୧୪ ତାରିଖରେ ଆରବ ସାଗରରେ ସୃଷ୍ଟି ହୋଇ ୧୯ ପର୍ଯ୍ୟନ୍ତ ତାଣ୍ଡବ ସୃଷ୍ଟି କରିଥିବା ସାମୁଦ୍ରିକ ବାତ୍ୟା କୌତତେ’ ପ୍ରଭାବରେ ମୁମ୍ବାଇ ଠାରୁ ୬୫ କି.ମି ଦୂରରେ ଆରବସାଗରରେ ପଣ୍ୟବାହି ଜାହାଜ (ପି _ ୩୦୫) ବୁଡି ଘଟଣାରେ ମାସୁ ଆସୋସିଏଟ ସଂସ୍ଥାରେ ସୁପରଭାଇଜର ଭାବେ କାର୍ଯ୍ୟରତ ଓଡ଼ିଆ ଯୁବକ ଗୋଲଖ ସାହୁଙ୍କର ମୃତ୍ୟୁ ହୋଇଥିଲା । ଗୋଲଖଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ ଏ […]
ବାସ୍ତବବ୍ୟୁରୋ:(ଗଂଜାମ)ମାଡି ଆସୁଛି ବାତ୍ୟା ୟସ. ସାରା ରାଜ୍ୟରେ କରୋନାର ବିଭୀଷିକା ଲୋକମାନଙ୍କୁ ଭୟଭୀତ କରି ରଖିଥିବା ବେଳେ,ୟସ ବେଢ଼ି ଉପରେ କୋରଡ଼ା ପରି ।ଏହି ସମ୍ଭାବ୍ୟ ବାତ୍ୟା ୟସ୍ କୁ ନେଇ ଉପକୂଳବର୍ତି ଜିଲ୍ଲା ଗୁଡିକରେ ଲୋକମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ପ୍ରସ୍ତୁତି ଜାରି ରହିଛି | ଏହି ପରିପେକ୍ଷୀରେ ଆଜି ଗଂଜାମ ଜିଲାପ୍ରଶାସନ ପକ୍ଷରୁ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ କରାଯାଇଛି । ଏହି ବୈଠକରେ […]
ବାସ୍ତବବ୍ୟୁରୋ:(ଚାନ୍ଦବାଲି ୨୨/୦୫/୨୦୨୧) ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଆଜି ଲଘୁଚାପ ରୂପ ନେବ ଆସନ୍ତା ୨୩ ତାରିଖରୁ ୨୬ ମଧ୍ୟରେ, ବାତ୍ୟା ରୂପ ନେବା ପରେ ୪୮ ଘଣ୍ଟା ପାଇ ଅତି ଭୀଷଣ ବାତ୍ୟା ହୋଇପାରେ | ଉପକୂଳ କେନ୍ଦ୍ରାପଡ଼ାରୁ ଦୀଘା ଯାଏ ବେଶି ପ୍ରଭାବ ପଡିବ| ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରୁଛନ୍ତି, ଓଡ଼ିଶାର […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୧୦୮ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୭୯୫୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୯୬୩୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୬୭୩୮୨ଜଣ ସୁସ୍ଥ ହୋଇ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) କରୋନା ସଂକ୍ରମଣ ଚିହ୍ନଟରେ ରାଜ୍ୟରେ ଆଜିବି ଖୋର୍ଦ୍ଧା ଜିଲ୍ଲା ଆଗରେ |ଗତ ୨୪ ଘଣ୍ଟାରେ ୧୧,୧୦୮ ଜଣ କରୋନା ସଂକ୍ରମିତ ସାରା ରାଜ୍ୟରୁ ଚିହ୍ନଟ ହୋଇଥିବା ବେଳେ,ଖୋର୍ଦ୍ଧା ଜିଲ୍ଲାରୁ ୧୪୫୧ ଜଣ ।ରାଜ୍ୟର ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୬୨୧୯ ଜଣ ଓ ୪୮୮୯ଟି ହେଉଛି ସ୍ଥାନୀୟ ବାସିନ୍ଦା । ଏଥିସହ ସରକାରୀ ସୂଚନା ମୁତାବକ ରାଜ୍ୟରେ ଗତ ୨୪ ଘଂଟାରେ ୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । […]
ଚାନ୍ଦବାଲି:(ଦେବକାନ୍ତ ମହାନ୍ତି,) ଚାନ୍ଦବାଲିରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ କୋଭିଡ-୧୯ ପାଇଁ ଚାନ୍ଦବାଲି କଲେଜ ପରିସରରେ ଏକ ହେଲ୍ପଡେସ୍କ ଗଠନ କରାଯାଇଛି । ଏହି ହେଲ୍ପଡେସ୍କ କୃଷକ ମୋର୍ଚ୍ଚାର କର୍ମୀ ମାନେ ପ୍ରତିଦିନ ଦୁଇ ଜଣ ଲେଖାଏଁ କୋଭିଡ ଟୀକାଟୀକା କରଣ କେନ୍ଦ୍ରରେ, ଉପସ୍ଥିତ ରହିବେ| ସମସ୍ତଙ୍କ ନାମ ରେଜିଷ୍ଟ୍ରେସନ କରିବା ସହ ଶୃଙ୍ଖଳିତ ଭାବେ ଟୀକା କରଣରେ, ସମାନ ଦୂରତା , ମାସ୍କ ପରିଧାନ ଆଦି […]
ବାସ୍ତବବ୍ୟୁରୋ:(ନିଉଦିଲୀ) କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଶୁକ୍ରବାର ଦିନ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ପରିବର୍ତ୍ତନଶୀଳ ପ୍ରିୟତା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛି। ୧ .୫ କୋଟିରୁ ଅଧିକ କର୍ମଚାରୀ ମାସକୁ ୧୦୫ ରୁ ୨୧୦ ଟଙ୍କା ପାଇବେ। ଏହି ବୃଦ୍ଧି ଏପ୍ରିଲ ୧ , ୨୦୧୧ ରୁ କାର୍ଯ୍ୟକାରୀ ହେବ ଏବଂ ଏହି କାରଣରୁ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ମଜୁରୀ ମଧ୍ୟ ବୃଦ୍ଧି ପାଇବ | କେନ୍ଦ୍ର […]
ବାସ୍ତବବ୍ୟୁରୋ:(ମନୋଜ ମହାନ୍ତି)ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି, ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଇ ଥିଲେ | ସ୍ବତନ୍ତ୍ର ରିଲିଫ କମିଶନର, ବିଭିନ୍ନ ବିଭାଗର ସଚିବ, ଏନଡିଆରଏଫର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଅତତ ବ୍ୟତିରେ ସମ୍ଭାବ୍ୟ ବାତ୍ୟାରେ, ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଏହି ବୈଠକରେ ଯ଼ୋଗ ଦେଇଥିଲେ । […]


